ଗୋପାଳନ ସବ୍ସିଡି ଯୋଜନା ବାଟବଣା
ଭଦ୍ରକ ଅଫିସ, ୧୦।୧୨- ଗୋପାଳନକୁ ପ୍ରୋତ୍ସାହନ ଦେବା ଲାଗି ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ଦୃଢ଼ କରିବା ପାଇଁ ସମବାୟ ସମିତି ମାଧ୍ୟମରେ ଋଣ ଯୋଗାଇ ଦେଉଛନ୍ତି। ଚାଷୀମାନେ ଋଣ ନେଇ କିସ୍ତି ପରିଶୋଧ କରୁଥିଲେ…
ନକଲି ସାର୍ଟିଫିକେଟରେ ଷ୍ଟାଇପେଣ୍ଡ ଲୁଟ୍ ଘଟଣା: ପ୍ରଶାସନିକ ସ୍ତରରେ ତନାଘନା
ଭଦ୍ରକ ଅଫିସ, ୯।୧୨- ଭଦ୍ରକ ଜିଲାରେ ନକଲି ଜାତିଗତ ପ୍ରମାଣପତ୍ର ଦେଇ ସରକାରୀ ଷ୍ଟାଇପେଣ୍ଡ ଲୁଟୁଛନ୍ତି କେତେକ ଘରୋଇ ଶିକ୍ଷାନୁଷ୍ଠାନ। ଏ ସମ୍ପର୍କରେ ଗତ ନଭେମ୍ବର ୨୬ ତାରିଖରେ ‘ନକଲି ସାର୍ଟିଫିକେଟ୍ରେ ଚାକିରି, ଷ୍ଟାଇପେଣ୍ଡ ଲୁଟ୍’ ଖବର ଧରିତ୍ରୀରେ ପ୍ରକାଶ ପାଇବା…
ଛୁଟିଦିନରେ ବିଦ୍ୟାଳୟ ପରିଦର୍ଶନ କଲେ ବିଡିଓ
ପଦ୍ମପୁର, ୮।୧୨ (ଡି.ଏନ.ଏ.)- ବାସୁଦେବପୁର ବ୍ଲକ ଅଧୀନ ବାଲିମେଦ ପଞ୍ଚାୟତ ପୁରୁଷୋତ୍ତମପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ବିପଦସଙ୍କୁଳ ଶ୍ରେଣୀଗୃହରେ ପାଠ ପଢୁଛନ୍ତି। ଶନିବାର ଏ ସମ୍ପର୍କରେ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।…
ଧାନ କାଟିବାକୁ ଆସି ବ୍ୟକ୍ତିଙ୍କ ଆତ୍ମହତ୍ୟା
ପଦ୍ମପୁର,୮।୧୨(ଡି.ଏନ୍.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କଶିଆ ସାମୁଦ୍ରିକ ଥାନା ଅଧିନସ୍ଥ ଗୋପବନ୍ଧୁ ନଗରଠାରେ ଜଣେ ବ୍ୟକ୍ତି ଶନିବାର ରାତିରେ ଏକ ଗଛରେ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ଉତ୍ତଆମଡିଆର ୬ ଜଣ ଲୋକ ଗ୍ରାମର…
ଭୁଲ ତଥ୍ୟ ଦେଇ ବ୍ୟାଙ୍କରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଋଣ ଉଠାଣ: ଜଣେ ଅଟକ
ବାସୁଦେବପୁର,୮।୧୨(ଡି.ଏନ୍.ଏ.) : ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ଗୁଆଗଡ଼ିଆ ଗ୍ରାମର ଜଣେ ଏରୋନେଟିକ୍ ଇଞ୍ଜିନିୟର ଦୁଇଟି ବ୍ୟାଙ୍କରେ ଭୁଲ କାଗଜପତ୍ର ଦେଇ ଅନ୍ୟ ଜଣେ ଯୁବକଙ୍କ ନାମରେ ଆକାଉଣ୍ଟ ଖୋଲି ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଋଣ ଉଠାଣ…
ବାସୁଦେବପୁର ସୁନା ଦୋକାନରେ କର୍ନାଟକ ପୋଲିସର ଚଢ଼ାଉ: ବ୍ୟବସାୟୀ ଗିରଫ
ବାସୁଦେବପୁର,୮।୧୨(ଡି.ଏନ୍.ଏ.) : ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ଇରମ ବଜାରରେ ଏକ ସୁନା ଦୋକାନ ଉପରେ କର୍ନାଟକ ପୋଲିସ ସ୍ଥାନୀୟ ପୋଲିସ ସହାୟତାରେ ଶନିବାର ଚଢ଼ାଉ କରି ଦୋକାନୀ ଦୁଲାଳ ସାହୁଙ୍କୁ ଗିରଫ କରିଛି। ତାଙ୍କ ଠାରୁ ପୋଲିସ ୫…
ଦୁର୍ଦ୍ଦିନରେ ଦିବାକରଙ୍କ ପରିବାର
ତିହିଡ଼ି, ୮।୧୨(ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ ଗ୍ରାମର ପାଲାଗାୟକ ଦିବାକର ଜେନାଙ୍କ ପରିବାର ଦୟନୀୟ ଜୀବନ ବିତାଉଛନ୍ତି। ଘରର ଆର୍ଥତ୍କ ସ୍ଥିତି ସ୍ବଚ୍ଛଳ ନ ଥିବାବେଳେ ରାଶନ କାର୍ଡ ହିଁ ତାଙ୍କ ପରିବାର ପାଇଁ ଏକମାତ୍ର…
ସିଲ୍ ଖୋଲି କାଠଡିପୋରେ ଯାଞ୍ଚ
ଭଦ୍ରକ ଅଫିସ, ୭।୧୨- ଭଦ୍ରକ ଜିଲା ବନ ବିଭାଗ ପକ୍ଷରୁ ଶନିବାର ଭଦ୍ରକ ସହରର ସାମରାଇପୁରରେ ଥିବା ସରକାରୀ ଲକ୍ଷ୍ମୀନାରାୟଣ କାଠଡିପୋର ସିଲ୍ ଖୋଲି ଷ୍ଟକ ଯାଞ୍ଚ କରାଯାଇଛି। ଏହି ଡିପୋରେ ଗୁରୁବାର ରାତି ପ୍ରାୟ ୨ଟା ବେଳେ ବନ ବିଭାଗ…
ଶିକ୍ଷକ ବଦଳି ବାତିଲ ଦାବିରେ ଛାତ୍ର ଅଶାନ୍ତି
ଭଦ୍ରକ ଅଫିସ,୭।୧୨: ଭଦ୍ରକ ଜିଲା ସ୍କୁଲରେ ବଦଳି ଶିକ୍ଷକଙ୍କ ବାତିଲ ଦାବିରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଏ ନେଇ ଶନିବାର ସ୍କୁଲ ଫାଟକରେ ଛାତ୍ରୀଛାତ୍ର ତାଲା ପକାଇ ଆନ୍ଦୋଳନ କରିଥିଲେ। ସ୍କୁଲ ପ୍ରଧାନ ଶିକ୍ଷକ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବା…
ଏଟିଏମ୍ ଟ୍ରେଜେରି କାଟି ଲୁଟ୍ ଉଦ୍ୟମ
ଭଦ୍ରକ ଅଫିସ,୭।୧୨: ଭଦ୍ରକ ଜିଲା ଧାମନଗର ଥାନା ଦୋବଲ ବଜାର ଟାଟା ଇଣ୍ଡିକେସ୍ ଏଟିଏମ୍ରୁ ଶୁକ୍ରବାର ରାତିରେ ଲୁଟ୍ ଉଦ୍ୟମ ହୋଇଛି। କେହି ଦୁର୍ବୃତ୍ତ ଗ୍ୟାସ୍ କଟର ସାହାଯ୍ୟରେ ଏଟିଏମ୍ ଟ୍ରେଜେରି କାଟି ଟଙ୍କା ନେବାକୁ ଉଦ୍ୟମ କରିଛନ୍ତି। ଅନ୍ୟପଟେ ସିସିଟିଭି…
ଦୁର୍ଘଟଣାରେ କୃଷି ଶ୍ରମିକଙ୍କ ଜୀବନ ଗଲା
ଆରଡ଼ି, ୭।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅନ୍ତର୍ଗତ ଓଳଗ ନିକଟସ୍ଥ ଭଦ୍ରକ-ଆରଡ଼ି ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଟ୍ରକ ଅଟୋକୁ ଧକ୍କା ଦେବାରୁ ଜଣେ କୃଷି ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଭଦ୍ରକ ଆଡୁ ଆସୁଥିବା…
ସମବାୟ ବ୍ୟାଙ୍କ ସମ୍ମୁଖରେ ବୀମାରୁ ବଞ୍ଚିତ ଚାଷୀଙ୍କ ଧାରଣା
ତିହିଡ଼ିି,୬।୧୨(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ଦପା ଗ୍ରାମର ଶତାଧିକ ଚାଷୀ ଶୁକ୍ରବାର ପୂର୍ବାହ୍ନରେ ତିହିଡ଼ିସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଛନ୍ତି। ଗତବର୍ଷ ବନ୍ୟାରେ ସେମାନଙ୍କ ଧାନଫସଲ କ୍ଷତି ହୋଇଥିଲା। ମାତ୍ର ଏ…
Archives


