ଢେଙ୍କାନାଳ

କୂଅରୁ ମିଳିଲା ପୀତବାସଙ୍କ ମୃତଦେହ

ଢେଙ୍କାନାଳ ଅଫିସ, ୮।୧୧: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବୋରାପଦା ଖମାର ଗ୍ରାମର ନିଖୋଜ ବ୍ୟବସାୟୀ ପୀତବାସ ଦାସ (୪୮)ଙ୍କ କ୍ଷତବିକ୍ଷତ ମୃତଦେହ ଘରଠାରୁ ଅନତି ଦୂରରେ ଥିବା ଏକ ପରିତ୍ୟକ୍ତ କୂଅରୁ ରବିବାର ମିଳିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ…

ଘରୁ ବାହାରି ଯାଇ ଆଉ ଫେରି ନ ଥିଲେ , ୪ ଦିନ ପରେ ମିଳିଲା ମୃତଦେହ

ଢେଙ୍କାନାଳ ଅଫିସ, ୭।୧୧: ଦୀର୍ଘ ଚାରିଦିନ ପରେ ଶେଷରେ ବୋରାପଦା ସ୍ଥିତ ସରକାରୀ ଆଇଟିଆଇ ପଛପଟ ଏକ ପରିତ୍ୟକ୍ତ କୂଅରୁ ନିଖୋଜ ବ୍ୟବସାୟୀ ପୀତବାସ ଦାସଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇବା ପରେ ସଦର ଥାନା ଅଧିକାରୀ…

‘ସରକାରୀ ଜମିକୁ ସୁରକ୍ଷା ଦିଅ’

ଢେଙ୍କାନାଳ ଅଫିସ, ୭।୧୧: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ଅପରାହ୍ନରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। କରୋନା ମହାମାରୀ ସତ୍ତ୍ୱେ ଜନସାଧାରଣଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର…

ବ୍ରାଉନ୍‌ସୁଗାର ବ୍ୟବସାୟରେ ପୂର୍ତ୍ତ କର୍ମଚାରୀ

ଢେଙ୍କାନାଳ ଅଫିସ, ୭।୧୧:  ଢେଙ୍କାନାଳ ଟାଉନ ଥାନା ପୋଲିସ ସ୍ଥାନୀୟ ମହାବୀର ବଜାର ନିକଟ ପୂର୍ତ୍ତ ବିଭାଗ କଲୋନୀର ଏକ ଘରେ ଶୁକ୍ରବାର ସନ୍ଧ୍ୟାରେ ଚଢ଼ାଉ କରି ୨୭.୫୩୦ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିଛ। ବେଆଇନ ନିଶା କାରବାରରେ ସମ୍ପୃକ୍ତି ଅଭିଯୋଗରେ…

୧୯୭୧ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ପାଳନ

ଢେଙ୍କାନାଳ ଅଫିସ,୪ା୧୧: ୧୯୭୧ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଅବସରରେ ତଥା ସର୍ଣ୍ଣିମ ବିଜୟ ବର୍ଷ ପାଳନ ଉପଲକ୍ଷେ ଢେଙ୍କାନାଳ ରାଜବାଟୀରେ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହ ଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରତିରକ୍ଷା ବିଭାଗ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସମର୍ଦ୍ଧନା…

ଧାନଫସଲ ନଷ୍ଟ କଲେ ହାତୀପଲ

ଢେଙ୍କାନାଳ ଅଫିସ,୪ା୧: ଢେଙ୍କାନାଳ ସଦର ବ୍ଲକ ନୂଆଗାଁ ଏବଂ ଗୋଡ଼ି ସାହିରେ ଗୁରବାର ସକାଳେ ୪୦ ହାତୀ ପଶି ଉପଦ୍ରବ ଘଟାଇଛନ୍ତି। କ୍ଷେତରେ ପଶି ଦଳଚକଟି ଏକର ଏକର ଧାନଫସଲ ନଷ୍ଟ କରିଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ…

ସମସ୍ତ ଆସନରେ ପ୍ରାର୍ଥୀ ଦେବ ଏଏପି

ଢେଙ୍କାନାଳ ଅଫିସ, ୪।୧୧: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ସବୁ ଆସନରେ ପ୍ରାର୍ଥୀ ଦେବ। ଢେଙ୍କାନାଳସ୍ଥିତ ଦଳୀୟ ଜିଲା କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ପ୍ରଭାରୀ ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ…

ଜାଲିଆତି କରି ୨୧ ଟନ୍‌ କୋକ୍‌ ଚାଲାଣ

ଢେଙ୍କାନାଳ ଅଫିସ, ୪।୧୧: କାଗଜପତ୍ର ଜାଲିଆତି କରି ଏକ ଡିପୋରୁ ଲକ୍ଷାଧିକ ଟଙ୍କାର କୋଇଲା ଚୋରାଚାଲାଣ କରିଥିବା ଅଭିଯୋଗରେ ଢେଙ୍କାନାଳ ଜିଲା ରାସୋଳ ଥାନା ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ କୋଇଲା ଚୋରା ଚାଲାଣରେ ବ୍ୟବହୃତ ଏକ ଟ୍ରକ୍‌, ୫…

ଆଜି ମଧ୍ୟରାତ୍ରରେ ଧରାବତରଣ

ଭୁବନ, ୪।୧୧(ଡି.ଏନ୍‌.ଏ.)  ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଏବଂ ବ୍ଲକର ପ୍ରସିଦ୍ଧ କାଳୀପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ୪ ସ୍ଥାନରେ ପୂଜା ଅନୁଷ୍ଠିତ ହେଉଛି। ଗୁରୁବାର ମଧ୍ୟରାତ୍ରରେ ମା’ ଧରାବତରଣ କରିବେ। ସରକାରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ ସମସ୍ତ…

ଫାଣ୍ଡି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଢେଙ୍କାନାଳ ଅଫିସ,୨।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ମହାବୀର ରୋଡ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ସକାଳେ ସମରେନ୍ଦ୍ରଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌…

ପୁତୁରାଙ୍କୁ ହତ୍ୟା କରିଥିଲେ ଦାଦା

ଗଁଦିଆ, ୧।୧୧: ପାରିବାରିକ କଳହକୁ କେନ୍ଦ୍ରକରି ନାବାଳକ ପୁତୁରାଙ୍କୁ ଅତି ଜଘନ୍ୟ ଭାବେ ତଣ୍ଟିଚିପି ହତ୍ୟା କରିଥିଲେ ସମ୍ପର୍କୀୟ ଦାଦା। ମାମଲା ରଫାଦଫା କରିବାକୁ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇ ପଳାଇଥିଲେ ହାଇଦ୍ରାବାଦ। ହେଲେ ସନ୍ଦେହଜନକ ପରିସ୍ଥିତିରେ ଅଭିଯୁକ୍ତ ପୋଲିସ ସ୍କାନରକୁ ଆସିବା…

ସାର୍ଥକ ହୋଇଛି ଶ୍ରମ

କାମାକ୍ଷାନଗର, ୧।୧୧: ଧଳା ଘୁଷୁରି ଚାଷରେ ଲାଭ ଅଧିକ। ହେଲେ ଏଭଳି ଚାଷ ଏବଂ ମାଂସ ବ୍ୟବସାୟକୁ ନେଇ ଲୋକଙ୍କ ମନରେ ଏବେ ବି ରହିଛି ନକାରାତ୍ମକ ଚିନ୍ତାଧାରା। ଫଳରେ ଭଲ ଜଳବାୟୁ, ଉନ୍ନତ ପରିବେଶ ସାଙ୍ଗକୁ ଭିତ୍ତିଭୂମି ଥିବା ସତ୍ତ୍ୱେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri