ଭଦ୍ରକ

ଅଙ୍ଗନଓ୍ବାଡିକର୍ମୀଙ୍କୁ ମାସ୍କ, ସାନିଟାଇଜର୍‌ ବଣ୍ଟନ

ଭଦ୍ରକ ଅଫିସ,୫।୫: ଭଦ୍ରକ ଜିଲାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅଙ୍ଗନୱାଡିକର୍ମୀଙ୍କୁ ମାସ୍କ ଓ ସାନିଟାଇଜର୍‌ ବଣ୍ଟନ କରାଯାଇଛି। ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ଆଞ୍ଚଳିକ ଅନୁଦାନ ପାଣ୍ଠିରୁ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଏମ୍‌ପି ମଣ୍ଡଳ ଜିଲାର ସମସ୍ତ…

କାମଧନ୍ଦା ବନ୍ଦ ଯୋଗୁ ପାଇଲେନି ଖାଇବାକୁ: ଭଣ୍ଡାରିପୋଖରୀରୁ ଚାଲି ଚାଲି ଝାଡ଼ଖଣ୍ଡ ବାହାରିଲେ ୪୦ ଶ୍ରମିକ

ବନ୍ତ,୫।୫(ଡି.ଏନ୍‌.ଏ.): କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କା କରି କେନ୍ଦ୍ର ସରକାର ସମଗ୍ର ଦେଶକୁ ତୃତୀୟ ପର୍ଯ୍ୟାୟରେ ମେ ୭ ତାରିଖ ଯାଏ ଲକ୍‌ଡାଉନ୍‌ ରହିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରୁଛନ୍ତି। ଏହି…

ସଙ୍ଗରୋଧ ଗୃହ ପାଇଁ ଖାଦ୍ୟ ତାଲିକା ଜାରି କଲା ପ୍ରଶାସନ

ଭଦ୍ରକ ଅଫିସ,୫।୫: ଭଦ୍ରକ ଜିଲାରେ କାର୍ଯ୍ୟ କରୁଥିବା ସମସ୍ତ ସଙ୍ଗରୋଧ ଗୃହ ପାଇଁ ଏକ ଖାଦ୍ୟ ତାଲିକା ଜାରି କରିଛି ଜିଲା ପ୍ରଶାସନ। କ୍ୱାରାଣ୍ଟାଇନ ସେଣ୍ଟରରେ ନିମ୍ନ ମାନର ଖାଦ୍ୟକୁ ନେଇ ପ୍ରବାସୀ ଓଡ଼ିଆମାନେ ପାଟିତୁଣ୍ଡ କରିବା ସହ ଖାଦ୍ୟ ଫିଙ୍ଗିଦେଇଥିଲେ।…

ବିହାର ଯିବା ଅପେକ୍ଷାରେ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ

ବାସୁଦେବପୁର, ୫।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରାରେ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ବିହାର ଯିବା ପାଇଁ ବାସୁଦେବପୁରଠାରେ ମଙ୍ଗଳବାର ସକାଳୁ ଅଟକି ରହିଛନ୍ତି। ଧାମରାରୁ ଚାଲି ଚାଲି ପ୍ରାୟ ୫୦ କିଲୋମିଟରରୁ ଊର୍ଦ୍ଧ୍ୱ ରାସ୍ତା ଅତିକ୍ରମ କରି…

ଗ୍ୟାସ ଟାଙ୍କି ଲିକ୍‌ ହୋଇ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା

ଭଦ୍ରକ ଅଫିସ,୫।୫: ଭଦ୍ରକ ଜିଲା ଧାମନଗର ବ୍ଲକର ରାଧାବଲ୍ଲଭପୁର ଗାଁରେ ସୋମବାର ରାତିରେ ଗ୍ୟାସ ଟାଙ୍କି ଲିକ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୩ବଖରା ଘର ଜଳିଯାଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ରାଧାବଲ୍ଲଭପୁର ଗାଁର ଭଗବାନ କୁଁଆରଙ୍କ ଘରେ ସୋମବାର…

ଭଦ୍ରକରେ ରାତ୍ରକାଳୀନ କର୍ଫ୍ୟୁ ଜାରି: ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାରକୁ ବାହାରିବା ମନା

ଭଦ୍ରକ ଅଫିସ, ୫।୫: ଭଦ୍ରକ ଜିଲାରେ ମଙ୍ଗଳବାରଠାରୁ ଆଗାମୀ ୧୭ ତାରିଖ ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯାଇଛି। ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି ରହିବ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଟୁଇଟ୍‌କରି…

ଗାଡି ଚାଳକଙ୍କ ମୃତ୍ୟୁକୁ ନେଇ ଥାନାରେ ଉତ୍ତେଜନା

ତିହିଡି,୫।୫(ଡି.ଏନ୍‌.ଏ): ଭଦ୍ରକ ଜିଲା ତିହିଡି ଥାନା ଜାମଯୋଡି ପଞ୍ଚାୟତ ଅଧିନ ବାଲିଦାଣ୍ତି ଗ୍ରାମର ଜଣେ ଗାଡି ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଚାଳକଙ୍କ ଜଣଙ୍କ ଦୈତାରୀ ନାୟକ(୨୭)। ପୋଲିସ ମାଡରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି…

୩୧ ଜଣଙ୍କ ସ୍ବାବ୍‌ ସଂଗ୍ରହ କଲା ସ୍ବାସ୍ଥ୍ୟ ବିଭାଗ

ବନ୍ତ,୫।୫(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ଗ୍ରାମରେ ସୋମବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨ୟ ପର୍ଯ୍ୟାୟରେ ୩୧ ଜଣଙ୍କର ସ୍ବାବ୍‌ ସଂଗ୍ରହ କରାଯାଇଛି। ଏଥିରେ ସରପଞ୍ଚ ବନମାଳି ବେହେରା, ପୂର୍ବତନ ସମିତି ସଭ୍ୟ ରାମ ଚନ୍ଦ୍ର ସାହୁ, ସ୍ବେଚ୍ଛାସେବୀ ଚନ୍ଦ୍ରକାନ୍ତ ବେହେରା,…

ପୁରସ୍କୃତ ରାଶିକୁ ପ୍ରଦାନ କଲେ ଅଙ୍ଗନଓ୍ବାଡି କର୍ମୀ

ବନ୍ତ,୫।୫(ଡି.ଏନ୍‌.ଏ.)-କରୋନା ଲଢେଇରେ ଅଙ୍ଗନୱାଡି କର୍ମୀ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ଏହି ଘଡିସନ୍ଧି ମୂହୁର୍ତ୍ତରେ ନିଜର ପୁରସ୍କୃତ ରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରି ନିଜର ମହନୀୟତା ଦେଖାଇଛନ୍ତି ଜଣେ ଅଙ୍ଗନୱାଡି କର୍ମୀ ା ଭଦ୍ରକ ଜିଲା ବନ୍ତ…

ଗାଁରେ ପହଞ୍ଚିଲେ ୨୩ ପ୍ରବାସୀ ଓଡିଆ

ବନ୍ତ,୫।୫(ଡି.ଏନ୍‌.ଏ.)-କରୋନା ଲକ୍‌ ଡାଉନ୍‌ ସମୟରେ ଅନ୍ୟ ରାଜ୍ୟରେ ଥିବା ପ୍ରବାସୀ ଓଡିଆ ମାନେ ଏବେ ବସ୍‌ ଯୋଗେ ଆସି ନିଜ ଗ୍ରାମରେ ପହଞ୍ଚିଥିବାର ଦେଖାଯାଇଛି। ଭଦ୍ରକ ଜିଲା ବନ୍ତ ବ୍ଲକର ଚାରିଗାଁ, ଗୋପିନାଥପୁର, ଅଣିଜୋ, କାଦବରାଙ୍ଗ ଆଦି ବିଭିନ୍ନ ପଞ୍ଚାୟତର ୨୩…

ଆକ୍ରମଣ କରି ଗ୍ୟାସ ଏଜେନ୍ସି କର୍ମଚାରୀଙ୍କଠାରୁ ୧୦ ଲକ୍ଷ ୮୦ହଜାର ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ, ୪।୫: ଭଦ୍ରକ ଜିଲା ତିହିଡି ବ୍ଲକରେ ସୋମବାର ଜଣେ ଗ୍ୟାସ ଏଜେନ୍ସି କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ନିକଟରୁ ୧୦ ଲକ୍ଷ ୮୦ ହଜାର ନେଇଯାଇଥିବା ଜଣାପଡ଼ିଛି। ଲୁଟ୍‌ର ଶିକାର…

କୋଟାରୁ ଆସିଲେ ୨୬ ପ୍ରବାସୀ ଓଡ଼ିଆ, ୬ଟି ବସ୍‌ ଯୋଗେ ଝାରଖଣ୍ଡ ଯିବେ ୧୪୨ ଜଣ

ଭଦ୍ରକ ଅଫିସ, ୪।୫: ରାଜସ୍ଥାନର କୋଟାରେ ଫସିଥିବା ଛାତ୍ରଛାତ୍ରୀ ସୋମବାର ଭଦ୍ରକ ଜିଲାରେ ପହଞ୍ଚିଛନ୍ତି। ଫେରିଛନ୍ତି। ସେଠାରେ ଫସିଥିବା ଜିଲାର ୨୧ ଛାତ୍ରଛାତ୍ରୀ ଓ ୫ ଅଭିଭାବକ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ଭଦ୍ରକରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?