କାଳବୈଶାଖୀରେ ଘର ଭାଙ୍ଗିଲା
ବରଗଡ଼ ଅଫିସ,୬ା୫: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ରାତିରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଥିଲା । ଏଥିରେ ଜିଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ପଞ୍ଚାୟତର ତିହାଡ଼ିଟିକ୍ରାରେ ବହୁଘରର ଛାତ...
ପ୍ରବାସୀ ଶ୍ରମିକଙ୍କୁ ମିଳୁନି କ୍ବାରାଣ୍ଟାଇନ ସେଣ୍ଟର, ରାସ୍ତା ଉପରେ ବିତୁଛି ଜୀବନ
ବରଗଡ଼ ଅଫିସ୍, ୬ା୫-ଝାରଖଣ୍ଡରୁ ଅତାବିରାକୁ ଆସିଥିବା ଏକ ପ୍ରବାସୀ ଶ୍ରମିକ ପରିବାରକୁ ହଟହଟା ହେବାକୁ ପଡ଼ିଛି। ରହିବା ପାଇଁ ଜାଗା ମିଳୁ ନଥିବା ଯୋଗୁ ସେମାନଙ୍କୁ ରାସ୍ତାକଡ଼ ଖୋଲା ଆକାଶତଳେ ଜୀବନ ଅତିବାହିତ କରିବାକୁ ପଡ଼ିଛି। ସୂଚନା ଅନୁଯାୟୀ, ଅତାବିରାରେ...
ଗାଡ଼ି ଡ୍ରାଇଭିଂ କରି ପ୍ରବାସୀ ଶ୍ରମିକଙ୍କୁ ନେଲେ ମନ୍ତ୍ରୀ
ସୋହେଲା, ୬ା୫(ଡି.ଏନ.ଏ.)-ବୌଦ୍ଧ, ସୋନପୁର, କଣ୍ଟାମାଳର ୧୨ଜଣ ଶ୍ରମିକ ଉତ୍ତର ପ୍ରଦେଶର ସିକନ୍ଦରାବାଦକୁ କାମ କରିବାକୁ ଯାଇଥିଲେ। ସେମାନେ ଏକ ଟ୍ରକ ଉପରେ ମଙ୍ଗଳବାର ଘରକୁ ଫେରୁଥିଲେ। ଫେରିବା ବାଟରେ ସୋହେଲା ନିକଟ ଲୁହୁରାଚଟିରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ...
ଗ୍ୟାସ ସିଲିଣ୍ଡର ବୋଝେଇ ଗାଡ଼ି ଓଲଟିଲା: ଯାତାୟତ ଠପ
ଅତାବିରା,୫।୫(ଡି.ଏନ.ଏ)-ବରଗଡ଼ ଜିଲା ଗୋଡ଼ଭଗା-ତୁରୁମ ରାସ୍ତାର ରୁଷୁଡ଼ା ମାର୍କେଟ୍ ୟାର୍ଡ଼ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଓଲଟି ପଡ଼ିଛି। ଗୋଡ଼ଭଗାରୁ ତୁରୁମ ଅଭିମୁଖେ ଉକ୍ତ ଟ୍ରକଟି ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଫଳରେ ରାସ୍ତାର...
ଧରିତ୍ରୀରେ ପ୍ରକାଶିତ ଖବର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କଲେ ସାମାଜିକ କର୍ମୀ
ବରଗଡ଼ ଅଫିସ୍,୫।୫-ଉତ୍ତରପ୍ରଦେଶର ନୋଇଡ଼ାସ୍ଥିତ ଆର୍ଷ ଗୁରୁକୁଳରେ ବରଗଡ଼ ଜିଲାର ୪୨ଜଣ ଛାତ୍ରୀଛାତ୍ର ଫସି ରହିଛନ୍ତି। ଏ ନେଇ ଅଭିଭାବକମାନେ ସ୍ଥାନୀୟ ପ୍ରଶାସନ ନିକଟରେ ଦୃଷ୍ଟି ଆକର୍ଷଣ କରିଥିଲେ। ସୋମବାର ଏ ନେଇ ଧରିତ୍ରୀରେ ନୋଇଡ଼ାରେ ଫସିଛନ୍ତି ବରଗଡ଼ର ୪୨ ଛାତ୍ରୀଛାତ୍ରୀ...
ମଧ୍ୟପ୍ରଦେଶରେ ଫସିଛନ୍ତି ୧୪ ଶ୍ରମିକ: ଉଦ୍ଧାର ପାଇଁ ଟୁଇଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ସାମାଜିକ କର୍ମୀ
ବରଗଡ଼ ଅଫିସ୍,୫।୫-ସାରା ଦେଶରେ ଲକ ଡାଉନ ଜାରି ରହିଛି। ଏପରିସ୍ଥିତିରେ ଗୁଜୁରାଣ ମେଣ୍ଟାଇବା ପାଇଁ ମଧ୍ୟପ୍ରଦେଶ ଯାଇଥିବା ବରଗଡ଼ ଓ ସୁନ୍ଦରଗଡ଼ ଜିଲାର ୧୪ ଜଣ ଶ୍ରମିକ ସେଠାରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉକ୍ତ ଶ୍ରମିକମାନେ...
ଡୁଙ୍ଗୁରି ଖଣିରେ ଶ୍ରମିକ ଅଶାନ୍ତି
ବରଗଡ଼ ଅଫିସ୍,୪।୫: ଏସିସି ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ଅଧୀନ ଡୁଙ୍ଗୁରି ଖଣିରେ ଶ୍ରମିକ ଅଶାନ୍ତି ଦେଖାଯାଇଛି । ଲକ୍ ଡାଉନ୍ ଅବଧିରେ କାର୍ଯ୍ୟ କରିଥିଲେ ସୁଦ୍ଧା ସେମାନଙ୍କୁ ସେମାନଙ୍କ ପାରିଶ୍ରମିକ ଦେଇ ନ ଥିବା ଖଣିର କେତେକ ଶ୍ରମିକ...
ସାଇକେଲରେ ବିହାର ଗଲେ ୧୦ ଶ୍ରମିକ
ବରଗଡ଼ ଅଫିସ୍,୨।୫ ଲକ୍ ଡାଉନ୍ ଯୋଗୁ ପ୍ରବାସୀ ଶ୍ରମିକଙ୍କ ଚିନ୍ତା ବଢ଼ିଯାଇଛି । ରୋଜଗାର ବନ୍ଦ ହୋଇ ପଡ଼ିଥିବାବେଳେ ସେମାନେ ଘରକୁ ଫେରିପାରୁ ନାହାନ୍ତି । ଅନ୍ୟପଟେ ସେମାନେ ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି...
୨୧୧ ଅମାନିଆ ଗଣିଲେ ୪୨,୭୦୦ ଟଙ୍କା
ବରଗଡ଼ ଅଫିସ୍,୨।୫: କରୋନା(କୋଭିଡ୍-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍ ଡାଉନ୍ କଟକଣା ଲାଗୁ ହୋଇଥିବାବେଳେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ଗୁରୁତ୍ୱ ଦିଆଯାଉଛି । ମାତ୍ର କେତେକ ସ୍ଥଳେ ଲୋକେ ଏହାକୁ ଉଲ୍ଲଂଘନ...
ଗରିବ, ଅସହାୟଙ୍କୁ ମାସ୍କ
ବରଗଡ଼ ଅଫିସ୍,୨।୫: ଭାରତ ସ୍କାଉଟ୍ ଆଣ୍ଡ୍ ଗାଇଡ୍ର ବରଗଡ଼ ଶାଖା ଗରିବ, ଅସହାୟଙ୍କୁ ମାସ୍କ ବାଣ୍ଟିଛି । ଭାଗୀରଥି ମହାରଣାଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ଗାନ୍ଧୀଛକ, କଚେରୀ ଛକ, ଭଟଲି ରୋଡ୍ ଛକ, ରାଣାପ୍ରତାପ ସ୍କୁଲ ସମ୍ମୁଖ ଆଦି ସ୍ଥାନରେ ୨ହଜାର...
ଅଭାବ ଦୂର କଲା ୩୨ ୟୁନିଟ୍ ରକ୍ତ
ବରଗଡ଼ ଅଫିସ୍,୨।୫: କରୋନା(କୋଭିଡ୍-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ କଟକଣା ଲାଗୁ ହୋଇଛି । ଏଥିପାଇଁ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଶନିବାର ବରଗଡ଼ର...
ବରଗଡ଼ର ୩୫ ଶ୍ରମିକଙ୍କୁ ପଞ୍ଚାୟତ ଅଫିସରେ ଆଶ୍ରୟ ଦେଲା ପୁରୀ ଜିଲା ପ୍ରଶାସନ
ବରଗଡ଼ ଅଫିସ୍,୨।୫: ପୁରୀ ଜିଲା କୋଣାର୍କ ନିକଟ ଅଚ୍ୟୁତପୁରରେ ଇଟାଭାଟିରେ କାମ କରୁଥିବା କେତେକ ଶ୍ରମିକଙ୍କୁ ସେଠାକାର ଜିଲା ପ୍ରଶାସନ ସହଯୋଗ କରିଛି। ଏହି ଶ୍ରମିକମାନଙ୍କ ଘର ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛେତଗାଁରେ। ଏହି...
Archives


