ଚଡ଼କମେଳା ହେବା ନେଇ ଅନିଶ୍ଚିତତା
ଭୋଗରାଇ, ୧୬।୩(ଡି.ଏନ.ଏ.)-ଚୈତ୍ର ମାସ ହେଉଛି ଶିବଙ୍କ ବିବାହ ମାସ। ଏହି ମାସରେ ଶିବଙ୍କୁ ଆରାଧନା କଲେ ମହାପୁଣ୍ୟ ମିଳିଥାଏ ବୋଲି କୁହାଯାଏ। ଏଥିନିମନ୍ତେ ବାଲେଶ୍ୱର ଜିଲା ଭୋଗରାଇର ବିଭିନ୍ନ ଶିବ ମନ୍ଦିରରେ ସୋମବାର ମହିଳାଙ୍କ ପ୍ରବଳ ଭିଡ଼ ହୋଇଥିଲା। ହେଲେ ମନ୍ଦିରଗୁଡିକରେ…
ଗାଁ ମଶାଣିରେ ଶବକୁ ଜାଗା ନ ମିଳିବା ଘଟଣା: ଶୁଦ୍ଧିକ୍ରିୟାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ, ବିଧାୟକ
ସଜନାଗଡ଼, ୧୬।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଡାହିସାହି ଗ୍ରାମର ଜଗନ୍ନାଥ ରଣା ନାମକ ଯୁବକ ଥଣ୍ଡାଜ୍ୱରରେ ପୀଡ଼ିତ ହୋଇ ଗତ ୫ ତାରିଖରେ ମୃତ୍ୟୁବରଣ କରିଥିଲେ। ଏକମାତ୍ର ପୁଅକୁ ହରାଇ ତାଙ୍କ ମା’ କମଳିନୀ ଏବେ ବେସାହାର ହୋଇପଡ଼ିଛନ୍ତି। ପୁଅ ଶବ…
ପୁଅର ମୃତ୍ୟୁ ଖବର ଶୁଣି ଆରପାରିକୁ ଚାଲିଗଲେ ମା’
ବାଲେଶ୍ୱର ଅଫିସ, ୧୬।୩-ଚିକିତ୍ସା ଅବହେଳାରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଡାକ୍ତରଖାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ରୋଗୀଙ୍କ ସମ୍ପର୍କୀୟମାନେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.…
ପୂରଣ ହେଲାନି ସହରବାସୀଙ୍କ ସ୍ବପ୍ନ
ବାଲେଶ୍ୱର ଅଫିସ, ୧୬।୩(ମାନସ ବିଶ୍ୱାଳ)-ସଂସ୍କୃତିସମ୍ପନ୍ନ ବାଲେଶ୍ୱର ସହରରେ ଜନସଂଖ୍ୟା ଓ ପରିସୀମା ବୃଦ୍ଧି ପାଉଥିବାବେଳେ ଆଧୁନିକ ଜୀବନଧାରା ସହ ତାଳ ଦେଇ ଚାଲିବା ପାଇଁ ଭିତ୍ତିଭୂମି ବିକଶିତ ହୋଇପାରୁନାହିଁ। ସହରବାସୀଙ୍କ ଚିତ୍ତବିନୋଦନ ପାଇଁ ନା ଅଛି ଅତ୍ୟାଧୁନିକ ପାର୍କ, ନା ଅନ୍ୟ…
କରୋନା ଭାଇରସ୍ ଆତଙ୍କ: ପତିରାଜପୁର ମେଳା ବନ୍ଦ କରିବାକୁ ନିର୍ଦ୍ଦେଶ
ଖଇରା,୧୫।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ଐତିହାସିକ ପତିରାଜପୁର ମେଳା ଚାଲିବାର ମାତ୍ର ୫ଦିନ ଅତିକ୍ରାନ୍ତ ହୋଇଛି। କରୋନା ଭାଇରସ୍ ଆତଙ୍କ ଲାଗି ପ୍ରଶାସନ ପକ୍ଷରୁ ମେଳା ବନ୍ଦ କରିବା ଲାଗି ନିର୍ଦ୍ଦେଶ ହୋଇଛି। ଫଳରେ ଏଠାକୁ ଆସିଥିବା ୫ଶହ ବ୍ୟବସାୟୀଙ୍କ ମଧ୍ୟରେ…
ସ୍ଥିତି ହରାଇଛି ଐତିହାସିକ କୋଷ୍ଟ କେନାଲ
ବାଲିଆପାଳ, ୧୫।୩(ସୁକାନ୍ତ କୁମାର ଗିରି)-ବ୍ରିଟିଶ ଅମଳରେ ଜଳପଥରେ ଗମନାଗମନ, ନୈାବାଣିଜ୍ୟ ଲାଗି ଖୋଳାଯାଇଥିବା ଓଡ଼ିଶା କୋଷ୍ଟ କେନାଲ ଏବେ ସ୍ଥିତି ହରାଇ ବସିଛି। ଦେଶ ସ୍ବାଧୀନ ହେବା ପରେ ସ୍ଥାନୀୟ ଚାଷୀ ଜଳସେଚନ କାର୍ଯ୍ୟରେ ଏହି କେନାଲକୁ ବ୍ୟବହାର କରୁଥିଲେ। କ୍ରମେ…
ବୁଢ଼ାବଳଙ୍ଗରେ ବୁଡ଼ି ଜଣେ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି
ବାଲେଶ୍ୱର ଅଫିସ,୧୪।୩: ବାଲେଶ୍ୱର ଜିଲା ବୁଢ଼ାବଳଙ୍ଗ ନଦୀର କସମିଳା ପାଖ ଘାଟରେ ଶନିବାର ଜଣେ ବ୍ୟକ୍ତି ଗାଧୋଇବାକୁ ଯାଇ ବୁଡି ଯାଇଛନ୍ତି। ସେ ହେଲେ କସ୍ମିରା ଗ୍ରାମର ଅରୁଣ ଜେନା (୪୦)। ଅରୁଣ ମଧ୍ୟାହ୍ନରେ ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଯାଇଥିଲେ। ଖବରପାଇ…
ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଯୋଡ଼ୁଛି ଦେଉଳା ହାଟ
ଭୋଗରାଇ,୧୪।୩(ପ୍ରଦୀପ ଦାସ)- ପଶ୍ଚିମବଙ୍ଗ ସୀମାକୁ ଲାଗି ଥିବା ବାଲେଶ୍ୱର ଜିଲାର ଉପାନ୍ତ ଭୋଗରାଇ ବ୍ଲକ ଅଧୀନ ଦେଉଳା ହାଟ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଯୋଡ଼ିଆସିଛି। ଦୁଇଶହ ବର୍ଷର ଏହି ପୁରୁଣା ହାଟ ଉପରେ ଉପାନ୍ତ ଅଞ୍ଚଳବାସୀ ଘରକରଣା ଓ କୃଷି…
ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୧.୭୦ ଲକ୍ଷ
ରୂପ୍ସା, ୧୩।୩(ଡି.ଏନ.ଏ.): ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା ଛକ ନିକଟରେ ଶୁକ୍ରବାର ଜଣେ ଗୋରୁ ବ୍ୟବସାୟୀଙ୍କୁ ଭୁଜାଲି ମାଡ଼ କରି ତାଙ୍କ ବାଇକ୍ ସହ ୧ଲକ୍ଷ ୭୦ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ହଳଦୀପଦା…
କିରୋସିନ ବାଟମାରଣା ଅଭିଯୋଗରେ ଡିଲର ନିଲମ୍ବିତ
ବାଲେଶ୍ୱର ଅଫିସ, ୧୩।୩: ବାଲେଶ୍ୱର ସଦର ବ୍ଲକ ଅଧୀନ ଗୁଡ଼ ପଞ୍ଚାୟତର ଡିଲର ହିତାଧିକାରୀଙ୍କୁ କିରୋସିନ ନ ଦେଇ ହେରଫେର କରିଥିବା ନେଇ ୬ ମାସ ପୂର୍ବରୁ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରାଯାଇ ଡିଲରଙ୍କୁ ନିଲମ୍ବନ କରାଯାଇଛି। ଗୁଡ଼ ପଞ୍ଚାୟତର…
ମାଛଧରା ହେଲା କାଳ: ପୋଖରୀରେ ବୁଡ଼ି ଜଣଙ୍କ ଜୀବନଗଲା
ସୋର,୧୩।୩(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ଜଣେ ବ୍ୟକ୍ତି ଶୁକ୍ରବାର ମାଛ ଧରିବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ରବୀନ୍ଦ୍ର ବେହେରା(୫୨)। ରବୀନ୍ଦ୍ର ନିଜ ଘର ପଛପଟେ ଥିବା ଏକ…
ଓଳିଏ ଖାଇଲେ ଓଳିଏ ଉପାସ
ନୀଳଗିରି, ୧୩।୩(ଡି.ଏନ.ଏ.)-ସର୍ବହରା ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଥିଲେ ହେଁ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ଜଣାପଡିଛି। ନୀଳଗିରି ଏନଏସିର କେ.ସି. ହାଇସ୍କୁଲ ପଡ଼ିଆ ସଂଲଗ୍ନ ଖୋଲା ପେଣ୍ଡାଲରେ ଜୀବନ ବିତାଉଥିବା ବୃଦ୍ଧ ଦମ୍ପତି ଏହାର…
Archives


