ବାଲେଶ୍ୱର

ପରୀକ୍ଷା ବାତିଲ୍‌ ଦାବିରେ ତାତିଲେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୩।୨: ବାଲେଶ୍ୱର ଜିଲାର ବିଭିନ୍ନ କନିଷ୍ଠ ମହାବିଦ୍ୟାଳୟର ଛାତ୍ରୀଛାତ୍ର ମହାମାରୀ କରୋନା ଯୋଗୁ ଯୁକ୍ତ ୨ ଫାଇନାଲ୍‌ ପରୀକ୍ଷା ବାତିଲ୍‌ କରିବା ପାଇଁ ଦାବି କରିଛନ୍ତି। ଗୁରୁବାର ଅଲ୍‌ ଓଡ଼ିଶା ଷ୍ଟୁଡ଼େଣ୍ଟ ୟୁନିଅନ୍‌ ଜିଲା ଶାଖା ନେତୃତ୍ୱରେ ସହରର ଓଟିରୋଡ୍‌ର…

ୱାର୍ଡସଭ୍ୟାଙ୍କ ପାଇଁ ପ୍ରଚାର କଲେ ହାସ୍ୟାଭିନେତା

ବାହାନଗା, ୩ା୨(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ନିର୍ବାଚନ ପ୍ରଚାର ଆରମ୍ଭରୁ ସିନେତାରକା ମଇଦାନକୁ ଓହ୍ଲାଇଛନ୍ତି। ଜଣେ ୱାର୍ଡସଭ୍ୟା ପ୍ରାର୍ଥିନୀଙ୍କ ପାଇଁ ହାସ୍ୟାଭିନେତା ବ୍ରଜ ସିଂ ଘରକୁ ଘର ବୁଲି ଭୋଟଭିକ୍ଷା କରିଥିଲେ। ପଣପଣା ପଞ୍ଚାୟତର ୧୦ନମ୍ବର ୱାର୍ଡରେ ୱାର୍ଡସଭ୍ୟା ପ୍ରାର୍ଥିନୀ…

ଆବାସ ଯୋଜନାରେ ଘର ଦେବାକୁ କହି ଟଙ୍କା ହଡ଼ପ

ବାହାନଗା, ୩ା୨(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ତାହାରପୁର ଗ୍ରାମର କିଛି ଲେବର କାର୍ଡଧାରୀଙ୍କୁ ଆବାସ ଯୋଜନାରେ ଘର କରିଦେବାକୁ କହି ଜଣେ ବ୍ୟକ୍ତି କିଛି ଲୋକଙ୍କଠାରୁ ୩୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ୨ବର୍ଷ ଧରି ହଡପ କରିନେଇଥିବା ବୁଧବାର ଖନ୍ତାପଡା ଥାନାରେ…

ଜୀବନ ସହ ସଂଗ୍ରାମ କରୁଛି ୮ ଦିନର ଶିଶୁକନ୍ୟା

ବାଲେଶ୍ୱର ଅଫିସ, ୩ା୨: ବାଲେଶ୍ୱର ସହରସ୍ଥିତ କରଞ୍ଜିଆ ଅଞ୍ଚଳର ମୂରଲୀଧର ପାଣିଗ୍ରାହୀଙ୍କ ସ୍ତ୍ରୀ ସୁଚିସ୍ମିତା ଗତ ଜାନୁୟାରୀ ୨୬ତାରିଖରେ ଏକ ଘରୋଇ ଡାକ୍ତରଖାନାରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଜନ୍ମ ହେବାର ଦୁଇ ଘଣ୍ଟା ପରେ ଶିଶୁକନ୍ୟାଟି ରକ୍ତବାନ୍ତି କରିବାରୁ ତାଙ୍କୁ…

ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

ଜଳେଶ୍ୱର, ୩ା୨(ଡି.ଏନ.ଏ.) ସମଗ୍ର ରାଜ୍ୟର ୧୦୭ ପୌରପରିଷଦ ଲାଗି ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ା ଏଥିରେ ବାଲେଶ୍ୱର ଜିଲା ଜଳେଶ୍ୱର ପୌରପାଳିକାର ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ହୋଇଥିବାରୁ ଏହାକୁ ରାଜନୈତିକ ଦଳଗୁଡିକ ସ୍ବାଗତ କରିଛନ୍ତି। ପୌର ନିର୍ବାଚନର ବିଗୁଲ…

ଧାନକିଣାରେ ଅବ୍ୟବସ୍ଥା

ଖଇରା, ୨।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ୧୪ଟି ସେବା ସମବାୟ ସମିତି ଅଧୀନରେ ଚାଷୀମାନଙ୍କଠାରୁ ଉତ୍ପାଦିତ ଶସ୍ୟ କିଣିବାରେ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାରଙ୍କ ଯୋଗାଣ ବିଭାଗ ଇସ୍ୟୁ କରିଥିବା ସମସ୍ତ ଟୋକନ…

ପ୍ରାର୍ଥିପତ୍ରରେ ତ୍ରୁଟି ଅଭିଯୋଗ: ପଞ୍ଚାୟତ କାର୍ଯ୍ୟାଳୟରେ ବିଡିଓ , ଏବିଡିଓଙ୍କ ସହ ଅଧିକାରୀଙ୍କୁ ତାଲା

ବାଲେଶ୍ୱର ଅଫିସ,୨।୨: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କୁମ୍ଭୀରଗଡ଼ି ପଞ୍ଚାୟତର ଜଣେ ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ମଙ୍ଗଳବାର ପ୍ରାର୍ଥିପତ୍ର ଯାଞ୍ଚ କରାଯାଉଥିବା ବେଳେ ଓ୍ବାର୍ଡ ମେମ୍ବର ପ୍ରାର୍ଥୀଙ୍କର ବୟସ କମ୍‌ ଥିବାନେଇ ଅପର ପକ୍ଷ ଅଭିଯୋଗ କରିଥିଲେ।…

ରାତିରେ ଶୋଇଥିବା ବେଳେ ଘରେ ପଶିଲା ହାତୀ

ବାଲେଶ୍ୱର ଅଫିସ,୧।୨: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡିହା ଅଭୟାରଣ୍ୟରୁ ସୋମବାର ମଧ୍ୟରାତ୍ରିରେ ଦୁଇଟି ଦନ୍ତା ଜଙ୍ଗଲରୁ ପଳେଇ ଆସିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଜାମୁଢ଼ିଆ ପଞ୍ଚାୟତ ଭୁଳାଗଡିଆ ଗାଁର ଜାନକୀ ଟୁଡ଼ୁଙ୍କ ଘରେ ପଶି ଯାଇଥିଲା । ପରିବାର ୫…

ବିଜେଡି, ଭାଜପାରେ ବିଦ୍ରୋହୀ କଣ୍ଟା

ଖଇରା,୩୧।୧(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ବାଲେଶ୍ୱର ଜିଲା ଖଇରା ବ୍ଲକର ୪ଟି ଜୋନରେ ଉଷ୍ମତା ସେତେ ବଢ଼ିବା ସହ ସମୀକରଣ ମଧ୍ୟ ବଦଳିବାରେ ଲାଗିଛି। ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ୩ନଂ. ଜୋନରେ ୪ଜଣ, ୪ନଂ ଜୋନରେ ୫ଜଣ,…

ହଟୁନି ସରକାରୀ ହୋର୍ଡିଂ

ସଜନାଗଡ଼,୩୧।୧(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ସତ୍ତ୍ୱେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଞ୍ଚଳରେ ମାଳମାଳ ସରକାରୀ ହୋର୍ଡିଂ ଦେଖିବାକୁ ମିଳିଛି। ଏହି ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ସରକାରୀ କାର୍ଯ୍ୟାଳୟ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ…

ଇକଡାରେ ନିର୍ମାଣ ହେଲା ବାଉଁଶପୋଲ

ଜଳେଶ୍ୱର, ୩୦ା୧(ଡି.ଏନ.ଏ.) ଘରୁ ପଦାକୁ ଗୋଡ଼ କାଢ଼ିଲେ ପାରି ହେବାକୁ ପଡ଼େ ଏକ ଲମ୍ବା ନାଳ। ଦୈନନ୍ଦିନ ବିଲକାମ, ସ୍କୁଲ, ଅଙ୍ଗନୱାଡ଼ି, ବଜାରକୁ ଗଲେ ଏହି ନାଳ ପାରି ହେବାକୁ ପଡ଼େ। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଖାଲିନା ପଞ୍ଚାୟତ ଇକଡ଼ା…

୪୫୫ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱ

ବାଲେଶ୍ୱର ଅଫିସ, ୩୦ା୧: ବାଲେଶ୍ୱର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲାପରିଷଦ, ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ଼ମେମ୍ବର ପ୍ରାର୍ଥୀ ପାଇଁ ଜିଲାରେ ମୋଟ୍‌ ୧୨,୯୮୨ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ ରହିଛି। ସେଥିମଧ୍ୟରୁ ୨ ସରପଞ୍ଚ, ୩ ସମିତିସଭ୍ୟ, ୪୫୦ ୱାର୍ଡ଼ମେମ୍ବର ପ୍ରାର୍ଥୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri