ସୁଗୁନା ଫୁଡ୍ ସୁପରଭାଇଜରଙ୍କ ସନ୍ଦେହଜନକ ମୃତ୍ୟୁ: ଗେଷ୍ଟ ହାଉସ୍ରୁ ମିଳିଲା ମୃତଦେହ
ଭଦ୍ରକଅଫିସ,୨।୧: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆରଡି ଛକ ନିକଟରେ ଥିବା ସୁଗୁନା ଫୁଡ୍ର ଗେଷ୍ଟ ହାଉସ୍ରୁ କମ୍ପାନୀର ସୁପରଭାଇଜରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଖୋର୍ଦ୍ଧା ଅଞ୍ଚଳର ଦେବୀପ୍ରସାଦ ଚମ୍ପତିରାୟ। ଦୀର୍ଘଦିନ ଧରି ସେ ସୁଗୁନା କମ୍ପାନୀରେ...
ନୂଆବର୍ଷରେ ଆରଡିରେ ପ୍ରବଳ ଭିଡ
ଆରଡି,୧।୧, (ଡି.ଏନ.ଏ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିକୁ ନୂଆବର୍ଷ ଉପଲକ୍ଷେ ବୁଧବାର ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା। ଭକ୍ତମାନେ ଲମ୍ବା ଲାଇନରେ ଆସି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଥିଲେ। ଆରଡି ଫାଣ୍ଡି ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ପୀଠରେ...
ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
ଭଦ୍ରକ ଅଫିସ, ୧।୧: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଳଙ୍ଗା ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ସତ୍ୟବ୍ରତ ଶିଅଳ(୨୫)ଙ୍କ ମୃତ୍ୟୁ ଘଟିଛି। ବୁଧବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛି। ଭୋରୁ ବ୍ୟାଙ୍କ ନିକଟରେ ସତ୍ୟବ୍ରତଙ୍କ ମୃତଦେହ ଦେଖିବାକୁ...
ପେଟ୍ରୋଲରେ ଚାଲୁଛି ସାଇକେଲ: ୧ ଲିଟରରେ ଯାଉଛି ୬୦ କି.ମି.,୨ ମାସରେ ତିଆରି କଲେ ଦୁଇଭାଇ
ପଦ୍ମପୁର, ୧।୧(ଡି.ଏନ୍.ଏ.)-ପେଟ୍ରୋଲ ଚାଳିତ ସାଇକେଲ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ୫ମ ଶ୍ରେଣୀ ଛାତ୍ର ଶୁଭମ୍ ସୌଭାଗ୍ୟ ଓ ତାଙ୍କ ବଡଭାଇ ଜଗବନ୍ଧୁ। ଦୁଇ ମାସ ମଧ୍ୟରେ ଦୁଇ ଭାଇ ମିଶି ଏହି ସାଇକେଲ ତିଆରି କରିଛନ୍ତି। ଏକ ରେସିଂ...
ରଶି ଲଗାଇ ବୃଦ୍ଧଙ୍କ ଆତ୍ମହତ୍ୟା
ବନ୍ତ,୩୧ା୧୨(ଡି.ଏନ୍.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ତଥା କେନ୍ଦୁଆପଦା ଫାଣ୍ଡି ଅଧୀନ ରତନପୁର ଗ୍ରାମର ଜଣେ ବୃଦ୍ଧ ସୋମବାର ରାତିରେ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ପୋଲିସ ସୂଚନା ଅନୁଯାୟୀ ଉକ୍ତ...
ସଫା କରିବା ବାହାନାରେ ଚେନ୍, କାନଫୁଲ ଲୁଟ୍
ଭଣ୍ଡାରିପୋଖରୀ, ୩୧ା୧୨(ଡି.ଏନ୍.ଏ.)- ଭଣ୍ଡାରିପୋଖରୀ ଥାନା ଦକ୍ଷିଣବାଡ଼ ପଞ୍ଚାୟତ ଫତେପୁର ଗ୍ରାମରେ ସୁନା, ରୁପା ସଫା କରିଦେବା କହି ଜଣେ ମହିଳାଙ୍କଠାରୁ ଦୁଇଜଣ ଯୁବକ ସୁନାହାର ଓ କାନଫୁଲ ନେଇ ଚମ୍ପଟ ମାରିଛନ୍ତି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଦୁଇ...
ଗଳାପୋଲ ଦାବିରେ ଆନ୍ଦୋଳନ ଜାରି
ଭଦ୍ରକ ଅଫିସ, ୩୧।୧୨- ଭଦ୍ରକ ରାଣୀତାଲରେ ଗଳାପୋଲ ନିର୍ମାଣ ଦାବି ନେଇ ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଜାରି ରହିଛି। ସୋମବାର ଆନ୍ଦୋଳନ ୭ମ ଦିନରେ ପହଞ୍ଚିଛି। ରାଣୀତାଲ ବିକାଶ ମଞ୍ଚ ଆହ୍ବାନରେ ଏହି ଆନ୍ଦୋଳନକୁ ସମର୍ଥନ...
ସର୍ବଭାରତୀୟ ଚରମ୍ପା କପ୍ କ୍ରିକେଟ ଉଦ୍ଯାପିତ: ଛତିଶଗଡ଼ ଫରେଷ୍ଟ ଚାମ୍ପିୟନ
ଭଦ୍ରକ ଅଫିସ, ୩୧।୧୨- ଭଦ୍ରକ ଚରମ୍ପା ହାଇସ୍କୁଲ ପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଚରମ୍ପା କପ୍ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦ୍ଯାପିତ ହୋଇଯାଇଛି। ରାଉରକେଲା ଆର୍ଏସ୍ଏକୁ ପରାସ୍ତ କରି ଛତିଶଗଡ଼ ଫରେଷ୍ଟ ଚାମ୍ପିୟନ ହୋଇଛି। ଟସ୍ ଜିତି ଛତିଶଗଡ଼ ଫରେଷ୍ଟ ନିର୍ଦ୍ଧାରିତ...
ଆନ୍ଧ୍ରକୁ ଚାଲାଣ ବେଳେ ଧାନ ବୋଝେଇ ଟ୍ରକ ଅଟକ
ତିହିଡ଼ି, ୩୦।୧୨(ଡି.ଏନ.ଏ.):ଭଦ୍ରକ ଜିଲା ତିହିଡ଼ି ବ୍ଲକରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ବେଳେ ଧାନ ବୋଝେଇ ଏକ ଟ୍ରକକୁ ସୋମବାର ତହସିଲ ଛକଠାରେ ତହସିଲଦାର ଅଟକ ରଖିଥିଲେ। ପରେ ଗାଡ଼ିକୁ ପୋଲିସକୁ ହସ୍ତାନ୍ତର କରାଯାଇଛି। ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଧାନ...
ସିଏଏ, ଏନ୍ଆର୍ସି କାର୍ଯ୍ୟକାରୀ ଦାବି
ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ଜିଲା କୁଆଁସ ଯୁବ ସଙ୍ଗଠନ ସଦସ୍ୟଙ୍କ ପକ୍ଷରୁ ସିଏଏ ଓ ଏନ୍ଆର୍ସି କାର୍ଯ୍ୟକାରୀ ନେଇ ଦାବି ହୋଇଛି। ପୂର୍ବାହ୍ନରେ ସଦସ୍ୟମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟରେ...
ବାଇକ୍ ଉପରେ ଚଢ଼ିଗଲା ଟ୍ରକ୍: ଜଣେ ମୃତ
ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ମହିନ୍ଦ୍ରା ଶୋ’ରୁମ୍ ସମ୍ମୁଖରେ ସୋମବାର ଦୁର୍ଘଟଣା ଘଟିଛି। ଏକ ବାଇକ୍ ଉପରେ ଟ୍ରକ୍ ଚଢ଼ିଯିବା ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚରମ୍ପା ନିବାସୀ...
ମା’ ଧାମରାଇଙ୍କ ମନ୍ଦିରରୁ ଚୋରି
ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ଜିଲା ଧାମରାର ଆରାଧ୍ୟା ଦେବୀ ମା’ ଧାମରାଇଙ୍କ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ମା’ଙ୍କ ହୁଣ୍ଡିବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟିନେଇଛନ୍ତି। ୧୫ ଦିନ...
Archives


