ଭଦ୍ରକ

ଏନ୍‌ଏଚ୍‌-୧୬ର ଆରଡ଼ିଛକ ଓଭରବ୍ରିଜରେ ବିରାଟ ଗର୍ତ୍ତ

ଭଦ୍ରକ, ୧୯।୭ (ସନାତନ ରାଉତ): ୧୬ ନଂ. ଜାତୀୟ ରାଜପଥର ଯାଜପୁର ଜିଲା ରସୁଲପୁରଠାରେ ମଙ୍ଗଳବାର ଓଭରବ୍ରିଜ୍‌ ଦବି ଯାଇଥିବା ବେଳେ ଭଦ୍ରକର ଆରଡ଼ିଛକ ଓଭରବ୍ରିଜ୍‌ରେ ଏକ ବିରାଟ ଗର୍ତ୍ତ ନଜରକୁ ଆସିଛି। ଖବର ପାଇବା ପରେ ଜାତୀୟ ରାଜପଥର...

ଆଖଣ୍ଡଳମଣି ପୀଠରେ ଅସମ୍ଭାଳ ଭିଡ଼:ବ୍ୟାରିକେଡ୍‌ ଭାଙ୍ଗି ଧସ୍ତାଧସ୍ତିରେ ୩ ଆହତ

ଆରଡ଼ି, ୧୭।୭ (ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ସୋମବାର କାଉଡ଼ିଆମାନେ ଶ୍ରାବଣୀ ମହାଦେବଙ୍କ ମସ୍ତକରେ ଜଳଲାଗି କରିଛନ୍ତି। ରବିବାର ପୀଠରେ କାଉଡ଼ିଆଙ୍କ ଅସମ୍ଭବ ଭିଡ଼କୁ ଲକ୍ଷ୍ୟ କରି ଅପରାହ୍ନ ୪ଟାରୁ ଜଳଲାଗି କାର୍ଯ୍ୟ ଆରମ୍ଭ...

ଯୋଗ୍ୟ ହୋଇ ବି ମିଳିଲାନି ଆବାସ

ତିହିଡି,୧୭।୭(ସଞ୍ଜିତ ବଳ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ ଘର ଯୋଗାଇ ଦିଆଯିବା ସହ ନିର୍ମାଣ କାର୍ଯ୍ୟ ପାଇଁ ପ୍ରଥମ କିସ୍ତି ଟଙ୍କା ମଧ୍ୟ ମିଳିସାରିଛି। ଅଯୋଗ୍ୟମାନେ ଘର ହାତେଇ ନେଉଥିବା ବେଳେ ଯୋଗ୍ୟ ହିତାଧିକାରୀ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହେଉଛି।...

ଭୁଶୁଡ଼ିଲା ନିର୍ମାଣାଧୀନ ପାର୍କର ପାଚେରି

ବାସୁଦେବପୁର, ୧୭।୭ (ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୨୧ ନଂ. ୱାର୍ଡ ବଂଶୀପାଟଣା ଗ୍ରାମରେ ମୁଖ୍ୟମନ୍ତ୍ରୀ କର୍ମତପତ୍ର ଅଭିଯାନ ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ନିର୍ମାଣାଧୀନ ଏକ ପାର୍କର ଉତ୍ତରପାଖ ପାଚେରି ଶନିବାର ବର୍ଷାରେ ଭୁଶୁଡ଼ି...

ଭୁଶୁଡ଼ିଲା ପାର୍କ ପାଚେରି 

ବାସୁଦେବପୁର, ୧୬।୭ (ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୨୧ ନଂ. ୱାର୍ଡ ବଂଶୀପାଟଣା ଗ୍ରାମରେ ମୁଖ୍ୟମନ୍ତ୍ରୀ କର୍ମତପତ୍ର ଅଭିଯାନ ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ନିର୍ମାଣାଧୀନ ଏକ ପାର୍କର ଉତ୍ତରପାଖ ପାଚେରି ଶନିବାର ବର୍ଷାରେ ଭୁଶୁଡ଼ି...

୨ ପରିବାର ମଧ୍ୟରେ ସଂଘର୍ଷ, ୬ ଆହତ

ତିହିଡ଼ି,୧୬।୭(ସଞ୍ଜିତ୍‌ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଗୁଆମାଳ ପଞ୍ଚାୟତ ମୋଡ଼ସାହି ଗ୍ରାମରେ ରବିବାର ଜମିଜମାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଉଭର ପକ୍ଷରୁ ୬ଜଣ ଆହତ ହୋଇଛନ୍ତି। ଉଭୟ ପରିବାର ପକ୍ଷରୁ ଏନେଇ...

ମାଟି କାନ୍ଥ ଭୁଶୁଡି ସ୍ବାମୀ ମୃତ:  ସ୍ତ୍ରୀ ଗୁରୁତର

ଚାନ୍ଦବାଲି.୧୬।୭(ଅଶୋକ କୁମାର ପଣ୍ଡା): ଭଦ୍ରକ  ଜିଲା ଚାନ୍ଦବାଲି ବ୍ଲକ ଅଧୀନ କରଣପଲ୍ଲୀ ଗ୍ରାମରେ ଏକ ଅଭାବନୀୟ  ଘଟଣା ଘଟିଛି। ସ୍ବାମୀସ୍ତ୍ରୀ ମାଟି କାନ୍ଥ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ବେଳେ ସ୍ତ୍ରୀ ଗୁରୁତର ରହିଛନ୍ତି। ସୂଚନାଯୋଗ୍ୟ, କରଣପଲ୍ଲୀ...

ଶିକ୍ଷକ ପଦବୀ ପୂରଣ ପାଇଁ ତାଲା ବନ୍ଦ ଆନ୍ଦୋଳନ

ଭଦ୍ରକ ୧୪/୭(ସନାତନ ରାଉତ)- ଭଦ୍ରକ ବ୍ଲକ ରମ୍ଭିଳା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପାଇଁ ଛାତ୍ରୀ ଛାତ୍ର ଅଭିଭାବକ ଓ ଗ୍ରାମବାସୀ ମାନେ ଶୁକ୍ରବାର ତାଲା ବନ୍ଦ ଆନ୍ଦୋଳନ କରିଛନ୍ତି l ବିଦ୍ୟାଳୟରେ ୨୦୦ ରୁ ଉର୍ଦ୍ଧ୍ୱ ଛାତ୍ରୀ...

ଅସରାଏ ବର୍ଷାରେ ବ୍ଲକ କାର୍ଯ୍ୟାଳୟ ଜଳବନ୍ଦୀ

ବାସୁଦେବପୁର,୧୪।୭(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାର୍ଯ୍ୟାଳୟରେ ଗୁରୁବାର କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି। ଅପରାହ୍ନରେ ଅସରାଏ ବର୍ଷାରେ ଅଫିସ୍‌ ପରିସର ଜଳମଗ୍ନ ହୋଇଛି। ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ଫଳରେ ବନ୍ୟାର ଭ୍ରମ ସୃଷ୍ଟି...

ବାଉଁଶ ଦୋଳାରେ ବୁହାହେଲେ ରୋଗୀ

ଭଦ୍ରକ, ୧୨।୭ (ସନାତନ ରାଉତ):  ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଚଡ଼ଦିଆ ପଞ୍ଚାୟତର ହରିଶପୁର ଗଁା ରାସ୍ତା କାଦୁଅ ପଚପଚ ହୋଇଛି। ଫଳରେ ଗଁାକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ଜଣେ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବାଉଁଶ...

ଆଗରପଡ଼ା ବଜାରରେ ଟ୍ରାଫିକ୍‌ ସମସ୍ୟା

ଆଗରପଡ଼ା, ୧୨।୭ (ସୁଶାନ୍ତ କୁମାର ଦାଶ): ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲାର ସୀମାନ୍ତରେ ଅବସ୍ଥିତ ଆଗରପଡ଼ା ବଜାର। ଏହି ବଜାର ଉପରେ ୩ ଜିଲା ସହ ମୟୂରଭଞ୍ଜର କେତେକାଂଶର ଲୋକେ ପ୍ରତ୍ୟେହ ଗମନାଗମନ ପାଇଁ ନିର୍ଭର କରନ୍ତି। ଆଗରପଡ଼ା...

ଯାଜପୁର ଟ୍ରେନ୍‌ ଦୁର୍ଘଟଣା: ଗୁରୁତରଙ୍କୁ ଭେଟିଲେ ନିରଞ୍ଜନ

ଭଣ୍ଡାରିପୋଖରୀ,୧୦।୭(ରବିନାରାୟଣ ଖିଲାର): ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଅଳ୍ପ କେଇଦିନ ବ୍ୟବଧାନରେ ଯାଜପୁର ରୋଡ୍‌ ଷ୍ଟେଶନରେ ଟ୍ରେନ୍‌ ମାଡ଼ିଯିବାରୁ ୬ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିବା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ଫାଣ୍ଡି ଅଞ୍ଚଳର ବଳିପୁର ଗାଁର ଅମର ସାହୁ(୩୧)ଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri