ସଟ୍ଡାଉନ୍ ନିୟମ ଉଲ୍ଲଂଘନ କରି ୯ ଗିରଫ
ଭଦ୍ରକ ଅଫିସ,୪।୪: ସାରା ଦେଶରେ କରୋନା ଭାଇରସ୍ ପ୍ରକୋପ ଜାରି ରହିଥିବା ବେଳେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶୁକ୍ରବାର ଭୁବନେଶ୍ୱର, କଟକ…
୪୮ ଘଣ୍ଟା ଭଦ୍ରକ ସଟ୍ ଡାଉନ୍
ଭଦ୍ରକ ଅଫିସ,୩।୪ – ଭଦ୍ରକ ପୌରାଞ୍ଚଳ ତଥା ପାଖ ଗ୍ରାମାଞ୍ଚଳ ମାନଙ୍କରେ ଶୁକ୍ରବାର ରାତି ୮ରୁ ରବିବାର ରାତି ୮ ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି। ଏହି ୪୮ ଘଣ୍ଟା ମଧ୍ୟରେ…
ମେଡିକାଲ ପରିସରରେ ନାଗ
ଭଣ୍ଡାରିପୋଖରୀ, ୩ା୪ (ଡ଼ି.ଏନ୍.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଗୁରୁବାର ଅପରାହ୍ନରେ ଏକ ନାଗ ସାପ ଉଦ୍ଧାର କରାଯାଇଛି। ପ୍ରାୟ ୫ ଫୁଟ ଲମ୍ବର ଏହି ସାପଟି ମେଡିକାଲ ପରିସରରେ ବୁଲୁଥିବା ବେଳେ ଲୋକଙ୍କ ନଜରକୁ ଆସିଥିଲା। ଖବରପାଇ…
ପ୍ରଶାସନ ପକ୍ଷରୁ ମାଗଣା ରନ୍ଧା ଖାଦ୍ୟ
ଭଦ୍ରକ ଅଫିସ, ୨ା୪-ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ନିରାଶ୍ରୟ, ବହିରାଗତ, ଦିନମଜୁରିଆ, ବାହାରୁ ଆସି ଆଶ୍ରୟ ନେଇଥିବା ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ବାହାର ଜିଲା ତଥା ବାହାର ରାଜ୍ୟରୁ ଆସି ଭଦ୍ରକରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ଜିଲାର…
ଜନ୍ମଦିନରେ ବାଣ୍ଟିଲେ ସାନିଟାଇଜର, ମାସ୍କ
ବନ୍ତ,୨ା୪(ଡି.ଏନ୍.ଏ.)-ସାରା ବିଶ୍ୱ ଏବେ କରୋନା ଆତଙ୍କରେ ଆତଙ୍କିତ ହୋଇପଡିଥିବା ବେଳେ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଭଦ୍ରକ ଜିଲା ବନ୍ତ ବ୍ଲକ ବସନ୍ତିଆସ୍ଥିତ ଫ୍ରେଣ୍ଡସ୍ କ୍ଲବର ସମ୍ପାଦକ ମୁକ୍ତିକାନ୍ତ ପଣ୍ଡା କରୋନା ପାଇଁ ନିଜର ଜନ୍ମ ଦିନକୁ…
କଟକଣା ପାଇଁ ରାମନବମୀ ପୂଜା ଫିକା: ୭ ଦିନ ପରିବର୍ତ୍ତେ ୨ ଘଣ୍ଟାରେ ପୂଜା ଶେଷ
ବନ୍ତ,୨ା୪(ଡି.ଏନ୍.ଏ.)-ଚଳିତ ବର୍ଷ କରୋନା କଟକଣା ପାଇଁ ବନ୍ତ ବ୍ଳକ ଟିଲୋ ମାଳିସାହି ଛକ ଠାରେ ନିରାଡମ୍ବର ସହକାରେ ରାମନବମୀ ପୂଜା ପାଳିତ ହୋଇଛି । ଦୀର୍ଘ ୪୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ପୂଜା ଚଳିତ ବର୍ଷ ୭ ଦିନ…
ଲକ୍ଡାଉନ୍ ଊଲ୍ଲଂଘନ କରି ୫ ଗିରଫ
ଭଣ୍ଡାରିପୋଖରୀ, ୨।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲକ୍ଡାଉନ୍ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ରାତିରେ ପିରିପୁର ଗ୍ରାମର ଜଣେ ବ୍ୟକ୍ତି ତେଜରାତି ଦୋକାନ ଖୋଲି ବିକ୍ରୟ କରୁଥିବାରୁ ପୋଲିସ ତାଙ୍କୁ ଗିରଫ କରି…
ଭଦ୍ରକ-କେନ୍ଦୁଝର ସୀମା ସିଲ୍
ବନ୍ତ, ୨ା୪(ଡି.ଏନ୍.ଏ.)-କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଜିଲାର ସୀମାନ୍ତ ପଥକୁ ସିଲ୍ କରାଯାଇଛି। ଭଦ୍ରକ ଜିଲା ବନ୍ତ ବ୍ଲକ ତଥା ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ରାଜପଥର ବସନ୍ତିଆ ବଜାରଠାରେ ବନ୍ତ ପୋଲିସ ପ୍ରଶାସନ…
କରୋନା ସଂକ୍ରମଣରୁ ରକ୍ଷା ପାଇଁ ସାବୁନ୍ ଓ ମାସ୍କ ବଣ୍ଟନ
ପଦ୍ମପୁର, ୨ା୪ (ଡି.ଏନ.ଏ.)-ବାସୁଦେବପୁର ବ୍ଲକ ଅଧୀନ ସୁଗୋ ପଞ୍ଚାୟତର ବାସନ୍ତୀ କ୍ଲବର ସଦସ୍ୟମାନେ ବୁଧବାର କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀଙ୍କୁ ୧୫୦୦ ଶହ ସାବୁନ୍ ବଣ୍ଟନ କରିଛନ୍ତି। ଏଥିସହ ସାମାଜିକ ଦୂରତା ବଜାୟ ରଖିବା ସହ ପରିଷ୍କାର ପରିଚ୍ଛନ୍ନତା…
ହୋଇପାରିଲାନି ଟିକାକରଣ: ଫେରିଲେ ଗର୍ଭବତୀ, ଶିଶୁ
ଆରଡ଼ି,୧ା୪(ଡି.ଏନ୍.ଏ.) : ଭଦ୍ରକ ଜିଲା ଧାମନଗର ବ୍ଲକର ବେତାଳିଗାଁ ଅଞ୍ଚଳରେ ଥିବା ଏକ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବୁଧବାର ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରେ ନିକଟସ୍ଥ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ୫ ଅଙ୍ଗନଓ୍ବାଡ଼ି କର୍ମୀ, ୩ ଆଶାକର୍ମୀ, ଜଣେ ଏଏନ୍ଏମ୍. ଏବଂ ଜଣେ…
ଭଦ୍ରକରେ ୪ର୍ଥ କରୋନା ପଜିଟିଭ୍ ପରେ ଖେଳିଯାଇଛି ଆତଙ୍କ, ଯାଞ୍ଚ କଡ଼ାକଡ଼ି
ଭଦ୍ରକ ଅଫିସ,୧ା୪: ଭଦ୍ରକରେ ଚତୁର୍ଥ କରୋନା ପଜିଟିଭ୍ ଚିହ୍ନଟ ପରେ ସହର ତଥା ଜିଲାରେ ଆତଙ୍କ ଖେଳିଯାଇଛି। ଏବେ ପ୍ରଶାସନ କଠୋର ହୋଇଛି। ବୁଧବାର ସକାଳୁ ପୁରୁଣା ବଜାର ଅଞ୍ଚଳକୁ ସିଲ୍ କରିଦିଆଯାଇଛି। ଯାତାୟାତ ଉପରେ ସ୍ଥାନୀୟ ପୋଲିସ ପ୍ରତିବନ୍ଧକ ଲଗାଇଥିବା…
ଜିଲାରେ ୧୦,୯୦୦ ଆଇସୋଲେଶନ ଶଯ୍ୟା ଲକ୍ଷ୍ୟଧାର୍ଯ୍ୟ, ବର୍ତ୍ତମାନ ସୁଦ୍ଧା ୩,୯୦୫ ପ୍ରସ୍ତୁତ
ଭଦ୍ରକ ଅଫିସ,୧ା୪: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବହୁ ପଦକ୍ଷେପ ନିଆଯାଉଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବା ସହିତ ଏହାକୁ ତ୍ୱରାନ୍ବିତ କରାଯାଉଛି। ଭଦ୍ରକ ଜିଲା ବାହାରେ ଥିବା ବ୍ୟକ୍ତିବିଶେଷ ଯେଉଁମାନେ କି ଘରକୁ ଫେରିଛନ୍ତି…
Archives


