କଟକ

ଥାନାରେ ଗଣ୍ଡଗୋଳ: ପୋଲିସ କର୍ମଚାରୀ ସମେତ ୪ ଆହତ

ଆଠଗଡ଼,୨୨।୧୦(ଡି.ଏନ୍‌.ଏ.): କଟକ ଜିଲା ନରସିଂହପୁର ଥାନା ଶୁକ୍ରବାର ରଣକ୍ଷେତ୍ର ପାଲଟିଛି। ୩ ଜଣଙ୍କୁ ଗିରଫ ଘଟଣାରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଗଣ୍ଡଗୋଳରେ ୪ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ପୋଲିସ କର୍ମଚାରୀ ରହିଥିବା ବେଳେ ଜଣେ ସାଧାରଣ ଲୋକ…

ପୋଲିସ ଭୟରେ ପିଇଲେ କୀଟନାଶକ

କଣ୍ଟାପଡା,୨୧।୧୦(ଡି.ଏନ୍‌.ଏ.): ଏକ ଅଭିଯୋଗର ତଦନ୍ତ ପାଇଁ ପୋଲିସ ଥାନାକୁ ଡାକିବାରୁ ଭୟରେ ଜଣେ ଯୁବକ ଗୁରୁବାର କୀଟନାଶକ ପିଇ ଦେଇଛନ୍ତି। ପରେ ତାଙ୍କର ମୃତ୍ୟୁ ଘଟିଛିି। ମୃତକ ହେଲେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଉରାଢ଼ ଗ୍ରାମର ଦୋଳଗୋବିନ୍ଦ ସେନାପତି(୨୮)। ଖବର ଅନୁଯାୟୀ,…

ଶେଷରେ ଚିଲିକା ବିଧାୟକଙ୍କୁ ମିଳିଲା ଜାମିନ

କଟକ ଅଫିସ,୨୧।୧୦: ଖୋର୍ଦ୍ଧା ବାଲୁଗାଁ ଭାଜପା ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣାରେ ଜେଲ ଯାଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଶେଷରେ ମିଳିଛି ଜାମିନ। ହାଇକୋର୍ଟଙ୍କ ପକ୍ଷରୁ ଗୁରୁବାର ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ଏଥିସହ ସାକ୍ଷୀଙ୍କୁ ପ୍ରଭାବିତ…

ହାଇକୋର୍ଟ ଗଲା ମମିତା ମେହେର ହତ୍ୟା ମାମଲା

କଟକ ଅଫିସ,୨୧ା୧୦: ହାଇକୋର୍ଟରେ ପହଞ୍ଚିଛି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା। ଏହି ମାମଲାର ସିବିଆଇ ତଦନ୍ତ ଦାବି ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର୍‌ ହୋଇଛି ଏହି ମାମଲା । ପୀଡ଼ିତାଙ୍କ…

ଅଧା ବୁଲାଇ ପର୍ଯ୍ୟଟକଙ୍କୁ ଛାଡ଼ିଦେଲା ବ୍ୟାଟେରି ଗାଡ଼ି

ବାରଙ୍ଗ,୨୧।୧୦(ଡି.ଏନ୍‌.ଏ.): ନନ୍ଦନକାନନର ବ୍ୟାଟେରି ଚାଳିତ ଗାଡ଼ିକୁ ନେଇ ବୁଧବାର ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୨୫ଜଣ ବଙ୍ଗୀୟ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିବାବେଳେ ଏକକାଳୀନ ବ୍ୟାଟେରି ଅଟୋରେ ଯିବା ଓ ସଫାରି ବୁଲିବା ପାଇଁ ଟିକେଟ କାଟିଥିଲେ। କିନ୍ତୁ ଅଧା ବୁଲାଇ…

ଶପଥ ଗ୍ରହଣ କଲେ ହାଇକୋର୍ଟର ୩ ବିଚାରପତି

କଟକ ଅଫିସ ,୧୯।୧୦: ହାଇକୋର୍ଟର ୩ ନୂଆ ବିଚାରପତି ମଙ୍ଗଳବାର ଶପଥ ନେଇଛନ୍ତି। ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ୍‌ ରାଧାକ୍ରିଷ୍ଣ ପଟ୍ଟନାୟକ ଏବଂ ଜଷ୍ଟିସ୍‌ ଶଶିକାନ୍ତ ମିଶ୍ର ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ କନଫରେନ୍ସ…

ଅଗରବତୀ କାରଖାନାରେ ଅଗ୍ନିକାଣ୍ଡ

କଟକ ଅଫିସ,୧୭।୧୦: କଟକ ଜଗତପୁର ସ୍ଥତି ଏକ ଅଗରବତୀ କାରଖାନାରେ ରବିବାର ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ସ୍ଥାନୀୟ ଦମକଳବାହିନୀର ୨ଟି ଗାଡି ସହ କର୍ମଚାରୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ଅଗ୍ନକାଣ୍ଡରେ ବର୍ତ୍ତମାନ ସୁଦ୍ଧା କେହି…

ମେଲାଣି ନେଲେ ମା’ ଜଗଜ୍ଜନନୀ

କଟକ ଅଫିସ,୧୭ା୧୦: କରୋନା କଟକଣା ମଧ୍ୟରେ ଶନିବାର କଟକର ଦେବୀଗଡା, ଚହଟା, ଯୋବ୍ରା ମ୍ୟୁଜିୟମ ନିକଟ, କାର୍ତ୍ତିକେଶ୍ୱର ଗଡା, ଘାଟକୁଳ ଆଦି ୬ ସ୍ଥାନରେ ହୋଇଥିବା ଅସ୍ଥାୟୀ ପୋଖରୀରେ ମା’ ଦୁର୍ଗାଙ୍କୁ ବିସର୍ଜନ କରାଯାଇଛି। ସକାଳୁ ସନ୍ଧ୍ୟା ୬ଟା ମଧ୍ୟରେ ଦେବୀଗଡାରେ…

କଟକରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ରାକା ଆହତ

କଟକସଦର,୧୬।୧୦(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା କନ୍ଦରପୁର ଥାନା କାଠଯୋଡ଼ି ନଦୀବନ୍ଧ ଅଥଙ୍ଗା ନିକଟରେ ଶନିବାର ଏକ ଏନ୍‌କାଉଣ୍ଟର ହୋଇଛି। ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଦାସ ଓରଫ ରାକା ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ କନ୍ଦରପୁର…

କୃତ୍ରିମ ଗୋଡ଼ ଲଗାଇବା ପାଇଁ ଆସିଥିଲେ ଦିବ୍ୟାଙ୍ଗ: ମିଳିଲା ମୃତଦେହ

କଣ୍ଟାପଡ଼ା, ୧୪।୧୦(ଡି.ଏନ୍‌.ଏ.)- କଟକ ଜିଲା ଓଲଟପୁରସ୍ଥିତ ଏସ୍‌.ଭି.ନିର୍‌ତାର ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା ପ୍ରତିଷ୍ଠାନରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ନିର୍ମାଣାଧୀନ ଏକ ୱାର୍ଡ ପଛପଟେ ଘର ରଙ୍ଗ ଦିଆଯାଇଯିବା ପାଇଁ ଥିବା ଶିଡ଼ିରେ ଜଣେ ଦିବ୍ୟାଙ୍ଗଙ୍କ ମୃତଦେହ ଝୁଲନ୍ତା…

ବାଲିଘାଟରୁ ନିଖୋଜ ବ୍ୟକ୍ତିଙ୍କ ମିଳିଲା ମୃତଦେହ

ବାରଙ୍ଗ,୧୪।୧୦(ଡି.ଏନ୍‌.ଏ.): କଟକ ଜିଲା ତ୍ରିଶୂଳିଆ ନରଣପୁର ବାଲିଘାଟ କୁଆଖାଇରୁ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି। ମୃତକ ହେଲେ କୃଷ୍ଣଚନ୍ଦ୍ରପୁର ଗ୍ରାମର ବାଦଲ ସାମଲ। ସେ ଗତ ମଙ୍ଗଳବାରଠାରୁ ନିଖୋଜ ଥିବା ଗୋଡ଼ିସାହି ଫାଣ୍ଡିରେ ଅଭିଯୋଗ ହୋଇଥିଲା।…

ଆକାଶବାଣୀର ପୂର୍ବତନ ଘୋଷକ ବସନ୍ତ ପଟ୍ଟନାୟକଙ୍କ ପରଲୋକ

ଆଠଗଡ଼,୧୪।୧୦(ସ୍ବ.ପ୍ର.): ଆକାଶବାଣୀ ଖବର ପଢୁଛନ୍ତି ବସନ୍ତ ପଟ୍ଟନାୟକ। ସତୁରି ଦଶକର ଏହି ଗୁରୁଗମ୍ଭୀର କଣ୍ଠସ୍ବର ଆଜି ନିରବୀ ଯାଇଛି। ବସନ୍ତ ଆକାଶବାଣୀ ନୂଆଦିଲ୍ଲୀ ସମ୍ବାଦ ବିଭାଗର ଏକ ସ୍ପର୍ଦ୍ଧିତ ନାମ। ବୁଧବାର ତାଙ୍କର ୯୨ବର୍ଷ ବୟସରେ ଆଠଗଡ଼ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri