ବରଗଡ଼

ସମସ୍ୟା ନେଇ ତାତିଲେ ଚାଷୀ: ୧୭ରେ ବସିବ ମହାପଞ୍ଚାୟତ, ୩୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ସହ ଆଲୋଚନା ହେବ ଏ ସବୁ…

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମେଲଛାମୁଣ୍ଡାରେ ଗୁରୁବାର ଏକ ଚାଷୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ମେଲଛାମୁଣ୍ଡା କୃଷକ ସଂଗଠନ ପକ୍ଷରୁ ଆୟୋଜିତ ଉକ୍ତ ବୈଠକରେ ୬ ପଞ୍ଚାୟତର ଚାଷୀ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଚାଷୀ ସମ୍ମିଳନୀରେ ଚାଷୀନେତା ରମେଶ ମହାପାତ୍ର ଯୋଗଦେଇ…

ଛାତ୍ରୀଛାତ୍ରଙ୍କୁ ମାଡ଼ମାରିବା ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା: ନିଲମ୍ବନ କଲେ ବିଇଓ

ଝାରବନ୍ଧ, ୬।୨(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଠାକୁରଦିଆ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମାଡ଼ ମାରିବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ଛାତ୍ରୀଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ପାଇବା ପରେ ଝାରବନ୍ଧ ବ୍ଳକ ଶିକ୍ଷା ଅଧିକାରୀ(ବିଇଓ) ଶୁଭମ କୁମାର…

ବରଗଡ଼ରେ ଚାଞ୍ଚଲ୍ୟ: ହାତୁଡିରେ ପିଟିପିଟି ମହିଳାଙ୍କୁ ହତ୍ୟା

ବରଗଡ଼, ୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ମହାରାଜା ଗଳି ନିକଟରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ହାତୁଡିରେ ପିଟିପିଟି ଜଣେ ମହିଳାଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତ ମହିଳା ଜଣକ ହେଲେ, ସୁବାଷିନୀ ସେଠ(୫୪)। ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ…

ସମସ୍ୟା ନେଇ ତାତିଲେ ଚାଷୀ, ୨୧ରେ ଆନ୍ଦୋଳନ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବଜାର ପ୍ରାଙ୍ଗଣରେ ବୁଧବାର ଚାଷୀ ସଙ୍ଗଠନ ଜୟ କିସାନ ଆନ୍ଦୋଳନର ବ୍ଲକସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟୁତ ସମସ୍ୟା, ଧାନ ମଣ୍ଡି ବ୍ୟବସ୍ଥାରେ ମିଲର୍ସଙ୍କ ଭୂମିକା ଏବଂ ସାର କଳାବଜାର ଉପରେ ଆଲୋଚନା…

ଥିଲାବାଲାଙ୍କୁ ଅନୁକମ୍ପା, ଗରିବଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ):ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବରଗଡ଼ ସବୁବେଳେ ଚର୍ଚ୍ଚାର ବିଷୟ ହୋଇ ପଡିଛି। ଏଠାରେ ଉଚ୍ଚ ନ୍ୟାୟାଳୟର ବାରମ୍ବାର ଆଦେଶ ସତ୍ତ୍ୱେ ରାସ୍ତାପାର୍ଶ୍ୱ ଜବରଦଖଲକାରୀଙ୍କୁ ହଟାଯାଉ ନାହିଁ, ଅନ୍ୟପଟେ ଗରିବ ଠେଲା ଦୋକାନୀଙ୍କୁ ଉଚ୍ଛେଦ ପାଇଁ ପ୍ରଶାସନ ଆଗଭର ହୋଇ…

ବରଗଡ଼ରେ ଯୋଗଦେଲେ ନୂଆ ଜିଲା ଶିକ୍ଷାଧିକାରୀ

ବରଗଡ଼,୫ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ନୂଆ ଜିଲା ଶିକ୍ଷା ଅଧିକାରୀ ଭାବେ ବିଶ୍ୱନାଥ ସାହୁ ବୁଧବାର ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ମାଲକାନଗିରି ଜିଲା ଶିକ୍ଷା ଅଧିକାରୀଭାବେ ଅବସ୍ଥାପିତ ଥିଲେ। ବୁଧବାର ସେ ବରଗଡ଼ରେ ଯୋଗ ଦେବା ଅବସରରେ ଅତିରିକ୍ତ ଜିଲା…

ବିକଶିତ ଗାଁ’ ବିକଶିତ ଓଡିଶା” ଯୋଜନାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ସମାରୋହ

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ତଥା ଗ୍ରାମୀଣ ଜୀବନଧାରଣର ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ “ବିକଶିତ ଗାଁ’ ବିକଶିତ ଓଡିଶା” ଯୋଜନାର ଶୁଭାରମ୍ଭ କରିଛନ୍ତି।…

ପଦ୍ମପୁରରେ ବଡ଼ଧରଣର ବାଇକ୍‌ ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ, ୭ ଗିରଫ

ପଦ୍ମପୁର,୫ା୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ବାଇକ ଚୋର ମାତିଥିବାରୁ ପୋଲିସ ପକ୍ଷରୁ ଏକ ବଡ଼ଧରଣର ପଦକ୍ଷେପ ନେବାକୁ ଆରକ୍ଷୀ ଅଧୀକ୍ଷକ ପିଏସ୍‌ ମୀନା ଆଦେଶ ଦେଇଥିଲେ। ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଅମ୍ରିତ ପାଳ କୌର ଓ ଥାନା…

ହଠାତ ପାରାଫିନ୍ ବୋଝେଇ ଟ୍ୟାଙ୍କରରେ ଲାଗିଲା ନିଆଁ: ଅଞ୍ଚଳ ଧୂଆଁମୟ

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡା ନିକଟ ବିକାଶ ଛକ ନିକଟରେ ବୁଧବାରପାରାଫିନ୍ ବୋଝେଇ ଏକ ଟ୍ୟାଙ୍କରରେ ଅଗ୍ନିକାଣ୍ଡ ଘଟିଥିଲା। ଟ୍ୟାଙ୍କରରେ ଆକସ୍ମିକ ଭାବରେ ନିଆଁ ଲାଗିଯାଇଥିଲା। ଫଳରେ ଟ୍ୟାଙ୍କର ଜଳି ଉଠାବା ସହ ଅଞ୍ଚଳ ଧୂଆଁମୟ ହୋଇ ପଡିଥିଲା।…

କ୍ରିକେଟରେ ଭାଗନେବାକୁ ତରଣୀଙ୍କ ଗ୍ବାଲିୟର ଗସ୍ତ

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ):ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ବୁଧବାରରୁ ଆରମ୍ଭ ହେବାକୁ ଥିବା ଜାତୀୟ ହୁଇଲ ଚେୟାର କ୍ରିକେଟ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ଭାଗ ନେବ। କେନ୍ଦୁଝରର ଦିବ୍ୟାଙ୍ଗ ଖେଳାଳି ଅଭୟ କୁମାର ଜେନାଙ୍କ ନେତୃତ୍ୱରେ ଓଡ଼ିଶାର ୧୪ଜଣିଆ ଦଳ ଏଥିରେ ସାମିଲ ହୋଇଛନ୍ତି। ସେମାନଙ୍କ…

ସୁଶାନ୍ତଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ନବୀନ

ଭୁବନେଶ୍ୱର,୪।୩: ପୂର୍ବତନ ମନ୍ତ୍ରୀ ତଥା ବରଗଡ଼ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁଶାନ୍ତ ସିଂ ଗୁରୁତର ହୋଇପଡ଼ିଛନ୍ତି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସୁଶାନ୍ତଙ୍କ ଭେଟିବା ପାଇଁ…

ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲକୁ ହରାଇଲା କ୍ରୀଷ୍ଣା ବିକାଶ ସ୍କୁଲ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ):ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ପକ୍ଷରୁ ସ୍ଥାନୀୟ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଚାଲିଥିବା ଜିଲା ଆନ୍ତଃସ୍କୁଲ କ୍ରିକେଟ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଉକ୍ତ ପ୍ରତିଯୋଗିତାରେ ବରଗଡ଼ କ୍ରିଷ୍ଣା ବିକାଶ ସ୍କୁଲ ପ୍ରତିପକ୍ଷ ବରପାଲିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?