ବରଗଡ଼

୬ ଶିକାରୀ ଗିରଫ, ଭାଲୁ ନଖ ଜବତ

ବରଗଡ଼,୧୬।୯(ପ୍ରେମାନନ୍ଦ ଖମାରୀ): ବନ୍ୟପ୍ରାଣୀଙ୍କ ବେଆଇନ କାରବାର ଅଭିଯୋଗରେ ବରଗଡ ବନ ବିଭାଗ ଭଟଲି ଫରେଷ୍ଟ ରେଞ୍ଜ୍‌ ପକ୍ଷରୁ ଶୁକ୍ରବାର ୬ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ବର ଜିଲା ଚାନ୍ଦିପୁରର ମନୋରଞ୍ଜନ ନନ୍ଦ(୨୪), ସଞ୍ଜୟ ଦାଶ(୩୮), ବରଗଡ ଜିଲା…

୩ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ

ଭୁବନେଶ୍ୱର, (ଅଭିଜିତ ଦାସ)/ବଲାଙ୍ଗୀର (ବୀରେନ୍ଦ୍ର ଝାଙ୍କର) /ବରଗଡ (ପ୍ରେମାନନ୍ଦ ଖମାରୀ) /ସୁନ୍ଦରଗଡ,୧୬।୯ (ଜୟ ନାରାୟଣ ମେଣ୍ଡୁଳି): ରାଜ୍ୟରେ ଏବେ ଡେଙ୍ଗୁ ସହ ଚିନ୍ତା ବଢ଼ାଇଛି ସ୍କ୍ରବ୍‌ ଟାଇଫସ୍‌। ଗତ କିଛିଦିନ ହେବ ଚିଗର ନାମକ ବିଷାକ୍ତ ପୋକ କାମୁଡାରୁ ଏହି ସ୍କ୍ରବ…

ଧରାପଡ଼ିଲେ ୬ ଶିକାରୀ: ପିସ୍ତଲ, ଭାଲୁ ନଖ ଜବତ

ବରଗଡ଼,୧୫।୯(ପ୍ରେମାନନ୍ଦ ଖମାରୀ): ବନ୍ୟପ୍ରାଣୀଙ୍କ ବେଆଇନ କରବାର କରୁଥିବା ଅଭିଯୋଗରେ ବରଗଡ଼ ବନ ବିଭାଗ ଭଟଲି ଫରେଷ୍ଟ ରେଞ୍ଜ କର୍ମଚାରୀ ଶୁକ୍ରବାର ୬ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି । ସେମାନେ ହେଲେ ବାଲେଶ୍ବର ଜିଲା ଚାନ୍ଦିପୁରର ମନୋରଞ୍ଜନ ନନ୍ଦ(୨୪), ସଞ୍ଜୟ ଦାଶ(୩୮), ବରଗଡ଼…

ଶିକ୍ଷକଙ୍କ ଆନ୍ଦୋଳନ, ପାଠପଢା ଠପ୍‌

ବରଗଡ଼,୧୫।୯(ପ୍ରେମାନନ୍ଦ ଖମାରୀ): ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ପ୍ରକାରର ଠିକା ନିଯୁକ୍ତି ଉଚ୍ଛେଦ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବିରେ ରାଜ୍ୟବ୍ୟାପୀ ଶିକ୍ଷକଙ୍କ ଆନ୍ଦୋଳନ ଚାଲିଛି। ଏଥିରୁ ବରଗଡ଼ ଜିଲା…

ବରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ : ୨ସପ୍ତାହରେ ୫ମୃତ

ବରଗଡ ୧୨।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାରେ ସ୍କ୍ରବ ଟାଇଫସ ରୋଗ ଏବେ ଆତଙ୍କ ଖେଳାଇ ଦେଇଛି। ଜିଲାରେ ଗତ ୨ସପ୍ତାହ ମଧ୍ୟରେ ୫ଜଣଙ୍କ ମୃତ୍ୟୁ ହେଲାଣି। ସେହିପରି ଅନେକ ଆକ୍ରାନ୍ତ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ଏକ…

ଇଥାନଲ ପ୍ଲାଣ୍ଟକୁ ବିରୋଧ

ବରଗଡ଼,୧୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରଗଡ଼ ବ୍ଲକର ଏସ୍‌. ଡୁମ୍ବେରପାଲି ଏବଂ ସୋହେଲା ବ୍ଲକ ଅଧୀନ ଲେବିଡ଼ି ପଞ୍ଚାୟତରେ ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟକୁ ନେଇ ବିରୋଧ ତେଜିଛି। ଏନେଇ ସୋମବାର ଅଞ୍ଚଳବାସୀ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ…

କୀଟନାଶକ ପିଇ ପୂରା ପରିବାର ଶେଷ

ସୋହେଲା,୧୧ା୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ମାଷ୍ଟରପଡ଼ାର ଗୋଟିଏ ପରିବାରର ୩ ସଦସ୍ୟ କୀଟନାଶକ ପିଇବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗୋଟିଏ ପରିବାରର ୩ ସଦସ୍ୟ କୀଟନାଶକ ପିଇ ରବିବାର ଭୀମସାର୍‌, ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ସୋହେଲା ମାଷ୍ଟରପଡ଼ାର…

ଗୋଟିଏ ପରିବାରର ୩ଜଣ ପିଇଦେଲେ କୀଟନାଶକ

ସୋହେଲା,୧୦ା୯(ଅଶ୍ବିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅଧୀନ ମାଷ୍ଟରପଡ଼ାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୩ଜଣ ବିଷପାନ କରିବା ଅଞ୍ଚଳରେ ଆଲୋଡନ ଖେଳାଇ ଦେଇଛି। ସେମାନେ ହେଲେ କୁମୁଦିନୀ ସାହୁ(୫୦), ପୁଅ ବଂଶୀଧର(୨୫) ଏବଂ ଝିଅ…

ମା’ ସମଲେଇଙ୍କ ପୀଠରେ ଧାର୍ଯ୍ୟ ହେଲା ନୂଆଖାଇ ଲଗ୍ନ

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଶନିବାର ଅପରାହ୍ନ ୪ଟାରେ ଚଳିତ ବର୍ଷର ନୂଆଖାଇ ଲଗ୍ନ ଧାର୍ଯ୍ୟ କରାଯାଇଛି। ପୂର୍ବ ଘୋଷଣା ଅନୁଯାୟୀ, ଆଜି ନିର୍ଦ୍ଧାରିତ ସମୟରେ ପଣ୍ଡିତମାନେ ଏକତ୍ରିତ ହୋଇ ଏହି ଲଗ୍ନ ନିର୍ଘଣ୍ଟ କରିଥିଲେ।…

ପ୍ରଥମରୁ କମ୍ପାନୀ ଆଳ, ବଢୁଛି ଚାଷୀ ଅସନ୍ତୋଷ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କୃଷକଙ୍କ ପାଇଁ ରକ୍ଷା କବଚ କହି କେନ୍ଦ୍ର ସରକାର ୨୦୧୬ ଆର୍ଥିକ ବର୍ଷରୁ ସାରା ଦେଶରେ ଏହାକୁ ରାଜ୍ୟ ସରକାରଙ୍କ ସହଯୋଗରେ କାର୍ଯ୍ୟକାରୀ କରୁଛନ୍ତି। ହେଲେ ନାନା ଆଳ ଦେଖାଇ ବୀମା କମ୍ପାନୀ ଏହି…

ଖୋଲାଖୋଲି ଅପେରା ପ୍ରଦର୍ଶନ: ତେଜିଲା ଅସନ୍ତୋଷ

ବରଗଡ଼/ଭେଡ଼େନ,୮।୯(ପ୍ରେମାନନ୍ଦ ଖମାରୀ/ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଧୀନଖୁଣ୍ଟୁଲିପାଲିରେ ଅପେରା(ଯାତ୍ରାପାର୍ଟି) ପୋଷ୍ଟର ଚିରା ଏବଂ ପରବର୍ତ୍ତୀ ଘଟଣାକ୍ରମକୁ ନେଇ ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି । ପୋଷ୍ଟର ଚିରା ଘଟଣାରେ ଗିରଫ ହୋଇ କୋଶଲ ସେନାର ଦୁଇ କର୍ମୀ…

ଯୁବତୀଙ୍କ ଗଳାକାଟି ହତ୍ୟା: ନଦୀପଠାରୁ ମିଳିଲା ରକ୍ତ ଜୁଡ଼ୁଜୁଡ଼ୁ ମୃତଦେହ 

ବରଗଡ଼,୬।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ  ଭଡ଼ିଗାଁ ଏବଂ ସୋହେଲା ବ୍ଲକ ଅନ୍ତର୍ଗତ ଶ୍ରୀଗିଡ଼ା ଗ୍ରାମ ମଝିରେ ପ୍ରବାହିତ ଜୀରାନଦୀ ପୋଲ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ ନିର୍ମମଭାବେ ହତ୍ୟା କରାଯାଇଛି। ଏକ ଧାରୁଆ ଅସ୍ତ୍ରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri