ଭଦ୍ରକ ଡେଙ୍ଗୁ ଆତଙ୍କ: ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲା
ଭଦ୍ରକ,୨୭ା୮(ସନାତନ ରାଉତ): ଭଦ୍ରକ ଜିଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨ ମାସ ମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି। ଜୁଲାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଥିବାବେଳେ ଅଗଷ୍ଟରେ ଏପର୍ଯ୍ୟନ୍ତ ୭୬ରେ ପହଞ୍ଚିଛି। ଏବେ ସୁଦ୍ଧା ଜିଲାରେ…
ସମ୍ପତ୍ତି ଭାଗ ନ ହେବାରୁ ବାପାଙ୍କୁ କାନ୍ଧ ଦେଲାନି ପୁଅ
ଭଦ୍ରକ, ୨୬।୮(ସନାତନ ରାଉତ ): ବାପା ସମ୍ପତ୍ତି ଭାଗ ନ ହେବାରୁ କାନ୍ଧ ଦେଲାନି ପୁଅ l ଶେଷରେ ବଡବାପା ପୁଅ ଓ ଗାଁ ଲୋକଙ୍କୁ ସାଥୀରେ ନେଇ ଅନ୍ତିମ ସତ୍କାର କରିଛନ୍ତି ଝିଅ l ଏପରି ଏକ ଅଭାବନୀୟ ଘଟଣା…
କୋଡ଼ଗମ୍ଭୀର ପ୍ରଧାନମନ୍ତ୍ରୀ ସଡ଼କ ସାରା ଖାଲ, ଗାଁକୁ ଜରୁରିକାଳୀନ ସେବା ଅପହଞ୍ଚ
ଭଦ୍ରକ,୨୫ା୮(ସନାତନ ରାଉତ): ୧୬ ନମ୍ବର୍ ଜାତୀୟ ରାଜପଥରୁ ଭଦ୍ରକ ବ୍ଲକ ଅନ୍ତର୍ଗତ ସାବରଙ୍ଗକୁ ସଂଯୋଗ କରୁଥିବା ଆର୍.ଡି ରାସ୍ତାର ( ଶାଖା ରାସ୍ତା ) ଡାହାଣ ପାର୍ଶ୍ୱରେ ଯାଇଥିବା (ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ) ରାସ୍ତାଟି କୋଡ଼ବରୁଆଁ, କୋଡ଼ଗମ୍ଭୀର, ଛତିଶବିରଜାପୁର, ପଲ୍ଲୀ, ପଗଡ଼,…
ଭଦ୍ରକରେ ଭାରତ ବନ୍ଦ ପ୍ରଭାବ: ଗାଡି ଚଳାଚଳ ବନ୍ଦ
ଭଦ୍ରକ, ୨୧।୮(ସନାତନ ରାଉତ): ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ବୁଧବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l ଭଦ୍ରକ ସହର ବନ୍ତ ଛକଠାରେ ଦଳିତ ସଂଗଠନ ପକ୍ଷରୁ ପ୍ରତିବାଦ…
ମହିଳା ମହାସଂଘ ଜମାଖାତାରୁ ୨୦ ଲକ୍ଷ ଟଙ୍କା ଆତ୍ମସାତ୍ କରିନେଲେ ସଭାନେତ୍ରୀ, ସମ୍ପାଦିକା
ବନ୍ତ,୧୪ା୮(ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ପଧାନପଡ଼ା ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ଜମାଖାତାରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ ନେଇ ଅଭିଯୋଗ ହୋଇଛି। ମହାସଂଘ ଅଧୀନରେ ଥିବା ସିଆର୍ପି ଓ ଏସଏଚ୍ଜିର ସଦସ୍ୟାମାନେ ବୁଧବାର ଏନେଇ ବିପିଏମ୍ (ବ୍ଲକ…
ଶିକ୍ଷକ ପଦବୀ ପୂରଣ ଦାବିରେ ବିଇଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା
ତିହିଡ଼ି,୧୨ା୮(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡ଼ା ପଞ୍ଚାୟତ ଅଧୀନ ବାସୁଳି ନୋଡାଲ ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତା ଓ ଅଭିଭାବକମାନେ ସୋମବାର ଗୋଷ୍ଠୀ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି। ସ୍କୁଲରେ ଆବଶ୍ୟକ ଥିବା ଶିକ୍ଷକ ପଦବୀ ପୂରଣ…
ସମୁଦ୍ର ଦେଇ ମାଡି ଆସୁଛନ୍ତି, ତଟରେ କଡ଼ା ନଜର
ଭଦ୍ରକ,୧୧ା୮(ସନାତନ ରାଉତ): ବାଂଲାଦେଶରେ ହିଂସା ଯୋଗୁ ଦେଶରେ ଅସ୍ଥିରତା ଲାଗି ରହିଛି। ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଥିବାରୁ ବାଂଲାଦେଶୀମାନେ ଭାରତ ଆସିବାର ସମ୍ଭାବନା ରହିଛି। ଦେଶ ଛାଡ଼ି ଅନୁପ୍ରବେଶକାରୀମାନେ ସମୁଦ୍ର ପଥ ଦେଇ ବୋଟ୍ ଯୋଗେ ପଳାଇ ଆସିବାର ଆଶଙ୍କାରେ ସରକାରଙ୍କ ପକ୍ଷରୁ…
ଓଡ଼ିଶାରେ ବାଂଲାଦେଶୀଙ୍କ ଅନୁପ୍ରବେଶ ଆଶଙ୍କା; ୩ ଜିଲାକୁ ଆଲର୍ଟ ଜାରି କଲା ପୋଲିସ
କଟକ, ୮ା୮: ପଡୋଶୀ ବାଂଲାଦେଶରେ ବର୍ତମାନ ଅଶାନ୍ତ ରହିଥିଲା ବେଳେ ସେଠାରୁ ଲୋକେ ଦେଶଛାଡ଼ି ଅନ୍ୟତ୍ର ଯିବାକୁ ଉଦ୍ୟମ କରୁଛନ୍ତି। ଭାରତ ସବୁଠାରୁ ନିକଟବର୍ତୀ ସୁରକ୍ଷିତ ସ୍ଥାନ ହୋଇଥବାରୁ ସମସ୍ତେ ଭାରତ ଆସିବାକୁ ଚେଷ୍ଟା ଚଳାଇଛନ୍ତି। ଗତ ଦୁଇ ଦିନ ମଧ୍ୟରେ…
ଭଦ୍ରକକୁ ମିଳିଲା ନୂଆ ଜିଲାପାଳ
ଭଦ୍ରକ,୮ା୮: ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ବଡ଼ ଧରଣର ଅଦଳବଦଳ କରିଛନ୍ତି। ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋରଙ୍କ ସମ୍ବଲପୁର ଜିଲାକୁ ବଦଳି ହୋଇଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କୁ ଭଦ୍ରକ ଜିଲାପାଳ…
ସାପ କାମୁଡ଼ାରେ ଚାଲିଗଲା କାଉଡ଼ିଆଙ୍କ ଜୀବନ
ଭଦ୍ରକ,୫।୮: ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଏନେଇ ରାଜ୍ୟର ବିଭିନ୍ନ ଶୈବ ପୀଠରେ ମହାଦେବଙ୍କ ନିକଟରେ ଜଳ ଲାଗି କରିବାକୁ କାଉଡିଆଙ୍କ ଭିଡ଼ ଲାଗିଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲା ଆରଡି ପ୍ରସିଦ୍ଧ ଶୈବ ପୀଠରୁ ଏକ ଦୁଃଖଦ ଖବର…
ରାଗି କି ଘରୁ ପଳେଇଲେ ବୃଦ୍ଧା, ଖୋଜି ପାଉନାହାନ୍ତି ପରିବାର ଲୋକେ
ଭଦ୍ରକ,୩ା୮: ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ପଙ୍ଗଟା ଗ୍ରାମର ଜଣେ ବୃଦ୍ଧା ଘରୁ ରାଗି କି କେଉଁଆଡ଼େ ଚାଲିଯାଇଛନ୍ତି। ବୃଦ୍ଧା ଜଣକ ହେଲେ ଚିତ୍ତରଞ୍ଜନ ସାହୁଙ୍କ ସ୍ତ୍ରୀ ରମାମଣି(୬୦)। ଗୁରୁବାର ଘରେ କିଛି କଥାକୁ ନେଇ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା।…
ମଧ୍ୟାହ୍ନ ଭୋଜନ ଖାଉଥିଲେ ଛାତ୍ରୀ, ବାହାରିଲା ଜୋକ
ଭଦ୍ରକ,୨।୮: ପିଲାଙ୍କ ମଧ୍ୟାହ୍ନ ଭୋଜନରୁ ବାହାରିଲା ଜୋକ। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ଅଧିନରେ ଥିବା ରାଧାକାନ୍ତପୁର ଦିବାକରମିଶ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଜଣେ ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ତାଙ୍କ ଥାଳିରୁ ଏକ…
Archives


