୨ କୁଇଣ୍ଟାଲର ମାଛ
ବାଲେଶ୍ୱର,୧୩।୧୦: ଦିଘା ମୁହାଣରେ ଥିବା ମାଛ ମାର୍କେଟରେ ଶୁକ୍ରବାର ଏକ ବିରାଟକାୟ କୋଇଭୋଲା ମାଛ ବିକ୍ରି ହୋଇଛି। ମାଛଟିର ଓଜନ ୨ କୁଇଣ୍ଟାଲ ହେବ। କୋଲକାତାର ଏକ ଫାର୍ମା କମ୍ପାନୀ ମାଛଟିକୁ ୧ ଲକ୍ଷ ୨୭ ହଜାର ଟଙ୍କାରେ କିଣଛି। ପାରାଦୀପରୁ…
ଧରାହେଲା ୧୨ ଫୁଟ ଲମ୍ବର କୁମ୍ଭୀର
ଭୋଗରାଇ,୧୩ା୧୦(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ତାଳସାରୀ ବେଳାଭୂମିରୁ ୧୨ ଫୁଟ ଲମ୍ବର ଏକ ବଉଳା କୁମ୍ଭୀରକୁ ଉଦୟପୁର ବନବିଭାଗ ଶୁକ୍ରବାର ସକାଳେ କାବୁ କରିଛି। କୁମ୍ଭୀରକୁ ସେଠାରୁ ଆଣି ଡାକ୍ତରୀ ପରୀକ୍ଷା ପାଇଁ ବାଲେଶ୍ୱର ମୁଖ୍ୟ ପ୍ରାଣୀଧନ ଚିକିତ୍ସାଳୟକୁ ପଠାଯାଇଛି।…
ବର୍ଷାରେ ଖରିଫ ଧାନଚାଷ ବ୍ୟାପକ କ୍ଷତି
ଜଳେଶ୍ୱର, ୧୨ା୧୦(ରବିନାରାୟଣ ପାତ୍ର) ଗତ କିଛିଦିନ ତଳେ ଲଘୁଚାପଜନିତ ବର୍ଷାରେ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଞ୍ଚଳର ୧୧୫୭ ହେକ୍ଟର ଜମି ବୁଡ଼ିରହିଥିଲା। କ୍ଷୟକ୍ଷତି ଆକଳନ ଚାଲିଥିବା ବେଳେ ବହୁ ସ୍ଥାନରୁ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ବର୍ଷା ପରେ…
୩ ମାସରେ ଡ୍ରେନ୍ ଫାଟି ଆଁ
ରାଇବଣିଆ, ୧୧।୧୦(ନବୀନ ସାହୁ):ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ପେଣ୍ଡରାସାହି ଗ୍ରାମର ୪ ନଂ. ୱାର୍ଡରେ ୩ ମାସ ହେଲା ନିର୍ମାଣ ହୋଇଥିବା ଡ୍ରେନ ଏବେ ଫାଟି ଆଁ କଲାଣି। ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି। ବର୍ଷାପାଣି ଡ୍ରେନ ଦେଇ…
ଭିକ ମାଗି ଚଳୁଛନ୍ତି କାଉନସିଲର
ସୋର, ୧୦ା୧୦(ଜନ୍ମେଜୟ ମିଶ୍ର):ବାଲେଶ୍ୱର ଜିଲା ସୋର ପୌରପାଳିକା ଅଧୀନ ୭ ନମ୍ବର ୱାର୍ଡର କାଉନସିଲର ଦୁର୍ଗା ସିଂ ଭିକ ମାଗି ପରିବାର ଚଳାଇବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ପ୍ରସବଜନିତ କାରଣରୁ ସେ ଆଉ କାମ କରିବାକୁ ଯାଇପାରୁ ନ…
ଷଣ୍ଢ ବୋଝେଇ ଟ୍ରକ୍ ଜବତ
ରୂପସା, ୯।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ୧୬ ନଂ. ଜାତୀୟ ରାଜପଥ ଏବେ ଗୋଚାଲାଣକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ରାଜପଥରେ ପୁଣି ଗୋଚାଲାଣକାରୀ ଓ ଦଲାଲମାନେ ସକ୍ରିୟ ହୋଇପଡ଼ିଛନ୍ତି। ବସ୍ତା ଥାନା ଅଧୀନ ଏହି ଜାତୀୟ ରାଜପଥର ବରୁଣଗଡ଼ିଆ ଛକ ନିକଟରେ…
ଚକଡ଼ା ପୋକକୁ ନେଇ ଚିନ୍ତାରେ ଚାଷୀ
ନୀଳଗିରି,9ା୧୦(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର ପ୍ରାୟ ୩୦୦ ଏକରରୁ ଊଦ୍ଧର୍ବ ଜମିରେ ଚକଡ଼ା ପୋକ ଲାଗି ଧାନ ଫସଲ ନଷ୍ଟ ହୋଇଛି। ଅମଳ ପୂର୍ବରୁ ଏଭଳି ଅବସ୍ଥା ଦେଖି ଚାଷୀ ଚିନ୍ତାରେ ପଡ଼ିଛନ୍ତି। ବ୍ଲକ ସିଆଡ଼ିମାଳ ପଞ୍ଚାୟତର ଜଗନ୍ନାଥପୁର, ଗୋକୁଳପାଣି,…
ମୁକୁଳା ନଦୀବନ୍ଧ, ତଳିଆ ଅଞ୍ଚଳ ଜଳମଗ୍ନ
ବାଲିଆପାଳ, ୭।୧୦(ଗୋପାଳ ଚନ୍ଦ୍ର ସାହୁ): ଗୁରୁବାରଠାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳୁଛି। ବନ୍ୟାଜଳ ରାଜଘାଟଠାରେ ସନ୍ଧ୍ୟା ସୁଦ୍ଧା ବିପଦସଂକେତଠାରୁ ବହୁ ତଳେ ଅର୍ଥାତ ୯.୩୫ ମିଟରରେ ରହିଛି। ମାତ୍ର ମୁକୁଳା ନଦୀବନ୍ଧ ପାଇଁ ତଳିଆ ଅଞ୍ଚଳ ଜଳମଗ୍ନ…
ଭୁଲ୍ ଇଞ୍ଜେକ୍ଶନ ଯୋଗୁ ପାର୍ଶ୍ୱ ପ୍ରତିକ୍ରିୟା
ସୋର, ୭ା୧୦(ଜନ୍ମେଜୟ ମିଶ୍ର): ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହି ଜଙ୍ଗଲ ପାଦଦେଶରେ ରହୁଥିବା ଗ୍ରାମବାସୀଙ୍କ ଛେଳି ଓ ଗୋରୁଙ୍କୁ ଗତ ଗୁରୁବାର ଇଞ୍ଜେକ୍ସନ ଦିଆଯାଇଥିବା ବେଳେ ଏହାର ପ୍ରଭାବରେ ଗତ ଦୁଇଦିନ ମଧ୍ୟରେ ୮ ଛେଳି ମରିଯାଇଥିବା ଗ୍ରାମବାସୀ ଅଭିଯୋଗ…
ସିକିମ୍ରେ ଫସି ରହିଛନ୍ତି ନୀଳଗିରିର ସତ୍ୟସୁନ୍ଦର
ନୀଳଗିରି,୭ା୧୦(ପ୍ରଶାନ୍ତ ବିଶ୍ୱାଳ): ସିକିମରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଫସି ରହିଛନ୍ତି ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଯୁବ ଇଞ୍ଜିନିୟର ସତ୍ୟସୁନ୍ଦର ବାରିକ। ତାଙ୍କ ସହ ବିଭିନ୍ନ ରାଜ୍ୟର ଆଉ ୭ଜଣ ଯୁବକ ଷ୍ଟାଫ୍ କ୍ୱାର୍ଟର୍ସରେ ଫସି ରହିଛନ୍ତି। ଚାରିଆଡେ ଖାଲି ପାଣି…
ରାତିରେ ଶାଳଗଛ କାଟିଲେ ମାଫିଆ, ଜଣେ ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମାଦେଲେ ମହିଳା
ରୂପ୍ସା,୬ା୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପ୍ସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ଅଞ୍ଚଳରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଗୁରୁବାର ରାତିରେ ୮/୧୦ ଜଣ କାଠ ମାଫିଆ ଓ ଗଛ କଟାଳି ସ୍ଥାନୀୟ ଜଙ୍ଗଲରୁ ଏକ ବୃହତ ଶାଳଗଛ…
ଦୃଷ୍ଟିହୀନ ସ୍ବାମୀଙ୍କୁ ଧରି ଭିକ ମାଗୁଛନ୍ତି ଚନ୍ଦ୍ରମଣି
ଖଇରା,୬।୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅମରିଆ ଗ୍ରାମର ଚନ୍ଦ୍ରମଣି ମୁଖୀଙ୍କ ଗୋଟିଏ ପରେ ଗୋଟିଏ ଦୁଃଖ ଭୋକ ଶୋଷ ଛଡାଇନେଇଛି। ସେହି ଦୁଃଖକୁ ଏବେ ସେ କାନ୍ଧ ଗାମୁଛା କରି ୪ ପେଟ ପାଇଁ ଦାନା, ଦୃଷ୍ଟିହୀନ ସ୍ବାମୀଙ୍କ…
Archives


