ମଧ୍ୟାହ୍ନରେ ସ୍ତ୍ରୀଙ୍କ ସହ କଥା, ଅପରାହ୍ନରେ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଖବର: ଗ୍ରାମରେ ଚାପା ଉତ୍ତେଜନା…
ଦିଗପହଣ୍ଡି,୬।୮(ଅଶେଷ ନାଥ ମିଶ୍ର): ଆନ୍ଧ୍ରପ୍ରଦେଶ ଚିତ୍ତୋର ଅଞ୍ଚଳର ଏକ ଘରୋଇ ପଥରଖଣିରେ କାମ କରୁଥିବା ଜଣେ ଓଡିଆ ଶ୍ରମିକ କୈବଲ୍ୟ ନାୟକଙ୍କ ଗତ ସୋମବାର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ପରିବାରଲୋକେ ତାଙ୍କ ଆକସ୍ମିକ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ଏପରିକି…
ଅସରାଏ ବର୍ଷାରେ ଦିଗପହଣ୍ଡିରେ କୃତ୍ରିମ ବନ୍ୟା: ବ୍ଲକ କାର୍ଯ୍ୟାଳୟରେ ପଶିଲା ପାଣି, ନାହିଁ ନ ଥିବା…
ଦିଗପହଣ୍ଡି,୬।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନରେ ଲଗାତାର ପ୍ରଚଣ୍ଡ ଘଡଘଡି ସାଙ୍ଗକୁ ତୁହାକୁ ତୁହା ପ୍ରବଳ ବର୍ଷା ହୋଇଥିଲା। ଫଳରେ ଦିଗପହଣ୍ଡି – ଆସିକା ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପଠାରୁ ପାଖାପାଖି ୧୦୦ ମିଟର…
ଘଡ଼ଘଡ଼ି ଯୋଗୁ ନିୟନ୍ତ୍ରଣ ହରାଇ ବସିଲେ, ଗଛକୁ ପିଟିଲା ଡାଲା ଅଟୋ, ଚାଳକ…
ଦିଗପହଣ୍ଡି,୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ବୁଧବାର ଅପରାହ୍ନରେ ଏକ ଖଇ ବୋଝେଇ ଡାଲା ଅଟୋ ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡିଛି । ଚାଳକଜଣକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ରାସ୍ତା…
ଓକିଲଙ୍କ ଘରେ କଳାକନା ବୁଲାଇଲେ ଚୋର: ୩ ଲକ୍ଷ ଟଙ୍କା ସାଙ୍ଗକୁ ୧୦୦ ଗ୍ରାମ ସୁନା ନେଇ ଚମ୍ପଟ, ନିଦରୁ ଉଠି…
ଭଞ୍ଜନଗର,୬।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ପୂର୍ବତନ ଉପସଭାପତି ତଥା ପୂର୍ବତନ ସରକାରୀ ଓକିଲ ହର୍ଷ ବର୍ଦ୍ଧନ ପଣ୍ଡାଙ୍କ କୁଲାଡ ବାସଭବନରୁ ମଙ୍ଗଳବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ଦୃର୍ବୁତ୍ତମାନେ ତାଙ୍କ ଘରୁ ନଗଦ ୩ ଲକ୍ଷ ଟଙ୍କା, ପ୍ରାୟ…
ଘରେ ବସି ପାଇବେ ବ୍ୟାଙ୍କିଙ୍ଗ ସେବା
ଗଞ୍ଜାମ,୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍ ଖଣ୍ଡଦେଉଳୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ହୁମା ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ପଞ୍ଚାୟତସ୍ତରୀୟ ପରିପୂର୍ତ୍ତି ଅଭିଯାନ ବୁଧବାର ଅନୁଷ୍ଠିତ ହୋଇଛି। ଏଥିରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ମହାପ୍ରବନ୍ଧକ ଅନିତା ପଟ୍ଟନାୟକ ଯୋଗଦେଇ କେନ୍ଦ୍ର…
ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ କରାଗଲା ସଚେତନ
ଭଞ୍ଜନଗର,୬।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଗ୍ନିଶମବାହିନୀ ପକ୍ଷରୁ ବୁଧବାର ପ୍ରାକୃତିକ ଦୁର୍ବିପାକକୁ କିଭଳି ମୁକାବିଲା କରାଯିବ ସେନେଇ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ତାଲିମ ପ୍ରଦାନ କରାଯାଇଛି। ବିଦ୍ୟାଳୟ ଅଧକ୍ଷ ପ୍ରଦୀପ କମାନୁଙ୍କ ଉପସ୍ଥିତିରେ ଦମକଳ ବାହିନୀ କର୍ମଚାରୀ ତାଲିମ…
ରାତିରେ ଶୋଇଥିଲେ, ଘରେ ପଶିଲା ସାପ: ଆଉ ତା’ପରେ…
ଭଞ୍ଜନଗର,୬।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇର ଶଙ୍କର ନାୟକଙ୍କୁ ଏକ ବିଷଧର ସାପ ଦଂଶନ କରିଥିଲା । ଫଳରେ ସଙ୍କରଙ୍କୁ ପ୍ରଥମେ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…
ଘରୁ ଟାଣି ଆଣି ଗାଁ ଦାଣ୍ଡରେ ଅସଦାଚରଣ, ଦିଗପହଣ୍ଡି ଥାନାରେ ପହଞ୍ଚି ମହିଳା…
ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ମହୁଡ଼ା ଗ୍ରାମ ରଘୁନାଥ ମଠ ସାହିର ଜଣେ ମହିଳାଙ୍କୁ ଘରୁ ଟାଣି ନେଇ ଗାଁ ଦାଣ୍ଡରେ ଦୁଇଜଣ ବ୍ୟକ୍ତି ସଂଘବଦ୍ଧ ଆକ୍ରମଣ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଜଣଙ୍କ ଦିଗପହଣ୍ଡି…
ଉଚ୍ଛେଦ ପୂର୍ବରୁ ସ୍ଥଗିତାଦେଶ: ପରବର୍ତ୍ତୀ ନିର୍ଦ୍ଦେଶକୁ ତହସିଲଦାରଙ୍କ ଅପେକ୍ଷା
ଭଞ୍ଜନଗର,୫।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ରେଡକ୍ରସ ରୋଡର ଗାୟତ୍ରୀ ମନ୍ଦିରକୁ ଲାଗି କେଦାରନାଥ ପାତ୍ର ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରୁଛନ୍ତି। ଉକ୍ତ କଲ୍ୟାଣ ମଣ୍ଡପରେ କିଛି ସରକାରୀ ଜମି ଜବରଦଖଲ ହୋଇଥିବା ସାହି ବାସିନ୍ଦା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।…
ଶ୍ରାବଣରେ ଗ୍ରୀଷ୍ମର ପ୍ରଭାବ: ଶୁଖିଲା ପଡ଼ିଛି ଜଳଭଣ୍ଡାର, ହୋଇ ନାହିଁ କେନାଲ ସଫା
ଭଞ୍ଜନଗର,୫।୮(ବାବୁଲା ପ୍ରଧାନ): ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ରହିବ। ଚାଷ କାର୍ଯ୍ୟ ଭଲ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ବିଗତ କିଛିଦିନରେ ପାଣିପାଗକୁ ଅନୁମାନ କଲେ ଏହା ଓଲଟା ହେଲା ଭଳି ଲାଗିଲାଣି। ଶ୍ରାବଣରେ ଲଗାଣ…
ସଫ୍ଟୱେର ଅପଡେଟ ପରେ ଡାକ ବିଭାଗ ଅଚଳ: ନିରାଶ ହୋଇ ଫେରୁଛନ୍ତି ଲୋକେ
ଭଞ୍ଜନଗର,୫।୮(ବାବୁଲା ପ୍ରଧାନ)-ଡାକ ବିଭାଗ ଗ୍ରାହକଙ୍କୁ ଉନ୍ନତମାନର ସେବା ଯୋଗାଇବା ପାଇଁ ସୋମବାର ରାଜ୍ୟରେ ନୂଆ ସଫ୍ଟୱେର ଅପଡେଟ କରିଥିଲେ। କିନ୍ତୁ ସଫ୍ଟୱେର ଅପଡେଟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ଚିଠି ପଠାଇବା କାର୍ଯ୍ୟ ସମ୍ପୂର୍ଣ ଅଚଳ ହୋଇପଡିଛି। ଏହିଭଳି ଭଞ୍ଜନଗର…
ଚାଷୀଙ୍କ ଅଭିଯୋଗ ଶୁଣିଲେ ବିଧାୟକ: ଜଳସେଚନ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ
ଗଞ୍ଜାମ,୫।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ବୋରୱେଲ ଖୋଳା ଯାଇଥିଲେ ମଧ୍ୟ ଚାଷୀମାନେ ପାଣିର ସୁବିଧା ପାଇପାରୁନାହାନ୍ତି। ଗତ ୪ ବର୍ଷରୁ ଅଧିକ ସମୟ ଧରି ଖୋଳା ଯାଇଥିବା ବୋରୱେଲକୁ ତାର ସଂଯୋଗ ନାହିଁ। ପାଣି ମଟର ଦାହିଁ କି…
Archives


