ବାଲେଶ୍ୱର

ଶଙ୍ଖାମେଦୀକୁ ଗିଳିଲାଣି ପଶ୍ଚିମବଙ୍ଗ:  ନାଁ ବଦଳାଇ କରୁଛି ନିର୍ବାଚନ

ଭୋଗରାଇ,୨୪।୩(ପ୍ରଦୀପ ଦାସ)- ଓଡ଼ିଶା ସୀମାନ୍ତ ଗାଁ କୋଟିଆରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରି ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏବେ ପଶ୍ଚିବମଙ୍ଗ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଶଙ୍ଖାମେଦୀ ଗାଁ ଉପରେ ଆଖି ପକାଇଛି। ପଶ୍ଚିମବଙ୍ଗ ଏହି ଗାଁକୁ…

ବାଲେଶ୍ୱରରେ ଶିଳ୍ପ ସମୀକ୍ଷା କରୁଛନ୍ତି ଅସିତ ତ୍ରିପାଠୀ

ବାଲେଶ୍ୱର ଅଫିସ ୨୩।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଅଛନ୍ତି। ବାଲେଶର, ଭଦ୍ରକ ଏବଂ ମୟୂରଭଞ୍ଜ ତିନୋଟି ଜିଲାକୁ ନେଇ ବାଲେଶ୍ୱରରେ ସେ ଶିଳ୍ପ ସମୀକ୍ଷା କରୁଛନ୍ତି। ଏହି ଅବସରରେ ତିନୋଟି ଜିଲାରୁ…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ୩ ଥାନାରେ ଅଟକ, ଗିରଫ ଦାବିରେ ରାସ୍ତା ଅବରୋଧ

ବାହାନଗା,୨୩।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧୀନ କଲ୍ୟାଣୀ ପଞ୍ଚାୟତ ଅରଳା ଗ୍ରାମର ଜଣେ ଯୁବକଙ୍କୁ ସୋମବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ ହୋଇଛି। ସେ ହେଲେ ନରେନ୍ଦ୍ର ଜେନାଙ୍କ ପୁଅ ପ୍ରଶାନ୍ତ(୩୩)। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି…

ମଶାଧୂପରୁ ଜଳିଗଲା ୨ ବଖରା

ସୋର,୨୧ା୩: ସୋର ମ୍ୟୁନିସିପାଲିଟି ଅଧୀନ କାଜିମହଲା ବସ୍ତିରେ ମଶାଧୂପରୁ ଅଗ୍ନିକାଣ୍ଡ ଘଟିଛି। ବସ୍ତିର ସେକ୍‌ ଅମାନୁଲ୍ଲା(ମୁନା) ଶନିବାର ରାତିରେ ମଶାଧୂପ ଲଗାଇ ଶୋଇଥିଲେ। ସକାଳ ହୋଇଯିବାରୁ ସେ ଧୂପ ଲିଭାଇବାକୁ ଭୁଲିଯାଇ ବାହରକୁ ଆସିଥିଲେ। ଏହି ଧୂପରୁ ଅଗ୍ନିକାଣ୍ଡ ଘଟି ତାଙ୍କର…

ଡମ୍ପର ନେଲା ବୃଦ୍ଧଙ୍କ ଜୀବନ, ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ ସ୍ଥାନୀୟ ଲୋକେ

ବାଲେଶ୍ୱର ଅଫିସ,୨୧।୩: ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ନୂଆନଈ ପୋଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ରବିବାର ପୂର୍ବାହ୍ନରେ ବାଲେଶ୍ୱର ସୁନହଟ ଅଞ୍ଚଳର ମହେନ୍ଦ୍ର ଦାସ (୮୦) ନୂଆନଈ…

ଗଛକଟାକୁ ନେଇ ମାଡ଼ ଖାଇବାରୁ ଲଜ୍ଜାରେ ଫାଶୀ ଦେଲେ ଯୁବକ

ଖଇରା,୨୧।୩(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଖଇରା ଥାନା ଗଗନଧୂଳି ପଞ୍ଚାୟତ ଅଧୀନ ତେନ୍ତୁଳିଆପଡ଼ା ଗ୍ରାମରେ ଗଛ କଟାକୁ ନେଇ କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ଏହି ଘଟଣାରେ ମାଡ ଖାଇବା ପରେ ଭାଗୀରଥି ଦାସ ନାମକ ଜଣେ ଯୁବକ ଆତ୍ମହତ୍ୟା…

ବନ୍ଦ କୋଠରିରେ ବିତିଲାଣି ୫ ବର୍ଷ

ଖଇରା,୨୦।୩(ଡି.ଏନ.ଏ.)-ଭଲ ପାଇ ବିବାହ କଲେ। ୧୯ବର୍ଷ ଧରି ସୁଖର ସଂସାର କଲେ। ୨ପୁତ୍ର ସନ୍ତାନର ଜନନୀ ଓ ଜନକ ହେବାର ସୌଭାଗ୍ୟ ଅର୍ଜନ କଲେ। ଖୁସି ମଜାରେ ପୂରି ଉଠୁଥିଲା ତାଙ୍କ ପରିବାର। ହେଲେ ବିଧିର ବିଧାନ ଥିଲା କିଛି ଅଲଗା।…

ପିଲାଚୋର ସନ୍ଦେହରେ ଛେଚା ଖାଇଲେ ୨ ଯୁବକ

ଭୋଗରାଇ,୧୯।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ରସଲପୁର ଗ୍ରାମର ଅଭିମନ୍ୟୁ ବେହେରାଙ୍କ ଘରେ ଶୁକ୍ରବାର ଭୋର୍‌ରୁ ଏକ କାର୍‌ରେ ୪ ଜଣ ଅଚିହ୍ନା ଯୁବକ ଗାଡ଼ି ରାସ୍ତାରେ ରଖି ଘର ଭିତରକୁ ପଶିଥିଲେ। ଘରଲୋକ ଏହା ଜାଣି ପିଲା ଚୋରି…

ନାଁକୁ ସହର, ନାହିଁ ସର୍ବନିମ୍ନ ସୁବିଧା

ଜଳେଶ୍ୱର,୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲିଟି ଅଧୀନ ୧୬ନଂ. ଓ୍ବାର୍ଡରେ ଥିବା ମଣିପାଟଣା ଗାଁରେ ନାହିଁ ସର୍ବନିମ୍ନ ସୁବିଧା। ଗାଁକୁ ନାହିଁ ସବୁଦିନିଆ ରାସ୍ତା। ଫଳରେ କୌଣସି ଗାଡି ମୋଟର ଗାଁକୁ ଆସିପାରେ ନାହିଁ। ଏପରିକି ଆମ୍ବୁଲାନ୍ସ ମଧ୍ୟ ପଶିପାରେ ନାହିଁ। ଜରୁରୀ…

ବିପଦ ମୁହଁରେ ୨୫ ଗାଁ

ଲଙ୍ଗଳେଶ୍ୱର, ୧୮।୩ (ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ବାତ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ତଟକ୍ଷୟ ହେବାରେ ଲାଗିଛି। ବାଲେଶ୍ୱର ଜିଲା ବାଲିଆପାଳବାସୀଙ୍କ ପାଇଁ ଏହାର ଦୁଃଖର କାରଣ ହୋଇଛି। ସମୁଦ୍ର ଉପକୂଳବର୍ତ୍ତୀ ୫ଟି ପଞ୍ଚାୟତର ୨୫ରୁ ଉର୍ଦ୍ଧ୍ୱ ଗାଁ ଏବେ ବିପଦ…

କୋଭିଡ କଟକଣାକୁ ଫୁ’, ମନ୍ଦିରରେ ଧସେଇ ପଶିଲେ ଶ୍ରଦ୍ଧାଳୁ

ଭୋଗରାଇ,୧୫।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ପ୍ରଶାସନର କୋଭିଡ କଟକଣାକୁ ଫୁ’ କରି ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମନ୍ଦିରରେ ଧସେଇ ପଶିଛନ୍ତି ଶ୍ରଦ୍ଧାଳୁ। ଚୈତ୍ରମାସର ପ୍ରଥମ ସୋମବାରରେ ଅସଂଖ୍ୟ ଶ୍ରଦ୍ଧାଳୁ ଦୂରଦୂରାନ୍ତରୁ ଆସି ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତାଙ୍କ ଗର୍ତ୍ତଗର୍ଭରେ ଭକ୍ତି ନୈବେଦ୍ୟ…

ବାକି ପଡ଼ିଛି ୨.୫୦କୋଟିରୁ ଊର୍ଦ୍ଧ୍ୱ ଜଳକର

ବାଲେଶ୍ୱର ଅଫିସ,୧୫।୩-ବାଲେଶ୍ୱର ସହରବାସୀଙ୍କ ଉପରେ ବକେୟା ପଡିଛି ୨.୫୦କୋଟିରୁ ଊର୍ଦ୍ଧ୍ୱ ଜଳକର। ଠିକ୍‌ ସମୟରେ ସହରବାସୀ ଜଳକର ପୈଠ କରୁ ନ ଥିବା ବେଳେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଜଳକର ଆଦାୟ କରିବା ସମ୍ଭବ ହେଉନାହଁି ବୋଲି ଜନସ୍ବାସ୍ଥ୍ୟ ବିଭାଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri