ବାଲେଶ୍ୱର

ବାକି ଟଙ୍କା ମାଗିବାକୁ ନେଇ ତୁମୁଳକାଣ୍ଡ: ଚାଲିଗଲା ଜଣଙ୍କ ଜୀବନ

ଖଇରା,୨୬/୬(ଉତ୍କଳବନ୍ଧୁ ପଣ୍ଡା)ବାଲେଶ୍ବର ଜିଲା ଅନ୍ତର୍ଗତ ଖଇରା ବଜାର ଠାରୁ ଅନତିଦୁରରେ ଭୋଜି ବେଳେ ପୁରୁଣା ଟଙ୍କା ଦିଆନିଆକୁ ନେଇ ପ୍ରଥମେ ପାଟିତୁଣ୍ଡ ଓ ପରେ ଠେଲାପେଲା ଯୋଗୁ ଜଣକର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଜୟରାମ ସାହୁ(୫୧) ।…

ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ

ଭୋଗରାଇ,୨୫ା୬(ପ୍ରଦୀପ ଦାସ): ସରକାର ଚାଷୀଙ୍କଠାରୁ ଟାର୍ଗେଟ୍‌ ଅନୁଯାୟୀ ରବିଧାନ କିଣୁ ନ ଥିବାରୁ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବାଉଁଶଡିହା ସେବାସମବାୟ ସମିତିର ହଜାର ହଜାର ଧାନ ଚାଷୀ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ବାଉଁଶଡିହା ଛକରେ ସକାଳ ସାଢ଼େ…

ଦିନକ ପରେ ପଡ଼ିଥାନ୍ତା ହାତଗଣ୍ଠି: ହେଲେ ବିଧିର ବିଧାନ ଥିଲା କିଛି ଅଲଗା,ଭଉଣୀକୁ ଆଣିବାକୁ ଯାଇ….

ନୀଳଗିରି, ୨୫।୬:(ପ୍ରଶାନ୍ତ କୁମାର ବିଶ୍ବାଳ): ଦିନକ ପରେ ପଡ଼ିଥାନ୍ତା ହାତଗଣ୍ଠି । ଶେଷ ହୋଇଥିଲା ସବୁ ପ୍ରସ୍ତୁତି, ବାହାଘର ପାଇଁ ଭଉଣୀଙ୍କୁ ଆଣିବାକୁ ଯିବାବେଳେ ଦୁର୍ଘଟଣାରେ ଚାଲିଗଲା ବରଙ୍କ ଜୀବନ। ବାଲେଶ୍ବର ଜିଲା ନୀଳଗିରିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।…

ବଙ୍ଗୋପସାଗରରେ ବୁଡ଼ିଲା ୨ ମାଛଧରା ଟ୍ରଲର, ୨୯ ମତ୍ସ୍ୟଜୀବୀ ବୁଡ଼ି ଯାଉଥିବା ଦେଖି…

ଭୋଗରାଇ,୨୨ା୬(ପ୍ରଦୀପ ଦାସ): ବଙ୍ଗୋପସାଗର ଉତ୍ତାଳ ଥିବାରୁ ଇଲିସି ଧରିବାକୁ ଯାଇଥିବା ଦୀଘା ସମୁଦ୍ରଠାରୁ ୧୦୦ ମାଇଲ ଦୂର ଜମ୍ବୁ ଦୀପ ନିକଟରେ ୨ଟି ବଙ୍ଗୀୟ ମାଛ ଧରା ଟ୍ରଲର ଶନିବାର ଦୁର୍ଘଟଣାଗସ୍ତ ହୋଇଥିଲା। ସମୁଦ୍ର ଗର୍ଭରେ ଟ୍ରଲର ୨ଟି ବୁଡିଯାଉ ଥିବା…

ଝାଡ଼ଖଣ୍ଡରେ ବର୍ଷା, ବାଲେଶ୍ୱରରେ ବନ୍ୟା : ଭାଙ୍ଗିଲା ଖାଳଯୋଡ଼ି ସ୍ଲୁଇସ ଗେଟ୍‌

ଭୋଗରାଇ, ୨୨।୬ (ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଭୀଷଣ ବର୍ଷା ଓ ଗାଲୁଡିହି ବ୍ୟାରେଜ୍‌ର ପ୍ରାୟ ୮ ଗେଟ୍‌ରେ ପ୍ରତି ସେକେଣ୍ଡରେ ୨ଲକ୍ଷ ୪୨ କ୍ୟୁସେକ ଉଦ୍‌ବୃତ୍ତ ବର୍ଷାପାଣି ସୁବର୍ଣ୍ଣରେଖାକୁ ନିଷ୍କାସନ କରାଯିବାରୁ ନଦୀରେ ଆକସ୍ମିକ ବନ୍ୟା ଆସିଛି। ଶୁକ୍ରବାର ସାରୁ…

ସୁବର୍ଣ୍ଣରେଖା ବନ୍ୟାରେ ଭାସିଗଲେ ଯୁବକ, ନଦୀରେ ଚାଲିଛି….                       

ଭୋଗରାଇ, ୨୧।୬ ( ପ୍ରଦୀପ ଦାସ ) ସୁବର୍ଣ୍ଣରେଖା ବନ୍ୟାରେ ଜଣେ ଯୁବକ ଭାସିଯାଇ ନିଖୋଜ ଥିବାର ସୂଚନା ମିଳିଛି । ଅଗ୍ନିଶମ ବିଭାଗ ଯୁବକକୁ ଠାବ କରିବା ନିମନ୍ତେ ନଦୀରେ ତଲାସୀ ଜାରି ରଖିଛନ୍ତି । ନଦୀସ୍ରୋତରେ ଭାସିଯାଇଥିବା ଯୁବକ…

ଖଇରାକୁ ବ୍ୟାପିଲା ଝାଡାବାନ୍ତି, ୫ ଆକ୍ରାନ୍ତ

ଖଇରା,୨୦।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ବର ଜିଲାର ବାଲେଶ୍ବର ସୋର ପରେ ଏବେ ଖଇରା ଅଞ୍ଚଳକୁ କାୟା ବିସ୍ତାର କରିଛି। ଶୁକ୍ରବାର ସକାଳେ ଆଦିବାସୀ ଅଧ୍ୟୁଷିତ କୁପାରୀ ,ରଟିଣା ଏବଂ ବଡ ନୁଆଁଗାଁ ଅଞ୍ଚଳରୁ ୫ ଜଣଙ୍କୁ ଚିକିତ୍ସାପାଇଁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି…

ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର: ଭୟଭୀତ ନଦୀକୂଳିଆବାସୀ

ଭୋଗରାଇ,୨୦l୬(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ଉପରମୁଣ୍ଡାରେ ବର୍ଷା ଲାଗିରହିବାରୁ ସୁବର୍ଣ୍ଣରେଖାରେ ଚଳିତ ଋତୁରେ ପ୍ରଥମଥର ଜଳସ୍ତର ବୃଦ୍ଧି ପାଉଛି। ଝାଡ଼ଖଣ୍ଡ ଗାଲୁଡ଼ିହି ଜଳାଧାରରୁ ଆସିଥିବା ବର୍ଷାପାଣି ୮ଟି ଗେଟଦ୍ୱାରା ପ୍ରତି ସେକେଣ୍ଡରେ ୨ ଲକ୍ଷ ୪ହଜାର କ୍ୟୁସେକ ପାଣି ସୁବର୍ଣ୍ଣରେଖାକୁ ଛଡ଼ାଯିବାରୁ ହଟାତ…

ସୀମା ଟପିଲା ପୋଲିସ ବର୍ବରତା: ବିନା ମାମଲାରେ ଯୁବକଙ୍କ ହାତଗୋଡ଼ରେ ବେଡ଼ି, ଥାନାରେ ପହଞ୍ଚିଗଲେ ନାନା…

ଭୋଗରାଇ, ୧୯ା୬(ପ୍ରଦୀପ ଦାସ): ଅଭିଯୁକ୍ତ କିମ୍ବା ଅଭିଯୋଗକାରୀଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ତାଗିଦ୍‌ କରିଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଥାନା ପୋଲିସ ବର୍ବରତାର ସୀମା ଟପିଛି। ବିନା ମାମଲାରେ…

ଝିଅ ଜନ୍ମହେବାରୁ ମାରିଦେଲେ

ଜଳେଶ୍ୱର,୧୯।୬(ନବୀନ ସାହୁ): ଜଳେଶ୍ୱର ପୌରପାଳିକାର ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଳାଙ୍କ ପୁଅ ରିତେଶ କାମିଳା ୨୦୨୨ରେ ନିକଟସ୍ଥ ଚକବିଷ୍ଣୁ ଗ୍ରାମର ଜଳଧର ପ୍ରଧାନଙ୍କ କନ୍ୟା ନମିତା(୨୪)ଙ୍କୁ ଭଲ ପାଇ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଘରେ ଶାଶୁ, ଶ୍ୱଶୁର, କକା, କାକୀ ଶାଶୁ,…

ସମୁଦ୍ର ଜୁଆରରେ ଭାସିଗଲେ ୩ ବଙ୍ଗୀୟ ପର୍ଯ୍ୟଟକ

ଭୋଗରାଇ,୧୮ା୬(ପ୍ରଦୀପ ଦାସ): ବଙ୍ଗୋପସାଗର ଦକ୍ଷିଣ-ପଶ୍ଚିମରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଏହା ଉତ୍ତର-ପଶ୍ଚିମ ଦିଗକୁ ମୁହଁଉଥିବାବେଳେ ମୌସମୀ ବାୟୁ ସକ୍ରିୟ ହୋଇ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ମଙ୍ଗଳବାରଠୁ ବୁଧବାର ପର୍ଯ୍ୟନ୍ତ ମଧ୍ୟମ ଧରଣର ବର୍ଷା ଲାଗିରହିଛି। ଏଭଳିସ୍ଥିତିରେ ସମୁଦ୍ର ଉତ୍ତାଳ ଥିବାବେଳେ…

ସ୍ତ୍ରୀ-ବଡ଼ ପୁଅକୁ ହାଣିଲେ, ୨ ବର୍ଷର ପୁଅକୁ ଖୁଣ୍ଟରେ ପିଟି ଫେରାର ହୋଇଗଲେ ବ୍ୟକ୍ତି, ମୁମୂର୍ଷୁ ଅବସ୍ଥାରେ କଟକ ସ୍ଥାନାନ୍ତର

ଭୋଗରାଇ,୧୬ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଧୀନ ଆରୁହାବୃତ୍ତି ୨ (ଦହମୁଣ୍ଡା ) ଗ୍ରାମର ରବିବାର ବିଳମ୍ବିତ ରାତିରେ ଏକ ବୀଭତ୍ସ କାଣ୍ଡ ଘଟିଛି। ଉକ୍ତ ଗ୍ରାମର ପ୍ରଶାନ୍ତ ଜେନା ଓରଫ ପଲଟୁ ଜେନା (୪୪ )…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri