ଗଜପତି

ଓଲଟିଲା ପିକନିକ ବସ୍‌: ଜଣଙ୍କ ଜୀବନ ଗଲା, ୧୨ ଆହତ

ପାରଳାଖେମୁଣ୍ଡି,୧୮।୧(ଡି.ଏନ୍‌.ଏ): ରାୟଗଡା ଜିଲା କେନ୍ଦୁପଡା ଫାଣ୍ଡି ଅନ୍ତର୍ଗତ ଡୁମ୍ବଲାପଦର ବୁଲାଣିଆ ଘାଟିରେ ଏକ ପିକନିଜ ବସ୍‌ ଓଲଟିପଡିଛି। ଏହି ଦୁର୍ଘଟଣାରେ ୧୨ରୁ ଉଦ୍ଧର୍‌ବ ଆହତ ହୋଇଥିବା ବେଳେ ଜଣକର ମୃତ୍ୟୁ ଘଟିଛି। ମୃତକ ଜଣକ ଭୁବନେଶ୍ୱରର ସୁନୀଲ ସାହୁ। ସମସ୍ତ ଯାତ୍ରୀମାନେ…

ଦେଢ଼କୁଇଣ୍ଟାଲ ରକ୍ତଚନ୍ଦନ କାଠ ଜବତ

ପାରଳାଖେମୁଣ୍ଡି,୧୭ା୧: ଗଜପତି ଜିଲା ମହେନ୍ଦ୍ରଗିରି ଓ ଦେବଗିରି ରେଞ୍ଜ ବନ କର୍ମଚାରୀ ଶନିବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଏକ ଅଟୋରେ ଚାଲାଣ ହେଉଥିବା ଦେଢ଼କୁଇଣ୍ଟାଲ ରକ୍ତଚନ୍ଦନ କାଠ ଜବତ କରିଛନ୍ତି। ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି।…

ଦେଢ଼ କୁଇଣ୍ଟାଲ ରକ୍ତଚନ୍ଦନ ଜବତ, ୩ ଅଟକ

ପାରଳାଖେମୁଣ୍ଡି,୧୭।୧(ଡି.ଏନ୍‌.ଏ.): ଗଜପତି ଜିଲାରେ ବନବିଭାଗକୁ ଏକ ବଡ଼ଧରଣର ସଫଳତା ମିଳିଛି। ବେଆଇନ ରକ୍ତ ଚନ୍ଦନ ଚୋରା ଚାଲାଣ ବେଳେ ଦେଢ଼ କୁଇଣ୍ଟାଲ ରକ୍ତଚନ୍ଦନ ଜବତ କରିଛି ବନବିଗଭାଗ। ମହେନ୍ଦ୍ରଗିରି ଓ ଦେବଗିରି ରେଞ୍ଜରେ ଶନିବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ଉପଲଡ଼ା…

ଗଜପତିରେ ପହଞ୍ଚିଲା କୋଭିଡ୍‌ ଭାକ୍ସିନ୍‌

ପାରଳାଖେମୁଣ୍ଡି,୧୪ା୧(ଡି.ଏନ୍‌.ଏ.)- କୋଭିଡ୍‌ ଭାସ୍କିନ୍‌ ବୁଧବାର ରାତିରେ ଭୁବନେଶ୍ୱରରୁ କଡା ସୁରକ୍ଷା ମଧ୍ୟରେ ଆସି ଗଜପତିରେ ପହଞ୍ଚତ୍ଛି। ପ୍ରଥମ ପର୍ଯ୍ୟାୟରେ ୪,୫୦୦ କୋଭିଶିଲ୍ଡ ଟିକା ଆସିଥିବା ଜଣାପଡିଛି। ପାରଳାଖେମୁଣ୍ଡି ସ୍ଥିତ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ପରିସର ଟିକା ସଂରକ୍ଷଣ କେନ୍ଦ୍ରରେ କଡା ସୁରକ୍ଷା ବଳୟ…

ଗଜପତିର ପ୍ରିୟଙ୍କା ପ୍ରଥମ ରନର୍ସଅପ

ପାରଳାଖେମୁଣ୍ତି, ୫।୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଯୁକ୍ତ ୨ ଛାତ୍ରୀ ପ୍ରିୟଙ୍କା ସାହୁ ଗ୍ଲିଟର ପାଜିଏଣ୍ଟ ଦ୍ବାରା ଆୟୋଜିତ ମିସ୍‌ ଇଣ୍ତିଆ ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ ହୋଇଛନ୍ତି। ୧୩ ପ୍ରତିଯୋଗୀଙ୍କ ମଧ୍ୟରେ ପରିଚୟ ଆଦାନପ୍ରଦାନ, ଟ୍ୟାଲେଣ୍ଟ ରାଉଣ୍ତ…

ଆନ୍ଧ୍ରରେ ଓଡ଼ିଆ ପିଲାଙ୍କୁ ମିଳିନି ସାହିତ୍ୟ ବହି

ପାରଳାଖେମୁଣ୍ଡି,୩ା୧(ଡି.ଏନ୍‌.ଏ.): ଗଜପତି ଜିଲାକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲାର ଚାପାରା ଜିଲା ପରିଷଦ ଉଚ୍ଚ ବିଦ୍ୟାଳୟ। ସ୍ବାଧୀନତା ପରେ ସୀମା ନିର୍ଦ୍ଧାରଣ ବେଳେ ଆନ୍ଧ୍ରପ୍ରଦେଶରେ ରହିଯାଇଥିବା ବହୁ ଓଡିଆ ଛାତ୍ରୀଛାତ୍ର ଏଠାରେ ଅଧ୍ୟୟନ କରନ୍ତି। ତେବେ ଆନ୍ଧ୍ର ସରକାର ନଭେମ୍ବର…

ଟ୍ରାକ୍ଟର-ବାଇକ୍‌ ମଧ୍ୟରେ ଧକ୍କା: ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୨୦।୧୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଳକର ଏସ୍‌ ରାଉତପୁର ଗ୍ରାମ ଚର୍ଚ୍ଚ ନିକଟରେ ଏକ ବାଇକ ସହ ଟ୍ରାକ୍ଟରର ଧକ୍କା ହୋଇଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ବାଇକ (ଓଡି୨୦ ବି୦୭୩୫) ଯୋଗେ ପ୍ରକାଶ ଶବର ଏବଂ ସ୍ତ୍ରୀ ରଜନୀ…

୪୦ଘଣ୍ଟା ପରେ ପୁଅକୁ ଫେରି ପାଇଲେ ପରିବାର ଲୋକେ, ଘର ନିକଟରୁ ହୋଇଥିଲା ଅପହରଣ

ଗଜପତି,୧୮।୧୨(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ଅଞ୍ଚଳରୁ ଗତ ବୁଧବାର ସନ୍ଧ୍ୟାରେ ଜଣେ ୭ ବର୍ଷ ଶିଶୁକୁ ଦୁଇଜଣ ଅଜଣା ବ୍ୟକ୍ତି ଅପହରଣ କରିନେଇଥିଲେ। ଏ ନେଇ ଗଜପତି ପୋଲିସ ସୂଚନା ଦେଇଥିଲା । ସେ ହେଲେ କୁମୁଟି ସାହିର ଯାମ୍ମି ମନ୍ମଧାଙ୍କ…

ମାତିଲେ ଶିଶୁ ହତ୍ୟାକାରୀ

ପରୀ, ସ୍ବାତୀ, ପିହୁ ପରେ ଗଁା ଦାଣ୍ଡରୁ ନିଖୋଜ ହୋଇଯାଇଥିଲା କାଳିଆ। ଗୁରୁବାର କାଳିଆର ମୃତଦେହ କୂଅରୁ ମିଳିଛି। ହାର୍ଦ୍ଦିକ ହଜିଯାଇଛି। ନୟାଗଡ଼ରୁ ଯାଜପୁର, ବାଲେଶ୍ୱରରୁ ଗଜପତି ଓ ଢେଙ୍କାନାଳ ଯାଏ ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ, ଅପହରଣ ଅଥବା…

ଆଉ ଜଣେ ଶିଶୁଙ୍କୁ ଅପହରଣ : ଗାଁ ଦାଣ୍ଡରୁ ଉଠାଇ ନେଲେ ୨ ଦୁର୍ବୃତ୍ତ

କାଶୀନଗର,୧୭ା୧୨(ଡି.ଏନ୍‌.ଏ.)- ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଶୁ ଅପହରଣକୁ ନେଇ ତୁମ୍ବିତୋଫାନ ଚାଲିଥିବାବେଳେ ଗଜପତି ଜିଲା କାଶୀନଗର ଅଞ୍ଚଳରୁ ଗୁରୁବାର ପୁଣି ଜଣେ ଶିଶୁଙ୍କୁ ଅପହରଣ କରାଯାଇଛି। ଦାଣ୍ଡରେ ଖେଳୁଥିବାବେଳେ ଗଜପତି ଜିଲା କାଶୀନଗରସ୍ଥିତ ଜନଗହଳିପୂର୍ଣ୍ଣ ବସ୍‌ଷ୍ଟାଣ୍ଡ ନିକଟ ମର୍ଣ୍ଣିଂ ସାହିରୁ ଜଣେ…

କାଳ ସାଜିଲା ସେଲ୍‌ଫି ନିଶା

ପାରଳାଖେମୁଣ୍ଡିି,୧୬।୧୨: ସେଲ୍‌ଫି ନିଶା କେତେ ଯେ ଭୟଙ୍କର ଏଠାରେ ଘଟିଥିବା ଏକ ଘଟଣାରୁ ଜଣାପଡ଼ୁଛି। ପାରଳାଖେମୁଣ୍ଡି ରେଳଷ୍ଟେସନରେ ଛିଡ଼ା ହୋଇଥିବା କୋଭିଡ୍‌ ସ୍ପେଶାଲ ଟ୍ରେନ ଉପରେ ଛିଡ଼ା ହୋଇ ସେଲ୍‌ଫି ନେବାବେଳେ ଜଣେ ନାବାଳକ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉନି ଉଠାଜଳସେଚନ ପ୍ରକଳ୍ପ

କାଶୀନଗର,୧୬।୧୨(ଡି.ଏନ୍‌.ଏ.): କାଶୀନଗର ବ୍ଲକ ଓ ଏନ୍‌ଏସିର ଚାଷ ଜମିକୁ ଜଳସେଚନ ପାଇଁ ୨୦୧୯ରେ ବଥବା ଠାରେ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ପରେ କାମ ଆରମ୍ଭ ହେଲା। ୨କୋଟି ୯୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri