କଟକ

ଧିମେଇଛି ସାଇବର ମିତ୍ର ଯୋଜନା

କଟକ,୨୮ା୧୨ (କାର୍ତ୍ତିକ ସାହୁ)ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ସାଇବର ଅପରାଧିମାନେ ନାନା କାଇଦାରେ ଲୋକଙ୍କୁ ଫସାଇ ଲକ୍ଷାଧିକ ଟଙ୍କା ଠକି ନେବାରେ ସକ୍ଷମ ହେଇଛନ୍ତି। ସ୍ବଳ୍ପ ପରିମାଣର ଠକେଇକୁ ପଚାରୁଛି କିଏ। ତେବେ ସାଇବର ଠକେଇ ନିୟନ୍ତ୍ରଣ…

ପଦ୍ମଶ୍ରୀ ଅନ୍ତର୍ଯାମୀ ମିଶ୍ର ହେବେ ଦିବ୍ୟାଲୋକ ସନ୍ଧାନେ ସମ୍ମାନିତ

କଟକ,୨୫।୧୨: ବିଶିଷ୍ଟ ଭାଷାବିତ୍‌ ତଥା ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯାମୀ ମିଶ୍ରଙ୍କୁ ଦିବ୍ୟାଲୋକ ସନ୍ଧାନେ ସମ୍ମାନ-୨୦୨୪ ପ୍ରଦାନ କରାଯିବ। ଏନେଇ ଲୋକପ୍ରିୟ ଆଧ୍ୟାତ୍ମିକ ପତ୍ରିକା ଦିବ୍ୟାଲୋକ ସନ୍ଧାନେର ମୁଖ୍ୟ ସମ୍ପାଦକ ଡ. ଶରତ କୁମାର ରଥ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି। ଜାନୁୟାରୀ…

କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ନବକିଶୋର ପାଇଲେଣି ୧୦୬ ପୁରସ୍କାର

କଟକ,୨୫ା୧୨ (କାର୍ତ୍ତିକ ସାହୁ): ପୋଲିସ ଚାକିରିରୁ ୨୦୧୯ରେ ଅବସର ନେବା ପରେ ନବକିଶୋର ଦାସଙ୍କୁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣର ନିଶା ଜୋର ଘାରିଥିଲା। ଚାକିରିରେ ଥାଇ ୨୦୧୮ରେ ନିର୍ମାଣ କରିଥିବା ଆଉ ଏକ ସତ୍ୟ କ୍ଷୁଦ୍ର ଚଳଚ୍ଚିତ୍ର ତାଙ୍କୁ ଜଣେ ସଫଳ…

ଏସ୍‌ସିବି  ମେଡିକାଲରେ ସିରିଞ୍ଜ ଅଭାବ 

କଟକ,୨୩।୧୨: କଟକ ଏସ୍‌ସିବି  ମେଡିକାଲକୁ ରାଜ୍ୟ ଔଷଧ ନିଗମରୁ ଆଉ ସିରିଞ୍ଜ ଯୋଗାଣ ହେଉନାହିଁ । ଏ ନେଇ  ଡାକ୍ତରଖାନାର ବିଭିନ୍ନ ୱାର୍ଡ ସମେତ ନିଦାନ କେନ୍ଦ୍ର, ଟିକାଦାନ କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ରରେ  ଅଭାବ ଦେଖାଦେଇଛି। ରୋଗୀଙ୍କ ଚିକିତ୍ସାରେ ବ୍ୟାଘାତ…

ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲା ଗଠନ ପାଇଁ ଜାରି କରିପାରିବେନି ନିର୍ଦ୍ଦେଶ: ହାଇକୋର୍ଟ

କଟକ,୨୨ା୧୨: ନୂଆ ଜିଲା ଘୋଷଣା ଉପରେ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ। ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥନୈତିକ ସ୍ଥିତି,ଜନସଂଖ୍ୟା, ଅଞ୍ଚଳର ପରିସୀମା, ପଛୁଆ ପ୍ରସଙ୍ଗକୁ…

ନୂଆ ରୂପ ପାଇବ ରେଭେନ୍‌ଶା ବାଳିକା ଉଚ୍ଚ ବିଦ୍ୟାଳୟ

କଟକ/ଭୁବନେଶ୍ୱର,୨୨ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ/ଅନିଲ ଦାସ): ୧୫୦ବର୍ଷର ପୁରାତନ ଐତିହାସିକ ରେଭେନ୍‌ଶା ବାଳିକା ଉଚ୍ଚ ବିଦ୍ୟାଳୟ ହେରିଟେଜ୍‌ କୋଠାକୁ ନୂଆ ରୂପ ଦିଆଯିବ। ୫-ଟି ଉପକ୍ରମରେ ସ୍କୁଲର ବିକାଶ କରାଯିବ ବୋଲି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗୁରୁବାର ସ୍କୁଲ…

ଅନୁଭବଙ୍କୁ ବିବାହ ବିଚ୍ଛେଦ ଅନୁମତି

କଟକ,୨୧ା୧୨: ବହୁ ଚର୍ଚ୍ଚିତ ଓଲିଉଡ୍‌ ଯୋଡ଼ି ବର୍ଷା ପ୍ରିୟଦର୍ଶିନୀ-ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବ। ଏନେଇ ଅନୁଭବଙ୍କୁ ଗୁରୁବାର ହାଇକୋର୍ଟ ଅନୁମତି ଦେଇଛନ୍ତି। ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବିବାହ ବିଚ୍ଛେଦ ଆବେଦନକୁ ପରିବାର…

ସିଏମ୍‌ସି ମେୟରଙ୍କ ଅଫିସିଆଲ୍‌ ଫେସ୍‌ବୁକ୍‌ ପେଜ୍‌ ହ୍ୟାକ

କଟକ,୧୮ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂଙ୍କ ଅଫିସିଆଲ୍‌ ଫେସ୍‌ବୁକ୍‌ ପେଜ୍‌ ହ୍ୟାକ୍‌ ହୋଇଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ସୁବାସଙ୍କ ଫେସ୍‌ବୁକ୍‌ ଷ୍ଟାଟସ୍‌ରେ ଏକ ଅଶ୍ଳୀଳ ପୋଷ୍ଟ ଶେୟାର କରାଯାଇଥିଲା। ଏହାକୁ ନେଇ ଚର୍ଚ୍ଚା ହେବା ପରେ…

ପ୍ରକାଶ ପାଇଲା ମେଡିକାଲ ଅଫିସର ପରୀକ୍ଷା ଫଳ

କଟକ,୧୫ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ)- ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ମେଡିକାଲ ଅଫିସର ପଦବୀ ପୂରଣ ପାଇଁ ହୋଇଥିବା ଲିଖିତ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ରାଜ୍ୟରେ ୨୩୯୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସରକାରୀ ଡାକ୍ତରଖାନାରେ…

ଭାଜପା,ବିଜେଡି କର୍ମୀ ହାତାହାତି: ଉଡ଼ିଲା ଝାଡ଼ୁ, ଚପଲ 

ନିଶ୍ଚିନ୍ତକୋଇଲି,୧୨।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା କିଶୋରନଗର ଥାନା ଅଧୀନ  ମାଣପୁର ପଞ୍ଚାୟତରେ ଭାଜପା ଓ ବିଜେଡି କର୍ମୀ ହାତାହାତି ହୋଇଛନ୍ତି। ଏଥିରେ  ୩ ଜଣ ଭାଜପା କର୍ମୀ ଆହତ ହୋଇଥିବା ସୂଚନା ମିଳିଛି।  ଗତ ଦୁଇ ଦିନ ହେବ କେନ୍ଦ୍ର…

ସବୁଜ ବିପ୍ଳବ ଆଣିବ ହାଇଡ୍ରୋପୋନିକ ପ୍ରଣାଳୀ ଚାଷ

କଟକ,୧୧ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ବିନା ମାଟିରେ ପରିବା ଓ ଫଳ ଉତ୍ପାଦନ ହୋଇପାରିବ। ହାଇଡ୍ରୋପୋନିକ ଚାଷ ମାଧ୍ୟମରେ ଏହା ସମ୍ଭବ। ଏହି ନିର୍ଦ୍ଦିଷ୍ଟ ପ୍ରଣାଳୀକୁ ଉପଯୋଗ କରି ଫସଲ ଉତ୍ପାଦନ ପାଇଁ ରେଭେନ୍‌ଶା ବିଶ୍ୱବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଗବେଷଣା କରାଯାଉଛି।…

ବାଲିଯାତ୍ରା ସଫେଇ ପାଇଁ ସଂସ୍ଥାକୁ ୩୪ ଲକ୍ଷ

କଟକ,୧୦ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ)୯ ଦିନ ଧରି ଚାଲିଥିବା କଟକ ବାଲିଯାତ୍ରା ମଙ୍ଗଳବାର ଶେଷ ହୋଇଛି। ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ମଧ୍ୟ ବାଲିଯାତ୍ରା ପଡିଆରେ କୁଢ କୁଢ ଆବର୍ଜନା ଜମି ରହିଥିଲା। ଏହାକୁ ସଫା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଭିଯାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri