ଭଦ୍ରକ

ହୋଲସେଲ୍‌ ଗ୍ରୋସରୀ ଦୋକାନ ସିଲ୍‌, ଜାଣନ୍ତୁ କାହିଁକି ହେଲା

ବନ୍ତ,୧୭।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବଜାରରେ ଅବସ୍ଥିତ ପ୍ରକାଶ କୁମାର ସାହୁଙ୍କ ହୋଲସେଲ୍‌ ଗ୍ରୋସରୀ ଦୋକାନକୁ ସୋମବାର ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି । ଉଲ୍ଲେଖ ଯେ, ତହସିଲଦାର ଇନ୍ଦିରା ସାହୁ ଓ ଥାନାଧିକାରୀ ମିନା ବିନ୍ଧାଣୀ କରୋନା କଟକଣା ତଦାରଖ…

ଜାତୀୟ ରାଜପଥରେ ଜଳିଗଲା ବିସ୍କୁଟ୍‌ ବୋଝେଇ କଣ୍ଟେନର୍‌

ଭଦ୍ରକ ଅଫିସ, ୧୬ା୮- ଭଦ୍ରକ ଜାତୀୟ ରାଜପଥ ସାହାପୁର ଛକ ନିକଟରେ ରବିବାର ସନ୍ଧ୍ୟାରେ ଏକ ବିସ୍କୁଟ ବୋଝେଇ କଣ୍ଟେନର ଜଳିଯାଇଛି। ସୂଚନା ମୁତାବକ, କଣ୍ଟେନର୍‌ (ନଂ ଓଡି ୦୭ କ୍ୟୁ ୬୨୧୧) ହାଇଦ୍ରାବାଦରୁ କଲିକତା ଅଭିମୁଖେ ଯାଉଥିଲା। ହଠାତ୍‌ ସାହାପୁର…

କନ୍ତିଆ ଗ୍ରାମର ୨ ସାହି କଣ୍ଟେନମେଣ୍ଟ, ଗଣିଜାଙ୍ଗ ବଜାର ୭ ଦିନ ଶଟ୍‌ଡାଉନ୍‌: ଜାଣନ୍ତୁ କାହିଁକି

ବନ୍ତ,୧୬।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମର ଦୁଇ ସାହି ଯଥା ରାଉତ ଓ ବିଶ୍ୱାଳ ସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଶନିବାର ୬ ପଜିଟିଭ୍‌ ଚିହ୍ନଟ ହେବା ପରେ କନ୍ତିଆ ଗ୍ରାମର ମୋଟ…

ଆଗରପଡ଼ାରେ ହେଲା ଆଣ୍ଟିଜେନ୍‌ ଟେଷ୍ଟ: ଜାଣନ୍ତୁ କେତେ ହେଲେ ପଜିଟିଭ୍‌

ବନ୍ତ,୧୬।୮(ଡି.ଏନ୍‌.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଶନିବାର କରୋନା ପରୀକ୍ଷଣ କ୍ୟାମ୍ପ ପଡ଼ଇଥିଲା। ଏଥିରେ ୪୯ ଜଣଙ୍କର ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିଲାା ସେଥିମଧ୍ୟରୁ ଗୋପିନାଥପୁର ପଞ୍ଚାୟତ ଅଧୀନ ଶ୍ରୀରାମପୁରରେ ୩ ଓ ବଡ଼ସନ୍ଦାଡୋରେ ୨ ଜଣ…

ଭଣ୍ଡାରିପୋଖରୀରେ ୭୪ତମ ସ୍ବାଧୀନତା ଦିବସ

ଭଣ୍ଡାରିପୋଖରୀ,୧୫ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୪ ତମ ସ୍ବାଧୀନତା ଦିବସ କରୋନା ଯୋଗୁ ନିରାଡମ୍ବର ଭାବରେ ପାଳିତ ହୋଇଛି। ବ୍ଲକ ପରିସରରେ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ବିଡିଓ ବିଜୟ କୁମାର ସାହୁ ଯୋଗ…

ବୈତରଣୀ ଜଳସ୍ତର ବୃଦ୍ଧି

ଭଣ୍ଡାରିପୋଖରୀ,୧୫ା୮: ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିବା ଫଳରେ ବୈତରଣୀର ଜଳସ୍ତର ଆଖୁଆପଦା ଆନିକଟଠାରେ ଶନିବାର ସକାଳ ୯ଟାରୁ ବୃଦ୍ଧି ପାଇବା ଆରମ୍ଭ କରିଛି। ଆନିକଟଠାରେ ବୈତରଣୀ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ବନ୍ୟାଜଳ ଅପରାହ୍ନ ୨ଟାରେ ୧୭.୧୬…

ସ୍ବାଧୀନତା ଦିବସରେ ବୁଡ଼ିଲା ବ୍ଲକକୁ ସଂଯୋଗ କରୁଥିବା ପୋଲ: ଏନ୍‌ଏସି କାର୍ଯ୍ୟାଳୟରେ ପଶିଲା ବର୍ଷାଜଳ

ଧାମନଗର,୧୫।୮(ଡି.ଏନ୍‌.ଏ.): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ତେବେ ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ଯଅ ନଦୀ ପୋଲ ଉପରେ ବର୍ଷା ଜଳ ମାଡିଯାଇଛି। ଫଳରେ ପୋଲଟି ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବା ବେଳେ…

ଭଦ୍ରକ ଜିଲା ବଳିଦାନର ମାଟି: ଜିଲାପାଳ

ଭଦ୍ରକ ଅଫିସ,୧୫।୮(ଡି.ଏନ୍‌.ଏ.): ଭଦ୍ରକ ଜିଲାସ୍ତରୀୟ ୭୪ ତମ ସ୍ବାଧୀନତା ଦିବସ କଲେଜ ପଡ଼ିଆରେ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି। ସେ ତାଙ୍କ…

ଭଦ୍ରକରେ ୧୨୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୧୮ ପଜିଟିଭ୍‌ ଚିହ୍ନଟ

ଭଦ୍ରକ ଅଫିସ,୧୪ା୮: ଭଦ୍ରକ ଜିଲାରେ ଶୁକ୍ରବାର ୧୧୮ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୧ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ମାତ୍ର ୮ ଜଣ ଚି଼ହ୍ନଟ ହୋଇଥିବା ବେଳେ ୧୧୦ ଜଣ…

ଭଦ୍ରକ-ଚାନ୍ଦବାଲି ରାସ୍ତା ଘଣ୍ଟାଏ ଅବରୋଧ : ମା’ବାପାଙ୍କ ସହ ରାସ୍ତାରେ ଶୋଇଲେ ନିର୍ଯାତିତା

ତିହିଡ଼ି,୧୪।୮(ସ୍ବ.ପ୍ର.)- ଶାଶୁ ଘର ଲୋକଙ୍କ ନିର୍ଯାନତାରେ ଅତିଷ୍ଠ ହୋଇ ଜଣେ ମହିଳା ତାଙ୍କ ମା’ବାପାଙ୍କ ସହ ରାସ୍ତାରେ ଶୋଇ ପ୍ରତିବାଦ ଜଣାଇବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରକାଶ ଯେ, ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କମାରିଆ ଗ୍ରାମର…

ନିର୍ଗୁଣ୍ଡି ପଞ୍ଚାୟତର ଏହି ଗାଁ ଶଟ୍‌ଡାଉନ୍‌

ଭଣ୍ଡାରିପୋଖରୀ,୧୩ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ପିରିଜିପୁର ଗାଁରେ ଜନୈକ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଞ୍ଚ ନମିତା ପାତ୍ର ଗୁରୁବାରଠାରୁ ସୋମବାର ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ବ୍ଲକ ଅଞ୍ଚଳରେ ଦିନକୁ ଦିନ ସଂକ୍ରମଣ…

ଭଦ୍ରକ-ଚାନ୍ଦବାଲି ରାସ୍ତା ଘଣ୍ଟାଏ ଅବରୋଧ: ମା’ବାପାଙ୍କ ସହ ରାସ୍ତାରେ ଶୋଇଲେ ନିର୍ଯାତିତା

ତିହିଡ଼ି,୧୩ା୮(ସ୍ବ.ପ୍ର.)- ଶାଶୁ ଘର ଲୋକଙ୍କ ନିର୍ଯାନତାରେ ଅତିଷ୍ଠ ହୋଇ ଜଣେ ମହିଳା ତାଙ୍କ ମା’ବାପାଙ୍କ ସହ ରାସ୍ତାରେ ଶୋଇ ପ୍ରତିବାଦ ଜଣାଇବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରକାଶ ଯେ, ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କମାରିଆ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?