ଦୁର୍ନୀତି ବିରୋଧରେ ଭାଜପାର ବିକ୍ଷୋଭ
ବନ୍ତ,୯।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଭାଜପା ପକ୍ଷରୁ ବିଭିନ୍ନ ଦୁର୍ନୀତି ବିରୋଧରେ ଶୁକ୍ରବାର ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି। ଭାଜପା ନେତା ବଦ୍ରି ନାରାୟଣ ଧଳ ଓ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଜଳସେଚନ…
ଭଦ୍ରକ ଷ୍ଟେଶନ ଜନଶୂନ୍ୟ, ଚିନ୍ତାରେ ବ୍ୟବସାୟୀ
ଭଦ୍ରକ ଅଫିସ, ୮ା୧୦- ଭଦ୍ରକ ଷ୍ଟେଶନ ଏବେ କରୋନା ପାଇଁ ଖାଁ ଖାଁ ହୋଇପଡ଼ିଛି। ଗତ ୭ ମାସ ହେଲା ଦ୍ରୁତଗାମୀ କିମ୍ବା ଲୋକାଲ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଷ୍ଟେଶନ ପରିସରରେ ପୂର୍ବଭଳି ଆଉ ଜନଗହଳି ନାହିଁ। ଫଳରେ ଏହି…
ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ, ଜଣେ ଅଟକ
ଭଦ୍ରକ ଅଫିସ,୬।୧୦(ଡି.ଏନ୍.ଏ.): ଭଦ୍ରକ ପୁରୁଣାବଜାର ପୋଲିସ ସୋମବାର ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ କରିବା ସହ ଜଣକୁ ଅଟକ ରଖିଛି। ସୂଚନାନୁସାରେ, ପୁରୁଣାବଜାର ଥାନା ଅଧୀନ ପଠାନମହଲାଠାରେ ଏକ ଘରେ ବିପୁଳ ପରମାଣର ନକଲି ଜର୍ଦ୍ଦା କାରଖାନା ଚାଲିଥିବା ଥିବା…
ପରିସ୍ରା ଯିବା ବାହାନାରେ ଥାନାରୁ ଚମ୍ପଟ ମାରିଲେ ବଳାତ୍କାର ଅଭିଯୁକ୍ତ
ଚାନ୍ଦବାଲି, ୩ା୧୦(ଡି.ଏନ.ଏ.)-ନାବାଳିକା ଅପହରଣ ଓ ବଳାକତ୍ାର ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶୁକ୍ରବାର ବିଳମ୍ବିତ ରାତିରେ ଚାନ୍ଦବାଲି ଥାନାରୁ ଚମ୍ପଟ ମାରିଛନ୍ତି। ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ତାଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ। ସୂଚନାଯୋଗ୍ୟ, ଭଦ୍ରକ ଜିଲା…
ଯୁବକଙ୍କୁ ପିଟି ପିଟି ହତ୍ୟା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ଭଦ୍ରକ ଅଫିସ,୨ା୧୦-ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିର ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୋଲିସ ଏକ ହତ୍ୟା…
ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ମେଡିକାଲରେ ଉତ୍ତେଜନା
ଭଦ୍ରକ ଅଫିସ, ୨ା୧୦- ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଶୁକ୍ରବାର ଅପରାହ୍ନରେ ଉତ୍ତେଜନା ଦେଖାଦେଇଥିଲା। ମୃତକଙ୍କ ସମ୍ପର୍କୀୟମାନେ ମେଡିକାଲ ପରିସରରେ ହୋହଲ୍ଲା କରିବା ସହ କର୍ମଚାରୀଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଖବରପାଇ ଟାଉନ ଥାନା…
ଜିଲାପାଳଙ୍କୁ ଦାବିପତ୍ର: ମୋଦି, ଯୋଗୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ
ଭଦ୍ରକ ଅଫିସ,୨।୧୦: ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଶୁକ୍ରବାର ଭଦ୍ରକ ଜିଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସକାଳୁ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପରେ ଜିଲାପାଳଙ୍କ…
ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସ ହାତରେ ହତ୍ୟାକାଣ୍ଡର ଭିଡିଓ
ଭଦ୍ରକ ଅଫିସ,୨ା୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ କଟିଆ ମୁର୍ମୁ। କଟିଆଙ୍କୁ ଗୁରୁବାର ସନ୍ଧ୍ୟାରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ଶୁକ୍ରବାର ସକାଳୁ…
ଭିଜିଲାନ୍ସ ହାତରେ ଭଦ୍ରକ ଜିଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣି
ଭଦ୍ରକ ଅଫିସ,୧।୧୦-୯ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭଦ୍ରକ ଜିଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣି ସୁଧାକର ବାରିକ। ଏକ ସିକ୍ୟୁରିଟି ଏଜେନ୍ସିଠାରୁ ଲେବର ଲାଇସେନ୍ସ ନବୀକରଣ ପାଇଁ ୧୩ ହଜାର ଦାବି କରିଥିଲେ…
ବଦଳୁନି ଶହୀଦ ପୀଠ ଭାଗ୍ୟ
ବାସୁଦେବପୁର,୨୮ା୯(ଡି.ଏନ୍.ଏ.)- ଭଦ୍ରକ ଜିଲା ବାସୁଦେବପୁରର ଇରମ ସ୍ଥିତ ଐତିହାସିକ ମେଳଣ ପଡ଼ିଆରେ ୧୯୪୨ ସେପ୍ଟେମ୍ବର ୨୮ରେ ଲୋମହର୍ଷଣକାରୀ ଗୁଳିକାଣ୍ଡ ଘଟିଥିଲା। ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିବା ସଂଗ୍ରାମୀମାନେ ଏଠାରେ ନିଜ ବୀରତ୍ୱର ପରିଚୟ ଦେଇ ଇଂରେଜମାନଙ୍କ ଗୁଳିକୁ ଖାତିର କରି ନ…
ଜାତୀୟ ରାଜପଥ ଅବରୋଧ କଲା ଭଦ୍ରକ ଜିଲା କଂଗ୍ରେସ
ଭଦ୍ରକ ଅଫିସ,୨୨।୯: ଭଦ୍ରକ ଜିଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ବିଭିନ୍ନ ଦାବି ନେଇ ଜାତୀୟ ରାଜପଥ ନଂ. ୧୬ ନୂଆ ବସଷ୍ଟାଣ୍ଡଠାରେ ଶତାଧିକ କର୍ମୀ ଅବରୋଧ କରିଛନ୍ତି। ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ କର୍ମୀମାନେ ରାସ୍ତା ଅବରୋଧ…
କେନ୍ଦ୍ରୀୟ ଟିମ୍ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ
ଭଦ୍ରକ ଅଫିସ, ୧୭ା୯- ବୁଧବାର କେନ୍ଦ୍ର ସରକାରଙ୍କ ଏକ ଚାରି ଜଣିଆ ଟିମ୍ ଭଦ୍ରକ ଜିଲା ଗସ୍ତ କରିଥିଲେ। ଏହି ଟିମ୍ ବନ୍ୟା କ୍ଷୟକ୍ଷତିର ଆକଳନ ଓ ଜିଲା ପ୍ରଶାସନ ସହ ଆଲୋଚନା କରି ଯାଜପୁର ଯାଇଥିଲେ। କେନ୍ଦ୍ର ସରକାରଙ୍କ ଗୃହ…
Archives


