କଟକ

ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଜବତ: ହତ୍ୟା ସନ୍ଦେହ

କଣ୍ଟାପଡ଼ା,୨୩।୭(ଡି.ଏନ୍‌.ଏ.): କଟକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମ ବଜାର ପଛପଟୁ ଶନିବାର ସକାଳେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଜବତ କରଯାଇଛି। ମୃତକ ହେଲେ ସେହି ଗ୍ରାମର ଦେବେନ୍ଦ୍ର ବେହେରା(୩୫)। ଖବରପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ…

ହଟିଲା ରହିତାଦେଶ: ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟିଲା

କଟକ ଅଫିସ,୨୨।୭: ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟିଛି। ୨୦୨୧ ମସିହାରେ ଜାରି ଠିକା ଶିକ୍ଷକ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତିକୁ ବିରୋଧ କରି ଦାୟର ସମସ୍ତ ମାମଲାକୁ ଶୁକ୍ରବାର ହାଇକୋର୍ଟ ଖାରଜ କରିବା ସହ ଅନ୍ତରୀଣ ରହିତାଦେଶ ହଟାଇଛନ୍ତି।…

ପରଲୋକରେ ବିଜୁବାବୁଙ୍କ ବ୍ୟକ୍ତିଗତ ସଚିବ

ଚୌଦ୍ୱାର,୨୨ା୭(ଡି.ଏନ୍‌.ଏ.): ସ୍ତମ୍ଭକାର ତଥା ବିଜୁବାବୁଙ୍କ ବ୍ୟକ୍ତିଗତ ସଚିବ ଗୌରମୋହନ ଷଡ଼ଙ୍ଗୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ବିଜୁବାବୁ ୧୯୮୫ରୁ ୧୯୯୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସ୍ବର୍ଗତ ଗୌରମୋହନ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ଶୁକ୍ରବାର…

ଯୁବକଙ୍କୁ ମାଡ଼ ମାରି ସାତବେଣ୍ଟିଆ କରି ବୁଲାଇଲେ

ମଙ୍ଗୁଳି,୨୧ା୭(ଡି.ଏନ୍‌.ଏ.): କଟକ ଜିଲା ଟାଙ୍ଗୀ ହାଟବଜାରରେ ବୁଧବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ୟବସାୟୀଙ୍କ ପକେଟ୍‌ରୁ ମନିପର୍ସ ଚୋରି କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମରାଯିବା ସହ ତାଙ୍କ ମୁଣ୍ଡ ଓ ଆଖିପତାର ଚୁଟି କାଟି…

ହାଇକୋର୍ଟରେ ଚଣ୍ଡୀ ମନ୍ଦିର ମାମଲା ଖାରଜ

କଟକ ଅଫିସ,୨୦ା୭: କଟକ ଚଣ୍ଡୀ ମନ୍ଦିର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଥିବା ମାମଲା ମଙ୍ଗଳବାର ଖାରଜ ହୋଇଯାଇଛି। ଶୈଳବାଳା ମହାବିଦ୍ୟାଳୟର ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ଆଗତ ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି…

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଲେ ମୋକିମ୍‌, ପିସିସି ସଭାପତି କହିଲେ ନିଆଯିବ କାର୍ଯ୍ୟନୁଷ୍ଠାନ

କଟକ ଅଫିସ, ୧୮।୭(ବ୍ୟୁରୋ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଟକ ଚେଦ୍ବାର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଭୋଟ ଦେଇଛନ୍ତି। ଭୋଟ ଦେଇ ମୋକିମ୍‌ କହିଛନ୍ତି, ମୋ ବିବେକ ଅନୁଯାୟୀ ମୁଁ ଭୋଟ ଦେଇଛି ।ଯେହେତୁ ସେ ଓଡ଼ିଶାର ଝିଅ…

ଲ’ କଲେଜ ସମ୍ମୁଖରୁ ମିଳିଲା ସ୍ବିଗି ବୟଙ୍କ କ୍ଷତାକ୍ତ ମୃତଦେହ

କଟକ ଅଫିସ, ୧୭।୭: କଟକ ଲ’ କଲେଜ ସମ୍ମୁଖରୁ ଜଣେ ସ୍ବିଗି ବୟଙ୍କ ମୃତଦେହ ଜବତ ହୋଇଛି। ସନ୍ଦେହଜନକ ଅବସ୍ଥାରେ ଫେଜ-୨ ପୋଲିସ ତାଙ୍କ କ୍ଷତାକ୍ତ ମୃତଦେହ ଜବତ କରିଛି। ମୃତକ ସିଡିଏ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। କିଏ ଓ…

ଦୁଇ ଦିନିଆ କଟକ ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ

କଟକ ଅଫିସ, ୧୭।୭: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ଅଗଷ୍ଟ ୮ ତାରିଖରେ ଦୁଇ ଦିନିଆ ଗସ୍ତରେ କଟକ ଆସିବେ । ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଦୈନିକ ଖବର କାଗଜ ‘ପ୍ରଜାତନ୍ତ୍ର’ର ୭୫ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ…

ଦିନ ଦ୍ବିପ୍ରହରରେ ଘରେ ପଶି ମହିଳାଙ୍କ ବେକ କାଟି ଦେଲେ

କଟକ ଅଫିସ, ୧୫।୭: ଦିନ ଦ୍ବିପ୍ରହରରେ ମହିଳାଙ୍କୁ ହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ କୁତାଖାଇ ଗଳିରେ। ଦୁର୍ବୃତ୍ତ ଘରେ ପଶି ମହିଳାଙ୍କୁ ହତ୍ୟା କରିଛନ୍ତି । ମୃତା ମହିଳା ହେଲ ଭି. ଗୁଣତି। ତାଙ୍କ କାଟି ହତ୍ୟା…

ଦିବ୍ୟାଙ୍ଗ ହେଉଛନ୍ତି ଭଗବାନଙ୍କ ଅନ୍ୟରୂପ

କଣ୍ଟାପଡା,୧୫।୭(ଡି.ଏନ୍‌.ଏ.): ଦିବ୍ୟାଙ୍ଗ ହେଉଛନ୍ତି ଭଗବାନଙ୍କ ଅନ୍ୟରୂପ। କଟକ ଜିଲା କଣ୍ଟାପଡ଼ା ବ୍ଲକ ଓଲଟପୁରସ୍ଥିତ ଏସ୍‌ଭି ନିରତାର ଦିବ୍ୟାଙ୍ଗ ଚିକିତ୍ସା ଓ ଗବେଷଣା ଅନୁଷ୍ଠାନ ଛାତ୍ର ସଂସଦର ୨୪ତମ ବାର୍ଷିକୋତ୍ସବରେ ରାଜ୍ୟପାଳ ଡ. ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି କହିଥିଲେ।…

ବାହୁଙ୍ଗି ନେଇ ଧବଳେଶ୍ୱର ପୀଠକୁ ଯାଇପାରିବେନି କାଉଡିଆ

ଆଠଗଡ଼,୧୫।୭(ଡି.ଏନ୍‌.ଏ): ଧବଳେଶ୍ୱର ପୀଠ ଭିତରକୁ କାଉଡିଆ ବାହୁଙ୍ଗି ଆଣିବାକୁ ବାରଣ କଲେ ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ । କାଉଡିଆମାନେ କେବଳ ମାନସିକ କଳସ ଓ ଭୋଗ ନେଇ ଭିତରକୁ ଯାଇପାରିବେ। ଏ ନେଇ ଉପଜିଲାପାଳ ଶୁକ୍ରବାର ସୂଚନା ଦେଇଛନ୍ତି।…

ଜମି ଦେବା ନାଁରେ ୭୮ ଲକ୍ଷ ଠକେଇ: ବିଲ୍‌ଡର ଗିରଫ

ମଙ୍ଗୁଳି,୧୫ା୭(ଡି.ଏନ୍‌.ଏ.): ଏକାଧିକ ସ୍ଥାନରେ ଜମି ଦେବାକୁ ପ୍ରତିଶ୍ରୁତି ଦେଇ ୭୮ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ପ୍ରଶାନ୍ତ ବେହେରା ନାମକ ଜଣେ ବିଲ୍‌ଡରଙ୍କୁ ଜଗତ୍‌ପୁର ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ତାଙ୍କ ଘର ଗଞ୍ଜାମ ଥାନା କାଇଞ୍ଚପୁର ଗ୍ରାମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri