ଭଦ୍ରକ

ନକଲି ବିଦ୍ୟୁତ୍‌ କର୍ମଚାରୀଙ୍କ ଡକାୟତି: ଟଙ୍କା, ସୁନା ଅଳଙ୍କାର ଲୁଟ୍‌

ତିହିଡ଼ି, ୧୯।୧୦ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି ଗ୍ରାମର ଚିନ୍ତାମଣି ସାହୁଙ୍କ ଘରୁ ଶୁକ୍ରବାର ମଧ୍ୟାହ୍ନରେ ଡକାୟତି ହୋଇଛି। ଡକାୟତମାନେ ନିଜକୁ ବିଦ୍ୟୁତ୍‌ କର୍ମଚାରୀ ପରିଚୟ ଦେଇ ମିଟର ଯାଞ୍ଚ କରିବା ଆଳରେ ତାଙ୍କ ଘରେ…

ଲଟେରି ଉଠିଥିବା କହି ଠକିନେଲେ ୨୯ ହଜାର

ଭଦ୍ରକ ଅଫିସ, ୧୮।୧୦ – ଫୋନ କଲ୍‌ ମାଧ୍ୟମରେ ଲଟେରି ଉଠିଥିବା କହି ଠକି ନେଲେ ୨୯ ହଜାର ଟଙ୍କା। ଏଭଳି ଘଟଣା ଘଟିଛି ଭଦ୍ରକ ପୁରୁଣାବଜାର ଥାନା ଅଧୀନ ଗରଦପୁର ଦୁର୍ଗାପୁର ଗଁାରେ। ଠକେଇର ଶିକାର ହୋଇଥିବା ମହମ୍ମଦ ହାମ୍‌ଜାଙ୍କ…

ଧାମନଗର ବିଡିଓଙ୍କୁ ଗାଳିଗୁଲଜ କରିବା ଅଭିଯୋଗ: ଧାରଣାରେ ବସିଲେ ବ୍ଲକ, ତହସିଲ କର୍ମଚାରୀ

ଧାମନଗର,୧୮।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବିଡିଓଙ୍କୁ ଅଫିସ ମଧ୍ୟରେ ପଶି ଗାଳିଗୁଲଜ କରିବା ଅଭିଯୋଗରେ ଧାମନଗର ତହସିଲ ଏବଂ ବ୍ଲକ କର୍ମଚାରୀମାନେ ଶୁକ୍ରବାର ନିଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ବ୍ଲକ ଅଧିକାରୀଙ୍କୁ ଗାଳିଗୁଲଜ କରିଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ…

ଚୋରା କୋଇଲା ବୋଝେଇ ଗାଡ଼ି ଜବତ, ଚାଳକ ଫେରାର

ଭଦ୍ରକ ଅଫିସ/ପଦ୍ମପୁର,୧୮।୧୦(ଡି.ଏନ୍‌.ଏ.): ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ଫାଣ୍ଡି ପୋଲିସ ଓ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ମିଳିତ ଚଢ଼ାଉ କରି ଶୁକ୍ରବାର ଭୋର ସମୟରେ ଏକ ଚୋରା କୋଇଲା ଗାଡ଼ିି(ଓଆର୍‌-୩୪ଡି ୯୬୨୯)କୁ ଜବତ କରିଛନ୍ତି। ପୋଲିସକୁ ଦେଖି ଗାଡ଼ି ଚାଳକ…

ସେକ୍ସ ର଼୍ୟାକେଟ୍‌ ଠାବ : ଦୁଇ ଯୁବକଙ୍କ ସହ ଜଣେ ଯୁବତୀ ଅଟକ

ବାସୁଦେବପୁର,୧୭।୧୦: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବେତଡ଼ା ବଜାରରେ ଗଜଲକ୍ଷ୍ମୀ ପୂଜା ଅବସରରେ ଭିଡ଼ ଲାଗିଥିବାବେଳେ ଭଡ଼ା ଘରୁ ପୋଲିସ ସେକ୍ସ ର଼୍ୟାକେଟ୍‌ ଠାବ କରିଛି। ପୋଲିସ ଏହି ଘର ଉପରେ ବୁଧବାର ବିଳମ୍ବିତ ରାତିରେ ଚଢ଼ାଉ କରି ୨ ଜଣ…

ବେଆଇନ ଆଧାର ସଂଶୋଧନ ଅଭିଯୋଗରେ ଯୁବକ ଗିରଫ

ବାସୁଦେବପୁର,୧୭।୧୦(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନରସିଂହପୁର ବଜାର ଅଞ୍ଚଳରେ ଏକ ଦୋକାନରେ ବେଆଇନ ଭାବେ ଆଧାର ସଂଶୋଧନ, ଅଧିକ ଅର୍ଥ ଦାବି କରିବା ଭଳି ଅଭିଯୋଗରେ ଦୀନବନ୍ଧୁ ମହାପାତ୍ର(୨୮)ନାମକ ଯୁବକଙ୍କୁ ବାସୁଦେବପୁର ପୋଲିସ ଗିରଫ କରିଛି। ତାଙ୍କ ଘର…

ଅଲଟ୍ରା ସାଉଣ୍ଡ୍‌ ମେଶିନ ଲାଗି ଜିଲାପାଳ ଦେଲେ ୭.୫ ଲକ୍ଷର ଚେକ୍‌

ଭଦ୍ରକ ଅଫିସ,୧୭।୧୦: ଦୀର୍ଘବର୍ଷ ଧରି ଜିଲା ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡ ମେଶିନ ଅଚଳ ଥିବା କାରଣରୁ ରୋଗୀ ନାନା ସମସ୍ୟା ଭୋଗୁଥିଲେ। ଏବେ ନୂଆ ମେଶିନ କିଣାଯିବା ପାଇଁ ଜିଲା ରେଡ୍‌କ୍ରସ ପାଣ୍ଠିରୁ ୭.୫ ଲକ୍ଷ ଟଙ୍କା ଜିଲାପାଳ ଜ୍ଞାନରଞ୍ଜନ ଦାସ…

ସର୍ବସାଧାରଣ ସ୍ଥାନରେ ଅଳିଆ ପକାଇଲେ ଦେବାକୁ ପଡ଼ିବ ଜରିମାନା

ଭଦ୍ରକ ଅଫିସ,୧୭।୧୦: ଏଣିକି ସର୍ବସାଧାରଣ ସ୍ଥାନରେ ଅଳିଆ ପକାଇଲେ ଜରିମାନା ଦେବାକୁ ପଡ଼ିବ । ଭଦ୍ରକ ପୌରପାଳିକା ପକ୍ଷରୁ ଏପରି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପଦକ୍ଷେପକୁ ପୌରାଞ୍ଚଳ ବାସିନ୍ଦା ସ୍ବାଗତ ମଧ୍ୟ କରିଛନ୍ତି। ସହରକୁ ସ୍ବଚ୍ଛ ରଖିବା ପାଇଁ…

ସେବା ସମବାୟ ସମିତିରେ ଦୁର୍ନୀତି ଅଭିଯୋଗ: ଜିଲାପାଳଙ୍କଠାରେ ଫେରାଦ ହେଲେ ଚାଷୀ

ଭଦ୍ରକ ଅଫିସ,୧୭।୧୦- ଭଦ୍ରକ ବ୍ଲକ ଚୂଡ଼ାକୁଟି ସେବା ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ କରାଯାଇଛି। ଏହି ସମବାୟ ସମିତି ଅଧୀନ ଚୂଡ଼ାକୁଟି, ଦଇପୁର ଓ କଲ୍ୟାଣୀର ଚାଷୀ ବୁଧବାର ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିକଟରେ ଫେରାଦ ହୋଇ…

୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ: ଜଣେ ଗିରଫ

ବାସୁଦେବପୁର, ୧୭।୧୦ (ଡି.ଏନ.ଏ.)- ବାସୁଦେବପୁରସ୍ଥିତ ବଂଶୀପାଟଣା ଗ୍ରାମରେ ଥିବା କଳ୍ପତରୁ ସଂସ୍କୃତ ମହାବିଦ୍ୟାଳୟରେ ଅନାଦି ଚରଣ ବେହେରା ନାମକ ଜଣେ କର୍ମଚାରୀଙ୍କୁ ଚାକିରି ସ୍ଥାୟୀ କରାଇଦେବା ନଁାରେ ୪ ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଛି। କର୍ମଚାରୀ ଅନାଦିଙ୍କ ଅଭିଯୋଗ…

ଗ୍ରାହକଙ୍କୁ ମାଡ଼ ମାରି ଢାବା ମାଲିକ ଗିରଫ

ବାସୁଦେବପୁର,୧୬।୧୦ (ଡି.ଏନ.ଏ.): ଗ୍ରାହକଙ୍କୁ ମାଡ଼ ମାରିବା ଅଭିଯୋଗରେ ବାସୁଦେବପୁର-ଧାମରା ରାସ୍ତାର ନଳବାଙ୍କଠାରେ ଥିବା ଏକ ଢାବାର ମାଲିକ ଚିନ୍ମୟ ଭୋଇଙ୍କୁ ନାୟକାଣିଡିହୀ ଥାନା ପୋଲିସ ବୁଧବାର ଗିରଫ କରିଛି। ନାୟକାଣିଡିହୀ ପୋଲିସ ସୂଚନା ଅନୁଯାୟୀ, ଗତ ସୋମବାର ବ୍ରଜାନନ୍ଦପୁର ଗ୍ରାମର ରମେଶ…

ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ଘେରାଉ

ବାସୁଦେବପୁର,୧୬।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ନଗର କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ନେଇ ବୁଧବାର ପୌରପାଳିକା କାର୍ଯ୍ୟାଳୟ ଘେରାଉ କରାଯାଇଛି। ଜିଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସଙ୍କ ନେତୃତ୍ୱରେ ସହରର ଡ୍ରେନେଜ, ଆଲୋକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?