ଭଦ୍ରକ

ଜଳିଗଲା ୩ ବଖରା

ବନ୍ତ, ୨୯ା୩(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ପଦିପାଟଣା ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ୩ ବଖରା ଘର ସହ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ବିଦ୍ୟୁତ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ପୁରୁଷୋତ୍ତମ ପରିଡାଙ୍କ ୨ ବଖରା ଓ ରବିନାରାୟଣ ପରିଡାଙ୍କ…

ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା

ବନ୍ତ, ୨୯ା୩(ସ୍ବ.ପ୍ର.)-ବନ୍ତ ବ୍ଲକ ଆଗରପଡା ଥାନା ପୁରୁଷଣ୍ଢ ଗ୍ରାମରେ ବାହାର ରାଜ୍ୟରୁ ଆସି ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ବନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ପଶ୍ଚିମବଙ୍ଗ ରାଜ୍ୟରୁ କେତେକ ଲୋକ ଏଠାରେ ଦୀର୍ଘ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୫୦୦୦ ଟଙ୍କା ପ୍ରଦାନ

ଭଣ୍ଡାରିପୋଖରୀ,୨୮।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିଜୁ ଯୁବ ଜନତା ଦଳ ପକ୍ଷରୁ ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ପାଇଁ ସ୍ଥାନୀୟ ବିଡିଓ ଉମେଶ ଚନ୍ଦ୍ର ମଲିକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫୦୦୦ ଟଙ୍କାର ଚେକ୍‌ ପୂର୍ବତନ ପଞ୍ଚାୟତ ସମିତି…

ଆମ୍ବୁଲାନ୍ସରେ ଯାତ୍ରୀ ବୋହି ଫଶିଲେ, ଡ୍ରାଇଭର ଗଣିଲେ ଜରିମାନା

ଭଦ୍ରକ ଅଫିସ, ୨୮ା୩: କରୋନାରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଏବେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ବସ୍‌, ଟ୍ରେନ୍‌, ଅଟୋ ସବୁ ବନ୍ଦ ଥିବାରୁ ଗାଁ ବାହାରେ ରହୁଥିବା ଲୋକେ ଘରକୁ ଫେରିବାକୁ ସୁବିଧା ନ ପାଇ…

ତେଲେଙ୍ଗାନାରେ ଫସିଛନ୍ତି ୩ ଓଡ଼ିଆ ଶ୍ରମିକ

ବନ୍ତ,୨୮ା୩(ଡି.ଏନ୍‌.ଏ.)-କରୋନା ପାଇଁ ସମଗ୍ର ଦେଶ ଲକ୍‌ ଡାଉନ୍‌ ହୋଇଥିବା ବେଳେ ବିମାନ, ରେଳ ଓ ବସ ସେବା ବନ୍ଦ ରହିଛି ା ଫଳରେ ଦେଶ ଓ ରାଜ୍ୟ ବାହାରେ ଥିବା ଲୋକେ ଘରକୁ ଫେରିବାରେ ସମସ୍ୟା ଦେଖାଯାଇଛି ା ଏପରିପ୍ରେକ୍ଷୀରେ ଭଦ୍ରକ…

ସାନଭାଇ ନେଲା ବଡ଼ଭାଇ ଜୀବନ

ପଦ୍ମପୁର, ୨୮।୩(ଡି.ଏନ.ଏ.)-ଭଦ୍ରକ ଜିଲା ନାୟକାଣୀଡିହି ଥାନା ଅଞ୍ଚଳରେ ଶନିବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଡ଼ ଭାଇ ବାହାରକୁ ଆସିବା ବେଳେ ତାଙ୍କ ସାନଭାଇ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସମ୍ପୃକ୍ତ ବଡ଼ଭାଇ ମୃତ୍ୟୁବରଣ…

କାମ କରିବାକୁ ଯାଇ ପଶ୍ଚିମବଙ୍ଗରେ ଫସି ରହିଛନ୍ତି ଶ୍ରମିକ: ଘରକୁ ଫେରାଇ ନେବାକୁ ଜିଲାପାଳଙ୍କୁ ଅନୁରୋଧ

ଆରଡ଼ି,୨୮।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଓ ଧୁଷୁରୀ ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ୫ ଶ୍ରମିକ ଓ ଜଣେ ନାବାଳକ ପଶ୍ଚିମବଙ୍ଗ କାମ କରିବାକୁ ଯାଇ ସେଠାରେ ଫସି ରହିଛନ୍ତି। ସେମାନେ ହେଲେ ସତ୍ୟରଞ୍ଜନ ବେହେରା, ମାନସ ମଲ୍ଲିକ, ସୁବ୍ରତ…

ନକଲି ବିଦେଶୀ ମଦ ଜବତ, ୨ ଗିରଫ

ଭଦ୍ରକ ଅଫିସ, ୨୮।୩: ଭଦ୍ରକ ଜିଲା ରାଣୀତାଲ ଛକ ନିକଟରୁ ଶନିବାର ସକାଳେ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ ନକଲି ବିଦେଶୀ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରାଣୀତାଲର ଦିଲ୍ଲୀପ ମଲିକ ଓ ଅଶୋକ…

ବର୍ଷକର ଦରମା ଦେଲେ ୨ ସମିତିସଭ୍ୟ

ଭଣ୍ଡାରିପୋଖରୀ, ୨୮ା୩(ଡି.ଏନ.ଏ.)-ସମଗ୍ର ବିଶ୍ୱରେ କରୋନା କାୟା ବିସ୍ତାର କରି ଚାଲିଛି। ଏଭଳି ସ୍ଥିତିରେ ସହାୟତାର ହାତ ବଢାଇଛନ୍ତି ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତ ସମିତିସଭ୍ୟ ପ୍ରାଣୀତକାନ୍ତ ସାମଲ ଏବଂ ବଇଁଆବନାପୁର ପଞ୍ଚାୟତ ସମିତିସଭ୍ୟା ସ୍ମିତାରେଖା ରାଉତ। ଶୁକ୍ରବାର ସେମାନେ ତାଙ୍କର ବର୍ଷକର…

ଲକ୍‌ଡାଉନ୍‌ ସମୟରେ ନମାଜ ପାଠ ବନ୍ଦ କଲା ପ୍ରଶାସନ: ଭାଙ୍ଗିଲା ଲୋକ ଗହଳି

ଧାମନଗର,୨୭।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ଗୋଡ଼ିପୋଖରୀ ମସ୍‌ଜିଦରେ ନମାଜ ପାଠ ବନ୍ଦ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଲୋକେ ନମାଜ ପାଠ କରୁଥିବାବେଳେ ମାଜିଷ୍ଟ୍ରେଟ ଲଗନଜିତ ବେହେରା, ଧୁଷୁରୀ ଥାନା ଆଇଆଇସି ପ୍ରଫୁଲ ସିଂ ପହଞ୍ଚି ଲୋକ ଗହଳି…

ଲକ୍‌ଡାଉନ୍‌ ସମୟରେ ଆଗୁଆ ୪ ମାସର ଭତ୍ତା ପାଇ ହିତାଧିକାରୀ ଖୁସି

ଆରଡି,୨୭।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତରେ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଶୁକ୍ରବାର ପଞ୍ଚାୟତର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ଦାସ, ନୋଡାଲ ଅଫିସର ଇ. ପ୍ରଭାତ ବେହେରା ଘରଘର ବୁଲି ହିତାଧିକାରୀଙ୍କୁ ୪…

ତୀର୍ଥ ଫେରନ୍ତା ୬ ଜଣ ବୟସ୍କ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ବନ୍ତ,୨୭।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ତୀର୍ଥରୁ ଫେରିଥିବା ୬ ଜଣ ବୟସ୍କ ତୀର୍ଥଯାତ୍ରୀଙ୍କୁ ଭର୍ତ୍ତି କରାଯାଇଛି । ସମସ୍ତ ଯାତ୍ରୀ ଛୟାଳସିଂ, ଗଣିଜାଙ୍ଗ ଓ ଷେଣ୍ଢତିରା ପଞ୍ଚାୟତର ବୋଲି ଜଣାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?