ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କଲେ ପଞ୍ଚାୟତବାସୀ
ତିହିଡ଼ି,୨ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ତାଳପଦା ପଞ୍ଚାୟତର ଅଧୀବାସୀମାନେ ସୋମବାର ତିହିଡ଼ି ତହସିଲ କାର୍ଯ୍ୟାଳୟକୁ ଘେରିଥିଲେ। ସରକାରୀ ରାସ୍ତାକୁ ଜବରଦଖଲ କରି ଜଣେ ପ୍ରଧାନଶିକ୍ଷକ ନିର୍ମାଣ କରିଥିବା କୋଠାଘରକୁ ଉଚ୍ଛେଦ ଦାବିରେ ପଞ୍ଚାୟତବାସୀ ଏହି ପଦକ୍ଷେପ...
ବିଧାନସଭାରେ ପ୍ରଶ୍ନ, ଚାନ୍ଦବାଲିରେ ପ୍ରତିକ୍ରିୟା
ଚାନ୍ଦବାଲି,୨।୯(କିଷାନ ପାତ୍ର): ଜିଲା ଧର୍ମଶାଳାର ପୂର୍ବତନ ରାଜନେତା ସ୍ବର୍ଗତ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତି ପ୍ରସଙ୍ଗରେ ବିଧାନସଭାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପ୍ରଶ୍ନକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ରବିବାର ଚାନ୍ଦବାଲି ଭାଜପା କାର୍ଯ୍ୟାଳୟରେ ଆୟୋଜିତ...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସେବାୟତଙ୍କ ପଦଯାତ୍ରା
ଭଦ୍ରକ,୧।୯(ସନାତନ ରାଉତ): ବାରିପଦା ଦେବୋତ୍ତର ବିଭାଗ ଓ ମନ୍ଦିର ସମସ୍ୟା ସମ୍ପର୍କରେ ମଠ, ମନ୍ଦିରର ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଜଣାଇବା ପାଇଁ ଗତ ଅଗଷ୍ଟ ୨୮ରୁ ପଦଯାତ୍ରାରେ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି। ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ମନ୍ଦିର ଜମିକୁ...
ଓଲଟିଲା ସ୍କୁଲ ଭ୍ୟାନ: ୧୦ ଛାତ୍ରୀଛାତ୍ର ଆହତ
ଚାନ୍ଦବାଲି:୮।୩୦: ଭଦ୍ରକ ଜିଲା ଚାନ୍ଦବାଲି-ଭଦ୍ରକ ରାସ୍ତାର ନାଲୁଗୁଣ୍ଡା ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଛି। ଦୁର୍ଘଟଣାରେ ୧୦ଜଣ ଛାତ୍ରୀଛାତ୍ର ଆହତ ହୋଇଛି। ଆହତ ଛାତ୍ରୀଛାତ୍ରଙ୍କୁ ଚାନ୍ଦବାଲି ମେଡିକାଲରେ...
ଭଦ୍ରକ ଡେଙ୍ଗୁ ଆତଙ୍କ: ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲା
ଭଦ୍ରକ,୨୭ା୮(ସନାତନ ରାଉତ): ଭଦ୍ରକ ଜିଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨ ମାସ ମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି। ଜୁଲାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଥିବାବେଳେ ଅଗଷ୍ଟରେ ଏପର୍ଯ୍ୟନ୍ତ ୭୬ରେ ପହଞ୍ଚିଛି। ଏବେ ସୁଦ୍ଧା...
ସମ୍ପତ୍ତି ଭାଗ ନ ହେବାରୁ ବାପାଙ୍କୁ କାନ୍ଧ ଦେଲାନି ପୁଅ
ଭଦ୍ରକ, ୨୬।୮(ସନାତନ ରାଉତ ): ବାପା ସମ୍ପତ୍ତି ଭାଗ ନ ହେବାରୁ କାନ୍ଧ ଦେଲାନି ପୁଅ l ଶେଷରେ ବଡବାପା ପୁଅ ଓ ଗାଁ ଲୋକଙ୍କୁ ସାଥୀରେ ନେଇ ଅନ୍ତିମ ସତ୍କାର କରିଛନ୍ତି ଝିଅ l ଏପରି ଏକ ଅଭାବନୀୟ...
କୋଡ଼ଗମ୍ଭୀର ପ୍ରଧାନମନ୍ତ୍ରୀ ସଡ଼କ ସାରା ଖାଲ, ଗାଁକୁ ଜରୁରିକାଳୀନ ସେବା ଅପହଞ୍ଚ
ଭଦ୍ରକ,୨୫ା୮(ସନାତନ ରାଉତ): ୧୬ ନମ୍ବର୍ ଜାତୀୟ ରାଜପଥରୁ ଭଦ୍ରକ ବ୍ଲକ ଅନ୍ତର୍ଗତ ସାବରଙ୍ଗକୁ ସଂଯୋଗ କରୁଥିବା ଆର୍.ଡି ରାସ୍ତାର ( ଶାଖା ରାସ୍ତା ) ଡାହାଣ ପାର୍ଶ୍ୱରେ ଯାଇଥିବା (ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ) ରାସ୍ତାଟି କୋଡ଼ବରୁଆଁ, କୋଡ଼ଗମ୍ଭୀର, ଛତିଶବିରଜାପୁର, ପଲ୍ଲୀ,...
ଭଦ୍ରକରେ ଭାରତ ବନ୍ଦ ପ୍ରଭାବ: ଗାଡି ଚଳାଚଳ ବନ୍ଦ
ଭଦ୍ରକ, ୨୧।୮(ସନାତନ ରାଉତ): ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ବୁଧବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l ଭଦ୍ରକ ସହର ବନ୍ତ ଛକଠାରେ ଦଳିତ ସଂଗଠନ ପକ୍ଷରୁ...
ମହିଳା ମହାସଂଘ ଜମାଖାତାରୁ ୨୦ ଲକ୍ଷ ଟଙ୍କା ଆତ୍ମସାତ୍ କରିନେଲେ ସଭାନେତ୍ରୀ, ସମ୍ପାଦିକା
ବନ୍ତ,୧୪ା୮(ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ପଧାନପଡ଼ା ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ଜମାଖାତାରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ ନେଇ ଅଭିଯୋଗ ହୋଇଛି। ମହାସଂଘ ଅଧୀନରେ ଥିବା ସିଆର୍ପି ଓ ଏସଏଚ୍ଜିର ସଦସ୍ୟାମାନେ ବୁଧବାର ଏନେଇ ବିପିଏମ୍...
ଶିକ୍ଷକ ପଦବୀ ପୂରଣ ଦାବିରେ ବିଇଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା
ତିହିଡ଼ି,୧୨ା୮(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡ଼ା ପଞ୍ଚାୟତ ଅଧୀନ ବାସୁଳି ନୋଡାଲ ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତା ଓ ଅଭିଭାବକମାନେ ସୋମବାର ଗୋଷ୍ଠୀ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି। ସ୍କୁଲରେ ଆବଶ୍ୟକ ଥିବା ଶିକ୍ଷକ ପଦବୀ...
ସମୁଦ୍ର ଦେଇ ମାଡି ଆସୁଛନ୍ତି, ତଟରେ କଡ଼ା ନଜର
ଭଦ୍ରକ,୧୧ା୮(ସନାତନ ରାଉତ): ବାଂଲାଦେଶରେ ହିଂସା ଯୋଗୁ ଦେଶରେ ଅସ୍ଥିରତା ଲାଗି ରହିଛି। ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଥିବାରୁ ବାଂଲାଦେଶୀମାନେ ଭାରତ ଆସିବାର ସମ୍ଭାବନା ରହିଛି। ଦେଶ ଛାଡ଼ି ଅନୁପ୍ରବେଶକାରୀମାନେ ସମୁଦ୍ର ପଥ ଦେଇ ବୋଟ୍ ଯୋଗେ ପଳାଇ ଆସିବାର ଆଶଙ୍କାରେ ସରକାରଙ୍କ...
ଓଡ଼ିଶାରେ ବାଂଲାଦେଶୀଙ୍କ ଅନୁପ୍ରବେଶ ଆଶଙ୍କା; ୩ ଜିଲାକୁ ଆଲର୍ଟ ଜାରି କଲା ପୋଲିସ
କଟକ, ୮ା୮: ପଡୋଶୀ ବାଂଲାଦେଶରେ ବର୍ତମାନ ଅଶାନ୍ତ ରହିଥିଲା ବେଳେ ସେଠାରୁ ଲୋକେ ଦେଶଛାଡ଼ି ଅନ୍ୟତ୍ର ଯିବାକୁ ଉଦ୍ୟମ କରୁଛନ୍ତି। ଭାରତ ସବୁଠାରୁ ନିକଟବର୍ତୀ ସୁରକ୍ଷିତ ସ୍ଥାନ ହୋଇଥବାରୁ ସମସ୍ତେ ଭାରତ ଆସିବାକୁ ଚେଷ୍ଟା ଚଳାଇଛନ୍ତି। ଗତ ଦୁଇ ଦିନ...
Archives


