ରାସ୍ତା ନାହିଁ, ଦୋଳାରେ ବୁହା ହେଲେ ରୋଗୀ
ପାରଳାଖେମୁଣ୍ଡି,୧୭।୪(ଡି.ଏନ୍.ଏ.): ଗଜପତି ଜିଲା ମୋହନା ବ୍ଲକର ଅନେକ ସ୍ଥାନରେ ଏବେ ମଧ୍ୟ ରାସ୍ତା ଅପହଞ୍ଚ। ଫଳରେ ରୋଗୀଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ର ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କର୍ଚ୍ଚବା ପଞ୍ଚାୟତର ଟାକୁରୁମା ଗ୍ରାମକୁ ରାସ୍ତା ନ ଥିବାରୁ ଏଶୋର ମାଝୀ…
ପାରଳାଖେମୁଣ୍ଡିରେ ପାରମ୍ପରିକ ପର୍ବ ଗଜାମୁହାଁ
ପାରଳାଖେମୁଣ୍ଡି,୧୪।୪(ଡି.ଏନ୍.ଏ.): ପାରଳାଖେମୁଣ୍ଡି ସହରରେ ଚୈତ୍ର ମାସ ଶେଷ ମଙ୍ଗଳବାର ପାରଳା ସହରରେ ପାରମ୍ପରିକ ପୂଜା ଗଜାମୁହାଁ ପର୍ବ ପାଳିତ ହୋଇଯାଇଛି। ପାରଳାର ଗଜାମୁହାଁ ପର୍ବ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ସରକାର ତଥା ବେସରକାରୀ ସାଂସ୍କୃତିକ ପର୍ବପର୍ବାଣୀ କାର୍ଯ୍ୟକ୍ରମ ଗୁଡିକରେ ସ୍ବତନ୍ତ୍ର ଉପସ୍ଥାପନା…
ବାଇକ ମୁହାଁମୁହିଁ: ୨ ମୃତ, ୨ ଗୁରୁତର
ପାରଳାଖେମୁଣ୍ଡି,୧୨।୪(ଡି.ଏନ୍.ଏ.): ଗଜପତି ଜିଲା ଗୋସାଣି ବ୍ଲକର ଗାରବନ୍ଧ ଥାନା ଅନ୍ତର୍ଗତ ରାଉତପୁର ଗ୍ରାମରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର…
ପେସା ଶିକ୍ଷକତା, ନିଶା ଜଙ୍ଗଲ ସୁରକ୍ଷା
ଆର.ଉଦୟଗିରି,୧୧ା୪(ଡି.ଏନ୍.ଏ.): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ମଲ୍ଲିପଦର ଗାଁର ଜଣେ ବ୍ୟକ୍ତି ଶିକ୍ଷକତା କରୁଥିଲେ ମଧ୍ୟ ଜଙ୍ଗଲ ସୁରକ୍ଷା ତାଙ୍କ ନିଶା ପାଲଟିଛି। କେବଳ ସୁରକ୍ଷା ନୁହେଁ, ଜଙ୍ଗଲ ମଧ୍ୟରେ ୩୦ ଏକର ଜାଗାରେ ଥିବା ୨ ହଜାରରୁ ଊର୍ଦ୍ଧ୍ୱ…
ପାନୀୟ ଜଳ ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ
ଆର.ଉଦୟଗିରି,୨୮।୩(ଡି.ଏନ.ଏ.) ଗଜପତି ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠିକାର ଲୋକେ ପାହାଡିଆ ଜଙ୍ଗଲ ଭରା ଜାଗାରେ ରୁହନ୍ତି। ନା ଅଛି କୌଣସି ସୁବିଧା। ଖାଲି କାଗଜପତ୍ରରେ ଉଲ୍ଲେଖ ରହିଛି ଓ ଉନ୍ନତି ଦର୍ଶାଇ ଆଗେ ଯେପରି ଜଙ୍ଗଲରୁ ଫଳ ମୂଳ ଆଦାୟ କରି…
ଝରଣା କୂଳରୁ ମିଳିଲା ନରକଙ୍କାଳ
ନୂଆଗଡ,୨୫ା୩(ଡି.ଏନ୍.ଏ.): ଗଜପତି ଜିଲା ନୂଆଗଡ ବ୍ଲକର ବଡପଦା ଗ୍ରାମ ନିକଟ ଝରଣା କୂଳରେ ଶୁକ୍ରବାର ଏକ ନରକଙ୍କାଳ ଦେଖିବାକୁ ମିଳିଛି। ସେହି କଙ୍କାଳ ଗ୍ରାମର ଲିଟୁ ଦଳାଇ(୩୫) ବୋଲି ଚିହ୍ନଟ ହୋଇଛି। ଖଜୁରୀପଦା ଗ୍ରାମର ଲିଟୁ ମାନଶିକ ଭାରସାମ୍ୟ ହରାଇ ୨୦୨୨…
ଦ୍ରୁତ ଗତିରେ ଚାଲିଛି ମୋହନା ସ୍ମାର୍ଟ ଶ୍ରେଣୀଗୃହ କାର୍ଯ୍ୟ
ଆର.ଉଦୟଗିରି,୨୪।୩(ଡି.ଏନ.ଏ.): ମୋହନା ବ୍ଲକରେ ଦ୍ୱିତୀୟ ଥରରେ ଆସିଥିବା ୧୭ ସ୍ମାର୍ଟ ଶ୍ରେଣୀ ଗୃହ ମଧ୍ୟରୁ ଗ୍ରାମର ବିମଳା ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ଗୃହ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହି ଦୁଇଟି ବିଦ୍ୟାଳୟରେ…
କାଶୀନଗର ଏନ୍ଏସି: ୨ ବୁଥ୍ ସମ୍ବେଦନଶୀଳ
କାଶୀନଗର,୨୧ା୩-କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୩ଟି ୱାର୍ଡରେ ୧୩ଟି ବୁଥ ହେବ। ସେଥିମଧ୍ୟରୁ ଓ୍ବାର୍ଡ ନଂ. ୪ ଓ ୬ନଂ ବୁଥ ସମ୍ବେଦନଶୀଳ ବୋଲି ପୋଲିସ ଚିହ୍ନଟ କରିଛି। ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୧ନଂ ୱାର୍ଡ ଗୋଲାପି ବୁଥ, ୧୩ନଂ…
ପାରଳାଖେମୁଣ୍ଡିରେ ଇ-ଫାଇଲିଂ ଷ୍ଟେଶନ
ପାରଳାଖେମୁଣ୍ଡି,୨୧।୩(ଡି.ଏନ.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲା କୋର୍ଟ ପରିସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ.ମୂରଲୀଧରଙ୍କ ଦ୍ୱାରା ଇ-ଫାଇଲିଂ ଷ୍ଟେଶନ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟ ବିଚାରପତି ବି.ଆର୍. ଷଢଙ୍ଗୀ ଯୋଗ ଦେଇଥିବା ବେଳେ…
ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ପାଇଁ ଏମ୍ପିଙ୍କ ପ୍ରଚାର
କାଶୀନଗର,୨୦।୩: କାଶୀନଗର ଏନ୍ଏସି ନିର୍ବାଚନ ପରିପ୍ରେକ୍ଷୀରେ ବ୍ରହ୍ମପୁର ଏମପି ଚନ୍ଦ୍ରଶେଖର ସାହୁ ୧୩ଟି ୱାର୍ଡ ପରିକ୍ରମା କରି ଅଧ୍ୟକ୍ଷା ପ୍ରାର୍ଥତ୍ନୀ ତଥା ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ଏମ.ସୁଧାରାଣୀ ଓ କାଉନସିଲର ପ୍ରାର୍ଥୀମାନଙ୍କ ନିମନ୍ତେ ପ୍ରଚାର କରିଥିଲେ। ବିଜେଡି ପ୍ରାର୍ଥୀମାନଙ୍କୁ ଜୟଯୁକ୍ତ କରିବାକୁ…
ପାରଳାଖେମୁଣ୍ଡି ଗସ୍ତରେ ଭାଜପା ରାଜ୍ୟ ସଭାପତି: ହୋଲି ଖେଳ ସହ ଜମିଲା ନିର୍ବାଚନ ପ୍ରଚାର
ପାରଳାଖେମୁଣ୍ଡି:୧୯।୩(ଡି.ଏନ୍.ଏ.): ଗଜପତି ଜିଲାରେ ରଙ୍ଗର ପର୍ବ ହୋଲିକୁ ଅତି ଧୁମ୍ଧାମରେ ପାଳନ କରିଛନ୍ତି ପାରଳାଖେମୁଣ୍ଡିବାସୀ। ନିକଟରେ ପୌର ନିର୍ବାଚନ ରହିଥିବାରୁ ରାଜନୈତିକ ମହଲ ସରଗରମ ଥିବାବେଳେ ଉଷ୍ମତା ମଧ୍ୟ ଦେଖାଦେଇଛି। ଏହି ଅବସରରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଦିନିକିଆ…
ରାସ୍ତାରେ ବାଇକ୍ ରଖି ରଶି ଲଗାଇ ଝୁଲିପଡ଼ିଲେ ଯୁବକ
ପାରଳାଖେମୁଣ୍ଡି,୧୯।୩: ରଙ୍ଗର ପର୍ବ ହୋଲିରେ ଗଜପତି ଜିଲା ପାରଳାଖେମୁଣ୍ଡି ଉପକଣ୍ଠ ଗୁମ୍ମାଗଡା ନିକଟସ୍ଥ ରେଲ୍ୱେ ଇଲେକ୍ଟ୍ରି ପୋଲ୍ରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ରାଣୀପେଣ୍ଠ ଗ୍ରାମର ଏମ୍ କାର୍ତ୍ତିକ(୨୨)। ହୋଲି ଖେଳିବାକୁ ଆସିଥିବା ସ୍ଥାନୀୟ…
Archives


