୬୧ବର୍ଷ ପରେ ଖୋଲିଲା ପିଜି
ବଲାଙ୍ଗୀର ଅଫିସ, ୨୪ା୨: ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ବିଭାଗ ଖୋଲିଛି। ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ସରକାରୀ ବିଭାଗୀୟ ଚିଠି ସଂଖ୍ୟା ୭୭୭୬/ଏଚ୍ଇ/୨୨/୨/୨୦୨୩ରେ ଏନେଇ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସୂଚନା…
ମେଡିକାଲ କଲେଜକୁ କଲେ ଶରୀର ଦାନ
ବଲାଙ୍ଗୀର ଅଫିସ, ୨୩ା୨: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଫର୍ମାସିଷ୍ଟ ଶୁଭେନ୍ଦ୍ର ନେପାକ ଚାକିରିରୁ ଅବସର ଗ୍ରହଣ ପରେ ଦେଖାଇଛନ୍ତି ମହତାଦର୍ଶ। ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଶିକ୍ଷା ଏବଂ ଗବେଷଣା ପାଇଁ ମୃତ୍ୟୁ ପରେ ସେ ତାଙ୍କ ମରଶରୀରକୁ…
ଅପରାଧୀଙ୍କ ଘରେ ଚଢ଼ିଲା ବୁଲଡୋଜର
ବଲାଙ୍ଗୀର ଅଫିସ,୨୩ା୨: ବଲାଙ୍ଗୀର ସହର ଶାସ୍ତ୍ରୀନଗରଠାରେ ପୋଲିସ ଟିମ୍ ଉପସ୍ଥିତିରେ ପ୍ରଶାସନିକ ଟିମ୍ ଅଭିଯୁକ୍ତ ମନବାହାଦୂର ମଟାରୀଙ୍କ ଘରକୁ ଭାଙ୍ଗିଦେଇଛି। ଏଠାରେ ମୁଖ୍ୟ ରାସ୍ତା କଡରେ ଥିବା ସରକାରୀ ଜମିରେ ଘର କରି ମନବାହାଦୂର ଓ ତାଙ୍କ ପୁଅ ଆପରାଧିକ କାର୍ଯ୍ୟ…
ସରକାରୀ ଜମିରେ ବେଆଇନ ଇଟାଭାଟି
ସଇଁତଳା, ୨୩ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ତହସିଲ ଅଞ୍ଚଳରେ ସରକାରୀ ଜମିରେ ବେଆଇନ ଇଟାଭାଟିମାନ ଗଢି ଉଠିଛି। ସଇଁତଳା ବ୍ଲକର ଟିକ୍ରାପଡ଼ା, ଝିଙ୍କିଡୁଙ୍ଗୁରୀ, କରମତଲା, ଧରପଗଡ଼, କୁମ୍ଭାରୀ, ଡ଼େଙ୍ଗ, ଭଦ୍ରା, ଡୁଙ୍ଗୁରୀପାଲି ଓ ଆମ୍ବପାଲି ପଞ୍ଚାୟତ ଦେଇ ପ୍ରବାହିତ ହୋଇଛି ଲାନ୍ଥନଦୀ…
ମଙ୍ଗନ ଦିନ ବିଷ ପିଇଲେ ମଙ୍ଗୁଳା କନ୍ୟା: ସାହାନାଇ ବାଜିବା ଆଗରୁ କାନ୍ଦ ବୋବାଳି
ବଲାଙ୍ଗୀର ଅଫିସ, ୨୧।୨: ମଙ୍ଗନ ଦିନ ବିଷ ପିଇଲେ ମଙ୍ଗୁଳା କନ୍ୟା। ବିବାହକୁ ଥିଲା ମାତ୍ର ଗୋଟିଏ ଦିନ ବାକି। ବର ଆସିଥାନ୍ତେ ଆଉ ବିବାହ ହୋଇ ଥାନ୍ତା। ମାତ୍ରା ତାହା ଆଗରୁ କାହିଁକି ଏଭଳି ନିଷ୍ପତ୍ତି ନେଲେ ଯୁବତୀ ତାହାକୁ…
ଜିଲା ସଂସ୍କୃତି ଭବନ ଉଦ୍ଘାଟନ ବେଳେ ବିଜେଡି-କଂଗ୍ରେସ ମୁହାଁମୁହିଁ
ବଲାଙ୍ଗୀର ଅଫିସ, ୧୮ା୨: ବଲାଙ୍ଗୀର କୋଶଳ କଳାମଣ୍ଡଳ ପରିସରରେ ଶୁକ୍ରବାର ଜିଲା ସଂସ୍କୃତି ଭବନ ନବୀକରଣ ଏବଂ ଲୋକାର୍ପଣ ସମାରୋହ ଚାଲିଥିବାବେଳେ ବିଜେଡି ଏବଂ କଂଗ୍ରେସ କର୍ମୀ ମୁହଁାମୁହିଁ ହୋଇଥିଲେ। ଅତିଥିଭାବେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ରୋହିତ ପୂଜାରୀ, ରାଜ୍ୟ ସଭା…
ହାତଗଣ୍ଠି ପରେ କନ୍ୟା ଫେରାର: ଶିଶୁପାଳ ହୋଇ ଫେରିଲେ ବର
ବଲାଙ୍ଗୀର ଅଫିସ,୧୭ା୨: ବଲାଙ୍ଗୀର ସହର ବ୍ରାହ୍ମଣପଡ଼ାରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ବେଦୀରେ ବସି ବୈଦିକ ରୀତିରେ ବିବାହ କରିବା ପରେ ନବବଧୂ ପ୍ରେମିକ ସହ ଚମ୍ପଟ ମାରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଏ…
ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଟିଟିଲାଗଡ,୧୭।୨(ଡି.ଏନ.ଏ.): ରେହେନଭଟା ଗ୍ରାମ ନିକଟରେ ଟିଟିଲାଗଡକୁ ଯାଉଥିବା ରାସ୍ତାକଡ଼ରେ ଶୁକ୍ରବାର ପୋଲିସ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ସେ ହେଲେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ପିଟାପଡାର ସୁରେଶ ଘିବେଲାଙ୍କ ପୁଅ ନଟୁ ଘିବେଲା(୨୩ )। ମୃତଦେହ ନିକଟରେ ଏକ…
ଅପରାଧୀଙ୍କୁ ସାବାଡ଼ କରିବ ମିଶନ୍ ବୁଲ୍ଡୋଜର
ବଲାଙ୍ଗୀର ଅଫିସ,୧୭ା୨: ବଲାଙ୍ଗୀର ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ଏବେ ଏକ ନୂଆ ପ୍ରୟୋଗ ଆରମ୍ଭ କରିଛି। ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ପୋଲିସ ଚଳାଇଛି ମିଶନ୍ ବୁଲଡୋଜର। ଗୁରୁବାର ଚତୁର୍ଥଦିନରେ ପୋଲିସ ଅଭିଯୁକ୍ତ ଶ୍ରୀପତି ସିଂଙ୍କ ରାଜୀବନଗରପଡା…
ଅଭିଯୁକ୍ତଙ୍କ ଆଡ୍ଡାସ୍ଥଳୀରେ ଚଢୁଛି ବୁଲଡୋଜର
ବଲାଙ୍ଗୀର ଅଫିସ,୧୬ା୨: ବଲାଙ୍ଗୀର ସହର ମାଲଗୋଦାମପଡା ଠାରେ ବୁଧବାର ଅପରାହ୍ଣରୁ ପୋଲିସ ଏବଂ ପ୍ରଶାସନିକ ଟିମ୍ କେତେଜଣ ଅସାମାଜିକ ବ୍ୟକ୍ତିଙ୍କ ଘର ଉଚ୍ଛେଦ କାର୍ଯ୍ୟ ଜାରି ରଖିଛନ୍ତି। ମାଲଗୋଦାମପଡାର ତେଜରାଜ ନନ୍ଦ, ନିରୋଜ ହରପାଲ ଏବଂ ସଞ୍ଜୟ ତାଣ୍ଡିଙ୍କ ଘରକୁ ସମ୍ପୂର୍ଣ୍ଣ…
କେନ୍ଦ୍ର ବିରୋଧରେ ଗର୍ଜିଲା ବିଜେଡି
ବଲାଙ୍ଗୀର ଅଫିସ,୧୬ା୨: ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଜିଲା ବିଜେଡି ପକ୍ଷରୁ ଧାରଣା ଦିଆଯାଇ କେନ୍ଦ୍ର ସରକାରଙ୍କ ଗରିବ ବିରୋଧୀ ନୀତିକୁ କଡ଼ା ସମାଲୋଚନା କରାଯାଇଥିଲା। ଓଡ଼ିଶାର ଗରିବ ଲୋକଙ୍କ ପିଡିଏସ୍ ଚାଉଳ କାଟିବା ପ୍ରତିବାଦରେ ବିଜେଡି ପକ୍ଷରୁ ରାଷ୍ଟ୍ରପତିଙ୍କ…
ଚୁକ୍ତିଭିତ୍ତିକ ଶିକ୍ଷକ ପଦବୀ ଉଚ୍ଛେଦ ଦାବି
ବଲାଙ୍ଗୀର ଅଫିସ,୧୫ା୨: ଓଡ଼ିଶା ସରକାରୀ ହାଇସ୍କୁଲ ଏନ୍ପିଏସ୍ ଶିକ୍ଷକ ସଂଘ ଜିଲା ପକ୍ଷରୁ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ରାଜ୍ୟ ସରକାର ଘୋଷିତ ‘ରିପିଲ ଆଣ୍ଡ୍ ସ୍ପେଶାଲ ପ୍ରୋଭିଜନ ରୁଲ୍ସ’ ୨୦୨୨ କାର୍ଯ୍ୟକାରୀ କରିବା ଦାବି ନେଇ ଜିଲାର…
Archives


