ବିଦ୍ୟୁତ୍ ନ ଜାଳି ବିଲ୍: ଉପଭୋକ୍ତାଙ୍କ ଧାରଣା
ଭଣ୍ଡାରିପୋଖରୀ, ୪ା୨(ଡି.ଏନ୍.ଏ.)- ସରସଦା ପଞ୍ଚାୟତ କୋଳିଗଡ଼ି ଗ୍ରାମର କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ସାମିଲ ବିଦ୍ୟୁତ୍ ଉପଭୋକ୍ତା ବିଦ୍ୟୁତ୍ ନ ଜାଳି ବିଲ୍ ଆସୁଥିବା ପ୍ରତିବାଦରେ ଭଣ୍ଡାରିପୋଖରୀ ବିଦ୍ୟୁତ୍ ବିଭାଗ କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣା ଦେଇଥିଲେ। କୋଳିଗଡ଼ି ଗ୍ରାମର…
କଲେଜ ସମସ୍ୟା ନେଇ ଏସ୍ପି ଅଫିସ ଆଗରେ ଛାତ୍ରୀଙ୍କ ଧାରଣା
ଭଦ୍ରକ ଅଫିସ, ୪ା୨- ସୋମବାର ମଧ୍ୟାହ୍ନରୁ ୪ଜଣ କଲେଜ ଛାତ୍ରୀ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। କଲେଜରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ସେମାନେ ବାରମ୍ବାର କଲେଜ କର୍ତ୍ତୃପକ୍ଷ, ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାଙ୍କ ଦାବି ପ୍ରତି…
ବାଲି ମାଫିଆଙ୍କ ଆତଙ୍କରାଜ୍ ଆର୍ଆଇ, ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ
ଭଣ୍ଡାରିପୋଖରୀ, ୪ା୨(ଡି.ଏନ୍.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବନ୍ଦାଳୋ ମଢ଼ିଆଳୀ ପଞ୍ଚାୟତ ବିରିଡ଼ିସ୍ଥିତ ବୈତରଣୀ ନଦୀପଠାରୁ ବାଲି ମାଫିଆମାନେ ବେଆଇନ ଭାବେ ବାଲି ଚାଲାଣ କରୁଛନ୍ତି। ଏନେଇ ଅଭିଯୋଗ ହେଉଥିଲେ ସୁଦ୍ଧା ବାଲି ମାଫିଆମାନେ ଖାତିର ନ କରି ଆତଙ୍କରାଜ…
ଆର୍ଆଇ କାର୍ଯ୍ୟାଳୟରେ ପଶି ବାଲିମାଫିଆଙ୍କ ଗଣ୍ଡଗୋଳ: ଅତିରିକ୍ତ ତହସିଲଦାର, ରାଜସ୍ବ ନିରୀକ୍ଷକ ଆହତ
ଭଣ୍ଡାରିପୋଖରୀ,୩।୨(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ମଞ୍ଜୁରୀରୋଡ଼ଠାରେ ଥିବା ରାଜସ୍ବ ନିରୀକ୍ଷକ(ଆର୍ଆଇ)ଙ୍କ କାର୍ଯ୍ୟାଳୟରେ ପଶି ସୋମବାର ବାଲିମାଫିଆମାନେ ଗଣ୍ଡଗୋଳ କରିଛନ୍ତି। ସେମାନଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ବାଇଁ ଓ ରାଜସ୍ବ ନିରୀକ୍ଷକ ରାମନାରାୟ ସାମଲ ଆହତ ହୋଇଛନ୍ତି।…
ବଞ୍ଚିବାକୁ ରାହା ଖୋଜୁଛନ୍ତି ମମତା
ଆରଡ଼ି,୩।୨(ଡି.ଏନ.ଏ.)-ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଖାମଖିଆଲି ଯୋଗୁ ଖାଦ୍ୟନଳୀ କଣା ହୋଇଯାଇଛି। ଚିକିତ୍ସା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି। ତଥାପି ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁନି। ଔଷଧ କିଣିବାକୁ ଆଉ ସମ୍ବଳ ନାହିଁ। ପରିବାର ଲୋକ ନିରାଶ ହୋଇପଡ଼ିଛନ୍ତି।…
କରୋନା ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ୱାର୍ଡ
ଭଦ୍ରକ ଅଫିସ, ୨।୨- ଦେଶ ଓ ରାଜ୍ୟରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ଜନିତ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଶନିବାରଠାରୁ ଭଦ୍ରକ ଜିଲା ଚିକିତ୍ସାଳୟ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଏଥିପାଇଁ ଏକ ସ୍ବତନ୍ତ୍ର ଓ୍ବାର୍ଡ ଓ କଣ୍ଟ୍ରୋଲରୁମ୍ ଖୋଲାଯାଇଛି। କଣ୍ଟ୍ରୋଲରୁମ୍ରେ…
ଯାତ୍ରା ଚାଲିଥିବା ବେଳେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ପୋଲିସକୁ ଦୁର୍ବ୍ୟବହାର
ପଦ୍ମପୁର,୧।୨(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର କପିଳମୁନି ପଡ଼ିଆରେ ଶୁକ୍ରବାର ରାତିରେ ଯାତ୍ରା ଚାଲିଥିବା ବେଳେ କିଛି ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ଜଣେ ଯୁବତୀଙ୍କୁ କମେଣ୍ଟ ମାରିବାକୁ କେନ୍ଦ୍ରକରି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏ ନେଇ ସ୍ଥାନୀୟ…
ସୁଦର୍ଶନପୁର ପୂର୍ବତନ ସରପଞ୍ଚଙ୍କ ପରଲୋକ
ବାସୁଦେବପୁର,୧।୨: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଭୁବନାନନ୍ଦ ମଲିକଙ୍କ ଶନିବାର ଭୋର ସମୟରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଭୁବନାନନ୍ଦଙ୍କୁ ବାସୁଦେବପୁର ଚିକିତ୍ସାଳୟରେ ଭର୍ତ୍ତି…
ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ
ଧାମନଗର,୧।୨(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ଦାସଙ୍କର ଶନିବାର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଗୌରାଙ୍ଗ ଅନେକ ଦିନ ଧରି ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟାରେ…
ସହାୟତା ଅପେକ୍ଷାରେ ସଞ୍ଜୟ
ପଦ୍ମପୁର,୧।୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ପଞ୍ଚାୟତ ଅଧୀନ ଗଦି ଗ୍ରାମର ସଞ୍ଜୟ ବଳ(୩୪)। ଘରେ ବାପା, ମା’, ସ୍ତ୍ରୀ ଓ ଦୁଇ ଝିଅପୁଅଙ୍କୁ ନେଇ ତାଙ୍କର ସଂସାର। କେରଳରେ ଏକ ବେସରକାରୀ କମ୍ପାନୀରେ ଚାକିରି କରି ପରିବାର ଚଳାଉଥିଲେ। ହେଲେ…
ଉଦ୍ଘାଟନ ପୂର୍ବରୁ ଭାଙ୍ଗିଦେଲେ ଫଳକ
ଧାମନଗର, ୩୧।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକରେ ନୂତନ ଭାବେ ନିର୍ମିତ ଆଦର୍ଶ ବିଦ୍ୟାଳୟ ଶୁକ୍ରବାର ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା ପୂର୍ବରୁ ଗୁରୁବାର ରାତିରେ ଉଦ୍ଘାଟନ ଫଳକକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଫଳକରେ ସ୍ଥାନୀୟ…
ଆଖଣ୍ଡଳମଣିଙ୍କ ଜାଗର ମହୋତ୍ସବ ପ୍ରସ୍ତୁତି
ଭଦ୍ରକ ଅଫିସ,୩୦।୧ – ଭଦ୍ରକ ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ବୁଧବାର ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ଜାଗର ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଫେବୃୟାରୀ ୨୧ରେ ଥିବା ମହାଶିବରାତ୍ରି ପାଇଁ ଆୟୋଜିତ…
Archives


