ଢେଙ୍କାନାଳ

ଉପକୃତ ହେବେ ପକ୍ଷାଘାତ ରୋଗୀ

ପରଜଙ୍ଗ,୩୦।୧(ଡି.ଏନ୍‌.ଏ.):ପକ୍ଷାଘାତର ଶିକାର କିମ୍ବା ଦୁର୍ଘଟଣାରେ ଅଙ୍ଗ ହରାଇ ଅକର୍ମଣ୍ୟ ହୋଇପଡ଼ିଥିବା ରୋଗୀ ଜିଅନ୍ତି ଅଭିଶପ୍ତ ଜୀବନ। ଦୈନନ୍ଦିନ କାର୍ଯ୍ୟ ହେଉ କି ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଚଳପ୍ରଚଳ କରିବା, ଏଭଳି ସମସ୍ତ ଛୋଟବଡ଼ କାମରେ ସେମାନେ ଅନ୍ୟ ଉପରେ ମାତ୍ରାଧିକ...

ହାଣ୍ଡିରୁ ଭାତ ଖାଇଗଲା ଦନ୍ତା

ଢେଙ୍କାନାଳ ଅଫିସ, ୨୯।୧: ଜଙ୍ଗଲ ତଳି ଅଞ୍ଚଳରେ ରହୁଥିବା ପରିବାରର ବାସିପଖାଳ ବାସ୍ନା ହାତୀପଲକୁ ମତୁଆଲା କରୁଛି। ଜମିରୁ ଧାନ ଅମଳ ସରିଯାଇଥିବାବେଳେ ଏବେ ବଣୁଆ ହାତୀ ଜଙ୍ଗଲ ଛାଡ଼ି ଜନବସତି ମୁହଁା ହେଉଛନ୍ତି। ପଖାଳ ଖାଇବାକୁ ଯାଇ ସେମାନେ...

ମହିମାଗାଦି ବିବାଦର ସ୍ଥାୟୀ ସମାଧାନ ହେଉ

ଢେଙ୍କାନାଳ ଅଫିସ, ୨୮।୧: କୌପୀନଧାରୀ ମହିମା ସମାଜର ଉପାସନାସ୍ଥଳୀ ଉଚ୍ଛେଦ ପରେ ଯୋରନ୍ଦା ମହିମାଗାଦିରେ ସୃଷ୍ଟି ହୋଇଛି ଅପ୍ରୀତିକର ସ୍ଥିତି। ଏହାର ସ୍ଥାୟୀ ସମାଧାନ କରିବା ଲାଗି ଶୁକ୍ରବାର ଅଞ୍ଚଳବାସୀ, ମହିମା ଅନୁଗାମୀଙ୍କ ସମେତ ବହୁ ସାଧୁସନ୍ଥ ଦାବି କରିଛନ୍ତି।...

ବନ୍ଦ ପ୍ରକୋଷ୍ଠରୁ ୨ ଶିଶୁ ଉଦ୍ଧାର

ପରଜଙ୍ଗ, ୨୮।୧(ଡି.ଏନ.ଏ.): ପାଳିତ ମା’ବାପାଙ୍କ ଦ୍ୱାରା ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ୨ କୋମଳମତି ଶିଶୁଙ୍କୁ ବନ୍ଦ ପ୍ରକୋଷ୍ଠରୁ ଉଦ୍ଧାର କରିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ପୋଲିସ। ଡମୋଳ ଗ୍ରାମରୁ ଆସିଥିବା ଏଭଳି ହୃଦୟ ବିଦାରକ...

ଢେଙ୍କାନାଳରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

ଢେଙ୍କାନାଳ ଅଫିସ,୨୬ା୧: ଢେଙ୍କାନାଳ ସଦର ମହକୁମାରେ ୭୪ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି। ସ୍ଥାନୀୟ ଷ୍ଟାଡିୟମଠାରେ ସକାଳେ ସାଢ଼େ ୮ ଟାରେ ପରେଡ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ...

ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ମୃତଦେହ ଠାବ

ଢେଙ୍କାନାଳ ଅଫିସ୍‌/ସାତମାଇଲ(ଡି.ଏନ୍‌.ଏ.), ୨୬।୧: ଜୈବ ବିବିଧତାରେ ଭରପୂର ଢେଙ୍କାନାଳ ଜିଲାରୁ କେବେଠାରୁ ଲୋପ ପାଇଯାଇଛନ୍ତି ମହାବଳ ବାଘ। ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବଂଶବୃଦ୍ଧି ଏହି ଅଭାବବୋଧକୁ ସାମାନ୍ୟ ପୂରଣ କରିବ ବୋଲି ଆଶା କରାଯାଉଥିଲା। ହେଲେ ଏବେ ଏହି ପ୍ରଜାତି...

ଚେତିଲା ଏନ୍‌ଏଚ୍‌ଏଆଇ: ଦୁର୍ଘଟଣାସ୍ଥଳରେ ଲାଗିଲା ସାଇନେଜ୍‌

ଢେଙ୍କାନାଳ ଅଫିସ, ୨୪।୧: ଢେଙ୍କାନାଳ ସଦର ଥାନା ୫୫ନଂ. ଜାତୀୟ ରାଜପଥର ପଞ୍ଚୁପଟିଠାରେ ସୋମବାର ଭୋର୍‌ ସମୟରେ ଏକ ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗସ୍ତ ହୋଇ ୨ ମହିଳା ଯାତ୍ରୀଙ୍କୁ ମୃତ୍ୟୁ ଘଟିଥିଲା। ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଡାଇଭର୍ସନ କିମ୍ବା...

ଠିକା କାମକୁ ନେଇ ଗୋଷ୍ଠୀ ସଂଘର୍ଷ

ଢେଙ୍କାନାଳ ଅଫିସ,୨୪ା୧: ଢେଙ୍କାନାଳ ଜନସ୍ବାସ୍ଥ୍ୟ ବିଭାଗରେ ଭାଇବ୍ରେଟର ବ୍ୟବହାର କରାଯାଉଥିବା କାର୍ଯ୍ୟକୁ ନେଇ ସୋମବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଏକ କାର୍‌କୁ ପୋଡ଼ି ଦିଆଯାଇଛି। ପ୍ରକାଶ ଯେ,...

ଦୁର୍ଘଟଣା ପାଇଁ ଏନ୍‌ଏଚ୍‌ଏଆଇ ଉପରେ ଦୋଷ

ଢେଙ୍କାନାଳ ଅଫିସ, ୨୪ା୧: ୫୫ନଂ. ଜାତୀୟ ରାଜପଥର ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ଥାନା ପଞ୍ଚୁପଟି ବ୍ରିଜ୍‌ଠାରେ ସୋମବାର ଭୋର ୪ଟାରେ ଘଟିଥିବା ପିକ୍‌ନିକ୍‌ ବସ୍‌ ଦୁର୍ଘଟଣା ପାଇଁ ଏନ୍‌ଏଚ୍‌ଏଆଇକୁ ଦୋଷ ଦେଇଛନ୍ତି ଜନସାଧାରଣ। ଜାତୀୟ ରାଜପଥର ସମ୍ପ୍ରସାରଣ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୨ ଜୀବନ, ଅନେକ ଆହତ

ଢେଙ୍କାନାଳ ଅଫିସ୍‌,୨୩।୧: ଢେଙ୍କାନାଳ ଜିଲା ସଦର ଥାନା ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚବଟିଠାରେ ଏକ ଦୁର୍ଘଟଣା ଘଟିଛି। ସୋମବାର ଭୋର ସମୟରେ ଏକ ପିକନିକ ବସ ବ୍ରିଜ ତଳକୁ ଖସି ପଡିବାରୁ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି।...

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ୨ ଜୀବନ

ପରଜଙ୍ଗ,୨୧।୧(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ପରଜଙ୍ଗ ଅଞ୍ଚଳରେ ଶନିବାର ଏକ ଅଘଟଣ ଘଟିଛି। ପୃଥକ ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖାଲପାଳ ଗ୍ରାମର ଅଲେଖ ନାୟକ ଏବଂ...

ଅଗ୍ନିକାଣ୍ଡରେ ୨ ପରିବାର ସର୍ବସ୍ବାନ୍ତ

ରାସୋଳ, ୨୧।୧(ଡି.ଏନ୍‌.ଏ.): ହିନ୍ଦୋଳ ବ୍ଲକ ରାସୋଳ ଥାନା ବୁହାଳିପାଳ ଗ୍ରାମ ବାଲିପଶି ସାହିରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଛି। ଏହାର କାରଣ ଜଣାପଡ଼ିନାହିଁ। ରସାନନ୍ଦ ପ୍ରଧାନ (୮୦) ଏବଂ ସଂଯୁକ୍ତା ପ୍ରଧାନ (୪୫)ଙ୍କ ଘର ସମ୍ପୂର୍ଣ୍ଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri