ପୁଣି ୨ ବିଧାୟକଙ୍କୁ ଝଟ୍କା: ହାଇକୋର୍ଟ ପଠାଇଲେ ନୋଟିସ୍
କଟକ,୧୨।୮: ପୁଣି ୨ ବିଧାୟକଙ୍କୁ ଲାଗିଲା ଝଟ୍କା। ୨ଟି ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ନୋଟିସ ଜାରିକରିଛନ୍ତି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ନୋଟିସ ହୋଇଥିବା ବେଳେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ମଧ୍ୟ ନୋଟିସ ହୋଇଛି। ନିର୍ବାଚନରେ ଅନିୟମିତତା…
ବିଜେଡିର ବଢୁଛି ଚିନ୍ତା: ସାରଦାଙ୍କ ଗୋଷ୍ଠୀରେ ୫ ସମିତି ସଭ୍ୟ, ୬ ସରପଞ୍ଚ
ନିଶ୍ଚିନ୍ତକୋଇଲି/ ମାହାଙ୍ଗା,୧୨।୮(ଅଶୋକ କୁମାର ମହାପାତ୍ର୍ର/ଯଯାତି ସିଂହ):୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ଜନପ୍ରତିନିଧିମାନେ ଦଳ ଛାଡ଼ିବାରେ ଲାଗିଛନ୍ତି। ଏହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ୧୧ଜଣ ନିର୍ବାଚିତ ଲୋକ ପ୍ରତିନିଧି ରବିବାର ବିଜେଡି ଛାଡି…
ସାଙ୍ଗମାନଙ୍କ ସହ ବୁଲିବାକୁ ଆସି ଡ୍ୟାମ୍ରେ ବୁଡ଼ିଗଲେ ଯୁବକ
ଚୌଦ୍ବାର,୧୧।୮: କଟକ ଚୌଦ୍ବାର ମଙ୍ଗରାଜପୁର ସ୍ଥିତ ଡମଡମଣୀ ଡ୍ୟାମ୍ରେ ରବିବାର ଏକ ଅଘଟଣ ଘଟିଛି। ଡ୍ୟାମ୍ରେ ବୁଡ଼ି ଯୁବକ ଜଣକ ନିଖୋଜ ହୋଇଯାଛନ୍ତି। ନିଖୋଜ ଯୁବକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳି ନ ଥିବା ବେଳେ ତାଙ୍କୁ ଘର ବିରିବାଟୀ ଅଞ୍ଚଳରେ ବୋଲି…
ଚିକିତ୍ସାଳୟ ଷ୍ଟାଫ କ୍ୱାର୍ଟରରୁ ମିଳିଲା କର୍ମଚାରୀଙ୍କ ମୃତଦେହ
କଟକ,୧୧।୮: କଟକ ଟାଙ୍ଗୀ ପ୍ରାଣୀ ଚିକିତ୍ସାଳୟ ଷ୍ଟାଫ କ୍ୱାର୍ଟରରୁ ରବିବାର ଜଣେ କର୍ମଚାରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପୋଲିସ ଉଦ୍ଧାର କରିଛି। କର୍ମଚାରୀ ଜଣକ ଟିଟୁ ପାତ୍ର ବୋଲି ଜଣାପଡିଛି। ତାଙ୍କ ଘର ଅଡସପୁର ଉତ୍ତାରଣରେ ବୋଲି ସୂଚନା ମିଳିଛି। ଖବର…
ଆଲୁମିନିୟମ ବାସନ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ
କଟକ, ୧୧।୮: କଟକ ଜଗତପୁର ଶିଳ୍ପାଞ୍ଚଳର ଏକ ଆଲୁମିନିୟମ ବାସନ ଫ୍ୟାକ୍ଟ୍ରିରେ ରବିବାର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଜଳିଗଲା ବାସନ ସାମଗ୍ରୀ। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି। କେଉଁ…
ନଣନ୍ଦେଇଙ୍କ ସହ ଘରୁ ଲୁଚି ପଳାଇ ଯାଇଥିଲେ ଶଳା ଭାଉଜ, କାହିଁକି ଡେଇଁଲେ କାଠଯୋଡ଼ିକୁ
କଟକ,୧୦।୮: ନଣନ୍ଦେଇଙ୍କ ସହ କାଠଯୋଡ଼ିକୁ ଶଳା ଭାଉଜ ଡେଇଁବା ଘଟଣା ଏବେ ଚଚ୍ଚାର ବିଷୟ ପାଲଟିଛି। ଶନିବାର ସକାଳୁ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନଦୀକୁ ଡେଇଁବା ପରେ ଉଭୟ ପୁରୀ ଘାଟ ଥାନା ନିକଟ କୂଳରେ ଲାଗିଥିଲେ। ଦୁଇ…
ଏସ୍ସିବିରେ ବଡ଼ ଅଘଟଣ: ହଠାତ୍ ଭାଙ୍ଗିଲା ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍, ୩ ଗୁରୁତର
କଟକ,୯।୮: କଟକ ଏସ୍ସିବି ସଂପ୍ରସାରଣ କାମ ବେଳେ ବଡ଼ ଅଘଟଣ ଘଟିଛି। ଏସ୍ସିବି ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍ ଭାଙ୍ଗିପଡ଼ିଛି। ଏଥିରେ ୩ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଏସ୍ସିବି ମେଡିକାଲ କାଜୁଆଲଟିରେ ଭର୍ତ୍ତି କରାଯାଇଛି। ସେମାନଙ୍କ ପରିଚୟ ମିଳିପାରି…
ଅରୁଣଙ୍କ ପରେ ଧ୍ରୁବଙ୍କୁ ଝଟ୍କା: ଆସିଲା ହାଇକୋର୍ଟ ନୋଟିସ୍
କଟକ, ୯।୮: ବିଜୁ ଜନତା ଦଳର ନେତା ତଥା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କୁ ଝଟ୍କା ଲାଗିଛି। ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ରୁଜୁ ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ନୋଟିସ ଜାରି କରିଛନ୍ତି । ଚଳିତ ବର୍ଷ ହୋଇଥିବା ବିଧାନସଭା…
ଘରେ ପଶିଲା ବନ୍ୟାପାଣି: ଧାନ, ପରିବା ଫସଲ ଜଳମଗ୍ନ
ବାଙ୍କୀ,୯ା୮(ଜ୍ଞାନେନ୍ଦ୍ର ମୋହନ ମିଶ୍ର ): ଲଗାଣ ବର୍ଷା ଯୋଗୁ ବାଙ୍କୀ ଉପଖଣ୍ଡର ବହୁ ସ୍ଥାନ ଜଳମଗ୍ନ ହେଇଛି। ବାଙ୍କୀ କଚେରି ପଡ଼ିଆରେ ୩/୪ଫୁଟ ପାଣି ଥିବାବେଳେ କଲେଜ ପଡ଼ିଆରେ ପାଣି ଭର୍ତ୍ତି ହୋଇ ରହିଛି । ବାଙ୍କୀ ଏନ୍ଏସିର ଜଳ ନିଷ୍କାସନ…
୨ ପୋଲିସ କମର୍ଚାରୀ ନିଲମ୍ବିତ
ସାଲେପୁର,୮ା୮: କଟକ ଜିଲା ସାଲେପୁର ଥାନାର ଦୁଇ ପୋଲିସ କର୍ମଚାରୀଙ୍କୁ ଗୁରୁବାର ଚାକିରିରୁ ନିଲମ୍ବନ କରାଯାଇଛି। ଦୁଇ କର୍ମଚାରୀ ହେଲେ ସାଲେପୁର ଥାନାର ହୋମ୍ଗାର୍ଡ ସୁଶାନ୍ତ ସ୍ବାଇଁ ଏବଂ କନଷ୍ଟେବଳ ସଞ୍ଜୟ ଦାସ। ଅସଦାଚରଣ ଅଭିଯୋଗରେ ଗିରଫ ଅଭିଯୁକ୍ତ ସାଲେପୁର ଡାକ୍ତରଖାନାରୁ…
ଆଠଗଡ଼ ବିଡିଓଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି; ଗିରଫ କଲା ଭିଜିଲାନ୍ସ
କଟକ, ୮ା୮: ଆଠଗଡ଼ ବିଡିଓ ପ୍ରଦୀପ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଚଢ଼ାଉ ପରେ ତାଙ୍କୁ ଗିରଫ କରାଯାଇଛି । ଚଢ଼ାଉ ସମୟରେ ପ୍ରଦୀପଙ୍କ ଘରୁ ବିପୁଳ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସର…
ଯୋଗାଣ ବିଭାଗର ଚଢ଼ାଉ ଲୋକଦେଖାଣିଆ
କଟକ,୮ା୮ (କାର୍ତ୍ତିକ ସାହୁ): କ୍ରମାଗତ ଭାବେ ଆଳୁ ଦର ବଢ଼ି ଚାଲିଥିବାବେଳେ ଯୋଗାଣ ବିଭାଗର ଅଧିକାରୀ କିନ୍ତୁ ବେଫିକର ଅଛନ୍ତି। ଆଳୁ କିଲୋ ୩୨ ଟଙ୍କାରେ ବିକ୍ରି କରିବାକୁ ସରକାର କଡ଼ା ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ୫୦ ଟଙ୍କା…
Archives


