ବୌଦ୍ଧ

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ହରଭଙ୍ଗା,୩୦ା୧୦(ଡି.ଏନ୍‌.ଏ.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ସିଙ୍ଗାଣିବିଡ଼ା ନିକଟରେ ଗୁରୁବାର ରାତିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମୃତ ଯୁବକ ଜଣକ ହରଭଙ୍ଗା ବ୍ଲକ ତିଲେଶ୍ବର ପଞ୍ଚାୟତ ବାଦିକଟା ଗ୍ରାମର ଅର୍ଜୁନ…

ସମଲୀଙ୍ଗି ସମ୍ପର୍କ: ପରିବାର ପକ୍ଷରୁ ଅଭିଯୋଗ ପରେ ସାଥି ଗିରଫ

ହରଭଙ୍ଗା,୬।୧୦(ଡି.ଏନ୍‌.ଏ.): ଜଣେ ନାବାଳିକାଙ୍କ ସହ ସମଲୀଙ୍ଗି ସମ୍ପର୍କ ରଖିଥିବା ଅଭିଯୋଗରେ ପୁରୁଣାକଟକ ଅଞ୍ଚଳର ଜଣେ ଯୁବତୀଙ୍କୁ କନ୍ଧମାଳ ଜିଲା ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଥାନା ଅଞ୍ଚଳର ଜଣେ ଯୁବତୀ ନିଜ ଅଞ୍ଚଳର ଏକ ନାବାଳିକାଙ୍କ…

ତିନିଦିନ ହେଲା ଗ୍ରାମ ନିକଟରେ ପଡ଼ିଛି ସାଇକେଲ ମିଳୁନାହାନ୍ତି ଯୁବକ: ପରିବାର ପକ୍ଷରୁ ଥାନାରେ ଅଭିଯୋଗ

ହରଭଙ୍ଗା୪।୧୦(ଡି.ଏନ୍‌.ଏ.): ବୌଦ୍ଧଜିଲା ପୁରୁଣାକଟକ ଥାନା ଲୁଣିବାହାଲ ଗ୍ରାମ ପଞ୍ଚାୟତ କଣ୍ଟିଆପଦର ଗ୍ରାମର ନେପାଳ ପ୍ରଧାନଙ୍କ ପୁଅ ଜଗଦୀଶ ପ୍ରଧାନ (୨୩) ଗତ ୨ ତାରିଖରୁ ନିଖୋଜ ଅଛନ୍ତି। ଏ ନେଇ ପରିବାର ପକ୍ଷରୁ ପୁରୁଣାକଟକ ଥାନାରେ ଲିଖିତଭାବେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ,…

ରାସ୍ତାରୁ ପାଇଥିବା ଟଙ୍କା ଫେରାଇଦେଲେ ଯୁବକ

ଜହ୍ନାପଙ୍କ, ୨୯।୯(ଡି.ଏନ.ଏ.) ଦିନକୁ ଦିନ ମଣିଷ ଅର୍ଥ ସର୍ବସ୍ବ ହୋଇଯାଉଛି। ଟଙ୍କା ପାଇଁ ଭୁଲ୍‌ ରାସ୍ତା ଆପଣାଉଛି। ହେଲେ ଏସବୁ ଭିତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପାଇଥିବା ଟଙ୍କାକୁ ଫେରାଇ ଦେଇ ମଣିଷ ପଣିଆକୁ ଉଜାଗର କରିଛନ୍ତି। ସେହିପରି…

ରାସ୍ତା ଦୁରାବସ୍ଥା ଯୋଗୁ ବାଟରେ ଫସିଲା, ଖଟିଆରେ ବୋହି ଆମ୍ବୁଲାନ୍ସ ଯାଏ ରୋଗୀଙ୍କୁ ଆଣିଲେ

ମନମୁଣ୍ଡା,୨୮।୯ (ଡି.ଏନ.ଏ.) ରୋଗୀକୁ ଆଣିବାକୁ ଯାଇଥିବା ଏକ ଆମ୍ବୁଲାନ୍ସ ରାସ୍ତା ଦୁରାବସ୍ଥା ଯୋଗୁ ବାଟରେ ଫସିଗଲା ା ଫଳରେ ରୋଗୀକୁ ସମ୍ପର୍କୀୟମାନେ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡିଲା । ଏପରି ଘଟଣା ଦେଖିତ୍ବାକୁ ମିଳିଛି ବୌଦ୍ଧ ଜିଲା ମନମୁଣ୍ଡା…

ଡେପୁଟି କଲେକ୍ଟରଙ୍କ ନାଁରେ ସ୍ତ୍ରୀ ଆଣିଲେ ନିର୍ଯାତନା ଅଭିଯୋଗ

ଲଖନପୁର, ୨୭ା୯(ଡି.ଏନ୍‌.ଏ.)-ବୌଦ୍ଧ ଜିଲାର ଡେପୁଟି କଲେକ୍ଟର ଶରତ କୁମାର ବାଗଙ୍କ ନାମରେ ସ୍ତ୍ରୀ ଡଲିଆ ଦେବନାଥ ଆଣିଛନ୍ତି ନିର୍ଯାତନା ଅଭିଯୋଗ । ଏ ନେଇ ଦେବନାଥ ଝାରସୁଗୁଡା ଜିଲା ବିଟିଏମ୍‌ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ନେଇ ଝାରସୁଗୁଡା ଥାନାରେ…

ଅନଲାଇନ୍‌ କ୍ଲାସର ବାସ୍ତବଚିତ୍ର: ପାହାଡ ଉପରେ ଚାଲିଛି ଛାତ୍ରୀଛାତ୍ରଙ୍କ ପାଠପଢା

ହରଭଙ୍ଗା, ୧୬ା୯( ଡି.ଏନ.ଏ.)-ମହାମାରୀ କରୋନା କଟକଣା ପାଇଁ ସ୍କୁଲ କଲେଜ ବନ୍ଦ ରହିଛି। ସରକାର ଅନ୍‌ଲାଇନ୍‌ କ୍ଲାସ ଜରିଆରେ ପିଲାଙ୍କୁ ଶିକ୍ଷାଦାନ କରାଉଛନ୍ତି। ହେଲେ ଅନ୍‌ ଲାଇନ୍‌ କ୍ଲାସ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟ ପୂରଣ କରିପାରୁ ନ ଥିବା ଅଭିଯୋଗ ହୋଉଛି। ଏହାର…

ସ୍କୁଟି-ବାଇକ ମୁହାଁମୁହିଁ ଧକ୍କା: ୨ ମୃତ

ହରଭଙ୍ଗା ,୧୬।୯ ( ଡି .ଏନ. ଏ.)- ବୌଦ୍ଧ ଜିଲା ହରଭଙ୍ଗା ଥାନା ହରଭଙ୍ଗା ଯୁକ୍ତ ଦୁଇ ଜୁନିୟର କଲେଜ ନିକଟରେ ବୁଧୁବାର ଅପରାହ୍ନରେ ଏକ ସ୍କୁଟି ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ…

ସାର ପାଇଁ ଜିଲା କୃଷି କାର୍ଯ୍ୟାଳୟ ଘେରିଲେ ଚାଷୀ

ହରଭଙ୍ଗା, ୧୬ା୯(ଡି.ଏନ.‌ଏ.) ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଓ ନାୟକପଡ ଗ୍ରାମର ଶତାଧିକ ଚାଷୀ ସାର ଯୋଗାଣ ଦାବିରେ ମଙ୍ଗଳବାର ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ସେମାନଙ୍କ କହିବା ଅନୁଯାଇ ବର୍ତ୍ତମାନ…

ଶିକ୍ଷକଙ୍କ ବାଇକ ଡିକି ଭାଙ୍ଗି ନେଇଗଲେ ୭୬ ହଜାର ଟଙ୍କା

ହରଭଙ୍ଗା,୧୪।୯ -ବୌଦ୍ଧ ଜିଲା ପୁରୁଣା କଟକ ଥାନା ତିଳେଶ୍ୱର ବଜାର ମଧ୍ୟରୁ ସୋମବାର ଶିକ୍ଷକ ପ୍ରତାପ କିଶୋର ବେହେରାଙ୍କ ବାଇକ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୭୬୩୦୦ ଟଙ୍କା ନେଇଯାଇଛନ୍ତି। ଏ ନେଇ ପ୍ରତାପ ପୁରୁଣା କଟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।…

ମୋବାଇଲ ପଡିଯିବାରୁ ଡ୍ୟାମ୍‌କୁ ଡେଇଁଲେ ଇଞ୍ଜିନିୟର, ଆଉ ତା’ପରେ

ବଗିଆପଡା,୧୪।୯(ସ୍ବ.ପ୍ର):ବୌଦ୍ଧ ଜିଲା ବଗିଆପଡା ଫାଣ୍ଡି ଅନ୍ତର୍ଗତ ପାଲଝର ଡ୍ୟାମକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲା ମେଗା ଜଳସେଚନ ପ୍ରକଳ୍ପରେ କାର୍ଯ୍ୟରତ ଯୁବ ଇଞ୍ଜିନିୟର ତାମିଲନାଡୁର ମୁକୁନ୍ଦମ(୨୨) ନିଜ ୨ ସହକର୍ମୀଙ୍କ…

ପୁରୁଣା ଆର୍‌ଆଇ ଅଫିସକୁ ଧକ୍ଳା ଦେଲା ଥଣ୍ଡା ବୋଝେଇ ଆଇଚର୍‌

ହରଭଙ୍ଗା,୧୦।୯(ଡି.ଏନ.ଏ): ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଆଡେଣିଗଡସ୍ଥିତ ପୁରୁଣା ଆର୍‌ଆଇ ଅଫିସକୁ ବୁଧବାର ରାତିରେ ଏକ ଥଣ୍ଡା ବୋଝେଇ ଆଇଚର୍‌ ଧକ୍ଳା ଦେଇଥିବା ଜଣାପଡିଛି। ପ୍ରକାଶ ଯେ ଭୁବନେଶ୍ବରରୁ ବଲାଙ୍ଗୀର ଅଭିମୁଖେ ଯାଉଥିବାବେଳେ (ଓଡି୦୨ବି ଏଫ୬୮୭୭ )…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?