ଦେଢ଼ମାସର ପୁଅକୁ ଶ୍ୱାସରୁଦ୍ଧ କରି ହତ୍ୟା: ଅଭିଯୁକ୍ତ ବାପ ଗିରଫ
ଭଦ୍ରକ ଅଫିସ, ୯।୯- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲଟୁଆ ନୂଆକଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ରକରି ଟୁବୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ନିଜ ଦେଢ଼ମାସର ପୁଅକୁ ଗତ ୩୦ ତାରିଖରେ ଶ୍ୱାସରୁଦ୍ଧ କରି ହତ୍ୟା…
ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା: ଫେରାର ଅଭିଯୁକ୍ତ ଗିରଫ
ତିହିଡ଼ି, ୮।୯ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ରାଜନଗର ପଞ୍ଚାୟତ ଅଧୀନ ଚାରିତରଫ ଗ୍ରାମର ସାବିତ୍ରୀ ମହାକୁଡ଼ ନାମ୍ନୀ ଜଣେ ଯୁବତୀଙ୍କୁ ଗତ ମାସ ୨୯ ତାରିଖ ରାତିରେ ବଳାତ୍କାର ପରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା।…
ବୈତରଣୀରେ ଜଳସ୍ତର ହ୍ରାସ: ଟଳିଲା ବନ୍ୟା ଆଶଙ୍କା
ଭଣ୍ଡାରିପୋଖରୀ,୮।୯(ଡ଼ି.ଏନ୍.ଏ): ଭଦ୍ରକଦେଇ ପ୍ରବାହିତ ବୈତରଣୀ ନଦୀରେ ଶନିବାର ପ୍ରଥମ ବନ୍ୟା ଜଳ ପ୍ରବେଶ କରିଥିଲା। ଆଖୁଆପଦାଠାରେ ବିପଦ ସଂକେତ ଅତିକ୍ରମ କରି ରାତି ୧୧ଟା ସୁଦ୍ଧା ଜଳସ୍ତର ୧୮.୧୩ ମିଟର ହୋଇଥିଲା। ଏହା କ୍ରମଶଃ ରାତି ୧୨ଟାରୁ କମିବା ଆରମ୍ଭ ହୋଇ…
ଗୋଟିଏ ରାତିରେ ୪ ମନ୍ଦିରରୁ ଚୋରି
ଭଣ୍ଡାରିପୋଖରୀ,୮।୯(ଡି.ଏନ୍.ଏ.) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦିନକୁ ଦିନ ଚୋରି ବଢ଼ିଚାଲିଛି। କିଛିଦିନ ତଳେ ଭଣ୍ଡାରିପୋଖରୀ ବଜାରର ବିଭିନ୍ନ ଦୋକାନରୁ ଚୋରି ହୋଇଥିବାବେଳେ ଶନିବାର ବିଳମ୍ବିତ ରାତିରେ ମଞ୍ଜୁରୀ ପଞ୍ଚାୟତର ଗୋଟିଏ ଦିନରେ ୪ଟି ମନ୍ଦିରରୁ ଚୋରି ହୋଇଛି। ଚୋରମାନେ…
ପ୍ରକୃତି ବନ୍ଧୁ ବିଦ୍ୟାଳୟ
ଭଦ୍ରକ ସହର ଉପକଣ୍ଠ ତ୍ରିଶଳପୁରଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅନ୍ୟମାନଙ୍କ ପାଇଁ ପାଲଟିଛି ଏକ ଆଦର୍ଶ ଶିକ୍ଷାନୁଷ୍ଠାନ। ସ୍କୁଲ ହତା ମଧ୍ୟରେ ସୁନ୍ଦର ଘାସଗାଲିଚା ସହ ଫୁଲ ବଗିଚା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ପ୍ରକାର…
ପ୍ରତିଭାମୟୀ ଶୁଭ୍ରସ୍ମିତା: ଭଦ୍ରକରୁ ମୁମ୍ବାଇ ପରେ ଏବେ ବିଦେଶୀ ମାଟି ଲକ୍ଷ୍ୟ
ଭିନ୍ନ କିଛି କରିବା ଲକ୍ଷ୍ୟରେ ଯୁବପ୍ରତିଭା ଶୁଭ୍ରସ୍ମିତା। ଓଡ଼ିଆ, ବଙ୍ଗାଳୀ, ତେଲୁଗୁ, ଇଂଲିଶ ଓ ତାମିଲ ଭାଷାରେ ଗୀତ ଗାଇ ପ୍ରତିଭା ପ୍ରଦର୍ଶନ ପରେ ଆଗକୁ ଆଗକୁ ପାଦ ବଢ଼ାଇ ଚାଲିଛନ୍ତି। ୟୁଟ୍ୟୁବ୍ ମାଧ୍ୟମରେ ବୋଲୁଥିବା ସଂଗୀତର ପ୍ରଚାର ପ୍ରସାର କରି…
ସ୍କୁଟି ଚାଳିକାଙ୍କୁ ୧୩ ହଜାର ଜରିମାନା
ଭଦ୍ରକ ଅଫିସ, ୭।୯ – ଭଦ୍ରକ ବାଇପାସ୍ ୟୁନାନି ହସ୍ପିଟାଲ ରାସ୍ତାରେ ସ୍କୁଟି ଚଳାଉଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ୧୩ ହଜାର ଟଙ୍କା ଜରିମାନା ଦେବାକୁ ଜିଲା ପରିବହନ ବିଭାଗ ପକ୍ଷରୁ ରସିଦ୍ ପ୍ରଦାନ କରାଯାଇଛି। ତାଙ୍କର ଇନସ୍ୟୁରାନ୍ସ, ଡ୍ରାଇଭିଂ ଲାଇସେନ୍ସ ଓ…
ବୈତରଣୀରେ ପ୍ରଥମ ବନ୍ୟାଜଳ ପ୍ରବେଶ : ବିପଦ ସଙ୍କେତ ଉପରେ ଚାଲିଛି ପାଣି
ଭଣ୍ଡାରିପୋଖରୀ,୭।୯(ଡି.ଏନ୍.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଉପରମୁଣ୍ଡରେ ଲାଗି ରହିବା ଯୋଗୁ ଭଦ୍ରକ ଜିଲାରେ ପ୍ରବାହିତ ବୈତରଣୀ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ବୈତରଣୀର ଜଳସ୍ତର ଅଖୁଆପଦା ଆନିକଟଠାରେ ଶନିବାର ପୂର୍ବାହ୍ନ ୧୦ଟାରେ ୧୭. ୭ ମିଟର ରହିଥିବାବେଳେ ୧୧ଟାରେ…
୩ ଗୁହାଳ ଜଳିଗଲା : ୨୬ ଛେଳି, ୩ ଗୋରୁ ଜୀବନ୍ତ ଦଗ୍ଧ
ପଦ୍ମପୁର,୭।୯(ଡି.ଏନ୍.ଏ.) : ଭଦ୍ରକ ସଦର ବ୍ଲକ ଅଧୀନ ଗୋରାମାଟି ପଞ୍ଚାୟତର ଚଳପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ଟି ଗୁହାଳ ଜଳିଯାଇଛି। ଗ୍ରାମର ପରମେଶ୍ୱର ନାୟକ, ଲକ୍ଷ୍ମୀଧର ନାୟକ ଓ ସହଦେବ ନାୟକଙ୍କ ଗୁହାଳରେ ଏହି ଅଗ୍ନିକାଣ୍ଡ ଘଟି…
ଟାଟା ଏସି ଗାଡି ଚାଳକ ଜରିମାନା ଦେଲେ ୩୮ ହଜାର ୫ଶହ
ଭଦ୍ରକ ଅଫିସ,୭।୯: ଭଦ୍ରକ ଚରମ୍ପାରେ ନୂଆ ମୋଟର ଯାନ ନିୟମ ନେଇ ଶନିବାର ମଧ୍ୟାହ୍ନରେ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଓଭରବ୍ରିଜ୍ ନିକଟରେ ଯାଞ୍ଚ ସମୟରେ ପ୍ରଥମ ସର୍ବାଧିକ ଜରିମାନା ଆଦାୟ କରାଯାଇଛି I ଟାଟା ଏସି ଗାଡିର…
ଟୁଇଟ୍ ପରେ ଚାଉଳ ମିଳିବା ଘଟଣା: ରିଟେଲର ନିଲମ୍ବିତ
ଭଦ୍ରକ ଅଫିସ, ୭।୯- ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଅଧୀନ ଅନହରପୁର ଗ୍ରାମର ହିତାଧିକାରୀ ପାଞ୍ଚାଳୀ ଜେନାଙ୍କୁ ଟୁଇଟ୍ ପରେ ଚାଉଳ ମିଳିବା ଘଟଣାରେ ରିଟେଲର ଶ୍ରୀଧର ସାହୁଙ୍କୁ ନିଲମ୍ବନ କରାଯାଇଛି। ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ଉପଜିଲାପାଳ…
ଅସହ୍ୟ ହୋଇପଡ଼ିଛି ପୁଅର ଯନ୍ତ୍ରଣା: ବିଷ ପିଇ ଜୀବନ ହାରିବାକୁ ମା’ଙ୍କ ଚେତାବନୀ
ବନ୍ତ,୭।୯ (ଡି.ଏନ.ଏ.) – ବାରମ୍ବାର ଟୁଇଟ୍ ପରେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ପକ୍ଷାଘାତରେ ପୀଡ଼ିତ ହୋଇ ରୋଗଶଯ୍ୟାରେ ଛଟପଟ ହେଉଥିବା ପୁଅର ଯନ୍ତ୍ରଣା ସହି ନ ପାରି ବିଷ ପିଇ ନିଜେ ଜୀବନ ହାରିବା ସହ ପୁଅକୁ ବିଷ ପିଆଇ…
Archives


