ଢେଙ୍କାନାଳ

କପିଳାସ ପାହାଚରେ ଟଳିପଡ଼ିଲେ ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ,୧୯।୨: ଢେଙ୍କାନାଳ କପିଳାସ ଶୈବପୀଠରେ ଶନିବାର ଜାଗର ଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଥିବାବେଳେ ଘଟିଛି ଅଭାବନୀୟ ଘଟଣା। ଜଣେ ଶ୍ରଦ୍ଧାଳୁ ପାହାଚ ରାସ୍ତା ଦେଇ ଜାଗରଯାତ୍ରା ଦେଖିବାକୁ ପୀଠକୁ ଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଯାଜପୁର...

ପାରିବାରିକ କଳହରୁ ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା

ପରଜଙ୍ଗ,୧୮।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁର ସାନମସମସା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା କରିଛନ୍ତି ମଦ୍ୟପ ସ୍ବାମୀ । ମୃତକ ହେଲେ ମମତା ଖଟୁଆ। ପୋଲିସ କହିବାନୁଯାୟୀ, ଶୁକ୍ରବାର ବିଳମ୍ବିତ...

ଜାଗରଯାତ୍ରା: କପିଳାସ ପୀଠ ଉତ୍ସବମୁଖର

ଢେଙ୍କାନାଳ ଅଫିସ,୧୮।୨: ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ଶନିବାର ମହାସମାରୋହରେ ପ୍ରସିଦ୍ଧ ଜାଗରଯାତ୍ରା ପାଳିତ ହେଉଛି । ୨ ବର୍ଷ କରୋନା କଟକଣା ପରେ ଚଳିତବର୍ଷ ଆନନ୍ଦ ଉଲ୍ଲାସର ସହ ଜାଗରଯାତ୍ରା ପାଳିତ ହେଉଥିବାରୁ ଲକ୍ଷାଧିକ...

ଆଜି ପ୍ରସିଦ୍ଧ ଜାଗରଯାତ୍ରା

ଢେଙ୍କାନାଳ ଅଫିସ, ୧୮।୨: କପିଳାସ ଶୈବପୀଠରେ ଶନିବାର ଅନୁଷ୍ଠିତ ହେଉଛି ପ୍ରସିଦ୍ଧ ମହାଜାଗର। କୋଭିଡ୍‌ କାରଣରୁ ଦୁଇବର୍ଷ ହେଲା ମହାଦେବଙ୍କ ଏହି ବାର୍ଷିକ ଯାତ୍ରାରୁ ଶ୍ରଦ୍ଧାଳୁ ବଞ୍ଚତ୍ତ ହୋଇ ରହିଥିଲେ। ତେଣୁ ଚଳିତବର୍ଷ ବହୁଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସମ୍ଭାବନା...

ଅନୁଦାନ ମିଳିଲା, ଆଶଙ୍କାରେ ଉନ୍ନତି

ଢେଙ୍କାନାଳ ଅଫିସ,୧୮।୨: କପିଳାସ କ୍ଷେତ୍ରାଧିପତି ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଆସ୍ଥାନ ତଥା ପ୍ରସିଦ୍ଧ ଶୈବକ୍ଷେତ୍ର କପିଳାସ ପୀଠର ଗର୍ଭଗୃହ ଦୁର୍ବଳ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ଭିଜୁଛନ୍ତି ମହାଦେବ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଅବହେଳାରୁ ଏଭଳି ସ୍ଥିତି ସୃଷ୍ଟି...

ନିଆଁ କରିଦେଲା ନିଃସ୍ବ

ପରଜଙ୍ଗ,୧୭।୨(ଡି.ଏନ୍‌.ଏ.): ମାତ୍ର ଘଣ୍ଟାଏ ଭିତରେ ସବୁ କିଛି ଶେଷ ହୋଇଯାଇଛି। ନିଆଁ ଧ୍ୱଂସ କରିଦେଇଛି ସାଇତା ସମ୍ପତ୍ତି। ପିନ୍ଧା ଲୁଗା ଛଡ଼ା ପାଖରେ କିଛି ନାହିଁ। ଜଣେ ନିଶାସକ୍ତ ବ୍ୟକ୍ତ ହିତାହିତ ଜ୍ଞାନ ହରାଇ ନିଜ ଘରେ ନିଆଁ ଲଗାଇଦେବା...

ଦିନ ଦ୍ୱିପ୍ରହରେ ମହିଳାଙ୍କଠାରୁ ଝାମ୍ପିନେଲେ ଲକ୍ଷେ ଟଙ୍କା

ଢେଙ୍କାନାଳ ଅଫିସ,୧୬।୨: ଦିନ ଦ୍ୱିପ୍ରହରେ ବଜାର ଉପରୁ ମହିଳାଙ୍କ ଠାରୁ ଝାମ୍ପି ନେଲେ ଲକ୍ଷେ ଟଙ୍କା। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ବାଜିଚୌକ ନିକଟରେ। ଦୁଇ ଜଣ ଦୃର୍ବୃତ୍ତ ବାଇକ୍‌ରେ ଆସି ଆଖି ପିଛୁଳାକେ ମହିଳାଙ୍କଠାରୁ ଲକ୍ଷେ...

ଭଙ୍ଗା କୁଡ଼ିଆରେ ଭଗବାନ

ଢେଙ୍କାନାଳ ଅଫିସ, ୧୬।୨: ଗଛ ତଳେ ଦଦରା କୁଡ଼ିଆ। ଚାରି ଖଣ୍ଡ ଦୁର୍ବଳ ବାଉଁଶକୁ ସାହାର କରି ଛିଡ଼ା ହୋଇଛି। ବେଢ଼ାଯାଇଛି ଫଟା ପଲିଥିନ, କୋତରା ଅଖା। ଦିନରେ ସୂର୍ଯ୍ୟ ତ ରାତିରେ ଆତଯାତ ହେଉଛନ୍ତି ଜହ୍ନତାରା। ଜଙ୍ଗଲୀ ଜନ୍ତୁଙ୍କ...

ଜଳିଗଲା ୨୩ ପରିବାରର ୪୭ ବଖରା

ପରଜଙ୍ଗ,୧୫ା୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୩ ପରିବାରର ୪୭ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ନିଆଁ ଲାଗିବା ପରେ ଏକ ଗ୍ୟାସ୍‌ ସିଲିଣ୍ଡର ଫାଟିଯିବାରୁ ନିଆଁ ତୀବ୍ରବେଗରେ ଚାରିଆଡ଼କୁ ବ୍ୟାପିଯାଇଥିଲା।...

ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଜବତ

ଢେଙ୍କାନାଳ ଅଫିସ,୧୫।୨: ଢେଙ୍କାନାଳ ଟାଉନ ଥାନା ଭିଏଚ୍‌ଏଫ୍‌ ବିଭାଗରେ କାର୍ଯ୍ୟରତ ମହିଳା କନଷ୍ଟେବଳ ସୁନିତା ନାୟକଙ୍କ ଝୁଲନ୍ତା ମୃତଦେହ ବୁଧବାର ରିଜଭର୍ର୍ ଲାଇନ ପୋଲିସ କ୍ୱାଟରରୁ ଜବତ ହୋଇଛି। ସୁନିତାଙ୍କ ସ୍ବାମୀ ଗଣେଶ୍ୱର ନାୟକ ରିଜର୍ଭ ପୋଲିସରେ କାର୍ଯ୍ୟରତ ଅଛନ୍ତି।...

୭ ଦିନରେ ଜବରଦଖଲ ହଟାଅ

ଢେଙ୍କାନାଳ ଅଫିସ, ୧୫।୨: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ମଙ୍ଗଳବାର ସଂସଦୀୟ ମଣ୍ଡଳୀ କମିଟିର ସଡ଼କ ସୁରକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ମହେଶ ସାହୁ ଅଧ୍ୟକ୍ଷତା କରି କହିଲେ, ସାମୂହିକ ସ୍ବାର୍ଥ ଦୃଷ୍ଟିରୁ ଟ୍ରାଫିକ୍‌ ସମସ୍ୟା...

ଚୋରା ବନ୍ଧୁକରେ ଶିକାର

ଢେଙ୍କାନାଳ ଅଫିସ, ୧୪।୨: ଗୁପ୍ତରେ ଚାଲିଥିଲା ଚୋରା ବନ୍ଧୁକ ତିଆରି ୟୁନିଟ୍‌। ଶସ୍ତାରେ ମିଳୁଥିବାରୁ ଏହାକୁ କିଣି ବନ୍ୟପ୍ରାଣୀ ଶିକାର କରୁଥିଲେ ଶିକାରୀ। ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ବାଲିମୀ ଥାନା ମାହାଲୁଣ୍ଡା ଗ୍ରାମରେ ଦୀର୍ଘଦିନ ଧରି ଚାଲିଥିବା ଏଭଳି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri