ବାଲେଶ୍ୱର

୪ ଅଫିସରଙ୍କୁ ବଡ଼ ଦାୟିତ୍ୱ: ଘଟଣାସ୍ଥଳକୁ ଯିବାକୁ ମନ୍ତ୍ରୀ ଏବଂ ସିଆରସିଙ୍କୁ ନିର୍ଦ୍ଦେଶ

ସୋର,୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନରେ ଶୁକ୍ରବାର ସନ୍ଧ୍ୟାରେ ୨ ଏକ୍ସପ୍ରେସ୍ ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଏହି ଦୁର୍ଘଟଣାରେ ୬-୭ ବଗି ଲାଇନଚ୍ୟୁ ହୋଇଥିବା ଅନୁମାନ କରାଯାଉଛି। ମୃତକଙ୍କ ସଂଖ୍ୟା ଏଯାବତ୍‌ ସ୍ପଷ୍ଟ...

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ

ସୋର,୨।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନରେ ଶୁକ୍ରବାର ସନ୍ଧ୍ୟାରେ ୨ ଏକ୍ସପ୍ରେସ୍ ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଏହି ଦୁର୍ଘଟଣାରେ ୬-୭ ବଗି ଲାଇନଚ୍ୟୁତ୍ ହୋଇଥିବା ଅନୁମାନ କରାଯାଉଛି। ମୃତକ ସଂଖ୍ୟା ୧୦କୁ ବୃଦ୍ଧି...

ରାସ୍ତା ନିର୍ମାଣ ପାଇଁ ୨ ବିଭାଗ ଟଣାଓଟରା

ଖଇରା,୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଓ ସିମୁଳିଆ ୨ ବ୍ଲକକୁ ସଂଯୋଗ କରୁଥିବା ଓଝାପୋଖରୀ-ଅଡା ଭାୟା ସାରଡାଙ୍ଗ ରାସ୍ତା ନିର୍ମାଣକୁ ନେଇ ସରକାରଙ୍କ ୨ବିଭାଗ ମଧ୍ୟରେ ଟଣାଓଟରା ଲାଗି ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ବଦଳରେ ପୂର୍ତ୍ତ ବିଭାଗ ଦ୍ୱାରା...

ସୁବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡିଗଲେ

ଜଳେଶ୍ୱର/ରାଇବଣିଆ,୩୧ା୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଲକ୍ଷ୍ମଣନାଥ ପଞ୍ଚାୟତ ବିରିଶପୁର ଗାଁର ଚନ୍ଦନ ଦାସ(୨୨) ନାମକ ଜଣେ ଯୁବକ ସୁବର୍ଣ୍ଣରେଖା ନଦୀରେ ଗାଧୋଇବାକୁ ଯାଇ ପାଣିରେ ବୁଡିଯାଇଛନ୍ତି। ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନାହିଁ । ବନବିହାରୀଙ୍କ ଏକମାତ୍ର...

୧୦ ବଦଳରେ ୨ ଡାକ୍ତର

ରାଇବଣିଆ, ୩୧।୫: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଆଦିବାସୀ ଅଞ୍ଚଳରେ ଥିବା ୩୦ଶଯ୍ୟା ବିଶିଷ୍ଟ ହାତୀଗଡ଼ ସ୍ବାସ୍ଥ୍ୟକେନ୍ଦ୍ର ଏବେ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏଠାରେ ୧୦ ସ୍ଥାନରେ ଅଛନ୍ତି ମାତ୍ର ୨ ଡାକ୍ତର। ଏହାର ଅଧୀନରେ ୪ଟି...

ଅର୍ଥ ଆସୁନି, କାମ ଆଗଉନି

ବାଲେଶ୍ୱର ଅଫିସ, ୩୦।୫ (ମାନସ ବିଶ୍ୱାଳ): କୋଷ୍ଟାଲ ହାଇଓ୍ବେ ନିର୍ମାଣ ହେଲେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଏହି ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଷ୍ଟାଲ୍‌ ହାଇୱେ ନିର୍ମାଣ ପ୍ରକଳ୍ପ ଯୋଜନାର ଘୋଷଣା କରାଯାଇଥିଲା।...

ଶୁକନ୍ୟାକୁ ବିଷ ଇଞ୍ଜେକଶନ ଦେଇ ହତ୍ୟା ଉଦ୍ୟମ କଲେ ବାପା

ନୀଳଗିରି,୨୯।୫(ଡି.ଏନ୍‌.ଏ.): ନିଷ୍ପାପ ଶିଶୁ କନ୍ୟା ପ୍ରତି ନିଷ୍ଠୁର ହେଲେ ବାପା। ଝିଅକୁ ଦେଇଦେଲେ ବିଷ ଇଞ୍ଜେକଶନ। ଶିଶୁକନ୍ୟାକୁ ବିଷ ଇଞ୍ଜେକଶନ ଦେଇ ହତ୍ୟା ଉଦ୍ୟମ କରିଥିଲା ବାପା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରିରେ। ଶ୍ବଶୁର ଘରେ ବାପା...

ବିନା ନିର୍ଦ୍ଦେଶନାମାରେ ଲୁଟୁଛନ୍ତି ଶାରୀଶୁଆ ପାହାଡ଼

ଖଇରା, ୨୯।୫: ବାଲେଶ୍ୱର ଜିଲା ଖଇରା ତହସିଲ କୁପାରୀ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ଶାରୀଶୁଆ ପାହାଡରେ ଥିବା ପଥର ଖଣିଗୁଡିକ କାର୍ଯ୍ୟକ୍ଷମ ପାଇଁ ରାଜସ୍ବ ଏବଂ ଇସ୍ପାତ, ଖଣି ବିଭାଗ ତରଫରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ନ...

ଅଘୋଷିତ ବିଦ୍ୟୁତ୍‌ କାଟ୍‌: କର୍ମଚାରୀଙ୍କୁ ଆକ୍ରମଣ

ନୀଳଗିରି,୨୯ା୫(ସ୍ବ.ପ୍ର.): ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ନୀଳଗିରି ଟାଟା ପାଓ୍ବାରର ନୀଳଗିରି ସେକ୍ସନ ଜେଇ ପାର୍ଥସାରଥୀ ବାରିକଙ୍କୁ ମାଡ଼ ହୋଇଛି। ଏକ ବିବାହ ଭୋଜି ଖାଇ ଫେରିବା ବେଳେ ତାଙ୍କୁ ୧୦ରୁ ୧୨ ଜଣ ଲୋକ ଆକ୍ରମଣ କରିଥିବା ଅଭିଯୋଗ...

ଜେଲରୁ ବାହାରିଲେ, ଗିରଫ ହେଲେ

ବାଲେଶ୍ୱର ଅଫିସ,୨୮ା୫: ଏକକାଳୀନ ସର୍ବାଧିକ ପରିମାଣର ବ୍ରାଉନ୍‌ସୁଗାର ଜବତ କରି ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଜଣେ ଆନ୍ତଃରାଜ୍ୟ ବ୍ରାଉନ୍‌ସୁଗାର ବେପାରୀଙ୍କ ସହ ଅରଡ଼ବଜାର ଅଞ୍ଚଳର ୫ ଅଭିଯୁକ୍ତଙ୍କୁ ଗିରଫ କରି ୨୦୨୨ ମେ’ ୨୮ରେ କୋର୍ଟଚାଲାଣ କରିଥିଲା। ଶନିବାର...

ଉପରମୁଣ୍ଡରେ ଅପବ୍ୟବହାର, ତଳମୁଣ୍ଡରେ ହାହାକାର

ଖଇରା,୨୭ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ଗ୍ରାମରେ ଥିବା ପାନୀୟଜଳ ପ୍ରକଳ୍ପ ସମସ୍ତ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇପାରୁନାହିଁ। ପାହାଡ଼ ପାଦଦେଶରେ ଥିବା ଏହି ଅଞ୍ଚଳରେ ଜଳସ୍ତର ବହୁ ତଳେ ଥିବାରୁ ଠିକ୍‌ ଭାବେ ପମ୍ପିଂ ହୋଇପାରୁନି। ଉପରମୁଣ୍ଡର...

ହତ୍ୟା ମାମଲାରେ ଦୋଷୀଙ୍କୁ ଅଜୀବନ ଜେଲ

ବାଲେଶ୍ୱର ଅଫିସ,୨୬।୫: ବାଲେଶ୍ୱର ଏସ୍‌ସି ଆଣ୍ଡ ଏସ୍‌ଟି କୋର୍ଟର ସ୍ବତନ୍ତ୍ର ଜଜ୍‌ ଲିଲିପ୍ତା ପଶାୟତ ଶୁକ୍ରବାର ଏକ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦାୟେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri