ବାଲେଶ୍ୱର

ବସ୍‌ରେ ଗୋରୁ ଚାଲାଣ

ବାଲେଶ୍ବର,୧୨।୯(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ସେରଗଡ଼ ଟୋଲଗେଟ୍‌ ନିକଟରୁ ୯ରୁ ଅଧିକ ଗୋରୁଙ୍କୁ ଏକ ବସରେ ଭଦ୍ରକରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଛି। ବସ୍‌ଟି ପୂର୍ବରୁ ଏମିତି ଗୋରୁ ଚାଲାଣ କରୁଥିବା ବେଳେ ୪/୫ ଥର ଖସି ଯାଇଥିଲା। ହେଲେ...

ଆଜି ପହଞ୍ଚିବେ ନାକ୍‌ ଟିମ୍‌

ବାଲେଶ୍ୱର,୧୨।୯(ମାନସ ବିଶ୍ୱାଳ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଟେଶନ କାଉନସିଲ (ନାକ୍‌) ପିୟର ଟିମ୍‌ ପହଞ୍ଚିବେ। ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ତଥା ଶୈକ୍ଷିକ ଗୁଣବତ୍ତାକୁ ନାକ୍‌ ତରଫରୁ ଏକ ୬ ଜଣିଆ ପ୍ରତିନିଧି ଦଳ ମୂଲ୍ୟାୟନ...

ଛାତ୍ରୀଙ୍କୁ ଦୁର୍ବ୍ୟବହାର : ୮ କୋର୍ଟ ଚାଲାଣ

ଖଇରା,୧୨।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ମାଟିଆଳପଦା କଲେଜର ୩ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ଦୁର୍ବ୍ୟହାର ଏବଂ ତାକୁ ବିରୋଧ କରୁଥିବା ଗ୍ରାମବାସୀଙ୍କ ସହ ଗଣ୍ଡଗୋଳ ଘଟାଇବା ଅଭିଯୋଗରେ ଖଇରା ପୋଲିସ ୮ଜଣଙ୍କୁ ସୋମବାର କୋର୍ଟ ଚାଲାଣ...

ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ଠେଲିଦେଲେ କିନ୍ନର

ବାଲେଶ୍ୱର, ୧୦ା୯(ମାନସ ବିଶ୍ୱାଳ)ଟ୍ରେନରେ ଯାତ୍ରୀଙ୍କୁ ଦୁର୍ବ୍ୟବହାର ସହ ଟଙ୍କା ନ ଦେବାରୁ ଚଳନ୍ତା ଟ୍ରେନରୁ ଠେଲି ଦେବା ଅଭିଯୋଗରେ ଜଣେ କିନ୍ନରଙ୍କୁ ବାଲେଶ୍ୱର ଜିଆରପି ଗିରଫ କରିଛି। ସେ ହେଲେ ଜଳେଶ୍ୱରର ସଲମା ବେଗମ(୨୦)। ଶନିବାର ସକାଳେ ସାନ୍ତାରାଗାଛିରୁ ହାଇଦ୍ରାବାଦ...

୬ ଶିକାରୀ ଗିରଫ, ୫୦ ପକ୍ଷୀ ଉଦ୍ଧାର

ଭୋଗରାଇ , ୧୦ା୯( ପ୍ରଦୀପ ଦାସ)ବାଲେଶ୍ୱର ଜିଲା ଜଳେଶ୍ବର ରେଞ୍ଜ ଅନ୍ତର୍ଗତ ଭୋଗରାଇ ଉଦୟପୁର ବନପାଳ କାର୍ଯ୍ୟାଳୟ ଅଧୀନ ଏନଏମ ପଡ଼ିଆ ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟରୁ ୬ ପକ୍ଷୀ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି। ସେମାନଙ୍କ ନିକଟରୁ ଜାଲ,...

ନବଜାତ ଶିଶୁକନ୍ୟାକୁ ଶୌଚାଳୟରେ ଛାଡ଼ି ଚାଲିଗଲେ ମା’

ବଲାଙ୍ଗୀର,୯।୯: ମେଡିକାଲ ଶୌଚାଳୟ ଜଣେ ମହିଳା ପ୍ରସବ କରି ଶିଶୁକନ୍ୟାଟିକୁ ଛାଡ଼ି ପଳାଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ। ସୂଚନାଯୋଗ୍ୟ, ଶନିବାର ସକାଳେ ଫିମେଲ ମେଡ଼ିସିନ ୱାର୍ଡର ଶୌଚାଳୟରେ ଏକ ନବଜନ୍ମିତ ଶିଶୁକନ୍ୟା...

ଅଙ୍ଗନୱାଡି କେନ୍ଦ୍ରରୁ କର୍ମୀଙ୍କ ମୃତଦେହ ଜବତ

ବାହାନଗା, ୯ା୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ମହାରାଜପୁର ଗ୍ରାମର ଅଙ୍ଗନଓ୍ବାଡି କେନ୍ଦ୍ର ଭିତରୁ ଶୁକ୍ରବାର କର୍ମୀଙ୍କ ମୃତଦେହ ଜବତ କରାଯାଇଛି। ସ୍ବାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା କରି ଟଙ୍ଗାଇ ଦିଆଯାଇଥିବା ତାଙ୍କ...

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା

ବାଲେଶ୍ୱର,୮।୯: ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବାଲେଶ୍ୱର ଜିଲା ବସ୍ତା ମଥାନୀ ଠାରେ ବିପଦ ସଙ୍କେତ୫.୫୦ ମିଟର ଥିଲା ବେଳେ ବିପଦ...

ବାତ୍ୟା, ବଜ୍ରପାତର ହେବ ଠିକ୍‌ ନିରୂପଣ

ବାଲେଶ୍ୱର ଜିଲା ଚାନ୍ଦିପୁର ନିକଟସ୍ଥ ହିଡ଼ିଗାଁ ଅଞ୍ଚଳରେ ନିର୍ମାଣ ଚାଲିଛି ‘ଡପ୍‌ଲର ରାଡାର ଷ୍ଟେଶନ’। ଏହା ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେଲେ ବଜ୍ରପାତ ପୂର୍ବରୁ ଠିକ୍‌ ଭାବେ ସ୍ଥାନ ନିରୂପଣ ସହିତ ବାତ୍ୟାକୁ ଟ୍ରାକ୍‌ କରିବାରେ ସହାୟକ ହେବ। ଫଳରେ...

ଏଠି ଲିମ୍ବପତ୍ର ଲାଗେ ମିଠା

ଖଇରା,(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତର ପ୍ରସିଦ୍ଧ ଜଳଙ୍ଗ ଚଣ୍ଡୀଙ୍କ ମହିମା କିଏ ନ ଜାଣେ। କେହି ବିପଦରେ ପଡି ଡାକିବା ମାତ୍ରେ ମା’ ଛାତ ଭଳି ସନ୍ତାନକୁ ପଣତକାନିରେ ଘୋଡେଇ ରଖନ୍ତି। ମନ୍ଦିର ସ୍ଥାପନା...

ଭୁଶୁଡିଲା ପୋଲ ୪୦ ବର୍ଷର ପୋଲ: ବାହ୍ୟଜଗତରୁ ବିଛିନ୍ନ ୨୫ ଗାଁ

ବାଲେଶ୍ୱର ଅଫିସ, ୬।୮: ବାଲେଶ୍ୱର ଜିଲାର ନୀଳଗିରି ବ୍ଲକ ବେଗୁନିଆ ଅଞ୍ଚଳରେ ଲଗାଣ ବର୍ଷାରେ ପୋଲ ଭୁଶୁଡ଼ି ପଡ଼ିଛି । ୪୦ ବର୍ଷର ପୁରୁଣା ପୋଲ ଭୁଶୁଡି ପଡିଥିବାବେଳେ ୨୫ ଖଣ୍ଡ ଗାଁର ଯାତାୟତ ବାଧାପ୍ରାପ୍ତ ହୋଇଛି । ସୋନ...

ପରିବା ବିକ୍ରି ଆଢୁଆଳରେ ଜୁଆଖେଳ

ଖଇରା,୪।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ବିଭିନ୍ନ ଗ୍ରାମାଞ୍ଚଳର ବିଭିନ୍ନ ସାପ୍ତାହିକ ହାଟର ଦୃଶ୍ୟ ଏବେ ନ କହିବା ଭଲ। ଅଧିକାଂଶ ଗାଁ ହାଟରେ ପରିବା ବିକ୍ରି ଆଢୁଆଳରେ ଜୁଆ ଖେଳ ସାଙ୍ଗକୁ ନିଶାକାରବାର ଚାଲୁଛି। ଏଭଳି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri