ଚାଲିଲା ୬ଟି ଶୀତତାପ ନିୟନ୍ତ୍ରିତ ସରକାରୀ ବସ୍: ମହିଳାଙ୍କୁ ୫୦ପ୍ରତିଶତ ରିହାତି
ପଦ୍ମପୁର,୬.୫(ପ୍ରଦୀପ୍ତ ଦାଶ): ପଦ୍ମପୁର ଅଞ୍ଚଳର ଦୀର୍ଘଦିନର ଅଭାବକୁ ପୂରଣ କଲେ ରାଜ୍ୟ ସରକାର। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ସୋମବାର ପଦ୍ମପୁର ୟୁନିଟକୁ ୬ଟି ଶୀତତାପ ନିୟନ୍ତ୍ରିତ (ଏସି) ସରକାରୀ ବସ ଯୋଗାଇ ଦିଆଯାଇଛି। ସୂଚନା ଅନୁସାରେ, ପଦ୍ମପୁରରୁ କଟକ…
ଧାନ ଅମଳବେଳେ କାଳବୈଶାଖୀ: ଜୋର୍ ଧରିଲା କ୍ଷତିପୂରଣ ଦାବି
ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଚାଷୀଙ୍କୁ ସମସ୍ୟା ପିଛା ଛାଡୁ ନାହିଁ। ଜିଲାର ଉଭୟ ଜଳସେଚିତ, ଅଣଜଳସେଚିତ ଅଞ୍ଚଳର ଜମିରେ ବର୍ତ୍ତମାନ ରବିଧାନ ଅମଳକ୍ଷମ ଅବସ୍ଥାରେ ରହିଛି। ବିଭିନ୍ନ ଅଞ୍ଚଳରେ ଚାଷୀମାନେ ଧାନ ଅମଳ କାର୍ଯ୍ୟକୁ ଆରମ୍ଭ ମଧ୍ୟ କରି ଦେଇଛନ୍ତି। କିନ୍ତୁ…
ଚାଲାଣ ହେଉଥିଲା କଫ ସିରପ,ପଡ଼ିଲେ ଧରା
ବରଗଡ଼,୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ହାତରେ କଫ ସିରପ ଚାଲାଣ କାରବାର ଧରାପଡିଛି। ସୋମବାର ବରଗଡ଼ ସହର ଉପକଣ୍ଠ ତୋରାଛକ ନିକଟରେ ପୋଲିସ କଫ ସିରପ ବୋଝେଇ ହୋଇଥିବା ଏକ ଟାଟା ଏସିଇ ଗାଡି(ନଂ-ଓଡି୧୭ଏସି ୫୦୧୬)କୁ ଜବତ କରିଛି।…
ପଦ୍ମପୁରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସ୍ଥାପନ ଦାବି: ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ଏମ୍ପି
ପଦ୍ମପୁର,୫ା୫ (ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଏକ ଉପାନ୍ତ ଅଞ୍ଚଳ। ଏହାର ଛତିଶଗଡ଼ ସୀମାନ୍ତ ବର୍ତ୍ତୀ ବ୍ଲକ ଝାରବନ୍ଧ ଓ ପାଇକମାଳଠାରୁ ବରଗଡ଼ ଦୂରତା ପ୍ରାୟ ୧୨୦କିମି ପଡ଼ିଥାଏ। ପଦ୍ମପୁରର ଜନସାଧାରଣ ନିଜର ଗାଡି ମୋଟର, ଟ୍ରାକ୍ଟରର କାଗଜପତ୍ର ପାଇଁ…
ବାଘର ସୁରକ୍ଷା, ସଂରକ୍ଷଣକୁ ଗୁରୁତ୍ୱ
ବରଗଡ଼,୫।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ କ୍ରୀଷ୍ଣା ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ଲିଓପାଡ୍ ଡେ (କଲରାପତରିଆ ଦିବସ) ପାଳିତ ହୋଇଯାଇଛି। ଆର୍ଥ କୃଷିଡେର୍ସ ଅର୍ଗାନାଇଜେଶନ, ବରଗଡ଼ ବନ ବିଭାଗ ଏବଂ କ୍ରୀଷ୍ଣା ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ…
କାଳବୈଶାଖୀରେ ଫସଲକ୍ଷତି: ଆକଳନ ଆରମ୍ଭ, ଆଶଙ୍କାରେ ଚାଷୀ
ବରଗଡ଼,୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ଫସଲ ଅମଳକ୍ଷମ ଅବସ୍ଥାରେ ରହିଛି। ଜିଲାର କେତେକ ବିଭିନ୍ନ ଅଞ୍ଚଳରେ ଚାଷୀମାନେ ଧାନ ଅମଳ ଆରମ୍ଭ କରି ଦେଇଛନ୍ତି। ଅନ୍ୟପଟେ ଏଭଳି ସମୟରେ କାଳବୈଶାଖୀ ଚାଷୀଙ୍କୁ ଦାଉ ସାଧିଛି। ଝଡ଼ବର୍ଷା ସାଙ୍ଗକୁ କରାମାଡ଼(କୁଆପଥର ବୃଷ୍ଟି)…
ବରଗଡ଼ ଚାଷୀ ମୁଣ୍ଡରେ ଚଡ଼କ: ଝଡ଼ବର୍ଷା ସହ ହେଉଛି କୁଆପଥର ମାଡ଼, ଉଜୁଡ଼ିଲା ରବି ଧାନ ଫସଲ, ବିଦ୍ୟୁତ ନ ଥିବାରୁ…
ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ କାଳବୈଶାଖୀର କରାଳ ରୂପ ଲାଗି ରହିଛି। ଶନିବାର ସନ୍ଧ୍ୟାରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ଝଡବର୍ଷା ସାଙ୍ଗକୁ କରାମାଡ (କୁଆପଥର ବୃଷ୍ଟି) ହେଉଛି। ଏବେ ରବି ଧାନ ଫସଲ ଅମଳକ୍ଷମ ଅବସ୍ଥାକୁ ଆସିଥିବା…
ବବିତା ବରଗଡ଼ର ଗୌରବ: ସମ୍ବର୍ଦ୍ଧିତ କଲେ ଜିଲାପାଳ
ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା(ମାଟ୍ରିକ) ପରୀକ୍ଷାଫଳରେ ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର( ଓଡ଼ିଆ ବିଭାଗ)ର ଛାତ୍ରୀ ବବିତା ରଥ ୫୮୪ମାର୍କ(୯୭.୩୩ ପ୍ରତିଶତ) ରଖି ରାଜ୍ୟରେ ଯୁଗ୍ମ ଟପ୍ପର ହୋଇଛନ୍ତି । ଏହି ସଫଳତାରେ…
ବରଗଡ଼ ଡବଲ୍ ମର୍ଡର ପର୍ଦ୍ଦାଫାଶ: ବାପାଙ୍କୁ ହତ୍ୟା କରିବା ପରେ ପ୍ରତିଶୋଧ ନେଇଥିଲେ ପୁଅ
ବରଗଡ଼, ୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ସୁନା ଲରମ୍ଭା ବାଘପାଲି ଗ୍ରାମରେ ଗୁରୁବାର ସଂଘଟିତ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଉକ୍ତ ହତ୍ୟାକାଣ୍ଡରେ ମୃତ ମଘା ଓରଫ ମଧୁସୂଦନ ଭୁଏ(୫୫)ଙ୍କ ପୁଅ ନେପାଳ ଓରଫ…
ବରଗଡ଼ର ଗୌରବ ବବିତା, ଡାକ୍ତର ହେବାକୁ ରଖିଛନ୍ତି ଲକ୍ଷ୍ୟ
ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା(ମାଟ୍ରିକ) ପରୀକ୍ଷାଫଳରେ ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବବିତା ରଥ ୫୮୪ମାର୍କ (୯୭.୩୩ ପ୍ରତିଶତ) ରଖି ରାଜ୍ୟରେ ଟପ୍ପର ହୋଇଛନ୍ତି। ଡାକ୍ତର ହେବାକୁ ସେ ଲକ୍ଷ୍ୟ ରଖିଥିବା ବବିତା…
ବରଗଡ଼ ଜିଲାରେ ପାସ୍ହାର ୯୭ ପ୍ରତିଶତ: ବବିତା ରଥ ଟପ୍ପର
ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ) ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ବରଗଡ଼ ଜିଲା ରାଜ୍ୟରେ ତ୍ରୟୋଦଶ(୧୩ତମ) ସ୍ଥାନରେ ରହିଛି। ଜିଲାର ପାସ୍ ହାର ୯୭.୦୯ପ୍ରତିଶତ ରହିଛି। ଜିଲାରେ୧୬ହଜାର ୯୩୫ଜଣ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ…
ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ପୁରସ୍କୃତ ହେଲେ ଓଡ଼ିଆ ଝିଅ ଜାଗୃତି
ପାଇକମାଳ,୨।୫(ବଡ ଶତପଥୀ) : ସୁପ୍ରିମକୋର୍ଟରେ ଜାତୀୟ ଆଇନଗତ ସେବା ପ୍ରାଧିକରଣ ଆନୁକୁଲ୍ୟରେ କ୍ରାନ୍ତିଜ୍ୟୋତି ସାବିତ୍ରୀବାଇ ଫୁଲେଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଜାତୀୟ ରିଲ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ବରଗଡ଼ ଜିଲା ପାଇକମାଳ ବ୍ଳକ ଜାମସେଠ ଗାଁର ଝିଅ ଜାଗୃତି ମାଝୀ…
Archives


