ମିଳିଲା ଅପହୃତା ଶିଶୁକନ୍ୟାର ମୃତଦେହ
ରୂପସା,୨୮।୧୧(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅଧୀନ ଶ୍ରୀରାମପୁର ପଞ୍ଚାୟତ ନିମା ଗ୍ରାମରୁ ନିଖୋଜ ଥିବା ଶିଶୁକନ୍ୟାଙ୍କ ମୃତଦେହ ରବିବାର ସ୍ଥାନୀୟ ଏକ ପୋଖରୀରୁ ମିଳିଛି। ହେଲେ ଝିଅକୁ ଅପହରଣ ପରେ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ...
ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଏପାଖସେପାଖ
ବାଲେଶ୍ୱର ଅଫିସ, ୨୭।୧୧: ସ୍କୁଲ ଛାତ୍ରୀଛାତ୍ର ହଟହଟା ଛାତ୍ରୀଛାତ୍ର ସ୍କୁଲ ଯିବା ପାଇଁ ଅସୁବିଧା ସମ୍ମୁଖୀନ ହୋଇଥିଲେ। ନବମ ଶ୍ରେଣୀ ପରୀକ୍ଷା ଥିବାରୁ ଛାତ୍ରୀଛାତ୍ର ତଥା ଅଭିଭାବକ ଗାଡ଼ି ଚଳାଚଳ ବନ୍ଦର ପ୍ରତିବାଦ କରିଥିଲେ। ସ୍କୁଲ ପ୍ରଧାନଶିକ୍ଷକ ଏ ସମ୍ପର୍କରେ...
୩୧ ଲକ୍ଷଙ୍କୁ ମିଳିବ ସ୍ମାର୍ଟ ହେଲ୍ଥ କାର୍ଡ
ଭୁବନେଶ୍ୱର(ବ୍ୟୁରୋ)/ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ, ୨୬ା୧୧: ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କଓ୍ବୋଇ) ଅନ୍ତର୍ଗତ ସ୍ମାର୍ଟ ହେଲ୍ଥ କାର୍ଡ ସ୍କିମ୍ରେ ଯୋଡ଼ିହୋଇଛି ବାଲେଶ୍ୱର ଏବଂ ଭଦ୍ରକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଭୟ ଜିଲାରେ ଏହି ସ୍ବାସ୍ଥ୍ୟ କାର୍ଡ...
ବିର୍ଲା ଟାୟାର୍ସକୁ କାର୍ଯ୍ୟକ୍ଷମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ବାଲେଶ୍ୱର ଅଫିସ, ୨୭।୧୧: ବାଲେଶ୍ୱର ବାମପଦାସ୍ଥିତ ବିର୍ଲା ଟାୟାର୍ସ ଜିଲାରେ ଏକ ପ୍ରମୁଖ କାରଖାନା। ଏଥିରେ ୪ହଜାରରୁ ଊର୍ଦ୍ଧ୍ୱ ଲୋକ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ମହାମାରୀ କରୋନା ଯୋଗୁ ଆର୍ଥିକ ଦୁରବସ୍ଥା ପାଇଁ ୨ବର୍ଷ ଧରି...
ଅନନ୍ୟ ଆକର୍ଷଣ ‘କୁଲଡିହା’
ବାଲେଶ୍ୱର ଅଫିସ,୨୪।୧୧-ବାଲେଶ୍ୱର ଜିଲା ନୀଳଗିରି ଏବଂ ଔପଦା ବ୍ଲକ ପାହାଡ଼ିଆ ଅଞ୍ଚଳର ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟ। ବିଶେଷ କରି ଏହି ଅଭୟାରଣ୍ୟ ହାତୀଙ୍କ ସୁରକ୍ଷାସ୍ଥଳୀ ଭାବେ ପରିଚିତ। ପୁଣି ହାତୀ, ବାଘ, ଭାଲୁ, ଗୟଳ, କୁଟୁରା,...
ଡିଜେ ସାଉଣ୍ଡ ପାଇଁ ୬୩ କୁକୁଡ଼ା ମୃତ
ସଜନାଗଡ଼,୨୩।୧୧(ଡି.ଏନ.ଏ.): ଡିଜେ ସାଉଣ୍ଡରେ ୬୩ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ବାଲେଶ୍ୱର ଜିଲା ନୀଳଗିରି କାଣ୍ଡଗରଡ଼ି ଗ୍ରାମର କୁକୁଡା ଚାଷୀ ରଣଜିତ୍। ଅଭିଯୋଗ ଅନୁଯାୟୀ, ଗ୍ରାମରେ ସୋମବାର ରାତିରେ ଏକ ବିବାହ...
ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ
ସଜନାଗଡ/ସୋର/ଖଇରା/ରେମୁଣା/ ବାହାନଗା,୨୩ ।୧୧ ବାଲେଶ୍ୱର ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଧାରଣା ଓ ପ୍ରତିବାଦ ସଭା...
ନୂଆ ଓପିଡି ଖୋଲିବାକୁ ଅପେକ୍ଷା
ବାଲେଶ୍ୱର ଅଫିସ,୨୩ ।୧୧ ବାଲେଶ୍ୱର ରେମୁଣା ଗୋଲେଇ ନିକଟରେ ଏମ୍ସ ସାଟେଲାଇଟ୍ ସେଣ୍ଟର ଓପିଡି ସେବା ପାଇଁ ନିର୍ମାଣାଧୀନ କୋଠା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏହି ଓପିଡି ସେଣ୍ଟର କାର୍ଯ୍ୟକ୍ଷମ ହେବ ବୋଲି ବିଭାଗୀୟ...
ଜାମୁଝାଡ଼ି ସମବାୟ ସମିତି ଗୋଦାମ ସିଲ୍
ସିମୁଳିଆ,୨୨।୧୧(ଡି.ଏନ.ଏ.): ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତିଙ୍କ ନିର୍ଦ୍ଦେଶରେ ଜିଲା ଯୋଗାଣ ବିଭାଗ ଶନିବାର ରାତିରେ ସିମୁଳିଆ ବ୍ଲକ ଜାମୁଝାଡ଼ି ସେବା ସମବାୟ ସମତିର ଗୋଦାମ ଗୃହକୁ ସିଲ୍ କରିଛି। ଗତ ୧୫ ତାରିଖରେ ଏହି ସେବା ସମବାୟ ସମିତି ଗୋଦାମ ଗୃହ...
ଜିଏସ୍ଟି ଠକେଇ ଅଭିଯୋଗ: ଫର୍ନିଚର ଶୋ’ରୁମ୍ରେ ଚଢ଼ାଉ
ବାଲେଶ୍ୱର ଅଫିସ,୧୮।୧୧: ଜିଏସ୍ଟି (ଗୁଡ୍ ସର୍ଭିସ୍ ଟ୍ୟାକ୍ସ) ଠକେଇ ଅଭିଯୋଗରେ ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ବୁଧବାର ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସହରର ସିନେମା ହଲ୍ ଛକ ନିକଟସ୍ଥ ପଣ୍ଡା ଫର୍ନିଚର ଶୋ’ରୁମ୍ ଏବଂ ଉକ୍ତ ମାଲିକଙ୍କ ଅନ୍ୟ...
‘ଚାକିରି କରି ଭୁଲ୍ କରିଛି, ମୋତେ ଭିକ୍ଷା ଦିଅନ୍ତୁ ’
ଜଳେଶ୍ୱର, ୧୮।୧୧(ଡି.ଏନ୍.ଏ.) ମୁଁ ଚାକିରି କରି ଭୁଲ୍ କରିଛି, ମୋତେ ଭିକ୍ଷା ଦିଅନ୍ତୁ ବୋଲି କହି ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତଙ୍କ ନିକଟରେ ନେହୁରା ହେଉଛନ୍ତି ଜଣେ ଅବସରପ୍ରାପ୍ତ କର୍ମଚାରୀ। ଚଳିତବର୍ଷ ଫେବୃୟାରୀରେ ବାଲେଶ୍ୱର ଜିଲାର ଜଳେଶ୍ୱର ତହସିଲ କାର୍ଯ୍ୟାଳୟରୁ...
ଋଣ ଚିନ୍ତାରେ ବିଷ ପିଇଲେ ଚାଷୀ
ଜଳେଶ୍ୱର, ୧୬।୧୧(ଡି.ଏନ.ଏ.): ଚକଡ଼ା ପୋକ ଲାଗି ଚାଷ ଉଜୁଡ଼ିଯିବାରୁ ଜଣେ ଚାଷୀ ଋଣ ଶୁଝିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମରେ।...
Archives


