ଗ୍ୟାରେଜରୁ ନେଇଗଲେ ଟ୍ରକ୍
ଭଦ୍ରକ ଅଫିସ, ୮।୯: ଭଦ୍ରକ ପୌରପାଳିକା ଅଧୀନ କୁଅଁାସ ଗ୍ରାମର ଶୁଭଙ୍କର ମହାପାତ୍ରଙ୍କର ଏକ ୧୨ ଚକିଆ ଟ୍ରକ୍ ଗ୍ୟାରେଜରୁ ଚୋରି ହୋଇଥିବା ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବାସୁଦେବପୁର ଥାନା ଅଧୀନ ପଦ୍ମପୁରର…
ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି
ବ୍ରହ୍ମପୁର ଅଫିସ,୮ା୯: ବ୍ରହ୍ମପୁରରେ କିଛିଦିନ ହେଲା ଲୁଟେରା ସକ୍ରିୟ ହୋଇଛନ୍ତି। ବିଶେଷ କରି ଟାଉନ ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଚୋରି ଘଟଣା ଘଟୁଛି। ଗୁରୁବାର ମଧ୍ୟାହ୍ନରେ ୨ ମୁଖାଧାରୀ ଦୁର୍ବୃତ୍ତ ବ୍ରହ୍ମପୁର ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହୁଥିବା ଜୋତା…
କୁକୁଡ଼ା ଚାଷୀଙ୍କୁ ଅଣଦେଖା, ତେଜୁଛି ଅସନ୍ତୋଷ
ଭଣ୍ଡାରିପୋଖରୀ,୮।୯(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବିଷ୍ଣୁପୁର ପଞ୍ଚାୟତ ଆଦମପୁର ଗ୍ରାମ୍ୟ ଜଙ୍ଗଲଠାରେ ବିଭିନ୍ନ ଦାବି ନେଇ ଜିଲା କୁକୁଡ଼ା ଚାଷୀ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ସଭାପତି ନୀଳମଣି ଶୁକ୍ଳାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ…
ସଙ୍ଗୀତ ହିଁ ଅଲରଜାଙ୍କ ଏକମାତ୍ର ବ୍ରତ
ଭଦ୍ରକ ଅଫିସ,୮।୯: ପାଠପଢ଼ା ସହ ସଙ୍ଗୀତ ସାଧନାକୁୁ କରିଛନ୍ତି ଜୀବନର ବ୍ରତ। ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ଭାବେ ସାରା ଦେଶରେ ପରିଚୟ ସୃଷ୍ଟି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ତୁଳସୀ ଦୁଇପତ୍ରରୁ ବାସିବା ପରି ପିଲାବେଳୁ କଣ୍ଠର ଯାଦୁ ତାଙ୍କୁ ପରିଚିତ…
୩୦ ଫୁଟ ତଳକୁ ଖସିଲା ଆମ୍ବୁଲାନ୍ସ
ଚାନ୍ଦବାଲି,୭ା୯(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡ଼ିରୁ ଚାନ୍ଦବାଲି ବାଂଶଡ଼ା ଅଭିମୁଖେ ଏକ ମୃତଦେହ ନେବା ପାଇଁ ଆମ୍ବୁଲାନ୍ସଟି ଆସୁଥିବା ବେଳେ ନାଲୁଗୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିପଡ଼ିଛି। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଗାଡ଼ି ଡ୍ରାଇଭରଙ୍କୁ ଉଦ୍ଧାର…
ମା’ଙ୍କୁ ମାଡ଼ ମାରି ପୁଅ ଗିରଫ
ବନ୍ତ, ୭।୯(ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଧୀନ ଆର୍.ଏନ୍.ବେତଡା ଗ୍ରାମରେ ଜଣେ ଯୁବକ ମା’ଙ୍କୁ ମାଡ ମାରି ଗିରଫ ହୋଇଥିବା ଜଣାଯାଇଛି। ଗିରଫ ଯୁବକ ହେଲେ ଅନନ୍ତ ମଲ୍ଲିକ। ମଙ୍ଗଳବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଉକ୍ତ ଗ୍ରାମର…
ପ୍ରତାରଣାର ଶିକାର ହୋଇ ଧାରଣା ଦେଲେ ପ୍ରେମିକା
ଭଦ୍ରକ ଅଫିସ, ୫।୯: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ମେରାଇନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଜଣେ ଯୁବକ ପ୍ରେମରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଏନେଇ ଯୁବତୀ ଜଣକ…
ଟାଟୁ ଦେଖି ଚିହ୍ନିିଲେ ଭଉଣୀଭାଇ
ଧାମନଗର, ୪।୯(ସ୍ବ.ପ୍ର.): ମାତ୍ର ୧୪ ବର୍ଷ ବୟସରେ ଘରୁ ପଳାଇଥିଲେ। ଏପଟେ ପୁଅକୁ ଝୁରି ଝୁରି ମା’ ଆରପାରିକୁ ଚାଲିଗଲେ। ମା’ଙ୍କ ପରେ ପରେ ବାପା ମଧ୍ୟ ଆଖି ବୁଜି ଦେଲେ। ଦୀର୍ଘ ବର୍ଷ ବିତିଯିବା ପରେ ପରିବାର ଲୋକେ ଆଶା…
ସ୍ତ୍ରୀଙ୍କ ଦଶାହରେ ସ୍ବାମୀ ଆଖି ବୁଜିଲେ
ଭଦ୍ରକ ଅଫିସ,୩ା୯: ସ୍ତ୍ରୀଙ୍କ ଦଶାହରେ କ୍ରିୟା କର୍ମ ଚାଲିଥିଲା। ଏହି ସମୟରେ ସ୍ବାମୀଙ୍କର ମୃତ୍ୟୁ ଘଟିଛି। ୧୦ ଦିନ ମଧ୍ୟରେ ଉଭୟ ମା’ ବାପାଙ୍କୁ ହରାଇ ଅନାଥ ହୋଇଛନ୍ତି ୫ ବର୍ଷର ଝିଅ ଓ ୨ ବର୍ଷର ପୁଅ। ପରିବାର ଲୋକେ…
ଜଳସେଚନ କାର୍ଯ୍ୟାଳୟରେ ନାହାନ୍ତି ଅଧିକାରୀ
ଭଦ୍ରକ ଅଫିସ,୨।୯: ଭଦ୍ରକ ଜିଲା ଅନ୍ତର୍ଗତ ଆଗରପଡ଼ା ଜଳସେଚନ କାର୍ଯ୍ୟାଳୟ ଅଧିକାଂଶ ସମୟ ବନ୍ଦ ରହୁଥିବା ଦେଖାଯାଉଛି। କାର୍ଯ୍ୟାଳୟେରେ କର୍ମଚାରୀ କିମ୍ବା ଅଧିକାରୀ ରହୁନାହାନ୍ତି। ବିଭିନ୍ନ କାମରେ ଚାଷୀ ମାନେ କାମରେ ଆସି ନିରାଶ ହୋଇ ଫେରୁଛନ୍ତି। ସର୍ବନିମ୍ନ ୧୭ ଜଣ…
ପାଣି ନିଷ୍କାସନ ନାଳ ଜବରଦଖଲ
ପଦ୍ମପୁର,୨।୯(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତ ବଡ଼କପାଗଡ଼ିଆ ଛକଠାରୁ କଞ୍ଚୁଡ଼ି ନଦୀ ପର୍ଯ୍ୟନ୍ତ ମୁଖ୍ୟରାସ୍ତାର ଦକ୍ଷିଣ ପାର୍ଶ୍ୱରେ ଏକ ପାଣି ନିଷ୍କାସନ ନାଳକୁ ଜବରଦଖଲ କରାଯାଇଛି। କେତେଜଣ ବ୍ୟକ୍ତି ଜବରଦଖଲ କରି ନାଳ ପୋତି ନିଜର ବବ୍ୟକ୍ତିଗତ…
ମାଛଧରା ହେଲା କାଳ: ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜୀବନ ଗଲା
ଚାନ୍ଦବାଲି,୩୦।୮(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମରା ନିକଟସ୍ଥ କରଞ୍ଜମାଳ ପଞ୍ଚାୟତରେ ସମୁଦ୍ରକୁ ମାଛ ଧରିବାକୁ ଯାଇ ଜଣେ ମତ୍ସଜୀବୀଙ୍କ ମୃତ୍ୟୁ ଘଟିଛି। ଏହା ସହ ଆଉ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ, କରଞ୍ଜମାଳ ପଞ୍ଚାୟତ ଅଧୀନ ଧାନକୁଟା ଗ୍ରାମର…
Archives


