ଢେଙ୍କାନାଳ

୯୧ ଅଭିଯୋଗର ସମାଧାନ

ଢେଙ୍କାନାଳ ଅଫିସ,୨୪।୫ ଢେଙ୍କାନାଳ ଜିଲା ଓଡାପଡା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୧୩୧ଟି ଅଭିଯୋଗ ଗ୍ରହଣ କରାଯାଇ ତନ୍ମଧ୍ୟରୁ ୯୧ଟିର ସମାଧାନ କରାଯାଇଥିଲା। ରେଡ୍‌କ୍ରସ ସହାୟତା ପାଣ୍ଠି…

ଅବହେଳାରୁ ବାଘ ମୃତ୍ୟୁ

ଢେଙ୍କାନାଳ ଅଫିସ୍‌, ୨୨।୫: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ କୋଇ ସଂରକ୍ଷିତ ଜଙ୍ଗଲରୁ ଗତ ଶୁକ୍ରବାର ଏକ କଲରାପତରିଆ ବାଘର ଗଳିତ ମୃତଦେହ ଠାବ କରାଯିବା ପରେ ଏହାକୁ ନେଇ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତନାଘନା। ୩-୪ ଦିନ…

ଡ୍ରାଇଭରଙ୍କୁ ଜଙ୍ଗଲରେ ବାନ୍ଧି ଟ୍ରକ୍‌ ଲୁଟ୍‌

କାମାକ୍ଷାନଗର/ଭୁବନ, ୨୨।୫(ଡି.ଏନ୍‌.ଏ.): ବୋଲେରୋ, ବାଇକ୍‌ରେ ଆସିଲେ। ରାସ୍ତାରେ ସୃଷ୍ଟି କଲେ ଆତଙ୍କରାଜ। କୋଇଲା ବୋଝେଇ ଟ୍ରକ୍‌କୁ ଅଟକାଇଲେ। ଡ୍ରାଇଭରଙ୍କୁ ଗାଡ଼ିରୁ ଟାଣି ନେଇ ଜଙ୍ଗଲରେ ବାନ୍ଧିଦେଲେ। ଆଉ ତା’ପରେ ଟ୍ରକ୍‌ ନେଇ ଚମ୍ପଟ ମାରିଲେ। ଢେଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳରେ…

ବାର୍‌ହା ଫାଶରେ ପଡ଼ି କଲରାପତରିଆ ମୃତ

ଢେଙ୍କାନାଳ ଅଫିସ୍‌/ସାତମାଇଲ/ହିନ୍ଦୋଳ(ଡି.ଏନ୍‌.ଏ.), ୨୧ା୫: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ଅନ୍ତର୍ଗତ କର୍ଣ୍ଣପୁର ବିଟ୍‌ ହାଉସ୍‌ର କୋଇ ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ଏକ କଲରାପତରିଆ ବାଘର ଗଳିତ ମୃତଦେହ ଠାବ କରାଯାଇଛି। ଶିକାରୀ ବିଛାଇଥିବା ବାର୍‌ହା ଫାଶରେ ପଡ଼ି ବାଘଟିର ମୃତ୍ୟୁ ଘଟିଥିବା…

କମିଛି, ଆଖିଦୃଶିଆ ନୁହେଁ

ଢେଙ୍କାନାଳ ଅଫିସ, ୨୦।୫ ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୪ରେ ଢେଙ୍କାନାଳ ଜିଲାରେ ବାଲ୍ୟ ବିବାହ ହାରଥିଲା ୨୫.୪%। ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ରେ ଏହା ୨୩.୭%କୁ ହ୍ରାସ ପାଇଛି। ପ୍ରଶାସନିକ ଉଦ୍ୟମ, ବ୍ୟାପକ କାର୍ଯ୍ୟକ୍ରମ ମାଧ୍ୟମରେ ଏଭଳି କୁପ୍ରଥା ଯଦିଓ କମିଛି;…

୬୦୦୦ ଲିଟର କିରୋସିନ ଜବତ

ଢେଙ୍କାନାଳ ଅଫିସ୍‌, ୧୯।୫: ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ଅଧୀନ ୫୫ନଂ. ଜାତୀୟ ରାଜପଥର ରସାସିଂହ ନିକଟରୁ ବୁଧବାର ଭୋର୍‌ ସମୟରେ ୨ଟି ଟ୍ୟାଙ୍କରରେ ଚୋରା ଚାଲାଣ ହେଉଥିବା ୬୦୦୦ ଲିଟର କିରୋସିନ ପୋଲିସ ଜବତ କରିଛି। ସାଧାରଣ ବଣ୍ଟନ…

ମହିଳାଙ୍କୁ ପିଆଇଲେ ଘୋଡ଼ା ପରିସ୍ରା

ଢେଙ୍କାନାଳ ଅଫିସ୍‌/ସାତମାଇଲ,୧୯।୫, (ଡି.ଏନ୍‌.ଏ.): ଗ୍ରାମର କେତେଜଣ ମହିଳାଙ୍କ ପାଖରେ ଦେଖିବାକୁ ମିଳିଥିଲା ଅସ୍ବାଭାବିକ ଆଚରଣ। ଏହାପରେ ଗାଁ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଗୁଣିଗାରେଡ଼ି ସନ୍ଦେହ। ଏଥିରେ ସମ୍ପୃକ୍ତ ଅଭିଯୋଗରେ ଜଣେ ମହିଳା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସର୍ବସମ୍ମୁଖରେ ଦିଆଯାଇଛି…

ଜିଏମ୍‌ ଆଇରନ୍‌ ଏବଂ ଷ୍ଟିଲ୍‌ କମ୍ପାନୀ ପ୍ରଦୂଷଣ ମାମଲା: ୪ ସପ୍ତାହରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ପରଜଙ୍ଗ, ୧୯।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅନ୍ତର୍ଗତ କୁଲେଇସ୍ଥିତ ଜିଏମ୍‌ ଆଇରନ୍‌ ଆଣ୍ଡ୍‌ ଷ୍ଟିଲ୍‌ ପ୍ଲାଣ୍ଟକୁ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ପକ୍ଷରୁ ଝଟ୍‌କା ଲାଗିଛି। ପ୍ରଦୂଷଣ ଏବଂ ପରିବେଶ ସମ୍ପର୍କିତ ନିୟମ ଉଲ୍ଲଂଘନ କରି କମ୍ପାନୀ ଚାଲିଥିବା ଅଭିଯୋଗ…

ନିଖୋଜ ବୃଦ୍ଧାଙ୍କ ମୃତଦେହ ଜବତ

ପରଜଙ୍ଗ, ୧୯।୫ (ଡି.ଏନ୍‌.ଏ.) : ପରଜଙ୍ଗ ବ୍ଲକ କନ୍ଦରସିଂହା ପଞ୍ଚାୟତ ନୂଆଗଁାର ସୁମ ବେହେରା (୯୨)ଙ୍କ ମୃତଦେହ ମଙ୍ଗଳବାର ସନ୍ଧ୍ୟାରେ ମହୁଲପାଳ ପଞ୍ଚାୟତ କମଗରା ଘାଟ ନିକଟ ବ୍ରାହ୍ମଣୀ ନଦୀରୁ ମିଳିଛି। ସେ ଗତ ୧୫ ତାରିଖରୁ ନିଖୋଜ ଥିଲେ। ପଣ୍ଡୁଆ…

ପାଣି ପାଇଁ ଗଣଧାରଣା

ଢେଙ୍କାନାଳ ଅଫିସ୍‌, ୧୯।୫: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଝାଡ଼ବନ୍ଧ ନିକଟରେ ପ୍ରତିଷ୍ଠିତ ରୁଙ୍ଗ୍‌ଟା ଷ୍ଟିଲ୍‌ ପ୍ଲାଣ୍ଟ ପାର୍ଶ୍ୱବର୍ତ୍ତୀ ଗ୍ରାମରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି। ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ଏହାର ସମାଧାନ ହେଉ ନ ଥିବାରୁ ଗ୍ରାମବାସୀ କମ୍ପାନୀ…

ଯାନବାହନ ଯାଞ୍ଚ: ୪୫,୦୦୦ ଜରିମାନା ଆଦାୟ

ଭୁବନ, ୧୯।୫(ଡି.ଏନ୍‌.ଏ.): ଢେଙ୍କାନାଳ ଏସ୍‌ପି ଏଲ୍‌. ଦିବ୍ୟା ଭି.ଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଭୁବନ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଇଛି। ରଗଡ଼ି ଛକ, କାଳୀବଜାର, ବାଇପାସ୍‌ ଏବଂ କଲେଜ ଛକରେ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ନାକାବନ୍ଦୀ କରାଯାଇ ଯାଞ୍ଚ…

ମୁରବିବିହୀନ ମହାବିରୋଡ ରେଞ୍ଜ

ପରଜଙ୍ଗ, ୧୮।୫(ଡି.ଏନ୍‌.ଏ.) – ସ୍ଥାୟୀ ରେଞ୍ଜ୍‌ ଅଧିକାରୀ ନ ଥିବାରୁ ମୁରବିବିହୀନ ହୋଇପଡ଼ିଛି ଢେଙ୍କାନାଳ ଜିଲା ମହାବିରୋଡ ରେଞ୍ଜ୍‌। ମୁକୁଳା ଜଙ୍ଗଲରେ କାଠ ମାଫିଆଙ୍କ ପତିଆରା ବଢୁଥିବାବେଳେ କାର୍ଯ୍ୟାଳୟରେ କର୍ମଚାରୀମାନେ ମଉଜ କରୁଥିବା ଅଭିଯୋଗ ହେଉଛି। ମହାବିରୋଡ ଭଳି ଜିଲାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?