ଏବେବି ଆର୍ଟିଓରେ ଆବେଦନକାରୀଙ୍କ ଭିଡ଼
ଭଦ୍ରକ ଅଫିସ,୧୨।୩-ଏବେ ସବୁଠି ମୋଟରଯାନ ଆଇନ କଡ଼ାକଡ଼ି। ନିୟମ ଉଲ୍ଲଂଘନ କଲେ ଗଣିବାକୁ ପଡୁଛି ଜରିମାନା। ଏଥିସହ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରିଦିଆଯାଉଛି। ଏହି ଆଇନ କଡ଼ାକଡ଼ି ହେବା ପରଠାରୁ ଫେବୃୟାରୀ ଶେଷ ସୁଦ୍ଧା ଭଦ୍ରକ ପରିବହନ ଅଧିକାରୀଙ୍କ ଦ୍ୱାରା…
ଆଗରପଡା ମେଲଣରେ ୬୦ରୁ ଉର୍ଦ୍ଧ୍ୱ ବିମାନ
ବନ୍ତ, ୧୦ା୩(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ରାମଗଡ ମେଲଣରେ ୬୦ରୁ ଊର୍ଦ୍ଧ୍ୱ ସୁସଜ୍ଜିତ ବିମାନ ବିରାଜମାନ ହୋଇଛନ୍ତି। ମଙ୍ଗଳବାର ଭୋର ୪ଟାରେ ବାଣ ରୋଷଣୀ ସହିତ ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମରୁ ବିମାନଗୁଡିକ ଆସି ମେଲଣ ପଡିଆରେ ପହଞ୍ଚିଥିଲେ । ସକାଳଠାରୁ…
ପୂର୍ବଶତ୍ରୁତାରୁ ହତ୍ୟାକାଣ୍ଡ
ବାସୁଦେବପୁର, ୯। ୩(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ନୂଆଗଡ ଗ୍ରାମର ନିରଞ୍ଜନ ମଳିକ ନାମକ ବ୍ୟକ୍ତିଙ୍କୁ ତାଙ୍କର କେତେକ ପଡୋଶୀ ମରଣାନ୍ତକ ଆକ୍ରମଣ କରି ପିଟି ପିଟି ହତ୍ୟା କରିଛନ୍ତି। ସୋମବାର ଅପରାହ୍ନରେ ଏହି ହତ୍ୟାକାଣ୍ଡ ଘଟିଛି। ନିରଞ୍ଜନ ଓ ତାଙ୍କ ବାପା ଜନିଆ…
ପୂର୍ବତନ ବିଧାୟକ ପୁରସ୍ତମ ସେଠୀଙ୍କ ପରଲୋକ
ଭଣ୍ଡାରିପୋଖରୀ, ୯ା୩(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପୁରସ୍ତମ ସେଠୀଙ୍କ ସୋମବାର ସକାଳ ସାଢେ ୭ଟା ବେଳେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ରୋଗରେ ପୀଡିତ ଥିଲେ। ସେଠୀ ୧୯୮୦-୮୫ ରେ ଭଣ୍ଡାରିପୋଖରୀ ବିଧାୟକ, ୧୯୮୫-୯୦ ଅବିଭକ୍ତ ବାଲେଶ୍ୱର…
କାର ଦୁର୍ଘଟଣା: ୪ ଗୁରୁତର
ଭଣ୍ଡାରିପୋଖରୀ, ୯ା୩(ଡ଼ି.ଏନ.ଏ.)-ଭଣ୍ଡାରିପୋଖରୀ ଥାନା ୧୬ନଂ. ଜାତୀୟ ରାଜପଥର ଡାହାଲା ଛକଠାରେ ସୋମବାର ପ୍ରତ୍ୟୁଷରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍ (ନଂ. ଓ୧୭ ଏଫ୍ ୬୩୦୮) ଭଦ୍ରକ ପଟୁ କଟକ ଆଡ଼କୁ ଯାଉଥିବା ବେଳେ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ…
ଦିବ୍ୟାଙ୍ଗ ସୁକାନ୍ତି, ଧନେଶ୍ୱର ଏବେ ସୁଖଦୁଃଖର ସାଥୀ
ଆରଡ଼ି,୯।୩(ଡି.ଏନ.ଏ.)-ସମାଜରେ ସୁସ୍ଥ ଲୋକଙ୍କ ପରି ଜୀବନ ବିତାଇବାକୁ ୨୦୧୭ରେ ବୈଦିକ ରୀତିରେ ବିବାହ କରିଥିଲେ। ୭ ମାସ ତଳେ ସେମାନଙ୍କ କୋଳ ମଣ୍ଡନ କରିଛି ଏକ ଶିଶୁପୁତ୍ର। ତେଲଲୁଣର ସଂସାର ମଧ୍ୟରେ ଦୁଃଖ ଆସିଲେ ବି ସେଥିରେ ଖାତିର ନ କରି…
ରାସ୍ତାରୁ ଖୋଳା ଚାଲିଛି ନିମ୍ନମାନର ପିଚୁ
ଭଦ୍ରକ ଅଫିସ,୭।୩: ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ(୨) ଅଧୀନ ସଦର ବ୍ଲକର ସରଗଡ଼ିଆ-ଚନ୍ଦନପୁର ରାସ୍ତାକାମ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ଉଠିଥିଲା। ଏହି ନିମ୍ନମାନର ରାସ୍ତାକାର୍ଯ୍ୟକୁ ନେଇ ଜଣେ ସାମାଜିକ କର୍ମୀ ଟୁଇଟ୍ କରିବା ପରେ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଥିଲା।…
ଯାତ୍ରୀବାହୀ ବସ୍ରେ ନିଆଁ: ଯୁବତୀ ଆହତ
ତିହିଡ଼ି,୭।୩(ଡି.ଏନ୍.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ବଜାରରେ ଏକ ଯାତ୍ରୀବାହୀ ବସ୍ରେ ଶନିବାର ନିଆଁ ଲାଗିଛି। ବ୍ୟାଟେରି ଜଳିଯିବାରୁ ଜଣେ ଯୁବତୀ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ତିହିଡ଼ି ଗୋଷ୍ଠୀ ଚିକିତ୍ସାଳୟକୁ ନିଆଯାଇଛି। ଓମ ବାବା ଟ୍ରାଭେଲ୍ସ ନାମକ ବସ୍ଟି ସକାଳେ ଚାନ୍ଦବାଲିରୁ…
ମୋବାଇଲ ଟାଓ୍ବାର ବସାଇବା ନାଁରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଠକେଇ
ବାସୁଦେବପୁର,୬।୩(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ସମିଆ ଗ୍ରାମରେ ୩ଟି ମୋବାଇଲ ଟାୱାର ବସାଇବା ନାଁରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ସାମ୍ନାକୁ ଆସିଛି। ଟାୱାର ବସାଇବାକୁ ଟଙ୍କା ଦେଇ ଠକାମିର ଶିକାର ହୋଇଥିବା ଗ୍ରାମର ଲକ୍ଷ୍ମୀଧର ଘୋଷ ଓ…
ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନ ନିରୂପଣ ଦାବିରେ ଚାଲିଥିବା ଅନଶନ ପ୍ରତ୍ୟାହୃତ
ବନ୍ତ, ୬।୩(ସ୍ବ.ପ୍ର.): ଭଦ୍ରକ ଜିଲା ଚାରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ସ୍ଥାନ ନିରୂପଣ ଦାବିରେ ଚକ୍ରାପାଢୀ ଗ୍ରାମବାସୀ ଗୁରୁବାରଠାରୁ ଅସ୍ଥାୟୀ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ। ତେବେ ପ୍ରତିଶ୍ରୁତି ପରେ ଶୁକ୍ରବାର ଗ୍ରାମବାସୀ ଅନଶନ ଭଙ୍ଗିଛନ୍ତି। ଅନଶନର ଦ୍ୱିତୀୟ…
୬ ବର୍ଷ ବିତିଲା, ଗଡ଼ିଲାନି ସିଟିବସ୍
ଭଦ୍ରକ ଅଫିସ,୬।୩ – ଦିନକୁ ଦିନ ଜନାକୀର୍ଣ୍ଣ ହେଉଛି ଭଦ୍ରକ ସହର। ସଡ଼କ ଓ ରେଳ ଯୋଗାଯୋଗ କ୍ଷେତ୍ରରେ ସହର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲେ ମଧ୍ୟ ଭଦ୍ରକ ପୌରପାଳିକାରେ ସିଟିବସ୍ ସେବା ଏଯାଏ ଆରମ୍ଭ ହୋଇପାରି ନାହିଁ। ଫଳରେ ଦିନକୁ…
୪ ଦିନ ହେଲା ଗାଁରେ ଜଳୁନି ଚୁଲି
ବନ୍ତ,୬।୩(ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ଏକ ଗାଁରେ ଗତ ୪ ଦିନ ହେବ ଅଗ୍ନିକାଣ୍ଡ ଗୁଜବ ବ୍ୟାପିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଭୟରେ କେହି ନିଜ ଘରେ ଚୁଲି ଜଳାଉ ନାହାନ୍ତି। ଏପରିକି ନିଆଁ ଲାଗିବା ଗୁଜବ…
Archives


