କମୁନି ଚଳନ୍ତା ଟ୍ରେନରୁ କୋଇଲା ଚୋରି
ଭଦ୍ରକ ଅଫିସ, ୨୮।୬ – ଭଦ୍ରକ-ଧାମରା ରେଳପଥରେ ଚଳନ୍ତା ଟ୍ରେନରୁ କାଇଲା ଚୋରି କମୁନି। ଏହି କୋଇଲା ଚୋରା ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦିନଦ୍ୱିପ୍ରହରେ ଚଳନ୍ତା ଟ୍ରେନରୁ କୋଇଲା ଚୋରି କରାଯାଉଥିଲେ ମଧ୍ୟ ଏଥିପ୍ରତି ପୋଲିସ କିମ୍ବା ବନ୍ଦର…
ପୋଲିସ ଉପସ୍ଥିତିରେ ଟଳିଲା ବ୍ଲକ, ବ୍ୟାଙ୍କ ବିବାଦ
ଖଇରା, ୨୮।୬(ଡି.ଏନ.ଏ.)-ଖଇରା ବ୍ଲକର କେତେକ କର୍ମଚାରୀ ଓ ଖଇରା ଷ୍ଟେଟ ବ୍ୟାଙ୍କ ଶାଖାର ପରିଚାଳକ ବିଷ୍ଣୁ ମୋହନ ମହାପାତ୍ରଙ୍କ ମଧ୍ୟରେ ବୁଧବାର ହୋଇଥିବା ଗଣ୍ଡଗୋଳ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ସମାଧାନ ହୋଇଛି ା ଗରୁବାର ପୂର୍ବାହ୍ନରେ ପ୍ରଥମେ ଖଇରା…
୩ ମାସ ପରେ ଖୋଲିଲା ଝୋଟ କାରଖାନା
ରୂପ୍ସା, ୨୮।୬(ଡି.ଏନ୍.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ରୂପ୍ସା ଜୟକିଶନ ଦାସମଲ ଝୋଟ କାରଖାନା ଗୁରୁବାରଠାରୁ ଚାଲୁ କରାଯାଇଛି। ଦୀର୍ଘ ୩ ମାସ ଧରି ଏହି କାରଖାନା ବନ୍ଦ ରହିଥିଲା। ଶ୍ରମିକଙ୍କ ମଜୁରି ମାସିକ ୧ହଜାର ଟଙ୍କା ବୃଦ୍ଧି କରାଯିବା…
ପୃଥ୍ବୀ-୨ର ବ୍ୟବହାରିକ ପରୀକ୍ଷା
ବାଲେଶ୍ୱର ଅଫିସ, ୨୮ା୬- ବାଲେଶ୍ୱର ଜିଲା ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଉତ୍କ୍ଷେପଣ କେନ୍ଦ୍ରରୁ ଗୁରୁବାର ରାତି ୮ଟା ୩୦ ମିନିଟ୍ରେ ପୃଥ୍ବୀ-୨ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷା କରାଯାଇଛି। ରାତ୍ରକାଳୀନ ଏହି ପରୀକ୍ଷା ସଫଳ ହୋଇଥିବା ବିଭଗୀୟ ସୂତ୍ରରୁ…
ପୂର୍ବ ଶତ୍ରୁତାରୁ ଆକ୍ରମଣ, ୩ ଗୁରୁତର
ବାଲେଶ୍ୱର ଅଫିସ, ୨୭।୬-ବାଲେଶ୍ୱର ସଦର ଥାନା ମୁଣ୍ଡାପାଳ ହାଟ ନିକଟରେ ବୁଧବାର ରାତି ପ୍ରାୟ ସାଢେ ୧୦ଟା ବେଳେ ପୂର୍ବ ଶତ୍ରୁତାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ୨ଜଣ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା…
ଭଦ୍ରକ ହେବ ସ୍ମାର୍ଟସିଟି: ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ
ଭଦ୍ରକ ଅଫିସ, ୨୭।୬- ଭଦ୍ରକ ସହରକୁ ସ୍ମାର୍ଟସିଟି କରାଯିବା ପାଇଁ ନବନିର୍ବାଚିତ ବିଧାୟକ ସଞ୍ଜୀବ ମଲ୍ଲିକ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସହର ସାରା ଅଧିକାଂଶ ରାସ୍ତାକଡ଼ ଜବରଦଖଲକାରୀଙ୍କ କବ୍ଜାରେ ରହିଥିବାରୁ ତାହା ସମସ୍ୟା ସୃଷ୍ଟି କରୁଥିଲା। ପ୍ରଥମ ପର୍ଯ୍ୟାୟରେ ଗୁରୁବାର ଜିଲାପାଳଙ୍କ…
ଧଳା ପେଚା ଉଦ୍ଧାର
ବଉଳା, ୨୭।୬(ଡି.ଏନ.ଏ.)-ହାଟଡିହୀ ବ୍ଲକ ହଦଗଡ଼ ବନବିଭାଗ ଏକ ଧଳା ପେଚା ଉଦ୍ଧାର କରିଛି। ଜଳସରପୁର ଗ୍ରାମର ଅନାଦି ସ୍ବାଇଁଙ୍କ ଘର ଭିତରକୁ ଧଳା ପେଚାଟି ପଶିଯିବାରୁ ଫ୍ୟାନ ବ୍ଲେଡ଼ରେ ଆହତ ହୋଇପଡ଼ିଥିଲା। ଏହାକୁ ନେଇ ହଦଗଡ଼ ବନବିଭାଗକୁ ଖବର କରାଯିବାରୁ ବିଭାଗର…
ପିତୃହନ୍ତା ପୁତ୍ରଙ୍କୁ ଆଜୀବନ ଜେଲ୍
ଆନନ୍ଦପୁର,୨୭। ୬(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍ ରାଜେଶ ଦାଶ ୨୦୧୬ ମସିହାରେ ଘଟିଯାଇଥିବା ଏକ ହତ୍ୟା ମାମଲାର ବିଚାର କରି ପିତୃହନ୍ତା ପୁତ୍ରକୁ ଆଜୀବନ କାରାଦଣ୍ଡର ରାୟ ଶୁଣାଇଛନ୍ତି। ଆନନ୍ଦପୁର ଥାନା ଅନ୍ତର୍ଗତ ବଞ୍ଚୋ ଗ୍ରାମର ଦେବକାନ୍ତ…
ଘରୁ ବାହାରିଲା ୩୫ ନାଗଛୁଆ
ଧାମନଗର, ୨୭।୬ (ଡି.ଏନ.ଏ.) – ଧାମନଗର ଗୋଖାଦିକି ସାହିର ଲକ୍ଷ୍ମୀଧର ମଳିକଙ୍କ ମାଟିଘରୁ ବୁଧବାର ୩୫ଟି ନାଗ ଛୁଆ ଉଦ୍ଧାର କରାଯାଇଛି। ଦୁଇ ତିନିଦିନ ଧରି ଲକ୍ଷ୍ମୀଧରଙ୍କ ଘରେ ନାଗଛୁଆ ଖେଳୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ଭୟରେ…
ଅସହାୟ ମନ୍ମଥଙ୍କୁ ମିଳିଲା ପକ୍କାଘର
ବନ୍ତ, ୨୭।୬(ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ନିଳୋକ ପଞ୍ଚାୟତ ବାଲିଗଢିଆ ଗ୍ରାମର ଅସହାୟ ଭିନ୍ନକ୍ଷମ ମନ୍ମଥ ବିଶ୍ୱାଳଙ୍କ ଗୁହାରି ଶେଷରେ ପ୍ରଶାସନ ଶୁଣିଲା। ଦୀର୍ଘବର୍ଷ ଧରି ସଂଗ୍ରାମ କରିବା ପରେ ତାଙ୍କୁ ପକ୍କାଘରଟିଏ ମିଳିଥିବାର ଜଣାଯାଇଛି। ପ୍ରକାଶ…
କରଞ୍ଜିଆ ଉପ କାରଗାରରୁ ଫେରାର କଏଦୀ ଗିରଫ
ଠାକୁରମୁଣ୍ଡା,୨୭ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କରଞ୍ଜିଆ ଉପକାରାଗାରରୁ ଗତ ୧୬ ତାରିଖରୁ ଫେରାର ହୋଇଯାଇଥିବା କଏଦୀ ଭଗବାନ ଟୁଡୁକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି ା ଯାଜପୁର ଜିଲା ପୁରୁଣାପାଣି ଥାନା ଅଞ୍ଚଳରେ ଘଟିଥିବା ଏକ ନରହତ୍ୟା ମାମଲାରେ ଗିରଫ ହୋଇଥିବା…
ଭେଣ୍ଡର ରସିଦ୍ ଦାବିରେ ସମବାୟ ସମିତିରେ ତାଲା
ଭଣ୍ଡାରିପୋଖରୀ, ୨୬।୬ (ଡି.ଏନ.ଏ.) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ସେବା ସମବାୟ ସମିତିରେ ଗତ ଖରିଫ୍ ଧାନ ବିକ୍ରିର ଶେଷ ପର୍ଯ୍ୟାୟରେ ଧାନ ବିକ୍ରି କରିଥିବା ଚାଷୀମାନେ ଭେଣ୍ଡର ରସିଦ୍ ଦାବି କରି ବୁଧବାର ସମିତି କାର୍ଯ୍ୟାଳୟରେ ତାଲା…
Archives


