ବରଗଡ଼ରୁ ୧୨୮ ନୂଆ କରୋନା ପଜିଟିଭ: ୨୩ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆନ ବ୍ୟାଙ୍କ ଶଟ୍ଡାଉନ
ବରଗଡ଼ ଅଫିସ,୨୨।୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଙ୍ଗଳବାର ଜିଲାରେ ପୁଣି ୧୨୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ବ୍ଲକର ୨୬, ବରଗଡ ପୌରାଞ୍ଚଳର ୩୬, ଅତାବିରା ବ୍ଲକର ୪, ଭେଡେନ…
କୃଷି ବିଲ୍କୁ ବିରୋଧ: ବରଗଡ଼ରେ ଆମ୍ ଆଦ୍ମୀ ପାର୍ଟିର ବିକ୍ଷୋଭ
ବରଗଡ଼ ଅଫିସ,୨୨।୯: କେନ୍ଦ୍ର ସରକାରଙ୍କ କୃଷି ବିଲ୍କୁ ନେଇ ସବୁଠି ବିରୋଧର ସ୍ବର ତୀବ୍ର ହେବାରେ ଲାଗିଛି। ମଙ୍ଗଳବାର ଆମ୍ ଆଦ୍ମୀ ପାର୍ଟି (ଆପ୍) ଏହାର ପ୍ରତିବାଦରେ ବରଗଡ଼ରେ ବିକ୍ଷୋଭ ଶୋଭାଯାତ୍ରା କରିଛି। ଏହା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଜ୍ୟୋତିରଞ୍ଜନ…
କଳାକାରଙ୍କୁ ଦିଆଯାଉ ଋଣ
ବରଗଡ଼ ଅଫିସ,୨୧।୯: ମହାମାରୀ କରୋନା ଯୋଗୁ କଳାକାରଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି। ଫଳରେ ଏଭଳି ବିପର୍ଯ୍ୟୟ ସମୟରେ ସମସ୍ତ କଳାକାରଙ୍କୁ ଋଣ ଦିଆଯାଉ ବୋଲି ଦାବି ହୋଇଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ନେତୃତ୍ୱରେ ପଶ୍ଚିମ ଓଡ଼ିଶା…
ବରଗଡରେ ୧୧୪ ନୂଆ କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୫୩୩୭ରେ ପହଞ୍ଚିଲା
ବରଗଡ ଅଫିସ,୨୨।୯- ବରଗଡ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ଜିଲାରେ ପୁଣି ୧୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଢ ବ୍ଲକର ୧୯, ବରଗଡ ପୌରାଞ୍ଚଳର ୨୯, ଅତାବିରା ୧୫, ଭେଡେନ ୯,…
ବରଗଡ଼ ପୋଲିସକୁ ବଡ଼ ସଫଳତା: ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ
ବରଗଡ଼ ଅଫିସ,୧୭ା୯: ବରଗଡ଼ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେଲା ଚୋରି, ଲୁଟ୍ କରି ଆତଙ୍କ ସୃଷ୍ଟି କରିଥିବା ଏକ ଗ୍ୟାଙ୍ଗକୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଗ୍ୟାଙ୍ଗର ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ,…
ବିନା ଭକ୍ତରେ ଧବଳମୁଖୀ ବେଶରେ ମା’ ସମଲେଶ୍ୱରୀ
ବରଗଡ଼ ଅଫିସ,୧୭ା୯: ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ଗୁରୁବାର ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। କୋଭିଡ୍-୧୯ କଟକଣାକୁ ଦୃଷ୍ଟିରେ ରଖି ଏହି ପୀଠରେ ମହାଳୟା ତିଥି ପାଳନ କରାଯାଉ ଥିବାବେଳେ ଅନ୍ୟବର୍ଷ ଭଳି ମା’ସମଲେଶ୍ବରୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ଭକ୍ତଙ୍କ…
ବରଗଡ଼ରେ ମାତିଲେ ଲୁଟେରା: ମହିଳାଙ୍କ ସୁନାଚେନ ଲୁଟି ୨ ଦୁର୍ବୃତ୍ତ ଫେରାର୍
ବରଗଡ଼ ଅଫିସ,୧୪।୯: ବରଗଡ଼ ସହରରେ ଅପରାଧୀ ସକ୍ରିୟ ହୋଇ ପଡିଛନ୍ତି। କେତେବେଳେ ଦାମି ଗାଡ଼ି ଏଠାରେ ଚୋରି ହେଉଛି ତ ଆଉ କେବେ ଦିନ ଦ୍ବିପ୍ରହରରେ ଲୁଟପାଟ ଚାଲିଛି। ସୋମବାର ପୂର୍ବାହ୍ନରେ ବରଗଡ଼ ମିନି ଷ୍ଟାଡିୟମ ପଛପଟ ନିକଟ ନେହେରୁ ଆସୋସିଏଶନର…
ଧାବିକା ଦୂତୀ ଚାନ୍ଦଙ୍କୁ ବରଗଡରେ ସମ୍ବର୍ଦ୍ଧନା
ବରଗଡ ଅଫିସ,୧୪।୯: ଓଡିଶାର ଗର୍ବ ଓ ଗୌରବ ଅର୍ଜୁନ ପୁରସ୍କାରପ୍ରାପ୍ତ ଅଲିମ୍ପିଆନ ଧାବିକା ଦୂତୀ ଚାନ୍ଦଙ୍କୁ ସୋମବାର ବରଗଡରେ ସମ୍ବର୍ଦ୍ଧିତ କରାଯାଇଛି। ମାଷ୍ଟର୍ସ ଗେମ୍ସ ଆସୋସିଏସନ, ଓଡିଶା ପକ୍ଷରୁ ବରଗଡ଼ର ଅଗ୍ରଗାମୀ ଯୁବକ ସଂଘ ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସମାରୋହରେ…
ବରଗଡ଼ରେ ପୁଣି ୧୪୬ କରୋନା ପଜିଟିଭ୍ : ଏକ ସେବାଶ୍ରମର ୮ ଶିଶୁ ଆକ୍ରାନ୍ତ
ବରଗଡ଼ ଅଫିସ,୧୩ା୯: ଜିଲାରେ ରବିବାର ପୁଣି ୧୪୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ସହର ଉପକଣ୍ଠ ବରଡୋଲ ସିମେଣ୍ଟ ନଗର ନିକଟ ବିମଳାଦେବୀ ସେବାଶ୍ରମର ୧୧ ଜଣ ଅନ୍ତେବାସୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣ ଶିଶୁ…
ବୃଦ୍ଧାଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ବରଗଡ଼ ଅଫିସ,୧୨ା୯: ବରଗଡ଼ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଜନୈକା ବୃଦ୍ଧାଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଶନିବାର ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଗୋବିନ୍ଦପୁର ଗ୍ରାମର ଗୋଲେଖ ଧରୁଆ(୨୮) ବୋଲି ବରଗଡ଼ ସଦର ଥାନା ଅଧିକାରୀ ଦିଲ୍ଲୀପ…
ବରଗଡ଼ରେ ୪ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ବରଗଡ଼ ଅଫିସ,୧୧ା୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ଶୁକ୍ରବାର ଜିଲାରେ ୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୩୯ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ୫୦ଜଣ ବରଗଡ଼…
ପିକ୍ଅପ୍ ଦୁର୍ଘଟଣାଗ୍ରସ୍ତ: ୫୦ ଫୁଟ ତଳକୁ ଛିଟିକି ପଡ଼ିଲେ ୪ ଜଣ
ବରଗଡ଼ ଅଫିସ,୧୦ା୯: ବରଗଡ଼ ଜିଲା ଅତାବିରା ପଟୁ ସମ୍ବଲପୁର ଆଡ଼କୁ ଯାଉଥିବା ଏକ ପରିବା ବୋଝେଇ ପିକ୍ଅପ୍ (ନଂ- ଓଆର ୦୩ ଏ ୦୪୩୪) ଗୁରୁବାର ୫୩ ନମ୍ବର ଜାତୀୟ ରାଜପଥର ଚକୁଳି ଫାର୍ମ ନିକଟ ସତୀଜୋର ବ୍ରିଜ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଛି।…
Archives


