ତିନିଦିନ ହେଲା ଗ୍ରାମ ନିକଟରେ ପଡ଼ିଛି ସାଇକେଲ ମିଳୁନାହାନ୍ତି ଯୁବକ: ପରିବାର ପକ୍ଷରୁ ଥାନାରେ ଅଭିଯୋଗ

ହରଭଙ୍ଗା୪।୧୦(ଡି.ଏନ୍‌.ଏ.): ବୌଦ୍ଧଜିଲା ପୁରୁଣାକଟକ ଥାନା ଲୁଣିବାହାଲ ଗ୍ରାମ ପଞ୍ଚାୟତ କଣ୍ଟିଆପଦର ଗ୍ରାମର ନେପାଳ ପ୍ରଧାନଙ୍କ ପୁଅ ଜଗଦୀଶ ପ୍ରଧାନ (୨୩) ଗତ ୨ ତାରିଖରୁ ନିଖୋଜ ଅଛନ୍ତି। ଏ ନେଇ ପରିବାର ପକ୍ଷରୁ ପୁରୁଣାକଟକ ଥାନାରେ ଲିଖିତଭାବେ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଜଗଦୀଶ ପ୍ରଧାନ ନିଜ ସାଇକେଲ ଧରି ଗତ ୨ ତାରିଖ ସକାଳ ସମୟରେ ଘରୁ ବାହାରିଥିଲେ । ରାତି ହେବାପରେ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରି ତାଙ୍କୁ ପାଇ ନ ଥିଲେ । ପରେ ଶୁଣିବାକୁ ପାଇଥିଲେ ପୁରୁଣାକଟକ ଗ୍ରାମ ପଞ୍ଚାୟତ କମଳପୁରଗ୍ରାମ ନିକଟରେ ଗୋଟିଏ ସାଇକେଲ ଦୁଇ ଦିନ ହେଲା ରହିଛି ।
ପରିବାର ଲୋକେ ସାଇକେଲ ଦେଖି ଏହା ଜଗଦୀଶଙ୍କର ବୋଲି ଚିହ୍ନଟ କରିଛନ୍ତି । ସାଇକେଲ ନିକଟରେ ଜଗଦୀଶ ପିନ୍ଧିଥିବା ଚପଲ ମଧ୍ୟ ପଡିଥିବାର ଦେଖିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ଡେମୋ ଦେଖାଇଲେ ରାକେଶ

ଯାଜପୁର ଅଫିସ/ ରସୁଲପୁର(ଡି.ଏନ୍‌.ଏ.),୩ା୨: ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ(୨୧)ଙ୍କ ମୃତ୍ୟୁ ଘଟଣାରେ ଗିରଫ ରାକେଶ କୁମାର ସ୍ବାଇଁଙ୍କୁ ପୋଲିସ ୩ ଦିନିଆ...

ସୁନା ଦୋକାନ ଉପରେ ଚଢ଼ାଉ: ଖବରଦାତାଙ୍କ ମୋବାଇଲରୁ କାଟିଦେଲେ ଫଟୋ

ନିରାକାରପୁର,୯।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଏକ ସୁନା ଦୋକାନ ଉପରେ ମଙ୍ଗଳବାର ଦିନ ଚଢ଼ାଉ ହୋଇଥିଲା। ଦୁଇଟି ଗାଡିରେ ଆସିଥିବା ବିଭାଗୀୟ କର୍ମଚାରୀମାନେ...

ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି: ସ୍ବୟଂଶାସିତ ମାନ୍ୟତା ହରାଇବ ଢେଙ୍କାନାଳ କଲେଜ

ଢେଙ୍କାନାଳ ଅଫିସ, ୨୬।୧୦ – ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ରାଜ୍ୟ...

ରାସ୍ତାରେ ଖେଳୁଥିବା ବେଳେ ଶିଶୁପୁତ୍ରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ଡ୍ରାଇଭରଙ୍କୁ ଧରି ଛେଚିଲେ ଲୋକେ

ହାଟଡିହୀ, ୨୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଷଡ଼ଙ୍ଗ ପଞ୍ଚାୟତ ନଶିର୍‌ପୁରଠାରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲିବୋଝେଇ ଟ୍ରକ...

ପିଇଲା ପାଏନ୍‌ ଲାଗି ଡହକ୍‌ବିକଲ: ଅଂଚଲବାସୀକୁ ନିଅଁଟ ଟ୍ୟାଙ୍କର ପାଏନ୍‌

ସଇଁତଲା, ୩୧ା୫ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ସଇଁତାଲା ବ୍ଲକଛକ୍‌ ଅଂଚଲର ଗୁଟେ ମୁଖିଆ ଜାଗା। ଇଠାନେ ବ୍ଲକସ୍ତରୀୟ ଅନେକ ସରକାରୀ ଅଫିସ, ସ୍କୁଲ ରହିଛେ। ସବୁ...

ହାତୀବନ୍ଧାରେ ‘ମୋ ଗାଁରେ ତହସିଲ’ କାଯ୍‌କରମ

ସିନାପାଲି, ୩।୧ (ଡି.ଏନ୍‌.ଏ.)- ନୂଆପଡ଼ା ଜିଲା ସିନାପାଲି ତହସିଲ ଅଧୀନ ହାତୀବନ୍ଧାନେ ସିନାପାଲି ତହସିଲ ତରଫୁ ‘ମୋ ଗଁାରେ ତହସିଲ’ କାଯ୍‌କାରମ ଅନୁଷ୍‌ଠିତ ହେଇଯାଇଛେ। ସିନାପାଲି...

ଆହତ କୃଷ୍ଣସାର ଉଦ୍ଧାର, ବନବିଭାଗକୁ ହସ୍ତାନ୍ତର

ଜଗନ୍ନାଥପ୍ରସାଦ,୧୧ା୬(ଡି.ଏନ୍‌.ଏ.)- ଜଗନ୍ନାଥପ୍ରସାଦ ଭାବସର ଗ୍ରାମ ମୁଖ୍ୟରାସ୍ତା ଉପରେ ଗୁରବାର ସକାଳ ପ୍ରାୟ ୯ଟାରେ କୌଣସି ଏକ ଗାଡି ଧକ୍କାରେ ଆହତ ହୋଇ ଏକ କୃଷ୍ଣସାର ମୃଗ...

ଅଧା ରହିଗଲା ଜଗା ଦର୍ଶନ

ଖଇରା,୨୩।୭(ଡି.ଏନ.ଏ): ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ମାଟିଆଳପଦା ଗ୍ରାମର ନବବିବାହିତା ପ୍ରଦୀପ ଗିରିଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି। ତେବେ ସ୍ତ୍ରୀ...

Advertisement
Archives

Model This Week