ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୨ ଜୀବନ, ଅନେକ ଆହତ
ଢେଙ୍କାନାଳ ଅଫିସ୍,୨୩।୧: ଢେଙ୍କାନାଳ ଜିଲା ସଦର ଥାନା ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚବଟିଠାରେ ଏକ ଦୁର୍ଘଟଣା ଘଟିଛି। ସୋମବାର ଭୋର ସମୟରେ ଏକ ପିକନିକ ବସ ବ୍ରିଜ ତଳକୁ ଖସି ପଡିବାରୁ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ବହୁ…
ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ୨ ଜୀବନ
ପରଜଙ୍ଗ,୨୧।୧(ଡି.ଏନ୍.ଏ.): ଢେଙ୍କାନାଳ ବନଖଣ୍ଡ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ପରଜଙ୍ଗ ଅଞ୍ଚଳରେ ଶନିବାର ଏକ ଅଘଟଣ ଘଟିଛି। ପୃଥକ ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖାଲପାଳ ଗ୍ରାମର ଅଲେଖ ନାୟକ ଏବଂ ପରଜଙ୍ଗ…
ଅଗ୍ନିକାଣ୍ଡରେ ୨ ପରିବାର ସର୍ବସ୍ବାନ୍ତ
ରାସୋଳ, ୨୧।୧(ଡି.ଏନ୍.ଏ.): ହିନ୍ଦୋଳ ବ୍ଲକ ରାସୋଳ ଥାନା ବୁହାଳିପାଳ ଗ୍ରାମ ବାଲିପଶି ସାହିରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଛି। ଏହାର କାରଣ ଜଣାପଡ଼ିନାହିଁ। ରସାନନ୍ଦ ପ୍ରଧାନ (୮୦) ଏବଂ ସଂଯୁକ୍ତା ପ୍ରଧାନ (୪୫)ଙ୍କ ଘର ସମ୍ପୂର୍ଣ୍ଣ ଛାରଖାର…
ଢେଙ୍କାନାଳକୁ ୨୧ ପଦକ
ଢେଙ୍କାନାଳ ଅଫିସ, ୨୧।୧: କଟକ ଜବାହରଲାଲ୍ ନେହେରୁ ଇନ୍ଡୋର ଷ୍ଟାଡିୟମ୍ରେ ଓଡ଼ିଶା ଟାଏକୋଣ୍ଡୋ ଆସୋସିଏଶନ ପକ୍ଷରୁ ଆୟୋଜିତ ୩୫ତମ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଚମକିଛନ୍ତି ଢେଙ୍କାନାଳ ଜିଲାର ପ୍ରତିଯୋଗୀ। ପ୍ରତିଯୋଗିତାରେ ୬୭ ପ୍ରତିଯୋଗୀଙ୍କ ମଧ୍ୟରୁ ୨୧ ଜଣ ପଦକ ଜିତିବାରେ ସଫଳ ହୋଇଛନ୍ତି।…
ବର୍ଷେ ହେଲା ବ୍ୟବସାୟୀ ଛଟପଟ
ପରଜଙ୍ଗ, ୨୧।୧(ଡି.ଏନ୍.ଏ.) ନିଗମାନନ୍ଦ ଦଳବେହେରା: ବସ୍ଷ୍ଟାଣ୍ଡ ନିର୍ମାଣ ହେବ। ବ୍ୟବସ୍ଥିତ ଢଙ୍ଗରେ ବ୍ୟବସାୟ କରିବାର ସୁଯୋଗ ପାଇବେ ବ୍ୟବସାୟୀ। ଏଭଳି ପ୍ରଲୋଭନ ଦେଖାଇ ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀରେ ବୁଲିଥିଲା ବୁଲ୍ଡୋଜର। ତହସିଲ ପ୍ରଶାସନର ଏଭଳି ତରବରିଆ…
ପାରମ୍ପରିକ ନୀତିରେ ହେବ ମାଘମେଳା
ଢେଙ୍କାନାଳ ଅଫିସ, ୨୦।୧: ଉପାସନା ସ୍ଥଳୀ ଉଚ୍ଛେଦ ପରେ ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦା ମହିମାଗାଦିରେ କୌପୀନଧାରୀ ଏବଂ ବଳ୍କଳଧାରୀ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଗୁରୁବାର ପୁଣି ଉଦ୍ୟମ କରିଛି ଜିଲା ପ୍ରଶାସନ। ଆପୋସ ଆଲୋଚନା…
ପ୍ରକୋଷ୍ଠରେ ତାଲା, ବାରଣ୍ଡାରେ ପଢ଼ିଲେ
ଢେଙ୍କାନାଳ ଅଫିସ,୨୦।୧: ଶିକ୍ଷକଙ୍କୁ ମନଇଚ୍ଛା ପଠାଯାଉଛି ଡେପୁଟେଶନରେ। ମୁଣ୍ଡ ଉପରେ ପରୀକ୍ଷା ଥିବାବେଳେ ପାଠପଢ଼ା ଗୁରୁତ୍ୱର ଭାବେ ପ୍ରଭାବିତ ହେଉଛି। ଏଭଳି ଅବ୍ୟବସ୍ଥା ବିରୋଧରେ ଅଭିନବ ପ୍ରତିବାଦ କରିଛନ୍ତି ଢେଙ୍କାନାଳ ସଦର ବ୍ଲକ ସୋଗରପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର। ସେମାନେ…
ଅନ୍ତ ହେଉନାହିଁ ଜାଗା ବିବାଦ
ଢେଙ୍କାନାଳ ଅଫିସ, ୧୯।୧: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୨ ନଭେମ୍ବର ୨୨ରେ ବିଶ୍ୱପ୍ରସିଦ୍ଧ ମହିମା ଗାଦିରେ ବିବାଦୀୟ ଉପାସନାସ୍ଥଳୀ ଉଚ୍ଛେଦ କରାଯାଇଥିଲା। ଏହାପରଠାରୁ କୌପୀନଧାରୀ ଏବଂ ବଳ୍କଳଧାରୀ ଗୋଷ୍ଠୀ ମଧ୍ୟରେ ନୂତନ ଉପାସନାସ୍ଥଳୀକୁ ନେଇ ଆରମ୍ଭ ହୋଇଥିବା ଜାଗା ବିବାଦର ଅନ୍ତ…
୨୦୦ ବର୍ଷ ପରେ ମନ୍ଦିରକୁ ଗଲେ ମା’
କାମାକ୍ଷାନଗର, ୧୯।୧(ଡି.ଏନ୍.ଏ.): ଭଙ୍ଗା ଦଦରା ଘର। ସାମାନ୍ୟ ବର୍ଷାରେ ଛାତରୁ ଗଳୁଥିଲା ପାଣି। ଏଭଳି ଅବ୍ୟବସ୍ଥା ଭିତରେ ରାଜରାଜୁଡ଼ା ଅମଳରୁ ସେଠାରେ ପୂଜା ପାଉଥିଲେ ଆଦିଶକ୍ତି ମା’ ପାର୍ବତୀ। ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀଙ୍କ ପ୍ରାଚୀନ ପୀଠର ଏଭଳି ଦୁରାବସ୍ଥା ଅଞ୍ଚଳବାସୀଙ୍କ ପାଇଁ…
ବନ୍ଧୁକ ଦେଖାଇ ୮୦,୦୦୦ ଲୁଟ୍
କାମାକ୍ଷାନଗର, ୧୮।୧(ଡି.ଏନ୍.ଏ.): ବାଇକ୍ରେ ଆସିଲେ। ବନ୍ଧୁକ ମୁନରେ ଭୟଭୀତ କରାଇ ଆଖି ପିଛୁଳାକେ ଛଡ଼ାଇନେଲେ ୮୦,୦୦୦ ଟଙ୍କା। ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଧୋବାବାହାଳି ଛକ ନିକଟରେ ମଙ୍ଗଳବାର ଏଭଳି ଫିଲ୍ମ ଷ୍ଟାଇଲ୍ରେ ଲୁଟ୍ ହୋଇଛି। ଲୁଟ୍ର ଶିକାର…
ବିଭୋର କରୁଛି ବନ୍ୟଜୀବନ
ଢେଙ୍କାନାଳ ଅଫିସ,୧୮।୧: ଢେଙ୍କାନାଳ ଜିଲା ବନ ବିଭାଗ ପକ୍ଷରୁ କପିଳାସ ଅଭୟାରଣ୍ୟରେ ଆରମ୍ଭ ହୋଇଛି ଜଙ୍ଗଲ ସଫାରି। ପର୍ଯ୍ୟଟକଙ୍କୁ ପ୍ରକୃତି ଏବଂ ବନ୍ୟଜୀବନ ସହିତ ଯୋଡ଼ିବା ଲାଗି ୩ଦିନ ହେଲା ପରୀକ୍ଷାମୂଳକ ଭାବେ ଏହାର ଶୁଭାରମ୍ଭ ହୋଇଥିବାବେଳେ ଆସନ୍ତା ୭ଦିନ ମଧ୍ୟରେ ଏହା…
୨୭ରୁ ମିନି ମହୋତ୍ସବ, ପଲ୍ଲିଶ୍ରୀ ମେଳା
ଢେଙ୍କାନାଳ ଅଫିସ,୧୭ା୧: ବିଶ୍ୱକପ୍ ହକି ଉପଲକ୍ଷେ ସମଗ୍ର ଓଡ଼ିଶା ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ଢେଙ୍କାନାଳ ଜିଲାରେ ମଧ୍ୟ ମେଳା ମହୋତ୍ସବର ଆୟୋଜନ ହୋଇଛି। ଆସନ୍ତା ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ମିନି ଷ୍ଟାଡିୟମ ଓ ମୁଖ୍ୟ ଷ୍ଟାଡିୟମରେ ସାଂସ୍କୃତିକ…
Archives


