ଗଞ୍ଜାମ

ଟ୍ରାକ୍ଟରରେ ମାଟି ନେଲାବେଳେ ଯୁବତୀଙ୍କୁ ଅସଦାଚରଣ: ପରେ …

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ଅନୁସୂଚିତ ଜାତି ବର୍ଗର ଯୁବତୀଙ୍କୁ ଅସଦାଚରଣ ଓ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଶନିବାର ତଦନ୍ତକାରୀ ଅଧିକାରୀ ଥାନା ଏସ.ଆଇ ସୋଫିଆ ମିଶ୍ର ଗିରଫ କରି ବ୍ରହ୍ମପୁର ଜିଲା…

ଭଞ୍ଜନଗର କୋର୍ଟରେ ଜାତୀୟ ଲୋକ ଅଦାଲତ: ସମସ୍ୟାର ସମାଧାନ ହୋଇ ୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଲାଭ

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସିଭିଲ କୋର୍ଟ ପରିସରରେ ଶନିବାର ୩ୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୮୬ଟି ମାମଲା ଫଇସଲା ହୋଇଥିଲା। ଫଳରେ ୧୪୧୯୮୬୫୭ (ଏକ କୋଟି ଏକଚାଳିଶି ଲକ୍ଷ ଅଠାନବେ ହଜାର ଛଅ ଶହ…

ସ୍ପିଡ୍‌ରେ କାର ଓଭରଟେକ୍‌ କଲାବେଳେ ପୋଲିସର ବଢ଼ିଲା ସନ୍ଦେହ: ଜଣଙ୍କ ପରେ ଜଣଙ୍କୁ…

ଗଞ୍ଜାମ,୧୩।୯ (ଅଖିଳ ତରାଇ/ ବିଦ୍ୟାଧର ସାହୁ): ଗଜପତି ଜିଲାର ମୋହନାରୁ ଭୁବନେଶ୍ୱର ଅଭିମୁଖେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଏକ ସୁଜୁକି କାର (ନମ୍ବର: ଓଡି୦୭ଜେଡ ୭୩୯୯) ରମ୍ଭା ପୋଲିସ ଦ୍ୱାରା ଜବତ ହୋଇଛି। ଶୁକ୍ରବାର ରାତିରେ ନାଇଟ ପାଟ୍ରୋଲିଂ ବେଳେ…

ବିଲରେ କାମ କରୁଥିଲେ, ହଠାତ୍‌ ପଶିଆସିଲା ଭାଲୁ: ଚିତ୍କାର କରିବାରୁ…

ବୁଗୁଡ଼ା,୧୩।୯(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲ ନିକଟବର୍ତ୍ତୀ କିରିଆମ୍ବା ଗ୍ରାମର ଜଣେ ଯୁବ ଚାଷୀଙ୍କୁ ଭାଲୁ ଆକ୍ରମଣ କରିଛି। ଅମିନ ନାୟକ(୩୨) ନାମକ ଏହି ଚାଷୀ ଜଣଙ୍କ ଭାଲୁ ଆକ୍ରମଣର ଶିକାର ହୋଇ ସ୍ଥାନୀୟ…

ମଦ୍ୟପାନ କରି ଗାଡି ଚଳାଇବା ମହଙ୍ଗା ପଡିଲା, ଡିଭାଇଡରରେ ପିଟିହେଲା ଟ୍ରକ୍‌, ତା’ପରେ…

ଗଞ୍ଜାମ୧୩।୯(ବିଦ୍ୟାଧର ସାହୁ ): ମଦ୍ୟପାନ କରି ଗାଡି ନ ଚଲେଇବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । କିନ୍ତୁ ପ୍ରଶାସନର ତାଗିଦକୁ ଭୃକ୍ଷେପ ନକରି କିଛି ମଦ୍ୟପ ଡ୍ରାଇଭର ମଦ୍ୟପାନ କରି…

ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କଲେ ପୂଜା ଗୌଡ଼, ପୁରସ୍କୃତ କଲେ ବିଧାୟକ

ଗଞ୍ଜାମ, ୧୩।୯(ବିଦ୍ୟାଧର ସାହୁ ): ଲୋକ ସମ୍ପର୍କ ସୂଚନା କାର୍ଯ୍ୟାଳୟ ପକ୍ଷରୁ ଭାରତୀ ବିଦ୍ୟାପୀଠଠାରେ ରଚନା ପତ୍ରଲିଖନ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମ୍ୟାଟ୍ରିକ ପରୀକ୍ଷାରେ ୪୬୦ ମାର୍କ ରଖି ପାସ କରିଥିବା ଅର୍ଜୁନ ଗୌଡ଼ଙ୍କ ଝିଅ ପୂଜା…

ସାବିତ୍ରୀ ମହିଳା ମହାବିଦ୍ୟାଳୟ ନୂତନ ଅଧ୍ୟକ୍ଷା ନିଯୁକ୍ତି: ବଦଳିବ ଚିତ୍ର

ଭଞ୍ଜନଗର,୧୩/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ଡ଼ ସ୍ମିତାରାଣୀ ପଣ୍ଡାଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗତ ୧୧ ତାରିଖରେ ଚିଠି ନମ୍ବର ୪୯୬୧୬ରେ…

ଭତ୍ତିଭୂମି ଅଛି, ଘୋଷଣା ହୋଇପାରୁନାହିଁ : ଘୁମୁସର ଜିଲା ଦାବିରେ ତହସିଲଦାରଙ୍କୁ ଦାବିପତ୍ରଭ

ଞ୍ଜନଗର,୧୨।୯(ବାବୁଲା ପ୍ରଧାନ): ଡିସେମ୍ବର ମାସ ସୁଦ୍ଧା ରାଜ୍ୟରେ ଗ୍ରାମ, ପଞ୍ଚାୟତ, ବ୍ଲକ, ଉପଖଣ୍ଡ ସୀମା ପୁନଃ ନିର୍ଧାରଣ କରିବାକୁ ସରକାର ଯାଉଛନ୍ତି। ଏହାପୂର୍ବରୁ ରାଜ୍ୟ ସରକାର କିଛି ନୂଆ ମ୍ୟୁନିସିପାଲଟି ଓଏନଏସି ଘୋଷଣା କରିଛନ୍ତି। ଆଗକୁ ପଞ୍ଚାୟତ ଓ ବ୍ଲକ ସଂଖ୍ୟା…

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ପାର୍କ ଏବେ ଅନାବନା ଗଛରେ ପରିପୂର୍ଣ୍ଣ

ଗଞ୍ଜାମ,୧୨।୯ (ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ପ୍ରଶାସନ ପକ୍ଷରୁ ସହର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଶିଶୁ ପାର୍କ ନିର୍ମାଣ କରାଯାଇଛି । କିନ୍ତୁ ରକ୍ଷଣା ବେକ୍ଷଣ ଅଭାବରୁ କିଛି ସ୍ଥାନରେ ଭାଙ୍ଗି ରୁଜି ଗଲାଣି ତ…

ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ବାରମ୍ବାର ଘଟୁଛି ଦୁର୍ଘଟଣା

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ଠିକାଦାରଙ୍କ ଅହେତୁକ ବିଳମ୍ବ ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି। ପ୍ରତିବାଦରେ ମଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟରେ ଗ୍ରାମବାସୀ ଶୁକ୍ରବାର ସକାଳୁ…

୨୫ ଦିନରେ ପହଞ୍ଚିଲା ବେସରକାରୀ ଅଧ୍ୟାପକ, କର୍ମଚାରୀଙ୍କ ଆନ୍ଦୋଳନ: ସରକାରଙ୍କୁ ଦେଲେ ଏମିତି ଚେତାବନୀ

ବୁଗୁଡ଼ା,୧୧।୯ (କାଳିଚରଣଦାଶ): ସ୍ଥାନୀୟ ପିପୁଲ୍ସ କଲେଜର ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ୨୦୦୮ ପରବର୍ତ୍ତୀ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଅନୁଦାନ ପ୍ରଦାନ ଦାବି…

ଖେମୁଣ୍ଡି କଲେଜ ପୂର୍ବତନ ଅଧ୍ୟକ୍ଷଙ୍କ ବିୟୋଗରେ ଶୋକର ଛାୟା: କଲେଜ ପରିସରରେ ଦିଆଗଲା ଶ୍ରଦ୍ଧାଞ୍ଜଳି

ଦିଗପହଣ୍ଡି,୧୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଗତ୨୦୧୩ ସେପ୍ଟେମ୍ବର ୧ ରୁ ୨୦୧୯ ମାର୍ଚ୍ଚ ୩୧ ଯାଏ ଦୀର୍ଘ ୬ ବର୍ଷ ଧରି ଅଧ୍ୟକ୍ଷ ରହିଥିବା ସ୍ବର୍ଗତ ମୂରଲୀଧର ପଧାନଙ୍କୁ ଗୁରୁବାର କଲେଜ ପରିସରରେ ଶ୍ରଦ୍ଧାଞ୍ଜଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?