ସ୍ଥିତି ହରାଇଛି କୋଷ୍ଟକେନାଲ
ଭୋଗରାଇ, ୧୧ା୧୦: ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ପରିଚୟ ବହନ କରିଥିବା କୋଷ୍ଟ କେନାଲ ଏବେ ରକ୍ଷଣାବେକ୍ଷଣ ଅଭାବରୁ ସ୍ଥିତି ହରାଇ ବସିଛି। ଦିନ ଥିଲା ଏହି କୋଷ୍ଟକେନାଲରୁ ଜଳସେଚନ କରାଯାଇ କୃଷିକ୍ଷେତ୍ରକୁ ଶସ୍ୟଶ୍ୟାମଳା କରାଯାଉଥିଲା। ଏହି କେନାଲ ଜଳକୁ କୃଷିକ୍ଷେତ୍ରରେ...
ଇଣ୍ଡିଆ ବୁକ ଅଫ ରେକର୍ଡସ୍ରେ ପ୍ରଥମେଶ
ଖଇରା, ୧୦।୧୦(ଡି.ଏନ.ଏ.): ମାତ୍ର ୧୬ସେକେଣ୍ଡରେ ଓଡ଼ିଶାର ୩୦ଟି ଜିଲାର ନାମ କହି ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି ବାଲେଶ୍ୱର ଜିଲା ଖଇରା ବ୍ଲକ ସାରକେଣା ଗ୍ରାମର ପ୍ରଥମେଶ ମହାପାତ୍ର। ସାରକୋଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀର...
ସୁନାଚେନ୍ ଲୁଟି ଗୁଳି ଫୁଟାଇଲେ
ବାହାନଗା, ୧୦|୧୦(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ତାଳକୁରୁଣିଆଁ ବଜାରରେ ଖରାସାହପୁର ଗ୍ରାମର କରୁଣାକର ନାୟକ ତାଙ୍କ ସ୍ତ୍ରୀ ସସ୍ମିତା ଉଭୟ ମୋଟରସାଇକେଲ ଯୋଗେ ଜୁଣିଆଁ ବଜାରରୁ ଘରକୁ ଫେରୁଥିଲେ। ୨ଜଣ ଯୁବକ ଆଉ ଏକ ବାଇକ୍ରେ ଆସି ବେକରୁ...
ପ୍ରଜାକୋର୍ଟରେ ୧ ଲକ୍ଷ ଜରିମାନା
ସଜନାଗଡ଼,୯।୧୦(ଡି.ଏନ୍.ଏ.): ବାଲେଶ୍ୱର ଜିଲା ତେଲିପାଳ ପଞ୍ଚାୟତ ପୁଟିବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣି ଗାରିଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରାଯିବା ସହ ପ୍ରଜାକୋର୍ଟରେ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା...
ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିଲା ମଦ, ଅଧା ରାସ୍ତାରେ ବାନ୍ଧିଲା ପୋଲିସ
ବାଲେଶ୍ୱର ଅଫିସ,୯।୧୦: ୫୭ ନଂ ରାଜ୍ୟ ରାଜପଥ ବାଲେଶ୍ୱର ଜିଲା ବାଟଗ୍ରାମଠାରେ ଚଢ଼ାଉ କରାଯାଇ ଆନୁମାନିକ ୧୦ ଲକ୍ଷ ଟଙ୍କାର ମଦ ଜବତ କରାଯାଇଛି। ଦୁର୍ଗାପୂଜା ପାଇଁ ଏହି ନକଲି ମଦ ଭ୍ୟାନ୍ ଯୋଗେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥିଲା। ଭୋଗରାଇ...
୧୩୩୨ ହିତାଧିକାରୀଙ୍କୁ ୫୯.୨୩ କୋଟି ଋଣ
ବାଲେଶ୍ୱର ଅଫିସ, ୯।୧୦: ବାଲେଶ୍ୱର ବ୍ରିଟ୍ କଲ୍ୟାଣ ମଣ୍ଡପଠାରେ ଏକ ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲାର ୧୩୩୨ଜଣ ହିତାଧିକାରୀଙ୍କୁ ବିଭିନ୍ନ ବ୍ୟାଙ୍କ ତରଫରୁ ୫୯.୨୩ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି। ଭାରତ...
ଗୋରୁ ମାଲିକଙ୍କୁ ତୀରମାରି ହତ୍ୟା
କେନ୍ଦୁଝର,୮।୧୦(ସ୍ବ.ପ୍ର.): ଚାଷଜମିରେ ଗୋରୁ ପଶି ଫସଲ ଖାଇବାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ତୀର ମାରି ହତ୍ୟା କରାଯାଇଛି। କେନ୍ଦୁଝର ଜିଲା ନୟାକୋଟ ଥାନା ବାଂଶପାଳ ବ୍ଲକ ଅଧୀନ କୋଡକଳା ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଛି। ମୃତକ ହେଲେ...
୧ହଜାର କି.ମି ଦୂରରୁ ଶତ୍ରୁକୁ ଲକ୍ଷ୍ୟଭେଦ କରିପାରିବ ନିର୍ଭୟ
ବାଲେଶ୍ବର ଅଫିସ,୭।୧୦: ଡିଆର୍ଡିଓ ଦ୍ୱାରା ପରିଚାଳିତ ବାଲେଶ୍ବର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡ଼ରୁ ଗୁରୁବାର କ୍ରୁଜ ମିସାଇଲ ନିର୍ଭୟର ସଫଳ ପରୀକ୍ଷା କରାଯାଇଛି। ନିର୍ଭୟ ମିସାଇଲକୁ ୭୫୦ରୁ ୧ହଜାର କି.ମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ...
ସୁବର୍ଣ୍ଣରେଖାରେ ବାରମ୍ବାର ବନ୍ୟା; ଖରିଫ ଧାନଚାଷ ବ୍ୟାପକ କ୍ଷତି
ଜଳେଶ୍ୱର, ୭ା୧୦(ଡି.ଏନ.ଏ.)-ଉତ୍ତର ବାଲେଶ୍ୱର ସହିତ ପଶ୍ଚିମବଙ୍ଗର ଉଦ୍ବୃତ୍ତ ବର୍ଷାପାଣି ଜଳେଶ୍ୱର, ଭୋଗରାଇ, ବାଲିଆପାଳର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ କରିଥିଲା। ସେହିପରି ସୁବର୍ଣ୍ଣରେଖା ନଦୀରେ ବାରମ୍ବାର ବନ୍ୟା ଦେଖାଦେବାରୁ ତଳିଆ ଅଞ୍ଚଳରେ ଦୀର୍ଘଦିନ ପାଣି ଜମିରହିଥିଲା। ଫଳରେ ଖରିଫ ଧାନଚାଷରେ ବ୍ୟାପକ...
୧କି.ଗ୍ରା. ବ୍ରାଉନ୍ସୁଗାର, ୨୫ଲକ୍ଷ ଜବତ କଲା ଏସ୍ଟିଏଫ୍
ଜଳେଶ୍ୱର, ୭।୧୦(ଡି.ଏନ.ଏ.): ପଶ୍ଚିମବଙ୍ଗରୁ ବିପୁଳ ପରିମାଣ ବ୍ରାଉନସୁଗାର ବାଲେଶ୍ୱର ଜିଲା ଜଳେଶ୍ୱରକୁ ଚୋରାଚାଲାଣ ହେଉଛି। ପରବର୍ତ୍ତୀ ସମୟରେ ସେଠାରୁ ଅନ୍ୟ ସ୍ଥାନକୁ ଚାଲାଣ ହେଉଛି। ବୁଧବାର ଏସ୍ଟିଏଫ୍ର ଏକ ଟିମ୍ ୬୦ନଂ. ଜାତୀୟ ରାଜପଥ ଜମାଳପୁର ବାଇପାସ୍ଠାରେ ଜଣେ ଯୁବକଙ୍କୁ...
ଜଙ୍ଗଲରୁ ମିଳିଲା ନରକଙ୍କାଳ
ବଡବିଲ,୭।୧୦:(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅନ୍ତର୍ଗତ ଗନ୍ଧଲପଦା ଗ୍ରାମ ଜଙ୍ଗଲରୁ ଏକ ନରକଙ୍କାଳକୁ ପୋଲିସ ମଙ୍ଗଳବାର ଜବତକରି ବ୍ୟବଚ୍ଛେଦ ନିମନ୍ତେ କଟକସ୍ଥିତ ଏଫ୍ଏମଟି (ଫରେନସିକ ମେଡିସିନ ଟକ୍ସିକୋଲୋଜି) ବିଭାଗକୁ ପଠାଇଛି। ଏ ନେଇ ପୋଲିସ ଏକ ମାମଲା (ନଂ.୮/୨୦୨୧)...
ଦୁର୍ଦ୍ଦଶା ଭୋଗୁଛନ୍ତି ୩ଗାଁର ଲୋକେ
ରୂପସା, ୪ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନ ନଟାକଟା ପଞ୍ଚାୟତର ଅମର୍ଦ୍ଦାରୋଡ଼ ରେଳପଥ କଡ଼ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ବେଲା, ଖଣ୍ଡପସା ଓ ପଞ୍ଚବାଟିଆ ଗ୍ରାମର ୩ହଜାର ଲୋକ ବହୁତ ହଇରାଣ...
Archives


