ଢେଙ୍କାନାଳ

କନ୍ଧରା ଜଙ୍ଗଲରେ ଗୟଳ

ଢେଙ୍କାନାଳ ଅଫିସ, ୧୭।୧୦: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ କନ୍ଧରା ସଂରକ୍ଷିତ ଜଙ୍ଗଲରେ ଖଞ୍ଜାଯାଇଥିବା ଟ୍ରାପ୍‌ କ୍ୟାମେରାରେ ଗୟଳ କଏଦ ହୋଇଛନ୍ତି। ଏହାକୁ ବନ ବିଭାଗ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଛି। ଏ ସଂକ୍ରାନ୍ତରେ ଡିଏଫ୍‌ଓ ଡା. ପ୍ରକାଶ ଚାନ୍ଦ ଗୋଗିନେନି…

ସରିଲା ବଳଦଯାତ୍ରା

ଭୁବନ, ୧୭।୧୦(ଡି.ଏନ.ଏ.): କୋଭିଡ୍‌ କଟକଣା ମଧ୍ୟରେ ଶେଷ ହୋଇଛି ଭୁବନର ଐତିହାସିକ ବଳଦଯାତ୍ରା। ଶୁକ୍ରବାର ନିରାଡମ୍ବର ପରିବେଶରେ ଅନୁକୂଳ ଯାତ୍ରା ସମ୍ପନ୍ନ ହୋଇଥିବାବେଳେ ଶନିବାର ଘଣ୍ଟଘଣ୍ଟା, ହୁଳହୁଳି, ଶଙ୍ଖନାଦ ମଧ୍ୟରେ ମେଲାଣି ନେଇଛନ୍ତି ମା’। ଅନୁକୂଳଯାତ୍ରାରେ ଥୋରିଆ ଏବଂ ବଣିଆ ସମ୍ପ୍ରଦାୟର…

ଢେଙ୍କାନାଳ ଏଲ୍‌ଆଇସି ଅଫିସରେ ଚାଞ୍ଚଲ୍ୟ: ହଠାତ୍‌ ଫୁଟିଲା ଗୁଳି

ଢେଙ୍କାନାଳ ଅଫିସ,୧୪।୧୦: ଢେଙ୍କାନାଳ ସହରାଞ୍ଚଳସ୍ଥିତ ରଥଗଡ଼ା ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) କାର୍ଯ୍ୟାଳୟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଏଲ୍‌ଆଇସି କାର୍ଯ୍ୟାଳୟରୁ ଆକ୍ସିସ ବ୍ୟାଙ୍କକୁ ଟଙ୍କା ଯାଉଥିଲା। ଏଥିପାଇଁ ସିଏମ୍‌ଏସ୍‌ ଭ୍ୟାନର କର୍ମଚାରୀମାନେ କାର୍ଯ୍ୟାଳୟରେ ଟଙ୍କା ଗଣୁଥିଲେ। ଏହି…

୧.୨୯ କୋଟି ଲୁଟ୍‌: ଅଧଘଣ୍ଟାରେ ଲୁଟେରାଙ୍କୁ ଧରିଲା ପୋଲିସ

ଢେଙ୍କାନାଳ ଅଫିସ/ଆଠଗଡ଼,୧୧।୧୦(ଡି.ଏନ୍‌.ଏ.): ଏଟିଏମ୍‌ କ୍ୟାସ ଭ୍ୟାନରୁ ଟଙ୍କା ଲୁଟି କରି ଫେରାର ହେଉଥିବା ୩ ଲୁଟେରାଙ୍କୁ ପୋଲିସ ଘଟଣାର ଅଧଘଣ୍ଟା ମଧ୍ୟରେ ଧରିବାରେ ସଫଳ ହୋଇଛି। ଢେଙ୍କାନାଳ ଜିଲା ସଦାଶିବପୁର ଭୋଜଦେଇପୁର ଗ୍ରାମରୁ ପୋଲିସ ଲୁଟେରାଙ୍କୁ କାବୁ କରିଛି। ସେମାନଙ୍କଠାରୁ ପୋଲିସ…

କୁକୁଡ଼ା ଫାର୍ମ ଲାଗି ତୁମୁଳକାଣ୍ଡ: ରାତିସାରା ୫ ପୋଲିସ କର୍ମଚାରୀ ଅଟକ

ଗଁଦିଆ,୧୧।୧୦(ଡି.ଏନ୍‌.ଏ.): କୁକୁଡ଼ା ଫାର୍ମକୁ ନେଇ ତୁମୁଳକାଣ୍ଡ । ରାତିତମାମ ୫ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ। ପୋଲିସ ସମସ୍ୟା ଶୁଣୁ ନ ଥିବା ଅଭିଯୋଗ ଆଣି ରବିବାର ପାଟ୍ରୋଲିଂ କରୁଥିବା ଟିମ୍‌କୁ ରାତି ସାରା ଅଟକ ରଖାଯାଇଥିଲା। ସୋମବାର ସେମାନଙ୍କୁ…

ବଢ଼ିବ ମହିଳାଙ୍କ ଗୁରୁତ୍ୱ

ଢେଙ୍କାନାଳ ଅଫିସ, ୧୦।୧୦: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଶୁକ୍ରବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲାର ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ସଂରକ୍ଷଣ ପରିସଂଖ୍ୟାନରୁ ଚଳିତ ନିର୍ବାଚନରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଥିବା ସ୍ପଷ୍ଟ ହୋଇଛି। ଜିଲାର ମୋଟ୍‌ ୨୭ ଜିଲା ପରିଷଦ…

ଦୀର୍ଘଦିନ ଧରି ଚାଲିଥିଲା ଦେଶୀ ବନ୍ଧୁକ କାରଖାନା, ଜଣଙ୍କୁ ବାନ୍ଧିଲା ପୋଲିସ

ପରଜଙ୍ଗ,୮।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ବାମ ଗ୍ରାମରେ ଦେଶୀ ବନ୍ଧୁକ କାରଖାନା ଠାବ କରାଯାଇଛି। ପୋଲିସ ଚଢ଼ାଉ କରି ଏଥିରେ ସମ୍ପୃକ୍ତ ବାମ ଗ୍ରାମର ମଙ୍ଗୁଳୁ ମହାରଣାଙ୍କୁ ଗିରଫ କରିଛି। ତେବେ ବିଶେଷ ସୂତ୍ରରୁ ଖବରପାଇ…

ଡ୍ୟୁଟିରେ ଶୋଇପଡ଼ିଲେ ଡାକ୍ତର

ଢେଙ୍କାନାଳ ଅଫିସ,୮।୧୦: ଡ୍ୟୁଟିରେ ଥାଇ ନିଘୋଡ଼ ନିଦରେ ଶୋଇପଡ଼ିଲେ ଡାକ୍ତର। ତାଙ୍କୁ ଉଠାଇବାକୁ ସହକର୍ମୀ ଏବଂ ସୁରକ୍ଷାକର୍ମୀଙ୍କୁ କରିବାକୁ ପଡ଼ିଲା ବେଶ୍‌ କିଛି ସମୟ କସରତ, ତଥାପି ଡାକ୍ତରଙ୍କ ନିଦ ଭାଙ୍ଗିଲାନି କି ଅପେକ୍ଷାରତ ରୋଗୀଙ୍କୁ ମିଳିଲାନି ଚିକିତ୍ସା ପରାମର୍ଶ। ଢେଙ୍କାନାଳ…

ବଳଦ ବିନା ବଳଦଯାତ୍ରା

ଭୁବନ, ୭।୧୦:  ମେଲାଣି ନେଉଥିବେ ଜଗଜ୍ଜନନୀ, ଅଥଚ ସାଥିରେ ନ ଥିବେ ପରମ୍ପରାର ବାହକ ବଳଦ। ସୁସଜ୍ଜିତ ବଳଦ ବିନା ସରିବ ମା’ ଦୁର୍ଗାଙ୍କ ଭସାଣି। କରୋନା କଟକଣା ପାଇଁ ଦୁଇବର୍ଷ ହେଲା ପଶୁ-ମଣିଷ ସମ୍ପର୍କର ମୂକସାକ୍ଷୀ ଭୁବନର ଐତିହାସିକ ବଳଦଯାତ୍ରା…

କନ୍ଧରା, ନନ୍ଦିନିଆ ହେବ ବାଘ କରିଡର

ଢେଙ୍କାନାଳ ଅଫିସ,୫ା୧୦ ଅନୁଗୋଳ ଜିଲା ସାତକୋଶିଆ ବନଖଣ୍ଡ ବାଘ କରିଡର ଢେଙ୍କାନାଳ ଜିଲାକୁ ସମ୍ପ୍ରସାରିତ ହେବ। ଢେଙ୍କାନାଳ ଜିଲା ବନଖଣ୍ଡ ଅଧୀନରେ ଥିବା ହିନ୍ଦୋଳ ରେଞ୍ଜ୍‌ର କନ୍ଧରା ଓ ନନ୍ଦିନିଆ ସଂରକ୍ଷିତ ଜଙ୍ଗଲକୁ ଏହି କରିଡରରେ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କୁ…

ଅଢ଼େଇ ବର୍ଷ ପରେ ଅନ୍ଧାର

ଢେଙ୍କାନାଳ ଅଫିସ, ୪।୧୦: ସାଢ଼େ ୪ କୋଟି ଟଙ୍କାର ଛାତ୍ରାବାସ। ଉଦ୍‌ଘାଟନକୁ ବିତିଲାଣି ଅଢ଼େଇ ବର୍ଷ। ଅଥଚ କାର୍ଯ୍ୟକ୍ଷମ ହୋଇପାରୁନାହିଁ। କାରଣ ହଷ୍ଟେଲରେ ନାହିଁ ଫର୍ନିଚର କି ବିଦ୍ୟୁତ୍‌ ସଂଯୋଗ। ଅନ୍ଧକାରମୟ କୋଠାରେ ରହିବା ଅନ୍ତେବାସୀଙ୍କ ପକ୍ଷେ ସମ୍ଭବ ନ ଥିବାରୁ…

ପଞ୍ଚାୟତ କାର୍ଯ୍ୟାଳୟରୁ ୫ ଲକ୍ଷ ଟଙ୍କାର କୋଭିଡ୍‌ ସାମଗ୍ରୀ ଚୋରି

ପରଜଙ୍ଗ,୩।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ପଙ୍ଗାତିରା ପଞ୍ଚାୟତ କାର୍ଯ୍ୟାଳୟରୁ ବିପୁଳ ପରିମାଣର କୋଭିଡ ସାମଗ୍ରୀ ଚୋରି ହୋଇଛି। ଏନେଇ ଥାନାରେ ଏତଲା ମଧ୍ୟ ହୋଇଛି। ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri