ଗଞ୍ଜାମ

ଅଳିଆ ବୁହା ଗାଡିର ଶୁଭାରମ୍ଭ କଲେ ସରପଞ୍ଚ, ମଲାଡ଼ ପଞ୍ଚାୟତରେ ଏହା ପ୍ରଥମ

ଗଞ୍ଜାମ,୧୨।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର ନିଆରା ପଞ୍ଚାୟତ ମଲାଡ଼ ଗ୍ରାମ ପଞ୍ଚାୟତ। ଏହି ପଞ୍ଚାୟତରେ ପ୍ରଥମଥର ପାଇଁ ଅଳିଆ ବୁହା ଗାଡିର ଶୁଭାରମ୍ଭ କରିଛନ୍ତି ସରପଞ୍ଚ ମମତା ବେହେରା । ଶୁଭାରମ୍ଭ ବେଳେ ସମିତି ସଭ୍ୟା ପ୍ରତିନିଧି ଟିଟୁ ମହାପାତ୍ର,…

ଜନସାଧାରଣଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି ରାସ୍ତା, ବଡ଼ ବଡ଼ ଖାଲ, ଅଳିଆ ଆବର୍ଜନା ଯୋଗୁ…

ଗଞ୍ଜାମ, ୧୨।୧୧ (ଅଖିଳ ତରାଇ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତରେ ରାସ୍ତା ମରାମତିର ଅଭାବ ଯୋଗୁ ସ୍ଥାନୀୟ ବାସିନ୍ଦାମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। କରପଡ଼ା ବଜାର ସାହିରେ ଥିବା ପଞ୍ଚାୟତ କାର୍ଯ୍ୟାଳୟରୁ ଶନି ମନ୍ଦିର ପର୍ଯ୍ୟନ୍ତ ଏହି…

ଓପନ୍‌ ନ୍ୟାସନାଲ ତାଇକୋଣ୍ଡ ଚାମ୍ପିୟାନଶିପ: ୨୪ ସ୍ବର୍ଣ୍ଣ ସହ ୪୦ ପଦକ ଜିତିଲେ ଭଞ୍ଜନଗର ଛାତ୍ରୀଛାତ୍ର

ଭଞ୍ଜନଗର,୧୧।୧୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ତାଇକୋଣ୍ଡ ଏକାଡେମୀର ପ୍ରତିଯୋଗୀମାନେ ଗୋଟିଏ ପରେ ଗୋଟିଏ ପ୍ରତିଯୋଗିତାରେ ଭାଗ ନେଇ ସଫଳତାର ସହ ପଦକ ବିଜୟୀ ହେଉଛନ୍ତି। ଯାହାକି ଭଞ୍ଜନଗର ଟାଇକୋଣ୍ଡ ପ୍ରତିଯୋଗୀମାନଙ୍କ ପାଇଁ ଖୁସି ଖବର। ଏହିଭଳି ପରିସ୍ଥିତିରେ ଗତ ୮…

ଭଞ୍ଜନଗର ବାଇପାସ ରାସ୍ତାରେ ବାଇକ୍‌କୁ ଧକ୍କା ଦେଲା କାର୍‌, ହାବିଲଦାର ଗୁରୁତର

ଭଞ୍ଜନଗର,୧୧।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ବାଇପାସ ରାସ୍ତାରେ ମଙ୍ଗଳବାର ସାଂରେ ଏକ ବାଇକ ସହ କାରର ଧକ୍କା ହୋଇଛି। ଏଥିରେ ବାଇକ ଚାଳକ ଲଣ୍ଡେଇସାହିର ଅବସରପ୍ରାପ୍ତ ହାବିଲଦାର ଜଗବନ୍ଧୁ ସ୍ବାଇଁ (୬୩) ଗୁରୁତର ହୋଇଛନ୍ତି। ଆହତ ଜଗବନ୍ଧୁଙ୍କୁ କାର ଚାଳକ…

ଦିଗପହଣ୍ଡିରେ ଅସାମାଜିକ ତତ୍ତ୍ୱଙ୍କ ଆତଙ୍କରାଜ: ଏତଲା ପରେ ୩ ଯୁବକଙ୍କୁ ଅଟକ ରଖି…

ଦିଗପହଣ୍ଡି,୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ କିଛିଦିନର ନୀରବତା ପରେ ପୁଣି ଅସାମାଜିକ ତତ୍ତ୍ୱଙ୍କ ଆତଙ୍କରାଜ ଦେଖାଦେଇଛି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଦିଗପହଣ୍ଡି ବସଷ୍ଟାଣ୍ଡ – ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା କଡ଼ରେ ଥିବା ମାଛ ଦୋକାନରେ…

ମୌଳଭଞ୍ଜା ବ୍ରିଜ ଉପରେ ୨ ପଲସର ମୁହାଁମୁହିଁ, ୪ ଯୁବକ ଗୁରୁତର

ଦିଗପହଣ୍ଡି, ୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ତପ୍ତପାଣି ୩୨୬ ନଂ ଜାତୀୟ ରାଜପଥର ମୌଳାଭଞ୍ଜା ବ୍ରିଜ ଉପରେ ମଙ୍ଗଳବାର ସାରେ ୨ଟି ପଲସର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୪ ଯୁବକ ଗୁରୁତର ହୋଇଛନ୍ତି। ସେମାନେ ହେଲେ…

ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତ, ସର୍ବନିମ୍ନ ତାପମାତ୍ର ୯.୫ ପରେ… 

ଦାରିଙ୍ଗବାଡି, ୧୧।୧୧ (ଅରୁଣ ସାହୁ): ପୁଣି ବଢିଲା ଶୀତ। ତଳ ମୁହାଁ ହେଲା ତାପମାତ୍ରା। ଆଉ ଶୀତରେ ଥରୁଛି ଦାରିଙ୍ଗବାଡି। ଗତ ୩ ଦିନ ହେଲା ତାପମାତ୍ରା ଖସିବା ସହ ମଙ୍ଗଳବାର ପାରଦ ୧୦ ଡିଗ୍ରୀ ତଳକୁ ଖସିଆସିବା ଯୋଗୁ ଜନଜୀବନ…

ହୋଟେଲ୍ ମାଲିକଙ୍କୁ ହତ୍ୟା ଉଦ୍ୟମ ଘଟଣା; ଜେଲ୍ ଗଲେ ଜଣେ ଅଭିଯୁକ୍ତ

ଦିଗପହଣ୍ଡି,୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ଭ୍ରମରପୁର ଗ୍ରାମରେ ଜଳଖିଆ ହୋଟେଲ୍ ମାଲିକ ଭଗବାନ ମିଶ୍ର ଓ ତାଙ୍କ ଭାଇ ରବୀନ୍ଦ୍ର ମିଶ୍ରଙ୍କୁ ହତ୍ୟା ଉଦ୍ୟମ କରାଯିବା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।…

କ୍ଷମା ପ୍ରାର୍ଥନା କଲେ ବ୍ରହ୍ମପୁର ଏସ୍‌ପି

କଟକ,୧୧।୧୧(କାର୍ତ୍ତିକ ସାହୁ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍‌ ହାଇକୋର୍ଟରେ ମଙ୍ଗଳବାର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। କ୍ଷମା ପ୍ରାର୍ଥନାକ ହାଇକୋର୍ଟ ଗ୍ରହଣ କରିଛନ୍ତି। ଏଥିସହ ତାଙ୍କ ବିରୋଧରେ ମାମଲା…

ବିଦ୍ୟାଳୟରେ ପଶି କୁନି ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଲେ ୨ ଯୁବକ: ପୋଲିସର କାର୍ଯ୍ୟାନୁଷ୍ଠାନରେ ତେଜିଲା ଅସନ୍ତୋଷ

ଗଞ୍ଜାମ, ୧୧।୧୧(ଅଖିଳ ତରାଇ): ରମ୍ଭା ସହରର ଲକ୍ଷ୍ମୀପୁର ସେବାଶ୍ରମ ବିଦ୍ୟାଳୟରେ ଅବାଧ ପ୍ରବେଶ କରି କୁନି ଛାତ୍ରୀଛାତ୍ରମାନଙ୍କୁ ମାରପିଟ୍‌ କରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ଦୁଇ ଯୁବକଙ୍କ ନାମରେ ମାମଲା ରୁଜୁ ହୋଇଛି। କିନ୍ତୁ ପୋଲିସର…

ବେଆଇନ ଭାବେ ମାଛ ଧରୁଥିବାବେଳେ ଆନ୍ଧ୍ରପ୍ରଦେଶର ଦୁଇ ଡଙ୍ଗାକୁ ଧରିଲା ମତ୍ସ୍ୟବିଭାଗ, ତାଗିଦ ପରେ…

ଛତ୍ରପୁର, ୧୧।୧୦ (ଦିଲ୍ଲୀପ ସାମଲ) ଆର୍ଯ୍ୟପଲ୍ଲୀ ସମୁଦ୍ରକୁ ବେଆଇନ ଭାବେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଅଧିକାଂଶ ସମୟରେ ବଡ ବଡ ଡଙ୍ଗା ଓ ଟ୍ରଲର ଆସି ଏଠାରେ ବଡ ବଡ ଜାଲରେ ମାଛ ମାରୁଥିବା ନେଇ ସ୍ଥାନୀୟ ମତ୍ସ୍ୟଜୀବୀମାନେ ବହୁବାର ଅଭିଯୋଗ…

ଘରେ ପଶି ମହିଳାଙ୍କୁ ହାଣିଲେ, ଚିତ୍କାର କରିବାରୁ ସାର୍ଟ, ହେଲମେଟ ଛାଡ଼ି ଦୌଡିଲେ ଆକ୍ରମଣକାରୀ

ହିଞ୍ଜିଳିକାଟୁ, ୧୧।୧୧( ଦ୍ବିତୀକୃଷ୍ଣ ପଣ୍ଡା): ସକାଳେ ପରିବା ଦେବା ବାହାନାରେ ଘରକୁ ଆସି ପରିବା ଦେଇଗଲେ। ସନ୍ଧ୍ୟାରେ ବଳପୂର୍ବକ ଘରେ ପଶି ଖଣ୍ଡାରେ ମହିଳାଙ୍କୁ ହାଣିଲେ। ଅନ୍ୟ ପକ୍ଷରେ ଆକ୍ରମଣକାରୀଙ୍କୁ ସାହାସିକତା ସହ ମୁକାବିଲା କରି ମହିଳା ଜଣକ ପାଟି କରିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?