ଷ୍ଟେଟବ୍ୟାଙ୍କ ଲକରରୁ କିପରି ଗାଏବ ହେଲା ଅଳଙ୍କାର
ବରଗଡ଼ ଅଫିସ୍,୧୮।୨: ବରଗଡ଼ ସହରରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାରୁ ଜଣେ ଗ୍ରାହକଙ୍କ ଲକରରୁ ୩୩ ଲକ୍ଷ ୩୭ ହଜାର ଟଙ୍କାର ସୁନା, ରୂପା ଅଳଙ୍କାର ଗାଏବ ହୋଇଥିଲା। ଏ ନେଇ ବରଗଡ଼ ମହାନ୍ତିପଡ଼ାର ସ୍ନିଗ୍ଧା ତ୍ରିପାଠୀ ବରଗଡ଼ ଟାଉନ ଥାନାରେ…
ଧାନ ନ ଉଠିଲେ ଅଫିସରଙ୍କୁ ଛାଡିବୁ ନାହିଁ
ପଦ୍ମପୁର,୧୮।୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ମାସ ବିତିଯାଇଛି। ଅନ୍ୟପକ୍ଷେ ଧାନବିକ୍ରି ସରି ନ ଥିବାବେଳେ ଜିଲାର ଅନେକ ମଣ୍ଡିକୁ ବନ୍ଦ କରି ଦିଆଯାଇଛି। ସେହିପରି ଖୋଲାଥିବା ଅନ୍ୟ ସମସ୍ତ ମଣ୍ଡିକୁ ବନ୍ଦ କରିବା ପାଇଁ ମଧ୍ୟ ଯୋଗାଣ…
ଶବଦାହ ପାଇଁ ମିଳୁନି କାଠ
ବରଗଡ଼ ଅଫିସ,୧୮।୨- ବରଗଡ ସହରର ଶବଦାହ ପାଇଁ ଏବେ କାଠର ଅଭାବ ଦେଖିବାକୁ ମିଳିଛି । ଫଳରେ ଶବଦାହ ପାଇଁ ଲୋକଙ୍କୁ ହଟହଟା ହେବାକୁ ପଡୁଛି। ଫଳରେ ବରଗଡ଼ରେ ଏକ ସ୍ଥାୟୀ ବିଦ୍ୟୁତ ଶବଦାହ ଚୁହ୍ଲା ଖୋଲିବାକୁ ଆମ ଆଦମୀ ପାର୍ଟି…
ବ୍ୟାଙ୍କ ଲକରରୁ ୩୩ ଲକ୍ଷ ଟଙ୍କାର ଅଳଙ୍କାର ଗାଏବ
ବରଗଡ଼ ଅଫିସ୍,୧୭।୨: ବରଗଡ଼ ସହରର ଏକ ବ୍ୟାଙ୍କ ଲକର୍ରୁ ଗ୍ରାହକଙ୍କ ୩୩ଲକ୍ଷ ୩୭ହଜାର ଟଙ୍କାର ସୂନା, ରୁପା ଅଳଙ୍କାର ଗାଏବ ହୋଇଯାଇଛି। ଏ ନେଇ ଗ୍ରାହକଙ୍କ ପକ୍ଷରୁ ବୁଧବାର ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗକୁ ଭତ୍ତି…
ବରଯାତ୍ରୀଙ୍କ ଖୁସି ଛଡାଇନେଲା…
ବିଜେପୁର, ୧୭।୨: ବରଗଡ଼ ଜିଲା ବିଜେପୁର ଥାନା ଅଧୀନ ସରଣ୍ଡାପାଲି ନିକଟ ରାଞ୍ଜ ନଦୀ ବ୍ରିଜ୍ ତଳକୁ ଏକ ବରଯାତ୍ରୀ ଅଟୋ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି । ମୃତକ…
ଦିବସଙ୍କୁ ଗୁଡ୍ ସାମାରିଟାନ ପୁରସ୍କାର
ବରଗଡ଼ ଅଫିସ୍,୧୭।୨: ବରଗଡ଼ ଜିଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ଶିକ୍ଷକ ତଥା ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କୁ ବୁଧବାର ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ମାସର ଉଦ୍ଯାପନୀ ସମାରୋହରେ ଗୁଡ୍ ସାମାରିଟାନ ଭାବେ ପୁରସ୍କୃତ…
ଅସୁରକ୍ଷିତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ : ପ୍ଲାଟିନମ ଜୁବୁଲି ଗେଟ୍ ଭାଙ୍ଗିଲେ ଦୁର୍ବୃତ୍ତ
ବଲାଙ୍ଗୀର ଅଫିସ, ୧୭।୨: ବଲାଙ୍ଗୀର ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବୁଲି ଗେ୍ଟ ଓ ପାଚେରିରେ ଲଗାଯାଇଥିବା ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ମାଷ୍ଟର ପ୍ଲାନକୁ ଦୁର୍ବୃତ୍ତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଭାଙ୍ଗି ଦେଇଛନ୍ତି। ବୁଧବାର ସକାଳେ ବିଶ୍ବବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ଆସିବା ପରେ ଏହା ଦେଖିବାକୁ…
ପୋଲ ତଳକୁ ଖସିଲା ବରଯାତ୍ରୀ ଅଟୋ: ୨ ମୃତ
ବରଗଡ଼ ଅଫିସ,୧୭।୨: ବରଗଡ଼ ଜିଲା ବିଜେପୁର-ବରଗଡ଼ ରାସ୍ତାର ସର୍ଣ୍ଣାପାଲି ବ୍ରିଜ୍ରେ ବୁଧବାର ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଜେପୁରରୁ ବରଗଡ଼ ବ୍ଲକ ଅନ୍ତର୍ଗତ ରୁହୁଣିଆଁକୁ ଫେରୁଥିବା ଏକ ବରଯାତ୍ରୀ ଗାଡ଼ି(ଅଟୋ) ସର୍ଣ୍ଣାପାଲି ପୋଲ ତଳକୁ ଖସି ପଡିବାରୁ ୨…
ଫାସ୍ଟାଗ୍ ଲାଗୁ ହେଲେ ମଧ୍ୟରାତ୍ରରୁ ଆନ୍ଦୋଳନ
ବରଗଡ଼ ଅଫିସ୍,୧୫।୨: ସୋମବାର ମଧ୍ୟରାତିରୁ ସମସ୍ତ ଟୋଲପ୍ଲାଜା (ଟୋଲଗେଟ୍)ରେ ଫାସ୍ଟାଗ୍ ଲଗୁ କରିବାକୁ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା (ଏନ୍ଏଚ୍ଆଇ) ନିଷ୍ପତ୍ତି ନେଇଛି । ତେବେ ବରଗଡ଼ ନ୍ୟାଶନାଲ ହାଇୱେ ୟୁଜର୍ସ ସଂଘ ଏନ୍ଏଚ୍ଏଆଇର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି ।…
ଉଦାହରଣ ପାଲଟିଲେ ଶିକ୍ଷକ
ବରଗଡ଼ ଅଫିସ୍,୧୫।୨: ବରଗଡ଼ ଜିଲା ପଦ୍ମପୁର-ସୋହେଲା ବିଜୁ ଏକ୍ସପ୍ରେସ ରାସ୍ତାର କନସିଂହା ଛକ ନିକଟରେ ସୋମବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାର ୨ଜଣ ଆହତକୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଶିକ୍ଷକ ଦିବସ କୁମାର ସାହୁ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି।…
ଆଧାର ସାଜିଲା ଅଡ଼ୁଆ, ରାଜ୍ୟ ବୃତ୍ତି ଯୋଜନା ଆବେଦନରୁ ବଞ୍ଚିତ ହେଲେ ୩ ଛାତ୍ରୀ
ବରଗଡ଼ ଅଫିସ୍,୧୫।୨: ବରଗଡ଼ ଜିଲା ବିଜେପୁର ବ୍ଲକ ମୁଣ୍ଡୋମହୁଲ ଗ୍ରାମର ୩ ଜଣ ଛାତ୍ରୀ ଲିଲି ତରିଆ, ପୂଜା ଷାଣ୍ଢ ଏବଂ ପ୍ରୀତି ଭୁଏ ରାଜ୍ୟ ଛାତ୍ରବୃତ୍ତି ଯୋଜନାରେ ଆବେଦନ କରିବାରୁ ବଞ୍ଚିତ ହୋଇଛନ୍ତି । ସେଥିରେ ଆଧାର ପ୍ର୍ରତିବନ୍ଧକ ସାଜିଥିବା…
ବରଗଡ଼ରେ ଓଡ଼ିଶା ବନ୍ଦଡାକରାକୁ ସମର୍ଥନ
ବରଗଡ଼ ଅଫିସ,୧୫।୨: କେନ୍ଦ୍ର ସରକାରଙ୍କ ତୈଳ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ ଜିଲାରେ ସ୍ବତଃସ୍ଫୁର୍ତ୍ତ ସମର୍ଥନ ମିଳିଛି। ସୋମବାର ସକାଳ ୭ଟାରୁ ଜିଲାର ଦୋକାନ…

