ବାଲେଶ୍ୱର

ଦୁର୍ଦ୍ଦିନରେ ୩୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର

ଖଇରା,୧୨।୪-ବାଲେଶ୍ୱର ଜିଲା ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତ ଅଧୀନ ଶାରୀଶୁଆ ପାହାଡ ତଳେ ଥିବା ଗଗୁଆ ଗ୍ରାମରେ ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବସବାସ କରୁଥିବା ୩୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାରଙ୍କ ଉପରେ ପ୍ରଶାସନର ଶୁଭ ଦୃଷ୍ଟି ପଡୁନି। ସେମାନଙ୍କୁ ନ୍ୟାୟ…

୧୪ ଭକ୍ତଙ୍କୁ ନେଇ ଚଡ଼କମେଳା

ଭୋଗରାଇ, ୧୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କମେଳାର ଶନିବାର ଥିଲା ୪ର୍ଥ ଅର୍ଘ୍ୟ। ଏହି ଅବସରରେ ମହାଦେବଙ୍କଠାରେ ଶ୍ରେଷ୍ଠ ଭକ୍ତ ଉପବୀତଧାରୀ ପାଟଭକ୍ତ, ଦେଉଳିଆ ଓ…

ମେମୁ ଟ୍ରେନ୍‌ ଚଳାଚଳ ଲାଗି ପ୍ରତିଶ୍ରୁତି

ଜଳେଶ୍ୱର, ୧୧।୪(ଡି.ଏନ.ଏ.)-ଦୀର୍ଘ ୧୪ମାସ ଧରି ପାସେଞ୍ଜର ଟ୍ରେନ୍‌ଗୁଡିକ ବନ୍ଦ ଥିବାରୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ସମାଜ କଲ୍ୟାଣ ବିକାଶ ପରିଷଦ ଓ ରେଳ ୟୁଜର୍ସ କମିଟି ପକ୍ଷରୁ ବାରମ୍ବାର ରେଳ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିଲା। ଖଡ଼ଗପୁର-ଭଦ୍ରକ,…

ଆକ୍ରମଣ କରି ଟଙ୍କା ଲୁଟି ନେଲେ ନକଲି ଆର୍‌ଟିଓ

ଜଳେଶ୍ୱର, ୧୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲାର ୬୦ନଂ. ଜାତୀୟ ରାଜପଥ ଜଳେଶ୍ୱର ନିକଟରେ ବାରମ୍ବାର ଚୋରି, ଛିନ୍‌ତାଇ, ରାହାଜାନି ଭଳି ଅଭିଯୋଗ ହୋଇଆସୁଛି। ଗୁରୁବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶରୁ ଚିଙ୍ଗୁଡି ଖାଦ୍ୟ ବୋଝେଇ କଣ୍ଟେନର (ନଂ.ଓଡି୦୧ଏକେ ୨୩୭୦) ଭୋଗରାଇକୁ ଆସୁଥିବା ବେଳେ ୬୦ନଂ. ଜାତୀୟ ରାଜପଥର…

କ୍ୟାବିନ୍‌ ଗୃହ ଉଦ୍‌ଘାଟନକୁ ନେଇ ଉତ୍ତେଜନା

ସଜନାଗଡ଼, ୮।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବୁଧବାର କ୍ୟାବିନ୍‌ ଗୃହ ଉଦ୍‌ଘାଟନକୁ ନେଇ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ମେଡିକାଲ ପରିସରରେ ୪ଟି କ୍ୟାବିନ୍‌ ନିର୍ମାଣ କରାଯାଇଥିଲା। ବୁଧବାର ପୂର୍ବାହ୍ନରେ ଏହି କ୍ୟାବିନ୍‌ ଗୃହ…

କେନ୍ଦ୍ରମନ୍ତ୍ରୀଙ୍କ ନାଁ ନ ଥିବାରୁ ଭାଙ୍ଗିଲେ ଫଳକ

ସଜନାଗଡ଼, ୮ା୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବୁଧବାର କ୍ୟାବିନ୍‌ ଗୃହ ଉଦ୍‌ଘାଟନକୁ ନେଇ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ମେଡିକାଲ ପରିସରରେ ୪ଟି କ୍ୟାବିନ୍‌ ନିର୍ମାଣ କରାଯାଇଥିଲା। ବୁଧବାର ପୂର୍ବାହ୍ନରେ ଏହି କ୍ୟାବିନ୍‌ ଗୃହ…

ଥାନା ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ୨ ଗୁରୁତର

ବାଲେଶ୍ୱର ଅଫିସ, ୬।୪: ବାଲେଶ୍ୱର ଜିଲା ରେମୁଣା ଥାନା ଭିତରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଥାନା ଭଙ୍ଗାରୁଜା ସହ ଗୋଟିଏ ଗୋଷ୍ଠୀର ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ରାତି ତମାମ ଥାନାରେ ଉତ୍ତେଜନା ଲାଗି ରହିଥିଲା। ଘଟଣାକୁ…

ଅନ୍ଧାର କୋଠରୀରେ ୧୦ ବର୍ଷ

ସୋର,୪।୪(ଡି.ଏନ.ଏ.)-ଗୋଟିଏ ଘରେ ରହିବା, ଖାଇବା ସହ ସେହିଠାରେ ଶୌଚ। ଫ୍ୟାନ ବୁଲିବା ତ ଦୂରର କଥା, ଲାଇଟ୍‌ ମଧ୍ୟ ଲାଗିନି। ଏମିତି ୧୦ ବର୍ଷ ହେଲା ଅନ୍ଧାର କୋଠରୀରେ ରହିଆସୁଛନ୍ତି ନିରାକାର ସାହୁ। ନିରାକାରଙ୍କ ଘର ସୋର ବ୍ଲକ ଅଧୀନ ନଦିଗାଁ…

ସରୁନି ୱାଲ୍‌ ପେଣ୍ଟିଂ: ପଡ଼ି ରହିଛି ଲକ୍ଷାଧିକ ଟଙ୍କା

ବାଲେଶ୍ୱର ଅଫିସ,୩।୪-କରୋନା ସମୟରେ ସରକାର ସହରାଞ୍ଚଳରେ ବସବାସ କରୁଥିବା ଚିତ୍ରଶିଳ୍ପୀ, କାରିଗର ଓ ମହିଳାଗୋଷ୍ଠୀମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ ନୂଆ ନୂଆ ଯୋଜନା ପ୍ରଣୟନ କରିଥିଲେ। ସେଗୁଡିକ ମଧ୍ୟରେ ସହରାଞ୍ଚଳ ଶ୍ରମଭିତ୍ତିକ କର୍ମନିଯୁକ୍ତି ଯୋଜନା ଅନ୍ୟତମ। ଏହାର ସଫଳ ରୂପାୟନ ପାଇଁ…

ପାଠପଢ଼ା ବୟସରେ ପରିବାର ଚିନ୍ତା

ସିମୁଳିଆ, ୩।୪(ଡି.ଏନ.ଏ.)-ଯେଉଁ ବୟସରେ ପାଠ ପଢାପଢି ସହ ସାଙ୍ଗସାଥୀମାନଙ୍କ ସହ ଦିନ କାଟିବା କଥା, ତାହା ବଦଳରେ ଘାରିଛି ପରିବାର ବୋଝ। ତଥାପି ଭାଙ୍ଗି ନ ପଡି ଭବିଷ୍ୟତରେ ନିଜେ କିଛି କରିବା ସହ ଭଉଣୀଭାଇଙ୍କ ମଣିଷ କରିବାକୁ ଦୃଢ ନିଷ୍ପତ୍ତି…

ଜଙ୍ଗଲ ଭିତରେ ନିଆଁ, ବାହାରେ ଶିକାରୀ

ସଜନାଗଡ଼,୧।୪: ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ୩ ଦିନ ହେବ ନିଆଁ ଜଳୁଥିବାରୁ ବନ୍ୟଜନ୍ତୁ ଜୀବନ ବିକଳରେ ଏଣେତେଣେ ଘୂରି ବୁଲୁଛନ୍ତି। ଫଳରେ ଏହା ଶିକାରୀମାନଙ୍କୁ ବେଶ୍‌ ସୁହାଉଛି। ଅଭୟାରଣ୍ୟର ଜୋଡାଚୁଆ ଅଞ୍ଚଳରୁ ବନକର୍ମଚାରୀମାନେ ୩୮ କି.ଗ୍ରା ଓଜନର ଏକ…

ଭୋଗରାଇ ମହିଳା ମହାବିଦ୍ୟାଳୟ ଅଶାନ୍ତ

ଭୋଗରାଇ,୩୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଜନୈକ ଛାତ୍ରୀଙ୍କୁ ଅସତ ଆଚରଣ କରିଥିବା ଅଭିଯୋଗରେ ବୁଧବାର କଲେଜ ପରିସର ଅଶାନ୍ତ ହୋଇପଡ଼ିଛି l ଅଭିଯୁକ୍ତଙ୍କୁ କଲେଜରୁ ବହିଷ୍କାର, ଛାତ୍ରୀଙ୍କୁ ସୁରକ୍ଷା ଆଦି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri